6. ୬. ଇସ୍ହାକାର୍ ଗିନେ ଇଶ୍ବର୍ ଜାଗାଇ ଦେଇଦ୍
ଜ୍ଡେବ୍ଳ୍ ଅବ୍ରାହାମ୍ ବେଶି ବୁଡା ଅଇରିଲା, ତାର୍ ହଇସି, ଇସାହକ୍ ବ୍ଡ୍ ଅଇକ୍ରି ବେଣ୍ତିଆ ଅଇରିଲା। ସେତାକ୍ ଅବ୍ରାହାମ୍ ତାର୍ ହଇସି ଇସହାକାର୍ ଗିନେ କ୍ନିଆ ଆଣ୍ତାର୍ ଗିନେ ତାର୍ ଲକ୍ବାକ୍ ଜୁଇତି ବାସା କ୍ର୍ତି ରିଲାଇ ସେ ଜାଗାଇ ଦାସ୍ମ୍ନ୍କାର୍ ବିତ୍ରେ ଏକ୍ଲାକେ ହ୍ଟାଇଲା।
ବେସି ଦୁରି ଗଲା ହ୍ଚେ ଅବ୍ରାହାମାର୍ କୁଟୁମ୍ ବାସା କର୍ତିରିଲା ଜାଗାଇ ହଚ୍ଲାକେ, ଇଶ୍ବର୍ ସେ ଦାସ୍କେ ରିବିକା ଲଗେ ନିଲା। ସେ ଟକି ଅବ୍ରାହାମାର୍ ବାଇସିର୍ ନାତ୍ଣି ଟକି ରିଲି।
ରିବିକା ତାର୍ ପରିବାର୍କେ ଚାଡିକ୍ରି ଇସହାକାର୍ ଗ୍ରେ ଦାସ୍ ମ୍ନ୍କାର୍ ସ୍ଙ୍ଗ୍ ଲେଉଟି ଜାତାର୍ ଗିନେ ମ୍ନ୍ରିଲି ସେ କେଟ୍ଲା ସ୍ଙ୍ଗେ ସ୍ଙ୍ଗେ ତାର୍ ସ୍ଙ୍ଗ୍ ଇସାହାକ୍ ବିବା ଅଇଲା।
କ୍ତେକ୍ ଦିନ୍ ହ୍ଚେ ଅବ୍ରାହାମ୍ ମ୍ଲା, ଆର୍ ତାର୍ ସ୍ଙ୍ଗ୍ ଜୁଇ ସ୍ବୁ ହ୍ର୍ମାଣ୍ ମ୍ନ୍ ଇଶ୍ବର୍ କ୍ରିରିଲା ସେସ୍ବୁ ନିୟମ୍ ଇସହାକେ ସ୍ହ୍ରି ଦିଲା। ଇଶ୍ୱର୍ ହ୍ର୍ମାଣ୍ କ୍ରିରିଲା ଯେ ଅବ୍ରାହାମାର୍ ବ୍ଉଁଶ୍ ଗ୍ଣି ନଇ, ମ୍ତର୍ ରିବିକା, ଇସହାକାର୍ ମାଇଜିକେ, ହିଲା ଅମ୍ ନାହାର୍ତି ରିଲି।
ରିବିକାର୍ ଗିନେ ଇସହାକ୍ ପାର୍ତେନା କ୍ଲା, ଆର୍ ଇଶ୍ୱର୍ ତାକେ ଜ୍ଉଁଣା ହିଲା ଗ୍ର୍ବବତି ଅମ୍କେ ଆଦେଶ୍ ଦିଲା। ଜଳେକ୍ ହିଲାମ୍ନ୍ ଜ୍ଡେବ୍ଳ୍ ରିବିକାର୍ ହେଟେ ରିଲାଇ, ସ୍ଡେବ୍ଳ୍ ହ୍ଣି ସେମ୍ନ୍ କ୍ଷ୍ଟ କ୍ର୍ତି ରିଲାଇ, ସେତାକ୍ ଇଶ୍ୱର୍କେ ରିବିକା ଇରି କାଇରି ଅମ୍ଲି ବ୍ଲି ହ୍ଚାର୍ଲି।
ଇଶ୍ୱର୍ ରିବିକାକେ କଇଲା, “ତର୍ ବିତ୍ରେ ରିଲା ଜଳେକ୍ ହିଲାର୍ ତ୍ଇହ୍ଣି ଜଳେକ୍ ଦେଶ୍ ଆସେଦ୍। ସେମ୍ନ୍ ଦୁଇଲକ୍ ନିଜେ ନିଜେ ଜୁଜ୍ କ୍ର୍ତି ଆର୍ ବ୍ଡ୍ ହଇସି ସାନ୍ ହଇସିର୍ ସେବା କ୍ରେଦ୍।
ଜ୍ଡେବ୍ଳ୍ ରିବିକାର୍ ହିଲାମ୍ନ୍ ଜ୍ଲମ୍ ଅଇଲାଇ, ବ୍ଡ୍ ହିଲାର୍ ର୍ଙ୍ଗ୍ ର୍ତା ଆର୍ ଗ୍ଗାଳେ ବାଳ୍ ବାର୍ଲାର୍ ଜ୍ଲମ୍ ଅଇଲା, ଆର୍ ସେମ୍ନ୍ ତାକେ ଏଷୌ ନାଉ ସ୍ଙ୍ଗାଇଲାଇ। ତାର୍ହ୍ଚେ ସାନ୍ ହିଲା ଏଷୌର୍ ଗଇଟି ଦ୍ରି ଆଇଲା, ସେମ୍ନ୍ ତାର୍ ନାଉ ଯାକୁବ ଦିଲାଇ।
ବାଇବଲାର୍ ଗଟେକ୍ କ୍ତା: ଆଦିବହି ୨୪:୧-୨୫:୨୬
Free to use, adapt, and share under an open license (CC BY-SA 4.0).