8. ୮. ଇଶ୍ୱର୍ ଯୋଶେଫ୍ ଆର୍ ତାର୍ ପରିବାର୍କେ ଉଦାର୍ କ୍ରେଦ୍
ବେସିବ୍ର୍ଷ ଗ୍ଲାହ୍ଚେ ଯାକୁବ ଜ୍ଡେବ୍ଳ୍ ବୁଡାଅଇ ରିଲା, ସେ ତାର୍ ଲାଡାର୍ ହିଲା, ଯୋଶେଫ୍କେ ତାର୍ ବାଇମ୍ନ୍କାର୍ ଲ୍ଗେ ଦ୍କ୍ତାର୍ ଗିନେ ଜୁଇଲକ୍ମ୍ନ୍ ପଶୁ ମ୍ନ୍ଦାକେ ଜ୍ତୁନ୍ କ୍ର୍ତି ରିଲାଇ, ହ୍ଟାଇରିଲାଇ।
ଯୋଶେଫାର୍ ବାଇମ୍ନ୍ ତାକେ ଗୁର୍ଣା କ୍ର୍ତିରିଲାଇ, କାଇତାକ୍ ସେମ୍ନ୍କାର୍ ଉବାସି ତାକେ ଅଦିକ୍ ଲାଡ୍ କ୍ର୍ତିରିଲା, କାଇତାକ୍ ଯୋଶେଫ୍ ସ୍ୱପ୍ନ ଦ୍କିରିଲା ଯେ ସେ ସେମ୍ନ୍କାର୍ ଶାସନ୍ କ୍ରେଦ୍। ଜ୍ଡେବ୍ଳ୍ ଯୋଶେଫ୍ ସେମ୍ନ୍କାର୍ ଲ୍ଗେ ଆଇଲା, ସେମ୍ନ୍ ତାକେ ଚରିନିଲାଇ ଆର୍ କ୍ରିତ ଦାସାର୍ ବେପାରିମ୍ନ୍କେ ବିକ୍ଲାଇ।
ଯୋଶେଫାର୍ ବାଇମ୍ନ୍ ଗ୍ରେ ଲେଉଟି ଆସ୍ତା ଆଗେ, ଯୋଶେଫାର୍ ହ୍ଚିଆକେ ଚିରି ଦିଲାଇ ଆର୍ ତାକେ ଛେଳିର୍ ବ୍ନିଲ୍ଗେ ବୁଡାଇଲାଇ। ତାର୍ହ୍ଚେ ହ୍ଚିଆକେ ତାର୍ ଉବାସିକେ ଦ୍କାଇଲାଇ, ସେତାର୍ ଗିନେ ସେ ଚିନ୍ତା କ୍ରେଦ୍ ଯେ ଗଟେକ୍ ବ୍ନାର୍ ପଶୁ ଯୋଶେଫ୍କେ ମାରିଦିଲାଇ ଆତ୍ତି। ଯାକୁବ୍ ବେସି ଦୁକ୍ ଅଇଲା।
କ୍ରିତଦାସ୍ ବେପାରିମ୍ନ୍ ଯୋଶେଫ୍କେ ମିଶ୍ରଦେଶେ ନିଲାଇ। ମିଶ୍ର ଗଟେକ୍ ବ୍ଡ୍ ଦେଶ୍, ଶ୍କ୍ତିଶାଳି ଦେଶ୍ ନୀଳ ଗାଡ୍ଲ୍ଗେ ରିଲି। କ୍ରୀତଦାସ୍ ବେପାରିମ୍ନ୍ ଯୋଶେଫ୍କେ ଗଟେକ୍ ଦାସ୍ ବାବେ ବ୍ଡ୍ ଶ୍କ୍ତିଶାଳି ସ୍ର୍କାର୍ ଆଗାର୍ ଦିନ୍କେ ବିକିଦିଲା। ଯୋଶେଫ୍ ତାର୍ ମାଲିକ୍କେ ବ୍ଲ୍ ସେବାକ୍ଲା, ଆର୍ ଇଶ୍ୱର୍ ଯୋଶେଫ୍କେ ଆଶ୍ରିବାଦ୍ କ୍ଲା।
ତାର୍ ମାଲିକାର୍ ଡକୁର୍ସି ତାର୍ ସ୍ଙ୍ଗ୍ ସ୍ମ୍କେ ଚେଷ୍ଟାକ୍ଲି, ମ୍ତର୍ ଇ ମାଦ୍ୟମେ ଯୋଶେଫ୍ ଇଶ୍ୱରାର୍ ବିରୁଦେ ପାପ୍କ୍ରୁକେ ମ୍ନାକ୍ଲା। ସେ ରିସା ଅଇଲା ଆର୍ ମିଚ୍କ୍ତା କଇକ୍ରି ଯୋଶେଫ୍କେ ଦଷ୍ ଦିଲାଇ, ସେତାର୍ ଗିନେ ତାକେ ବାନ୍ଦ୍ଲାଇ ଆର୍ ଜେଇଲେ ନିଲାଇ। ଜେଇଲେ ହେଁ ଯୋଶେଫ୍ ଇଶ୍ୱରାର୍ ବିଶ୍ବାସ୍ ଅଇରିଲା, ଆର୍ ତାକେ ଇଶ୍ୱର୍ ଆଶ୍ରିବାଦ୍ କ୍ଲା।
ଯଦି ସେ ଦଷ୍ ନ୍କେରି କ୍ରି ଦଷି ଅଇରିଲା, ସେତାକ୍ ଯୋଶେଫ୍ ଜେଇଲେ ଦୁଇବ୍ର୍ଷ୍ ରିଲା। ଗଟେକ୍ ରାତି, ଫାର, ଜାକେ ମିଶ୍ରଦେଶେ ରିଲା ଲକ୍ମ୍ନ୍କାର୍ ର୍ଜା କ୍ଉତି, ଜଳେକ୍ ସ୍ୱପ୍ନ ତାକେ ଦ୍ନ୍ଦାକ୍ରିରିଲି। ତାର୍ କାଇ ଆଦେଶ୍ଦେତା ତାକେ ସ୍ୱପ୍ନର୍ ଅର୍ତ କ୍ମ୍ ନାହାରିରିଲା।
ଯୋଶେଫ୍କେ ସ୍ୱପ୍ନର୍ ଅର୍ତ କ୍ମ୍କେ ଇଶ୍ୱର୍ ଯଗ୍ୟତା ଦେଇରିଲା, ସେତାକ୍ ଫାରର୍ ଗିନେ ଯୋଶେଫ୍କେ ଜେଇଲେ ହ୍ଣି ଆନ୍ଲାଇ। ତାର୍ଗିନେ ଯୋଶେଫ୍ ସ୍ୱପ୍ନମ୍ନ୍ ଆଦେଶ୍ କ୍ଲାଇ ଆର୍ କଇଲାଇ, ସାତ୍ ବ୍ର୍ଷ ଇଶ୍ବର୍ ବେସି ତାସ୍ ହ୍ଟାମ୍କେ ଜ୍ମ୍ଲା, ସେନ୍କ୍ରି ସାତ୍ ବ୍ର୍ଷ ମ୍ର୍ଡି ଆସେଦ୍।
ଯୋଶେଫାର୍ ସ୍ଙ୍ଗ୍ ଫାର ବେସିସ୍ର୍ଦା ଅଇଲା ସେତାକ୍ ତାକେ ଦୁଇ ନ୍ମ୍ୱର୍ ଶ୍କ୍ତିଶାଳି ମାନାଇ ବାବେ ବାଚ୍ଲା।
ସାତ୍ ବ୍ର୍ଷ୍ ବ୍ଲ୍ ସ୍ମୟେ କାଦିକଣ୍ତା ଅଦିକ୍ କ୍ରି ଅରାମ୍କେ ଯୋଶେଫ ଲକ୍ମ୍ନ୍କେ କଇଲା ଜ୍ଡେବ୍ଳ୍ ସାତ୍ବ୍ର୍ଷ ମ୍ର୍ଡି ଆଇଲି, ଯୋଶେଫ୍ କାଦିକଣ୍ତା ବିକ୍ତା ଲକ୍ମ୍ନ୍କେ ବିକ୍ଲା ଯାର୍ଦ୍ୱାରା ସେମ୍ନ୍ କାମ୍କେ ବେସି ହାଇଲାଇ।
ଅବ୍କା ମିଶ୍ରଦେଶେ ନଇ, ମ୍ତର୍ କିଣାଣେ ହେଁ ଜୁଇତି କି ଯାକୁବ୍ ଆର୍ ତାର୍ ପରିବାର୍ ବାସା କ୍ର୍ତିରିଲାଇ, କାତାର୍ ବେସି ଆର୍ଲା ଅଇଲାଇ।
ସେତାର୍ ଗିନେ ଯାକୁବ୍ ତାର୍ବ୍ଡ୍ ହଇସିମ୍ନ୍କେ କାଦି ଗେନୁକେ ମିଶ୍ରଦେଶେ ହ୍ଟାଇଲା। ଜ୍ଡେବ୍ଳ୍ ବାଇମ୍ନ୍ କାଦି ଗେନ୍ତାର୍ ଗିନେ ଯୋଶେଫାର୍ ସାମ୍ନାଇ ଟିଆ ଅଇରିଲାଇ ସେମ୍ନ୍ ଯୋଶେଫ୍କେ ଚିନୁ ନାହାର୍ଲାଇ। ମ୍ତର୍ ଯୋଶେଫ୍ ସେମ୍ନ୍କେ ଚିନୁ ହାର୍ଲା।
ସେମ୍ନ୍ ବଦୁଲ୍ଲାଇ ଆତ୍ତି କି ନାଇ ସେରି ପରିକ୍ୟା କ୍ଲାହ୍ଚେ, ଯୋଶେଫ୍ ସେମ୍ନ୍କେ କଇଲା, ”ମୁଇ ତୁମାର୍ମ୍ନ୍କାର୍ ବାଇ, ଯୋଶେଫ୍!“। ଡିରାନାଇ ତୁମିମ୍ନ୍ କ୍ରାପ୍ କ୍ର୍ତାର୍ ଚେଷ୍ଟା କ୍ଲାସ୍ ଜ୍ଡେବ୍ଳ୍ ତୁମି ଦାସକ୍ରି ବିକ୍ଲାସ୍, ମ୍ତର୍ ଇଶ୍ୱର୍ କ୍ରାପ୍ତ୍ଇହ୍ଣି ବ୍ଲ୍କ୍ରି ବାଦ୍ଲାଇଲା। ମିଶ୍ର ଦେଶେ ଆସି ବାସାକ୍ରା ସେତି ମୁଇ ତୁମୁକ୍ମ୍ନ୍କେ ଆର୍ ତୁମାର୍ମ୍ନ୍କାର୍ ପରିବାରାର୍ ଗିନେ ଜାଗାମ୍ ହାରି।
ଜ୍ଡେବ୍ଳ୍ ଯୋଶେଫାର୍ ବାଇମ୍ନ୍ ଗ୍ରେ ଲେଉଟି ଗ୍ଲାଇ ଆର୍ ସେମ୍ନ୍କାର୍ ଉବାସି, ଯାକୁବ୍କେ କଇଲାଇ ଯେ ଅବେହ୍ତେକ୍ ଯୋଶେଫ୍ ଜୀବନ୍ ଆଚେ, ସେ ବେସି ସ୍ର୍ଦା ଅଇଲା।
ମ୍ତର୍ ଯାକୁବ ବୁଡା ଅଇରିଲା, ସେତାକ୍ ସେ ତାର୍ ପରିବାର୍ ସ୍ଙ୍ଗ୍ ମିଶ୍ରଦେଶେ ଗ୍ଲାଇ ଆର୍ ସେତି ସେ ସେମ୍ନ୍କେ ସ୍ଙ୍ଗ୍ ବାସାକ୍ଲାଇ। ଯାକୁବାର୍ ମ୍ର୍ନ୍ ଅଉତା ଆଗେ, ସେ ତାର୍ ସ୍ବୁ ହଇସିମ୍ନ୍କେ ଆଶ୍ରିବାଦ୍ କ୍ଲା।
ହ୍ର୍ମାଣ୍ କ୍ରିରିଲା ନିୟମ୍ ଜୁଇରି ଇଶ୍ୱର୍ ଅବ୍ରାହାମାର୍ ସ୍ଙ୍ଗ୍ କ୍ରିରିଲା ସେରି ସେ ଇସ୍ହାକାର୍ ଆତେଦିଲା, ହ୍ଚେ ଯାକୁବ୍ ଆର୍ ତାର୍ହ୍ଚେ, ଯାକୁବାର୍ ବାରଗଟ୍ ହଇସିମ୍ନ୍କାର୍ ପରିବାର୍କେ ଦିଲା। ବାରଗଟ୍ ହଇସିମ୍ନ୍କାର୍ ବଂଉଶ୍ମ୍ନ୍ ଇସ୍ରାଏଲ୍ ଦେଶେ ବାରଗଟ୍ ଗଷ୍ଟି ଅଇଲି।
ବାଇବଲାର୍ ଗଟେକ୍ କ୍ତା: ଆଦିବହି ୩୭-୫୦
Free to use, adapt, and share under an open license (CC BY-SA 4.0).