9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 1

ଯୋଶେଫ୍ ମ୍‌ଲା ହ୍‌ଚେ, ତାର୍ ସ୍‌ବୁ ଜାତି କୁଟୁମ୍ ମିଶ୍‌ର ଦେଶେ ରିଲାଇ। ସେମ୍‌ନ୍ ଆର୍ ସେମ୍‌ନ୍‌କାର୍ ବ୍‌ଉଁଶାର୍ ଲକ୍ ସେତି ବେଶିବର୍ଷ ରେମ୍‌କେ ଲାଗ୍‌ଲାଇ ଆର୍ ସେମ୍‌ନ୍‌କାର୍ ଗାଦା ହିଲା ଟକି ଜ୍‌ଲମ୍ କ୍‌ଲାଇ। ସେମ୍‌ନ୍‌କେ ଇସ୍ରାଏଲିୟ ନାଉଏ କୁଦା ଅଇଲି।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 2

ଶହେ-ଶହେ ବର୍ଷ ହ୍‌ଚେ, ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କାର୍ ସଂଖ୍ଯା ବେଶି ବାଡ୍‌ଲି। ମିଶ୍‌ର ଦେଶାର୍ ଦେଶାର୍ ଲକ୍‌ମ୍‌ନ୍ ଯୋଶେଫ୍‌କେ ଆରେକ୍ ସେ ସେମ୍‌ନ୍‌କେ କ୍‌ରିରିଲା ସାଇଜକେ କ୍‌ବେ ହେଁ ଏତାଇ ନ୍‌କେଲାଇ। ସେମ୍‌ନ୍ ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କେ ଡିରୁକେ ଲାଗ୍‌ଲାଇ, କାଇତାକ୍ ସଂଖ୍ଯାଇ ବେଶି ରିଲାଇ। ସେତାକ୍ ସ୍‌ଡେବ୍‌ଳ୍ ଜୁଇ ଫାର୍ ମିଶ୍‌ର ଦେଶ୍‌କେ ଶାସନ୍ କ୍‌ର୍‌ତି ରିଲାଇ ସେ ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କେ ମିଶରିୟମ୍‌ନ୍‌କାର୍ ଦାସ୍ କ୍‌ଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 3

ମିଶ୍‌ର ଦେଶାର୍ ଲକ୍‌ମ୍‌ନ୍ ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କେ ଅଟାଳିକାମ୍‌ନ୍ ଆର୍ ସ୍‌ବୁ ସ୍‌ହର୍‌ମ୍‌ନ୍‌କେ ହେଁ ତିଆର୍ କ୍‌ରୁକେ ନାଦ୍ଯ କ୍‌ଲାଇ। କ୍‌ଷ୍ଟ କାମ୍ ସେମ୍‌ନ୍‌କାର୍ ଜୀବନ୍‌କେ ଦୁକ୍ ଦେତିରିଲି, ମ୍‌ତର୍ ସେମ୍‌ନ୍‌କେ ଇଶ୍ବର୍ ଆଶ୍‌ରିବାଦ୍ କ୍‌ଲା, ଆର୍ ସେମ୍‌ନ୍‌କେ ବେଶି ହିଲା ଆର୍ ଟକି ଅଇଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 4

ଫାର ଦ୍‌କୁ ହାର୍‌ଲା ଯେ ଇସ୍ରାଏଲ୍ ଜାତିର୍ ଲକ୍‌ମ୍‌ନ୍‌କାର୍ ବେଶି ହିଲା ଆତ୍‌ତି, ସେତାକ୍ ସେ ତାର୍ ଲକ୍‌ମ୍‌ନ୍‌କେ ସ୍‌ବୁ ଇସ୍ରାଏଲ୍ ଜାତିର୍ ହିଲାମ୍‌ନ୍‌କେ ନିଳ ଗାଡେ ହିଙ୍ଗି ମାରୁକେ ଆଦେଶ୍ ଦିଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 5

ଗଟେକ୍ ଇସ୍ରାଏଲ୍ ଜାତିର୍‌ ମାଇଜି ଗଟେକ୍ ହିଲା ଜ୍‌ଲମ୍ କ୍‌ଲି। ସେ ଆର୍ ତାର୍ ଡକ୍‌ରାସି ହିଲାକେ ହାର୍‌ତା ହ୍‌ତେକ୍ ବେଶି ଦିନ୍ ଲୁକାଇ ବୁଲ୍‌ଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 6

ଜ୍‌ଡେବ୍‌ଳ୍ ହିଲାର୍ ଉବାସି ଆର୍ ଆଇସି ବେସିଦିନ୍ ଲୁକାଇ ରେମ୍‌ ନାହାର୍‌ଲାଇ, ସେମ୍‌ନ୍ ତାକେ ମ୍‌ର୍‌ତା ତ୍‌ଇହ୍‌ଣି ଉଦାର୍ କ୍‌ର୍‌ତା ଉଦେଶେ ନିଳ ଗାଡାର୍ ହାଣି ସ୍‌ଙ୍ଗ୍ ନ୍‌ଡାମ୍‌ନ୍ ବ୍‌ଳାଉତି ରିଲା ଚଙ୍ଗ୍‌ଳା ବିତାରେ ତାକେ ସ୍‌ଙ୍ଗାଇଲାଇ। ତାର୍ ବ୍‌ଡ୍ ବେଣ୍‌ସି ତାର୍ ଗିନେ କାଇରି ଅଇଦ୍, ଦ୍‌କ୍‌ତାର୍ ଗିନେ ଦୁରି ରେଇ ଦ୍‌କ୍‌ତିରିଲି।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 7

ଫାରର୍ ମାଇଜି ଚଙ୍ଗ୍‌ଳାକେ ଆର୍ ସେ ବିତ୍‌ରେ ହେଁ ଦ୍‌କ୍‌ଲି। ଜ୍‌ଡେବ୍‌ଳ୍ ସେ ଗଟେକ୍ ହିଲାକେ ଦ୍‌କ୍‌ଲି, ସେ ତାକେ ନିଜାର୍ ହିଲାହର୍ କ୍‌ରି ନିଲି। ସେ ଇସ୍ରାଏଲ୍ ଜାତିର୍ ଗଟେକ୍ ମାଇଜି ହିଲାର୍ ଆଇସି ବ୍‌ଲି ନ୍‌ବୁଜି ସ୍‌ବୁ ଦିନାର୍ ଗିନେ ବାଚ୍‌ଲି।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 8

ଜ୍‌ଡେବ୍‌ଳ୍ ହିଲା ବ୍‌ଡ୍ ଅଇଲା ତାର୍ ଆଇସିର୍ ଦୁଦ୍ ଦ୍‌ର୍‌କାର୍ ନଇଲି, ତାକେ ସେ ଫାରର୍ ଡକୁର୍‌ସି ଲେଉଟାଇ ଦିଲା, ଯେକି ତାର୍ ନାଉ ମୋଶା ଦିଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 9

ମୋଶା ବ୍‌ଡ୍ ଅଇଲା ହ୍‌ଚେ, ସେ ଦ୍‌କ୍‌ଲା, ଗଟେକ୍ ମିଶରିୟ ଇସ୍ରାଏଲ୍ ଦାସ୍‌କେ ମାରୁଲାଇ। ମୋଶା ତାର୍ ଇସ୍ରାଏଲ୍ ଲକେ ର୍‌କ୍ଯା କ୍‌ରୁକେ ଚେଷ୍ଟା କ୍‌ଲା।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 10

ଜ୍‌ଡେବ୍‌ଳ୍ ଫାର, ଜୁଇରି ମୋଶା କ୍‌ରିଆଚେ, ସ୍‌ବୁ ଶୁନ୍‌ଲା, ସେ ତାକେ ମାରୁକେ ଚେଷ୍ଟା କ୍‌ଲାଇ। ମୋଶା ଫାରର୍ ସେନାମ୍‌ନ୍‌କାର୍ ତ୍‌ଇହ୍‌ଣି ର୍‌କ୍ଯା ହାମ୍‌କେ ମିଶ୍‌ର ଦେଶେହ୍‌ଣି ଟଙ୍ଗ୍ରା ବ୍‌ଟାଇ ସେ ବ୍‌ଲ୍‌କ୍‌ରି ରେଇଦ୍, ଦୁରିକେ ହ୍‌ଳାଇଲା।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 11

ମିଶ୍‌ର ଦେଶେହ୍‌ଣି ବେଶି ଦୁରି ଟ୍‌ଙ୍ଗ୍ରା ବ୍‌ଟାଲ୍‌ଗେ ମୋଶା ଗଟେକ୍ ମେଣ୍ଢା ଗ୍‌ଉଳିଆ ଅଇଲା। ସେ ଜାଗାଇ ଗଟେକ୍ ଟକି ସ୍‌ଙ୍ଗ୍ ସେ ବିବାକ୍‌ଲା ଆର୍ ତାର୍ ଜଳେକ୍ ହିଲା ଜ୍‌ଲମ୍ କ୍‌ଲାଇ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 12

ଦିନେକ୍ ଜ୍‌ଡେବ୍‌ଳ୍ ମୋଶା ତାର୍ ଚେଳି ମ୍‌ନ୍‌କାର୍ ଜ୍‌ତୁନ୍ କ୍‌ର୍‌ତାବ୍‌ଳ୍, ଗଟେକ୍ ବୁଟାଇ ଜଇ ଲାଗ୍‌ତି ରିଲାର୍‌ ସେ ଦ୍‌କ୍‌ଲା। ମ୍‌ତର୍ ସେ ବୁଟା ହଡିକ୍‌ରି ଚାର୍ ନଇଲି। ମୋଶା ବୁଟା ବାଟ୍ ବ୍‌ଲ୍‌କ୍‌ରି ଦ୍‌କୁକେ ଗ୍‌ଲା। ଜ୍‌ଡେବ୍‌ଳ୍ ସେ ଲାଗ୍‌ତିରିଲା ବୁଟାଲ୍‌ଗେ ଯାତିରିଲା, ଇଶ୍ୱରାର୍ ସ୍ବର୍ କଇଲି, ମୋଶା, ତର୍ ହାଣ୍ତାଇ ତୁଇ ବାର୍‌କ୍‌ର୍। ତୁଇ ପବିତ୍‌ର ଜାଗାଇ ଟିଆ ଅଇଆଚ୍‌ସି।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 13

ଇଶ୍ୱର୍ କଇଲା, “ମର୍ ଲକ୍‌ମ୍‌ନ୍‌କାର୍ ଦୁକ୍‌ ମୁଇ ଦ୍‌କୁଲେ। ମୁଇ ତକେ ଫାରର୍ ଲ୍‌ଗେ ହ୍‌ଟାଇନ୍ ଜୁଇତାର୍ ଗିନେ ତୁଇ ଇସ୍ରାଏଲ୍ ଲକ୍‌ମ୍‌ନ୍‌କେ ସେମ୍‌ନ୍‌କାର୍ ମିଶର୍‌ର ଦାସେ ହ୍‌ଣି ବାର୍‌କ୍‌ରି ଆଣ୍‌ସି। ସେମ୍‌ନ୍‌କେ ମୁଇ କିଣାନ୍ ଦେଶ୍ ଦେଇନ୍, ଜୁଇ ଦେଶ୍ ମୁଇ ଅବ୍ରାମ୍‌କେ, ଇସାହାକ୍ ଆର୍ ଯାକୁବକେ ହ୍‌ର୍‌ମାଣ୍ କ୍‌ରିରିଲେ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 14

ମୋଶା ହ୍‌ଚାର୍‌ଲା, “ଯଦି ଲକ୍‌ମ୍‌ନ୍ ଜାଣୁକେ ଇଚା କ୍‌ର୍‌ତି ମକେ କେ ହ୍‌ଟାଇଲା ଆଚେ, ମୁଇ ସେମ୍‌ନ୍‌କେ କାଇରି କଇନ୍?“ ଇଶ୍ୱର୍ କଇଲା, “ଅମି ଯେ ଆଚୁ ସେ ହେଁ ଆଚେ।“ ସେମ୍‌ନ୍‌କେ କ୍‌ଉଆ, “ତୁମାର୍ ଲ୍‌ଗେ ମକେ ସ୍ବୟଂଭୂ ହ୍‌ଟାଇଲା ଆଚେ”। ମ୍‌ତର୍ ସେମ୍‌ନ୍‌କେ କ୍‌ଉଆ, ଅମି ମାପ୍‌ରୁ, ତୁମାର୍ ମ୍‌ନ୍‌କାର୍ ଦାଦିବାବୁ; ଅବ୍ରାହାମ୍, ଇସାହାକ୍, ଆର୍ ଯାକୁବାର୍ ଇଶ୍ୱର୍। ସ୍‌ବୁ ଦିନାର୍ ଗିନେ ଇରି ମର୍ ନାଉଁ।

9. ୯. ଇଶ୍ବର୍ ମୋଶାକେ କୁଦ୍‌ଲା — illustration 15

ମୋଶା ଡିର୍‌ତିରିଲା ଆର୍ ଫାରର୍ ଲ୍‌ଗେ ଜ୍‌ମ୍‌କେ ଇଚା ନ୍‌କେର୍‌ତି ରିଲା, କାଇତାକ୍ ସେ ବାବ୍‌ଲା, ସେ ବ୍‌ଲ୍‌କ୍‌ରି କ୍‌ତା କ୍‌ମ୍ ନାହାରେ ବ୍‌ଲି, ସେତାକ୍ ଇଶ୍ୱର୍ ମୋଶାର୍ ବାଇସି, ହାରଣକେ, ତାକେ ସାଇଜ କ୍‌ରୁକେ ହ୍‌ଟାଇଲା। ଇଶ୍ୱର୍ ମୋଶା ଆର୍ ହାରଣକେ ଜାଗ୍‌ରତ୍ କ୍‌ରିରିଲା, ଯେ ଫାର ଅଡୁମ୍ ଅଇଲା।

ବାଇବଲାର୍ ଗଟେକ୍ କ୍‌ତା:ଯାତ୍ରାବହି ୧-୪

Read in the reader

Free to use, adapt, and share under an open license (CC BY-SA 4.0).