12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 1

ମିଶ୍‌ର ଦେଶ୍ ଚାଡ୍‌ତି ରିଲାର୍ ଗିନେ ଇସ୍ରାଏଲ୍ ଲକ୍‌ମ୍‌ନ୍ ବେଶି ସ୍‌ର୍‌ଦା ରିଲାଇ। ସେମ୍‌ନ୍ ଆର୍ ଦାସ୍ ଅଇ ନ୍‌ରିଲାଇ, ଆର୍ ସେମ୍‌ନ୍ ନିଜାର୍ ଦେଶେ ଜାତିରିଲାଇ। ଇସ୍ରେଲ୍ ଲକ୍‌ମ୍‌ନ୍ ଜାଇରି ହେଁ ମିଶ୍‌ର ଦେଶାର୍ ଲକ୍‌ମ୍‌ନ୍‌କେ ମାଗ୍‌ଲାଇ ସେମ୍‌ନ୍ ସେରି ସ୍‌ବୁ ଦିଲାଇ, ଅନ୍‌କ୍‌ରି ସନା ଆର୍ ରୁହା ଆର୍ ବିନ୍ ମୁଲ୍ଯବାନ୍ ଜିନିଷ୍ ଦିଲାଇ। ବିନ୍ ଦେଶାର୍ କ୍‌ତେକ୍ ଲକ୍ ଇଶ୍ବରାର୍ ଲ୍‌ଗେ ବିଶ୍ବାସ୍ କ୍‌ଲାଇ ଆର୍ ସେମ୍‌ନ୍ ମିଶ୍‌ର ଦେଶ୍ ଚାଡ୍‌ଲା ବ୍‌ଳ୍ ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ଗ୍‌ଲାଇ।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 2

ଦିନ୍‌ବ୍‌ଳ୍ ଇଶ୍ୱର୍ ସେମ୍‌ନ୍‌କାର୍ ଲ୍‌ଗେ ଗଟେକ୍ ଉଚା ମେଗ୍ ବାଦୁଳ୍ ସେମ୍‌ନ୍‌କେ ବାଟ୍ ଦ୍‌କାଇ ନେତିରିଲି, ଆର୍ ସେରି ରାତି ବ୍‌ଳ୍ ଉଚା ଜଇ ହର୍ ଅଉତିରିଲି। ଇଶ୍ୱର୍ ସ୍‌ବୁବ୍‌ଳ୍ ସେମ୍‌ନ୍‌କାର୍ ସ୍‌ଙ୍ଗ୍ ରେତିରିଲା ଆର୍ ସେମ୍‌ନ୍ ଜାତାବ୍‌ଳ୍ ସେମ୍‌ନ୍‌କେ ବାଟ୍ ଦ୍‌କାଉତି ରିଲା। ସେମ୍‌ନ୍ ତାର୍ ହ୍‌ଚେ ହ୍‌ଚେ ଜ୍‌ମ୍‌କେ ଦ୍‌ର୍‌କାର୍ ରିଲି।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 3

କ୍‌ତେକ୍ ସମୟ୍ ହ୍‌ଚେ, ଫାର ଆର୍ ତାକାର୍ ଲକ୍‌ମ୍‌ନ୍ ସେମ୍‌ନ୍‌କାର୍ ମ୍‌ନ୍‌ ବାଦ୍‌ଲାଇଲାଇ ଆର୍ ଇସ୍ରାଏଲ୍ ଲକ୍‌ମ୍‌ନ୍‌ ସେମ୍‌ନ୍‌କାର୍ ଦାସ୍ ଅଉତାର୍‌ ଗିନେ ଆରେ ଗଟ୍‌ତର୍‌ ଇଚା କ୍‌ଲାଇ। ଇଶ୍ୱର୍ ଫାରକେ ଜିଦ୍ କ୍‌ରାଇଲାଇ, ଜ୍‌ନ୍‌କ୍‌ରି କି ଲକ୍‌ମ୍‌ନ୍ ଗଟେକ୍ ମ୍‌ତର୍ ସ୍‌ତ୍ ଇଶ୍ୱର୍ ସେରି ଜାଣୁ ହାରତି, ଆର୍ ବୁଜ୍‌ତି ଯେ ସେ, ସଦାପ୍ରଭୁ ଫାର ଆର୍ ଫାରର୍ ଦେବ୍‌ତା ମ୍‌ନ୍‌କାର୍ ତ୍‌ଇହ୍‌ଣି ବେଶି ଶ୍‌କ୍‌ତି ମାନ୍ ଆଚେ।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 4

ସେତାକ୍ ସେମ୍‌ନ୍‌କେ ଆରେ ଗଟ୍‌ତର୍ ଦାସ୍ କ୍‌ରୁକେ ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍ ହ୍‌ଚେ ହ୍‌ଚେ ଫାର ଆର୍ ତାର୍ ସେନାମ୍‌ନ୍ ଗଡିଆଇଲାଇ। ମିଶ୍‌ରର୍ ସେନାମ୍‌ନ୍ ଆସ୍‌ତିରିଲାର୍ ଜ୍‌ଡେବ୍‌ଳ୍ ଇସ୍ରାଏଲ୍ ଲକ୍‌ମ୍‌ନ୍ ଦ୍‌କ୍‌ଲାଇ, ସେମ୍‌ନ୍ ହୁରୟଙ୍ଗମ୍ କ୍‌ଲାଇ ଯେ ସେମ୍‌ନ୍ ଫାରର୍ ସେନ୍‌ମ୍‌ନ୍ ଆର୍ ଲହିତ ସ୍‌ମ୍‌ଦୁର୍ ବିତ୍‌ରେ ହୁରି ଜାତିରିଲାଇ। ସେମ୍‌ନ୍ ବେଶି ଡିର୍‌ତି ରିଲାଇ ଆର୍ ସେମ୍‌ନ୍ ବେଲ୍‌କି କ୍‌ରି କଇଲାଇ, “ ଅମି କାଇକ୍‌ରୁକ୍ ମିଶ୍‌ର ଦେଶ୍ ଚାଡ୍‌ଲୁ? ଅମି ମ୍‌ରୁକେ ଜ୍‌ମ୍‌ଲୁ!“

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 5

ମୋଶା ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କେ କଇଲା, “ଡିର୍‌ତାର୍ ବ୍‌ନ୍ଦ୍ କ୍‌ରା! ଇଶ୍ୱର୍ ଆଜି ତୁମାର୍ ମ୍‌ନ୍‌କାର୍ ବାଟ୍ ଜୁଜ୍ କ୍‌ରେଦ୍ ତୁମୁକ୍ ମ୍‌ନ୍‌କେ ର୍‌କ୍ଯା କ୍‌ରେଦ୍। ତାର୍‌ହ୍‌ଚେ ଇଶ୍ୱର୍ ମୋଶାକେ କଇଲା, “ଲକ୍‌ମ୍‌ନ୍‌କେ ଲହିତ ସ୍‌ମ୍‌ଦୁର୍ ବାଟ୍ ଜ୍‌ମ୍‌କେ କ୍‌ଉ।“

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 6

ତାର୍‌ହ୍‌ଚେ ଇଶ୍ୱର୍ ମେଗାର୍ ବାଦୁଳ୍ ନ୍‌ଇ ଇସ୍ରାଏଲ୍ ଲକ୍‌ମ୍‌ନ୍‌କେ ଆର୍ ମିଶ୍‌ର ଦେଶାର୍ ଲକ୍‌ମ୍‌ନ୍‌କାର୍ ବିତ୍‌ରେ ର୍‌କ୍‌ଲା ଜ୍‌ନ୍‌କ୍‌ରି ମିଶରିୟମ୍‌ନ୍ ଇସ୍ରାଏଲ୍ ଲକ୍‌ମ୍‌ନ୍‌କେ ଦ୍‌କୁ ନାହାର୍‌ତି।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 7

ଇଶ୍ୱର୍ ମୋଶାକେ ତାର୍ ଆତ୍ ଟେକି ସ୍‌ମ୍‌ଦୁରାର୍ ହାଣିକେ ଦୁଇବାଗ୍ କ୍‌ରୁକେ କଇଲା। ତାର୍‌ହ୍‌ଚେ ଇଶ୍ୱର୍ ହ୍‌ବନ୍ ଦ୍ବାରା ସ୍‌ମ୍‌ଦୁରେ ବହାଇ କାତାବାଟ୍ ଆର୍ ଡେବ୍‌ରି ବାଟ୍ ହାଣିକେ ଟେଲୁକେ ଗିଟାଇଲା, ଜ୍‌କ୍‌ରି କି ସ୍‌ମ୍‌ଦୁର୍ ଲ୍‌ଗେ ଗଟେକ୍ ର୍‌ସ୍ତା ଅଇଲି।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 8

ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍ ସ୍‌ମ୍‌ଦୁର୍ ବିତ୍‌ରେ ସୁକ୍‌ଲା ମାଟିଏ ଗ୍‌ଲାଇ ସେମ୍‌ନ୍‌କାର୍ ଦୁଇବାଟ୍ ହାଣି କ୍‌ତି ରିଲି।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 9

ତାର୍‌ହ୍‌ଚେ ଇଶ୍ୱର୍ ମେଗ୍‌କେ ସେଜାଗାଇ ହ୍‌ଣି ଉହ୍‌ରେ ନିଲା ଜ୍‌ନ୍‌କ୍‌ରି କି ଇସ୍ରାଏଲ୍ ଲକ୍‌ମ୍‌ନ୍ ଲୁକି ହ୍‌ଳାଉତାର୍ ମିଶ୍‌ର ଦେଶାର୍ ଲକ୍‌ମ୍‌ନ୍ ଦ୍‌କୁ ହାର୍‌ତି। ମିଶ୍‌ର ଲକ୍‌ମ୍‌ନ୍ ସେମ୍‌ନ୍‌କେ ଗଡିଆଉତାର୍ ଗିନେ ଜିମାଦାର୍ ନିଲାଇ।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 10

ସେତାକ୍ ସେମ୍‌ନ୍ ସ୍‌ମ୍‌ଦୁର୍ ବିତ୍‌ରେ ର୍‌ସ୍ତା ଅଇରିଲା ର୍‌ସ୍ତା ଦେଇ ଇସ୍ରାଏଲ୍‌ ଲକ୍‌ମ୍‌ନ୍‌କେ ଗଡିଆଇଲାଇ, ମ୍‌ତର୍ ଇଶ୍ୱର୍ ମିଶ୍‌ର ଦେଶାର୍ ଲକ୍‌ମ୍‌ନ୍‌କେ କ୍‌ଷ୍ଟ ଦିଲାଇ ଆର୍ ସେମ୍‌ନ୍‌କାର୍ ର୍‌ତ୍‌ମ୍‌ନ୍ ହୁରାଇଲା। ସେମ୍‌ନ୍ ବେଲ୍‌କି ଅଇକ୍‌ରି କଇଲାଇ, “ହ୍‌ଳାଇ ଜାହା! ଇଶ୍ୱର୍ ଇସ୍ରାଏଲ୍ ଦେଶାର୍ ଲକ୍‌ମ୍‌ନ୍‌କାର୍ ହାକ୍ ଜୁଜ୍ କ୍‌ରୁଲାଇ!”

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 11

ଇସ୍ରାଏଲ୍ ଲକ୍‌ମ୍‌ନ୍ ସ୍‌ମ୍‌ଦୁର୍ ସେହାଟି ବ୍‌ଲ୍‌କ୍‌ରି ହଚ୍‌ଲା ହ୍‌ଚେ ଇଶ୍ୱର୍ ମୋଶାକେ ତାର୍ ଡାଙ୍ଗ୍ ଆରେକ୍ ସ୍‌ବୁବାଟ୍ କ୍‌ରୁକେ କଇଲା। ଜ୍‌ଡେବ୍‌ଳ୍ ସେ ଇଶ୍ୱରାର୍ ଆଦେଶ୍ ମାନ୍‌ଲା, ହାଣି ମିଶ୍‌ର ଲକ୍‌ମ୍‌ନ୍‌କାର୍‌ ଉହ୍‌ରେ ଡାହି ଆନ୍‌ଲି ଆର୍ ସ୍‌ମ୍‌ଦୁର୍ ଆଗାର୍ ହର୍ ସ୍‌ମାନ୍ ଅଇଲି। ସ୍‌ବୁ ମିଶ୍‌ର ଦେଶାର୍ ସେନାମ୍‌ନ୍ ସ୍‌ମ୍‌ଦୁରେ ବୁଡ୍‌ଲାଇ।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 12

ଇସ୍ରାଏଲ୍‌ ଲକ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ଦ୍‌କ୍‌ଲାଇ ମିଶ୍‌ର ଲକ୍‌ମ୍‌ନ୍ ମ୍‌ଲାଇ ଆତ୍‌ତି, ସେମ୍‌ନ୍ ଇଶ୍ୱରାର୍ ତ୍‌ଇ ଆଶା କ୍‌ଲାଇ ଆର୍ ମୋଶା ଇଶ୍ୱରାର୍ ଗଟେକ୍ ଭାବବାଦୀ ସେରି ବିଶ୍ବାସ୍ କ୍‌ଲାଇ।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 13

ଇସ୍ରାଏଲ୍ ଲକ୍‌ମ୍‌ନ୍ ହେଁ ବେଶି ଉଲ୍ଲାସେ ସ୍‌ର୍‌ଦା ଅଇଲାଇ କାଇତାକ୍ ଇଶ୍ୱର୍ ସେମ୍‌ନ୍‌କେ ମ୍‌ର୍‌ନ୍ ଆର୍ ଦାସ୍ ତ୍‌ଇହ୍‌ଣି ର୍‌କ୍ୟା କ୍‌ଲା! ଅବେ ସେମ୍‌ନ୍ ଇଶ୍ୱରାର୍ ସେବା କ୍‌ରୁକେ ମୁକ୍‌ତି ହାଇ ରିଲାଇ। ଇସ୍ରାଏଲ୍ ଲକ୍‌ମ୍‌ନ୍ ସେମ୍‌ନ୍‌କାର୍‌ ନ୍‌ଉଆ ସ୍ବାଦିନ୍‌କେ ମାନ୍‌ଲାଇ ଆର୍ ଇଶ୍ବର୍‌କେ ସ୍ତୁତି କ୍‌ର୍‌ତାର୍ ଗିନେ ବେଶି ଗିତ୍ମ୍‌ନ୍ କଇଲାଇ କାଇତାକ୍ ସେ ମିଶ୍‌ର ସେନାମ୍‌ନ୍‌କାର୍ ତ୍‌ଇହ୍‌ଣି ସେମ୍‌ନ୍‌କେ ର୍‌କ୍ଯା କ୍‌ରିଲା।

12. ୧୨. ବ୍‌ଡ୍ ମ୍‌ନ୍ଦା ଅଇକ୍‌ରି ଗ୍‌ଲାଇ — illustration 14

ଇଶ୍ୱର୍ ଇସ୍ରାଏଲ୍ ଲକ୍‌ମ୍‌ନ୍‌କେ ମିଶ୍‌ର ଲକ୍‌ମ୍‌ନ୍‌କାର୍‌ ଉହ୍‌ରେ କ୍‌ନ୍‌କ୍‌ରି ଜିତୁ ହାର୍‌ଲାଇ ଆର୍ ସେମ୍‌ନ୍‌କେ ଦାସ୍ ଲ୍‌ଗେହ୍‌ଣି କ୍‌ନ୍‌କ୍‌ରି ଉଦାର୍ କ୍‌ଲା, ସେରି ଏତାଉତାର୍ ଗିନେ ଇସ୍ରାଏଲ୍ ଲକ୍‌ମ୍‌ନ୍‌କେ ନିସ୍ତାର୍ ହ୍‌ର୍‌ବ୍ ମାନୁକେ ଆଦେଶ୍ ଦିଲା। ସେମ୍‌ନ୍ ଗଟେକ୍ ନିଖୁନ୍ତ ମେଣ୍ଢା ହିଲାକେ ବଳି ଦିଲା ଦ୍ବାରା ଆର୍ ତାଳିଶୂନ୍ଯ ରୁଟି ସ୍‌ଙ୍ଗ୍ ତାକେ କାଇ ହ୍‌ର୍‌ବ୍ ମାନ୍‌ଲାଇ।

ବାବଲାର୍ ଗଟେକ୍ କ୍‌ତା: ଯାତ୍ରାବହି ୧୨:୩୩-୧୫:୨୧

Read in the reader

Free to use, adapt, and share under an open license (CC BY-SA 4.0).