10. ୧୦. ଦଶ୍ ଗଟ୍ ମ୍ର୍ଡି ଆଇଲି
ମୋଶା ଆର୍ ହାରଣ ଫାରର୍ ଲ୍ଗେ ଗ୍ଲାଇ। ସେମ୍ନ୍ କଇଲାଇ, “ଇସ୍ରାଏଲ୍ର ଇଶ୍ୱର୍ ଇର କ୍ମ୍ଲା, ମର୍ ଲକ୍ମ୍ନ୍କେ ଚାଡିଦେ”, ଫାର ସେମ୍ନ୍କାର୍ କ୍ତା ଶୁଣି ନ୍କେଲା। ଇସ୍ରାଏଲ୍ ମ୍ନ୍କେ ମୁକ୍ତି କ୍ର୍ତା ବାଦୁଲେ, ସେମ୍ନ୍କେ ଅଦିକ୍ କ୍ଷ୍ଟ କାମ୍ କ୍ରୁକେ ଆଦେଶ୍ କ୍ଲା।
ଲକ୍ମ୍ନ୍କେ ମୁକ୍ଳାମ୍କେ ଫାର ମ୍ନା କ୍ର୍ତି ରିଲା, ସେତାର୍ ଗିନେ ଇଶ୍ୱର୍ ଦ୍ଶ୍ ଗଟ୍ ଅସହନିୟ ମ୍ର୍ଡି, ମିଶ୍ର ଦେଶ୍କେ ହ୍ଟାଇଲା। ଇ ମ୍ର୍ଡି ଦ୍ବାରା, ଇଶ୍ୱର୍ ଫାରକେ ଦ୍କାଉତି ରିଲା ଯେ ସେ ଫାରକେ ଆର୍ ମିଶ୍ରର୍ ସ୍ବୁ ଦେବ୍ତା ମ୍ନ୍କାର୍ ତ୍ଇ ଅଦିକ୍ ଶ୍କ୍ତି ଶାଳି ଆତ୍ତି।
ଇଶ୍ୱର୍ ନିଳ ଗାଡାର୍ ହାଣିକେ ବ୍ନିକ୍ଲା, ମ୍ତର୍ ଫାର ଅବେ ହ୍ତେକ୍ ଇସ୍ରାଏଲ୍ ଦେଶାର୍ ଲକ୍ମ୍ନ୍କେ ଚାଡି ନ୍କେଲା।
ଇଶ୍ୱର୍ ସ୍ବୁ ମିଶ୍ର ଦେଶେ ବେଙ୍ଗ୍ ମ୍ନ୍କେ ହ୍ଟାଇଲା। ବେଙ୍ଗ୍ମ୍ନ୍କେ ଦୁରି କ୍ର୍ତାର୍ ଗିନେ ମୋଶାକେ ଫାର ଗ୍ଉଆରି କ୍ଲା। ମ୍ତର୍ ସ୍ବୁ ବେଙ୍ଗ୍ମ୍ନ୍ ମ୍ଲା ହ୍ଚେ, ଫାର ତାର୍ ମ୍ନ୍କେ ସେ ସାସ୍କ୍ଲା ଆର୍ ଇସ୍ରାଏଲ୍ ଲକ୍ମ୍ନ୍କେ ମିଶ୍ର ଦେଶେ ହ୍ଣି ଚାଡି ନ୍କେଲା।
ସେତାକ୍ ଇଶ୍ୱର୍ ଦୁଳି ଉକ୍ଣିହକ୍ ମ୍ର୍ଡିକେ ହ୍ଟାଇଲା। ତାର୍ହ୍ଚେ ସେ ମଚି ମ୍ନ୍କାର୍ ମ୍ର୍ଡି ହ୍ଟାଇଲା। ଫାର ମୋଶା ଆର୍ ହାରଣକେ କୁଦ୍ଲା ଆର୍ କଇଲା, ଯଦି ସେମ୍ନ୍ ମ୍ର୍ଡିକେ ବ୍ନ୍ଦ୍ କ୍ର୍ତି, ସେ ଇସ୍ରାଏଲ୍ ଲକ୍ମ୍ନ୍କେ ମିଶ୍ର ଦେଶେ ଜ୍ମ୍ହାର୍ତି। ଜ୍ଡେବ୍ଳ୍ ମୋଶା ପାର୍ତେନା କ୍ଲା, ଇଶ୍ୱର୍ ମଚି ମ୍ନ୍କେ ମିଶ୍ର ଦେଶେହ୍ଣି ଗୁଚାଇ ଦିଲା। ମ୍ତର୍ ଫାର ତାର୍ ମ୍ନ୍କେ ଅଟୁଆ କ୍ଲା ଆର୍ ଲକ୍ମ୍ନ୍କେ ଚାଡି ନ୍ଦିଲା।
ତାର୍ ହ୍ଚେ ଇଶ୍ୱର୍ ସ୍ବୁ ହ୍ଦାଇ ପଶୁମ୍ନ୍ ଜୁଇସ୍ବୁ ମିଶ୍ର ଦେଶାର୍ ଲକ୍ମ୍ନ୍କାର୍ ରିଲି, ବେମାର୍ କ୍ରି ମ୍ର୍ନ୍ ଗଟ୍ଲି। ମ୍ତର୍ ଫାରର୍ ହୁରଦୟ ଅଟୁଆ ଅଇଲି, ଆର୍ ଇସ୍ରାଏଲ୍ ଲକ୍ମ୍ନ୍କେ ଚାଡି ନ୍ଦିଲା।
ତାର୍ ହ୍ଚେ ଇଶ୍ୱର୍ ମୋଶାକେ ଫାରର୍ ଲ୍ଗେ ଚାର୍ ହିଙ୍ଗୁକେ କଇଲା। ଜ୍ଡେବ୍ଳ୍ ସେ କ୍ଲା, ମିଶ୍ର ଦେଶାର୍ ଲକ୍ମ୍ନ୍କେ ଚାମ୍ଳା ଉହ୍ରେ କ୍ଷ୍ଟ ଦେତା ହୁଜ୍ ଅଉତା ଗାଉ ଡିସ୍ଲି, ମ୍ତର୍ ଇସ୍ରାଏଲ୍ ଦେଶାର୍ ଲକ୍ମ୍ନ୍କେ ନଇଲି। ଇଶ୍ୱର୍ ଫାରର୍ ହୁରଦୟକେ ଅଟୁଆ କ୍ଲା, ଆର ଫାର ଇସ୍ରାଏଲ୍ ଚାଡି ନ୍ଦିଲା।
ତାର୍ହ୍ଚେ ଇଶ୍ୱର୍ କ୍ରାଟେଡା ଦ୍ବାରା ମିଶ୍ର ଦେଶାର୍ କ୍ତେକ୍ ତାସ୍ ନ୍ଷ୍ଟକ୍ଲା, ଆର୍ ଜୁଇ ଲକ୍ମ୍ନ୍ ହ୍ଦାକେ ଗ୍ଲାଇ ସେମ୍ନ୍ ମ୍ଲାଇ। ଫାର ମୋଶା ଆର୍ ହାରଣକେ କୁଦ୍ଲା ଆର୍ କଇଲା, “ମୁଇ ପାପ୍ କ୍ଲେଆଚି। ତୁମି ଜ୍ମ୍ ହାରାସ୍” ସେତାର୍ ଗିନେ ମୋଶା ପାର୍ତେନା କ୍ଲା, ଆର୍ ଆକାଶେ ହ୍ଣି କ୍ରାଟେଡା ଅଦୁର୍ ତାର୍ ବ୍ନ୍ଦ୍ ଅଇଲି
ମ୍ତର୍ ଆରେ ଗଟ୍ତର୍ ଫାର ପାପ୍କ୍ଲା ଆର୍ ତାର୍ ହୁର୍ଦୟକେ ଅଟୁଆ କ୍ଲା। ସେ ଇସ୍ରାଏଲ୍ ଦେଶାର୍ ଲକ୍ମ୍ନ୍କେ ଜ୍ମ୍କେ ଇଚା ନ୍କେଲା।
ସେତାର୍ ଗିନେ ଇଶ୍ୱର୍ କହାମ୍ନ୍କାର୍ ବେମାର୍ ହ୍ଟାଇଲା ଆର୍ ମିଶ୍ର ଦେଶ୍ ଚାରିବାଟ୍ ବ୍ଯାପିଗ୍ଲି। ଜୁଇ ତାସ୍ମ୍ନ୍ କ୍ରାଟେଡା ଦ୍ବାରା ନ୍ଷ୍ଟ ଅଇନ୍ରିଲି ସେସ୍ବୁକେ ଇ କହାମ୍ନ୍ ନ୍ଷ୍ଟ କ୍ଲାଇ।
ତାର୍ହ୍ଚେ ଇଶ୍ୱର୍ ଅନ୍ଦାର୍କେ ହ୍ଟାଇଲା ସେରି ତିନିଦିନ୍ ହ୍ତେକ୍ ଅନ୍ଦାର୍ ରିଲି। ଇରି ଅତେକ୍ ଅନ୍ଦାର୍ ରିଲି ଯେ ମିଶ୍ର ଦେଶାର୍ ଲକ୍ମ୍ନ୍ ସେମ୍ନ୍କାର୍ ଗ୍ର୍ ଚାଡୁ ନାହାର୍ତି ରିଲାଇ। ମ୍ତର୍ ଜୁଇ ଜାଗାଇ ଇସ୍ରାଏଲ୍ ଲକ୍ମ୍ନ୍ ବାସା କ୍ର୍ତି ରିଲାଇ ସେଜାଗାଇ ଉଜାଳ୍ ରିଲି।
ଇ ନଅ ଗଟ୍ ମ୍ର୍ଡି ଅଇଲା ହ୍ଚେ ହେଁ ଫାର ଇସ୍ରାଏଲ୍ ଲକ୍ମ୍ନ୍କେ ଚାଡି ନ୍କେଲା। ଜ୍ନ୍କ୍ରି ଫାର କଇଲା କ୍ତା ନ୍ମାନ୍ଲାକେ ଇଶ୍ୱର୍ ଗଟେକ୍ ସ୍ରାସ୍ରି ମ୍ର୍ଡି ହ୍ଟାମ୍କେ ଜଜ୍ନା କ୍ଲା। ଇରି ଫାରର୍ ମ୍ନ୍କେ ବାଦ୍ଲାଇଦ୍।
ବାଇବଲାର୍ ଗଟେକ୍ କ୍ତା:ଯାତ୍ରାବହି ୫-୧୦
Free to use, adapt, and share under an open license (CC BY-SA 4.0).