7. ୭. ଯାକୁବ୍କେ ଇଶ୍ବର୍ ଆଶ୍ରିବାଦ୍ କ୍ରେଦ୍
ଜ୍ନ୍କ୍ରି ହିଲାମ୍ନ୍ ବାଡୁକେ ଲାଗ୍ଲାଇ, ଗରେ ଯାକୁବ୍ ରେମ୍କେ ଲାଡ୍ କ୍ର୍ତିରିଲା, ମ୍ତର୍ ଏଷୌ ଶିକାର୍ କ୍ରୁକେ ଲାଡ୍ କ୍ର୍ତିରିଲା। ରିବିକା ଯାକୁବ୍କେ ଲାଡ୍ କ୍ର୍ତିରିଲା, ମ୍ତର୍ ଇସହାକ୍ ଏଷୌକେ ଲାଡ୍ କ୍ର୍ତି ରିଲାଇ।
ଦିନେକ୍ ଜ୍ଡେବ୍ଳ୍ ଏଷୌ ଶିକାର୍ କ୍ରି ଲେଉଟି ଆଇଲା, ସେ ବେଶି ବୁକେରିଲା। ଏଷୌ ଯାକୁବକେ କଇଲା, “ତୁଇ ବାନାଇରିଲା କାଦି ମକେ କ୍ଣ୍ତେକ୍ କାମ୍କେ ଦୟାକ୍ରି ଦେ।” ସ୍ବୁ କ୍ତାଲ୍ଗେ ଯାକୁବ କଇଲା, ହ୍ର୍ତୁର୍, ତୁମାର୍ ଆଗାର୍ ବ୍ଡ୍ ହିଲାର୍ ଅଦିକାର୍ ମକେ ଦେ। ସେତାର୍ ଗିନେ ଏଷୌ ତାର୍ ବ୍ଡ୍ ହିଲାର୍ ଅଦିକାର୍ ଯାକୁବ୍କେ ଦିଲା। ତାର୍ହ୍ଚେ ତାକେ ଯାକୁବ୍ କ୍ଣ୍ତେକ୍ କାଦି କାଇଲା।
ଏଷୌକେ ଇସହାକ୍ ତାର୍ ଆଶ୍ରିବାଦ୍ ଦେମ୍କେ ଇଚାକ୍ଲା। ମ୍ତର୍ ସେ ସେରି କ୍ର୍ତା ଆଗେ, ଯାକୁବ ଏଷୌର୍ ହର୍ ବେଶ୍କ୍ରି ରିବିକା ଆର୍ ଯାକୁବ୍ ତାକେ କାବା କ୍ରିରିଲା। ଇସାହାକ୍ ବୁଡା ଅଇରିଲା ଆର୍ ସେ ଦ୍କୁ ନାହାର୍ତି ରିଲା। ସେତାକ୍ ଯାକୁବ ଚେଳିର୍ ଚାମ୍ଳା ଟଟାଇ ଆର୍ ଆତେ ଡାହିଅଇଲା ଆର୍ ଏଷୌର୍ ଆଙ୍ଗି ହିନ୍ଦ୍ଲା।
ଇସାହାକାର୍ ଲ୍ଗେ ଯାକୁବ ଆସିକ୍ରି କଇଲା, “ମୁଇ ଅମ୍ଲେ ଏଷୌ”। ମୁଇ ଆସିଆଚି, ଜୁଇ ଦ୍ବାରା ତୁଇ ମକେ ଆଶ୍ରିବାଦ୍ କ୍ର୍ତି। ଇସାହାକ ଜ୍ଡେବ୍ଳ୍ ଆଙ୍ଗିର୍ ବାଷ୍ନା ଆର୍ ଚେଳିର୍ ଚାମ୍ ବାବ୍ଲା, ସେ ଏଷୌ ବାବ୍ଲା ଆର୍ ତାକେ ଆଶ୍ରିବାଦ୍ କ୍ଲା।
ଏଷୌ ଯାକୁବକେ ଗିଣ୍କ୍ଲା ଜ୍ନ୍କ୍ରି ଯାକୁବ୍ ତାର୍ ବ୍ଡ୍ ହିଲାର୍ ଅଦିକାର୍ ଆର୍ ତାର୍ ଆଶ୍ରିବାଦ୍ ଚରିରିଲା। ସେତାକ୍ ତାକେ ଉବାସିର୍ ମ୍ର୍ନ୍ ହ୍ଚେ ଯାକୁବ୍କେ ମାରୁକେ ସେ ଯଜ୍ନା କ୍ଲା।
ମ୍ତର୍ ରିବିକା ଏଷୌର୍ ଜ୍ଜ୍ନା ଜାଣୁ ହାର୍ଲାଇ। ସେତାକ୍ ସେ ଆର୍ ଇସହାକ୍, ଯାକୁବକେ ଦୁରି ତାର୍ ଲକ୍ବାକ୍ ମ୍ନ୍କାର୍ ସ୍ଙ୍ଗ୍ ରେମ୍କେ ହ୍ଟାଇଲା।
ଯାକୁବ ରିବିକାର୍ ଲକ୍ବାକ୍ ମ୍ନ୍କାର୍ ସ୍ଙ୍ଗ୍ ବେଶି ବର୍ଷ ଦ୍ରି ରିଲାଇ। ସେ ସମୟେ ସେ ବିବା ଅଇଲା ଆର୍ ତାର୍ ବାରଗଟ୍ ହିଲା ଆର୍ ଗଟେକ୍ ଟକି ରିଲି। ଇଶ୍ୱର୍ ତାକେ ବେଶି ବ୍ଡ୍ କ୍ଲା।
ତାକାର୍ ଗ୍ର୍ କିଣାନ୍ ଦେଶେ ହ୍ଣି କଳେ ବର୍ଷ ରିଲାହ୍ଚେ, ଯାକୁବ ତାର୍ ପରିବାର୍ ସ୍ଙ୍ଗ୍, ତାର୍ ଦାସ୍ମ୍ନ୍ ଆର୍ ତାର୍ ପଶୁମ୍ନ୍ଧା ସ୍ଙ୍ଗ୍ ସେତିକେ ଲେଉଟି ଗ୍ଲାଇ।
ଯାକୁବ ବେଶି ଡିର୍ତିରିଲା ଜ୍ନ୍କ୍ରି ସେ ଚିନ୍ତା କ୍ର୍ତିରିଲା ଯେ ଅବେ ହ୍ତେକ୍ ଏଷୌ ତାକେ ମାରୁକେ ଇଚା କ୍ରୁଲା। ସେତାକ୍ ସେ ଗାଦା ପଶୁ ମ୍ନ୍ଦାକେ ଏଷୌକେ ଉପ୍ହାର୍ ହର୍ ହ୍ଟାଇଲା। ଜୁଇ ଦାସ୍ମ୍ନ୍ ପଶୁମ୍ନ୍କେ ଆଣିରିଲାଇ ଏଷୌକେ କଇଲାଇ, “ତୁମାର୍ ଦାସ୍, ଯାକୁବ, ତକେ ଇ ପଶୁମ୍ନ୍ ଦିଲାଆଚେ। ସେ ବେଗି ଆସୁଲା।
ମ୍ତର୍ ଏଷୌ ଯାକୁବକେ କେମା କ୍ରିରିଲା, ଆରେକ୍ ସେମ୍ନ୍ ଜାର୍ ଜାର୍ ବିତ୍ରେ ସ୍ର୍ଦା କ୍ରି ଦ୍କୁକେ ଇଚାକ୍ଲାଇ। ତାର୍ହ୍ଚେ ଯାକୁବ କିଣାନ୍ ଦେଶେ ଶାନ୍ତିରେ ବାସା କ୍ଲାଇ। ଇତାର୍ ହ୍ଚେ ଇସାହାକ୍ ମ୍ଲା, ଆର୍ ଏଷୌ ଆର୍ ଯାକୁବ୍ ତାକେ କ୍ବର୍ ଦିଲା। ଇଶ୍ବର୍ ଜୁଇ ନିୟମାର୍ ହ୍ର୍ମାଣ୍ ଅବ୍ରାହାମ୍କେ କ୍ରିରିଲା, ଅବେ ଇସହାକାର୍ ତ୍ଇହ୍ଣି ଯାକୁବ୍କେ ଦିଆ ଅଇଲି।
ବାଇବଲାର୍ ଗଟେ କ୍ତା: ଆଦିବହି ୨୫:୨୭-୩୩:୨୦
Free to use, adapt, and share under an open license (CC BY-SA 4.0).