13. ୧୩. ଇଶ୍ୱର୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ନିୟମ୍
ଇଶ୍ୱର୍ ଇସ୍ରାଏଲ୍ ଲକ୍ମ୍ନ୍କେ ଲହିତ ସ୍ମ୍ଦୁର୍ ଦେଇ ପାର୍ କ୍ରାଇଲା ହ୍ଚେ, ସେ ଗଟେକ୍ ଟଙ୍ଗ୍ରା ବ୍ଟା ଦେଇ ସିୟନ୍ ନାଉର୍ ଡଙ୍ଗ୍ରେ ଆନ୍ଲା। ଇରି ସେ ଡଙ୍ଗୁର୍ ରିଲି ଜୁଇତି ମୋଶା ଜୟ୍ ଲାଗ୍ତି ରିଲା ବୁଟା ଦ୍କିରିଲା। ଡଙ୍ଗୁର୍ ତ୍ଳେ ଲକ୍ମ୍ନ୍ ସେମ୍ନ୍କାର୍ ତମ୍ବୁକେ କୁଳିଆ କ୍ଲାଇ।
ଇଶ୍ୱର୍ ମୋଶାକେ ଆର୍ ଇସ୍ରାଏଲ୍ ଲକ୍ମ୍ନ୍କେ କଇଲା, “ତୁମିମ୍ନ୍ ଯଦି ମର୍ କ୍ତା ମାନାସ୍ ଆର୍ ମର୍ ନିୟମ୍ ର୍କ୍ୟା କ୍ରାସ୍ ତ୍ବେ ତୁମିମ୍ନ୍ ମର୍ ସ୍ଙ୍ଗ୍ ଦ୍ନ୍, ଯାଜକ୍ମ୍ନ୍କାର୍ ଗଟେକ୍ ର୍ଜା ବ୍ଉଁଶ୍ ଆର୍ ଗଟେକ୍ ପବିତ୍ର ଦେଶ୍ ଅଇଦ୍।”
ତିନିଦିନ୍ ହ୍ଚେ, ଲକ୍ମ୍ନ୍ ନିଜ୍କେ ଆତ୍ମାଲ୍ଗେ ଜାଗ୍ରତ୍ କ୍ଲା ହ୍ଚେ, ଇଶ୍ୱର୍ ମେଗ୍ ଗଡଗଡି, ବିଜ୍ଳି, ଦୁମା, ଆର୍ ଗଟେକ୍ ବେଶିଡେଙ୍ଗ୍ ମରି ସ୍ଙ୍ଗ୍ ସିୟନ୍ ଡଙ୍ଗୁର୍ ଉହ୍ରେ ଉତ୍ରି ଆଇଲି। କାଇତାକ୍ ମୋଶା ହ୍କା ଡଙ୍ଗୁର୍ ଉହ୍ରେ ଜ୍ମ୍କେ ଅଡର୍ ହାଇଲା।
ତାର୍ହ୍ଚେ ଇଶ୍ୱର୍ ସେମ୍ନ୍କେ ତାର୍ ନିୟମ୍ ଦିଲା ଆର୍ କଇଲା, “ମୁଇ ତୁମାର୍ ମ୍ନ୍କାର୍ ଇଶ୍ୱର୍ ସଦାପ୍ରଭୁ ଆଚି, ଯେ କି ତୁମୁକ୍ମ୍ନ୍କେ ମିଶ୍ର ଦେଶାର୍ ଦାସ୍ ତ୍ଇହ୍ଣି ର୍କ୍ୟା କ୍ରି ଆନ୍ଲା। ବିନ୍ ଦେବ୍ତା ମ୍ନ୍କାର୍ ହୁଜା କ୍ରାନାଇ।”
“କାଇ ମୁର୍ତି ହେଁ ତିଆର୍ କ୍ରାନାଇ ଆର୍ ସେରିମ୍ନ୍ ହୁଜା କ୍ରାନାଇ, କାଇତାକ୍ ମୁଇ ରିସା ଅଉତା ମାପ୍ରୁ ଆଚି। ମର୍ ନାଉ ଅସନ୍ମାନ୍ ବାବେ ବ୍ୟବହାର୍ କ୍ରାନାଇ। ହୁଣ୍ତତା ଦିନ୍କେ ପବିତ୍ର ବାବେ ମାନାସ୍। ବିନ୍ ଅର୍ତଇ, କାଇତାକ୍ ଚଅ ଦିନ୍ ବିତ୍ରେ ତୁମାର୍ ସ୍ବୁକାମ୍ କ୍ରାସ୍, ମ୍ତର୍ ସାତଦିନ୍ ତୁମାର୍ ମ୍ନ୍କାର୍ ହୁଣ୍ତତା ଦିନ୍ ଅଇଦ୍ ଆର୍ ତୁମି ମକେ ଏତାଉଆସ୍।”
“ତୁମାର୍ ଉବା ଆର୍ ଆଇୟାକେ ସନ୍ମାନ୍ କ୍ରା। ମାନାଇ ମାରା ନାଇ। ଦାରିକାମ୍ କ୍ରାନାଇ। ଚରିକାମ୍ କ୍ରାନାଇ। ମିଚ୍କ୍ତା କ୍ଉଆନାଇ। ତୁମାର୍ ଲ୍ଗାର୍ ମାଇଜିକେ, ତାର୍ ଗ୍ର୍କେ କି ତୁମାର୍ ଲ୍ଗାର୍ ବିନ୍ କୁଇ ଜିନ୍ସ୍କେ ଜୁଇରି ତାର୍, ଲ୍ବ୍ କ୍ରାନାଇ।”
ତାର୍ହ୍ଚେ ଇଶ୍ୱର୍ ଜଳେକ୍ ଟେଳାର୍ ହାଟାଇ ଦ୍ଶ୍ଗଟ୍ ଆଦେଶ୍ ଲେକ୍ଲା ଆର୍ ମୋଶାକେ ଦିଲା। ଇଶ୍ୱର୍ ଆରେକ୍ କ୍ତେକ୍ ବ୍ୟବସ୍ତା କି ନିୟମ୍ ଆର୍ ନିତି ଗୁଣ୍ ମାନୁକେ ଦିଲା। ଇଶ୍ୱର୍ ହ୍ର୍ମାଣ୍ କ୍ରି କଇଲା, ଯଦି ଲକ୍ମ୍ନ୍ ଇସ୍ବୁ ବ୍ୟବସ୍ତା କି ନିୟମ୍ ମାନ୍ତି, ତ୍ବେ ସେ ସେମ୍ନ୍କେ ଆଶ୍ରିବାଦ୍ କ୍ର୍ତି ଆର୍ ସୁରକ୍ଷା ଦେତି। ଯଦି ସେମ୍ନ୍ ସେରିମ୍ନ୍ ନ୍ମାନ୍ତି, ତ୍ବେ ଇଶ୍ବର୍ ସେମ୍ନ୍କେ ଡ୍ଣ୍ତ ଦେଇଦ୍।
ଇଶ୍ୱର୍ ଆରେକ୍ ହେଁ ଇସ୍ରାଏଲ୍ ଲକ୍ମ୍ନ୍କେ ଗଟେକ୍ ତମ୍ବୁର୍ ସବି୍ଶେଷ ବିବରଣ ଦିଲା ଜାକେ ସେମ୍ନ୍ କ୍ରତ୍ ବ୍ଲି ସେ କଇଲା ରିଲା। ଇତାକେ ସମାଗମ ତମ୍ବୁ କ୍ଉତି ରିଲାଇ, ଆର୍ ଇତିର୍ ଜଳେକ୍ ଗ୍ର୍ ରିଲି ଜାକେ ବ୍ଡ୍ ପର୍ଦା ବାଗ୍ କ୍ର୍ତି ରିଲା। କାଇତାକ୍ ମୁକିଆ ଯାଜକ୍ ହ୍କା ପରଦାର୍ ହ୍ଚ୍ବାଟ୍ ରିଲା ବ୍କ୍ରାକେ ଜାତାର୍ ଗିନେ ଆଦେଶ୍ ହାଇରିଲା, କାଇତାକ୍ ଇଶ୍ବର୍ ସେତି ରେତିରିଲା।
ଜୁଇ ମାନାଇ ଇଶ୍ୱରାର୍ ବ୍ୟବସ୍ତାର୍ ଆଦେଶ୍ ଅଇଲେକ୍ ସେ ଇଶ୍ବରାର୍ ଉଦେଶ୍ୟରେ ଗଟେକ୍ ବଳି ହୁଜାହର୍ ଗଟେକ୍ ପଶୁକେ ସମାଗମ ତମ୍ବୁର୍ ଲ୍ଗେରିଲା ବେଦି ଲ୍ଗେ ଆଣୁ ହାର୍ତି ରିଲାଇ। ଗଟେକ୍ ଯାଜକ୍ ପଶୁକେ ମ୍ର୍ନେ ମାରିକ୍ରି ତାକେ ବେଦିୟେ ଚିଚ୍ତି ରିଲାଇ। ବଳି ଦେତିରିଲା ପଶୁର୍ ବ୍ନି ସେଲକାର୍ ହାଦ୍କେ ଆଚ୍ଚାଦନ୍ କ୍ର୍ତି ରିଲା ଡାହ୍ତିରିଲା ଆର୍ ସେ ଲକ୍ ଇଶ୍ବରାର୍ ଲ୍ଗେ ସୁଚି ଅଉତି ରିଲାଇ। ଇଶ୍ବର୍ ମୋଶାର୍ ବାଇ ହାରଣ ଆର୍ ହାରଣାର୍ ବ୍ଉଶ୍କେ ତାକାର୍ ଯାଜକ୍ ଅଉତାର୍ ଗିନେ ବାଚ୍ଲା।
ସ୍ବୁ ଲକ୍ମ୍ନ୍ ଇଶ୍ୱର୍ ସେମ୍ନ୍କେ ଦ୍ଇରିଲା ବ୍ୟବସ୍ତାମ୍ନ୍ ମାନ୍ତାର୍ ଗିନେ, କାଇତାକ୍ ଇଶ୍ୱରାର୍ ଉପାସନା କ୍ର୍ତାର୍ ଗିନେ ଆର୍ ତାର୍ ବିଶ୍ବାସି ଲକ୍ ଅଉତାର୍ ଗିନେ ସ୍ମାନ୍ ଅଇଲାଇ। ମ୍ତର୍ ସେମ୍ନ୍ ଇଶ୍ୱରାର୍ ଆଦେଶ୍ ଅଉତାର୍ ଗିନେ ହ୍ର୍ମାଣ୍ କ୍ଲା ଅଳକ୍ ସମୟ ହ୍ଚେ ସେମ୍ନ୍ ବେଶିବ୍ଡ୍ ପାପ୍ କ୍ଲାଇ।
ବେସିଦିନ୍ ଦ୍ରି ମୋଶା ଇଶ୍ୱରାର୍ ସ୍ଙ୍ଗ୍ ସିୟନ୍ ଡ୍ଙ୍ଗୁର୍ ତ୍ଳେ କ୍ତାବାର୍ତା କ୍ର୍ତି ରିଲାଇ। ମୋଶା ଲେଉଟି ଆସ୍ତାର୍ ଜାଗୁ ଜାଗୁ ଲକ୍ମ୍ନ୍ କ୍ଷ୍ଟ ଆର୍ ଦ୍ର୍ଜ ଅଇ ଉଟ୍ଲାଇ। ସେତାକ୍ ସେମ୍ନ୍ ହାରଣର୍ ଲ୍ଗେ ସନା ଆଣି ତାକେ ସେମ୍ନ୍କାର୍ ଗିନେ ଗଟେକ୍ ମୁର୍ତି ତିଆର୍ କ୍ରୁକେ କଇଲା!
ହାର୍ଣ ସେ ସନା ଦ୍ବାରା ଗଟେକ୍ ବାଚିର୍ ମୁର୍ତି ତିଆର୍ କ୍ଲାଇ। ଲକମ୍ନ୍ ବେଶି କ୍ଦର୍ଜ ବାବେ ସେ ପ୍ରତିମା ହୁଜା କ୍ଲାଇ ଆର୍ ବଳିହୁଜା କ୍ଲାଇ! ସେମ୍ନ୍କାର୍ ପାପ୍ ଯଗୁ ସେମ୍କାର୍ ତ୍ଇ ଇଶ୍ବର୍ ବେଶି ରିସା କ୍ରିରିଲାଇ ଆର୍ ସେମ୍ନ୍କେ ନ୍ଷ୍ଟ କ୍ରୁକେ ଇଚାକ୍ଲାଇ।
ମ୍ତର୍ ମୋଶା ସେମ୍ନ୍କାର୍ ଗିନେ ପାର୍ତେନା କ୍ଲା, ଆର୍ ଇଶ୍ୱର୍ ତାର୍ ପାର୍ତେନାକେ ଶୁନ୍ଲା ଆର୍ ସେମ୍ନ୍କେ ନ୍ଷ୍ଟ ନ୍କେଲା। ମୋଶା ଜ୍ଡେବ୍ଳ୍ ଡଙ୍ଗ୍ରେ ହ୍ଣି ଉତ୍ରି ଆଇଲା ଆର୍ ସେ ପ୍ରତିମା ଦ୍କ୍ଲା, ସେ ଏତେକ୍ ରିସା କ୍ରିରିଲାଇ ଯେ ଇଶ୍ବର୍ ଜୁଇ ଟେଡାର୍ ହାଟାଇ ଦଶ୍ଗଟ୍ ଆଦେଶ୍ ଲେକିରିଲାଇ ସେ ତାକେ ହ୍ବ୍ଳାଇ ଗୁଣ୍ତ କ୍ରିଦିଲା।
ତାର୍ହ୍ଚେ ମୋଶା ସେ ପ୍ରତିମାକେ ବାଙ୍ଗି ଗୁଣ୍ତ କ୍ରିଦିଲାଇ, ଆର୍ ସେ ଗୁଣ୍ତକେ କ୍ତେକ୍ ହାଣିୟେ ହିଙ୍ଗି ଦିଲାଇ ଆର୍ ଲକ୍ମ୍ନ୍କେ ସେ ହାଣି ଡୁକୁକେ ଦିଲା। ଇଶ୍ବର୍ ଲକ୍ମ୍ନ୍କାର୍ ବିତ୍ରେ ମ୍ର୍ଡି ହ୍ଟାଇଲା ଆର ସେ ମ୍ର୍ଡି ଲ୍ଗେ ବେଶି ଲକ୍ ମ୍ଲାଇ। ମୋଶା ଜୁଇ ହ୍ର୍ତୁର୍ ଟେଡାର୍ ହାଟା ବାଙ୍ଗି ରିଲା ତାର୍ ବାଦୁଲେ ସେ ଗଟେକ୍ ନ୍ଉଆ ଟେଡାର୍ ପଟାରି ଦଶ୍ଗଟ୍ ଆଦେଶ୍ ଲେକ୍ଲା।
ତାର୍ହ୍ଚେ ସେ ଆରେ ଗଟେତର୍ ସେ ଡଙ୍ଗ୍ରେ ଚ୍ଗ୍ଲା ଆର୍ ଇଶ୍ୱରାର୍ ଲ୍ଗେ, ଲକ୍ମ୍ନ୍କେ କେମା ଦେତାର୍ ଗିନେ ପାର୍ତେନା କ୍ଲା। ଇଶ୍ବର୍ ମୋଶାର୍ ପାର୍ତେନା ଶୁଣି ସେମ୍ନ୍କେ କେମା କ୍ଲା। ମୋଶା ଡଙ୍ଗ୍ରେ ହ୍ଣି ନ୍ଉଆ ଟେଡାର୍ ହାଟାଇ ଦଶ୍ ଆଦେଶାର୍ ସ୍ଙ୍ଗ୍ ଉତ୍ରି ଲେଉଟି ଆଇଲା। ତାର୍ହ୍ଚେ ଇଶ୍ବର୍ ସିୟନ୍ ଡଙ୍ଗ୍ରେ ହ୍ଣି ହ୍ର୍ମାଣ୍ କ୍ଲା ଦେଶ୍ ବାଟ୍ ଇସ୍ରାଏଲ୍ ଲକ୍ମ୍ନ୍କେ ବାର୍କ୍ରି ନିଲା।
ବାଇବଲାର୍ ଗଟେକ୍ କ୍ତା:ଯାତ୍ରା ବହି ୧୨-୩୪
Free to use, adapt, and share under an open license (CC BY-SA 4.0).