43. ୪୩. ମ୍‌ଣ୍ତଳି ଆରମ୍ ଅଇଲି

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 1

ଯୀଶୁ ସ୍‌ର୍‌ଗ୍ ଉହ୍‌ରେ ଗ୍‌ଲା ହ୍‌ଚେ, ଯୀଶୁ ଜ୍‌ନ୍‌କ୍‌ରି ଆଦେଶ୍ ଦେଇରିଲା ସେନ୍‌କ୍‌ରି ଚେଲାମ୍‌ନ୍ ଯିରୁଶାଲାମ୍ ସ୍‌ହରେ ରିଲାଇ। ବିଶ୍ବାସିମ୍‌ନ୍ ସେତି ପାର୍‌ତେନା କ୍‌ର୍‌ତାର୍ ଗିନେ ସ୍‌ବୁଲକ୍ ଗଟେତ୍‌ଇ ଅଇ ରିଲାଇ।

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 2

ନିସ୍ତାର୍ ହ୍‌ର୍‌ବ୍ ପଚାଶ୍ ଦିନ୍ ହ୍‌ଚେ ସ୍‌ବୁ ବ୍‌ର୍ଷ ଯିହୁଦିମ୍‌ନ୍ ପେଣ୍ଟିକଷ୍ଟ ନାଉର୍ ଗଟେକ୍ ବ୍‌ଡ୍ ହ୍‌ର୍‌ବ୍ ପାଳନ୍ କ୍‌ର୍‌ତି ରିଲାଇ। ପେଣ୍ଟିକଷ୍ଟ ଅମ୍‌ଲି ସେ ସମୟେ ଜ୍‌ଡେବ୍‌ଳ୍ କି ଯିହୁଦିମ୍‌ନ୍ ଧାନ୍ ମ୍‌ଣ୍ତିଆ ଅଉତାର୍ ପାଳନ୍ କ୍‌ର୍‌ତି। ପେଣ୍ଟିକଷ୍ଟ ଗଟେତ୍‌ଇ ପାଳନ୍ କ୍‌ର୍‌ତାର୍ ଗିନେ ସ୍‌ବୁ ଜ୍‌ଗତାର୍ ଯିହୁଦିମ୍‌ନ୍ ଯିରୁଶାଲାମ୍ ସ୍‌ହର୍‌କେ ଆଇଲାଇ। ଇ ବ୍‌ର୍ଷ, ଯୀଶୁ ସ୍‌ର୍‌ଗେ ଜାଇକ୍‌ରି ପ୍ରାୟ ଗଟେଆଟ୍ ହ୍‌ଚେ ପେଣ୍ଟିକଷ୍ଟ ଦିନ୍ ଆଇଲି।

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 3

ବିଶ୍ବାସିମ୍‌ନ୍ ଜ୍‌ଡେବ୍‌ଳ୍ ଗଟେତ୍‌ଇ ରିଲାଇ, ଜୁଇ ଗ୍‌ରେ ସେମ୍‌ନ୍ ରିଲାଇ ବେଶି ହ୍‌ବନାର୍ ଶବ୍‌ଦ ହର୍ ଗଟେକ୍ ଶବ୍‌ଦଇ ସେ ଜାଗାଇ ବ୍‌ର୍‌ତି ଅଇଲି। ତାର୍‌ହ୍‌ଚେ ଜୟ୍ ହ୍‌ର୍ ଚିଲ୍‌କା ମ୍‌ନ୍ ସ୍‌ବୁ ବିଶ୍ବାସିମ୍‌ନ୍‌କାର୍ ମୁଣ୍ତ ଉହ୍‌ରେ ଦ୍‌କ୍‌ଲାଇ। ସେ ସ୍‌ବୁଲକ୍ ପବିତ୍‌ର ଆତ୍ମାଇ ବ୍‌ର୍‌ତି ଅଇଲାଇ ଆର୍ ବିନ୍ ବିନ୍ ବାଷାଇ କ୍‌ତା କ୍‌ମ୍‌କେ ଲାଗ୍‌ଲାଇ।

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 4

ଜ୍‌ଡେବ୍‌ଳ୍ ଯିରୁଶାଲାମ୍ ସ୍‌ହରେ ରିଲା ଲକ୍‌ମ୍‌ନ୍‌ ଇ ଶବ୍‌ଦ ଶୁନ୍‌ଲାଇ, କାଇରି ଗଟ୍‌ଲି ସେରି ଦ୍‌କୁକେ ଲକ୍‌ମ୍‌ନ୍ ମାଡାମାଡି ଅଇଲାଇ। ଇଶ୍ବରାର୍ ଚମତ୍‌କାର୍ କ୍‌ମକେ ଦ୍‌କି ବିଶ୍ବାସିମ୍‌ନ୍ କ୍‌ଉତିରିଲା ଲକ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ଶୁନ୍‌ଲାଇ, ସେମ୍‌ନ୍ କାବା ଅଇଲାଇ କାଇତାକ୍ ସେମ୍‌ନ୍ ସେରିମ୍‌ନ୍ ନିଜାର୍ ବାଷାଇ କ୍‌ଉତିରିଲାର୍ ଶୁନ୍‌ଲାଇ।

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 5

କ୍‌ତେକ୍ ଲକ୍ ଚେଲାମ୍‌ନ୍‌କେ ମାତିରିଲାଇ ବ୍‌ଲି କ୍‌ଉତି ରିଲାଇ। ମ୍‌ତର୍ ପିତର ଟିଆ ଅଇ ସେମ୍‌ନ୍‌କେ କଇଲା, “ ମର୍ କ୍‌ତା ଶୁଣା! ଇସ୍‌ବୁ ଲକ୍ ମାତି ନ୍‌କେର୍‌ତି! ଇରି ଯୋୟେଲ୍ ବାବବାଦି କ୍‌ରିରିଲା ବାବବାଣି ହୁରା ଅଇଲି, ଜୁଇତି ଇଶ୍ବର୍ କଇରିଲା, “ ସ୍‌ରାସ୍‌ରି ଦିନ୍, ଅମି ନିଜାର୍ ଆତ୍ମା ଡାଳୁନ୍ଦ୍।“

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 6

“ ଏ ଇସ୍ରାୟେଲିୟ ଲକ୍‌ମ୍‌ନ୍, ଯୀଶୁ ଗଟେକ୍ ମାନାଇ ରିଲା ଯେକି ଇଶ୍ବରାର୍ ଶ୍‌କ୍‌ତି ଦ୍ବାର୍ ବେଶି ବ୍‌ଡ୍ ଆର୍ ଚମ୍‌ତ୍‌କାର୍ କାମ୍ ସ୍‌ବୁ କ୍‌ଲା, ଜୁଇରି ତୁମିମ୍‌ନ୍ ଦ୍‌କିଆଚାସ୍ ଆର୍ ଜାଣିଆଚାସ୍। ମ୍‌ତର୍ ତୁମିମ୍‌ନ୍ ତାକେ କୁର୍‌ଶ କାଟେ ମାର୍‌ଲାଇ!”

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 7

“ ଯଦି ଯୀଶୁ ମ୍‌ଲା, ତଥାପି ଇଶ୍ବର୍ ତାକେ ମ୍‌ଲାତ୍‌ଇ ହ୍‌ଣି ଉଟାଇଲା। ଇରି ଇ ବାବବାଣି ହୁରା କ୍‌ରେଦ୍, ଜୁଇରି କଇଦ୍ ‘ ତୁମି ତୁମାର୍ ପବିତ୍‌ର ଲକେ ମ୍‌ସ୍‌ଣେ କ୍ଷତି ଅଉତାର୍ ନ୍‌ଦେକାଶ୍। ଇଶ୍ବର୍ ଯେ ଯୀଶୁକେ ଆର୍ ଗଟେତର୍ ଜୀବନ୍ ଦିଲା ଆଚେ, ଅମିମ୍‌ନ୍ ସାକି ଆଚୁ।‘

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 8

“ଅବେ ଯୀଶୁ ଉବାର୍ କାତାଆତ୍ ବାଟ୍ ବ୍‌ସ୍‌ଲା ଆଚେ। ଆର୍ ଯୀଶୁ ଜ୍‌ନ୍‌କାର୍ ପବିତ୍‌ର ଆତ୍ମାକେ ହ୍‌ଟାଇଦ୍ ବ୍‌ଲି କଇରିଲା, ଟିକ୍ ସେନ୍‌କ୍‌ରି ପବିତ୍‌ର ଆତ୍ମାକେ ହ୍‌ଟାଇଲା। ଅବେ ତୁମିମ୍‌ନ୍ ଜୁଇ ବିଷୟ୍ ଦ୍‌କୁଲାସ୍ ଆର୍ ଶୁଣୁଲାସ୍ ସେ ସ୍‌ବୁ ପବିତ୍‌ର ଆତ୍ମା ଗଟାଇ ଆଚେ।“

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 9

“ ଇ ଯୀଶୁକେ ତୁମିମ୍‌ନ୍ କୁର୍‌ଶ କାଟେ ମାରିଆଚାସ୍। ମ୍‌ତର୍ ସ୍‌ତ୍‌କ୍‌ରି ଜାଣା ଯେ ଇଶ୍ବର୍ ଯୀଶୁକେ ମାପ୍‌ରୁ ଆର୍ ଖ୍ରୀଷ୍ଟ ବ୍‌ଲି କଇଲା ଆଚେ!“

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 10

ଲକ୍‌ମ୍‌ନ୍ ପିତର୍‌କେ କ୍‌ତା ଶୁନ୍‌ଲାଇ ଆର୍ ସେ କଇରିଲା କ୍‌ତା ଯଗୁ ଗବିର୍‌ବାବେ ବ୍ଯବହାର୍ କ୍‌ଲାଇ। ସେତାକ୍ ସେମ୍‌ନ୍ ପିତର ଆର୍ ବିନ୍ ଚେଲାମ୍‌ନ୍‌କେ ହ୍‌ଚାର୍‌ଲାଇ, “ ବାଇମ୍‌ନ୍, ଅମିମ୍‌ନ୍ କାଇ କ୍‌ରୁମା?“

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 11

ପିତର ସେମ୍‌ନ୍‌କେ ଉତ୍ତର୍ ଦିଲା, “ ତୁମିମ୍‌ନ୍ ସ୍‌ବୁଲକ୍ ଯୀଶୁ ଖ୍ରୀଷ୍ଟର୍ ନାଉଏ ଡୁବେନ୍ ନେମ୍‌ଲାସ୍ ଜ୍‌ନ୍‌କ୍‌ରି ଇଶ୍ବର୍ ତୁମାର୍ ମ୍‌ନ୍‌କାର୍ ପାପ୍‌କେମା କ୍‌ରେଦ୍। ତାର୍ ହ୍‌ଚେ ସେ ପବିତ୍‌ର ଆତ୍ମାକେ ଦାନ୍ ଦେଇଦ୍।”

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 12

ତିନି ହ୍‌ଜାର୍ ଲକ୍‌ମ୍‌ନ୍‌କେ, ପିତର କଇରିଲା କ୍‌ତା ବିଶ୍ବାସ୍ କ୍‌ରି ଯୀଶୁର୍ ଚେଲା ଅଇଲା। ସେମ୍‌ନ୍ ବିଶ୍ବାସ୍ କ୍‌ରି ଯିରୁଶାଲାମେ ସ୍‌ହରେ ରିଲା ମ୍‌ଣ୍ତଳିର୍ ଗଟେକ୍ ବାଗ୍ ଅଇଲା।

43. ୪୩. ମ୍‌ଣ୍ତଳି ଆରମ୍ ଅଇଲି — illustration 13

ଚେଲାମ୍‌ନ୍ ସ୍‌ବୁବ୍‌ଳ୍ ହ୍‌ର୍‌ତୁ ଚେଲାମ୍‌ନ୍‌କାର୍ ସିକ୍ୟା ଶୁଣୁକେ ଲାଗ୍‌ଲାଇ, ଗଟେତ୍‌ଇ ସମୟ୍ କାଟ୍‌ଲାଇ, ଗଟେତ୍‌ଇ କାଦି କାଇଲାଇ, ଆର୍ ଗଟେତ୍‌ଇ ପାର୍‌ତେନା କ୍‌ଲାଇ। ସେମ୍‌ନ୍ ଗଟେତ୍‌ଇ ଇଶ୍ୱରାର୍ ପ୍ରଶଂସା କ୍‌ର୍‌ତାର୍ ସ୍‌ର୍‌ଦା କ୍‌ଲାଇ ଆର୍ ସେମ୍‌ନ୍‌କାର୍ ଜୁଇ ଜୁଇରି ରିଲି ସେରି ନିଜାର୍ ନିଜାର୍ ବିତ୍‌ରେ ବାଟାକ୍‌ରୁକେ ଲାଗ୍‌ଲାଇ। ସ୍‌ବୁ ସ୍‌ବ୍‌କାର୍ ମ୍‌ଙ୍ଗ୍‌ଳ୍ କାମ୍ କ୍‌ର୍‌ତିରିଲାଇ। ସ୍‌ବୁଦିନ୍ ବେସିଶେ ବେସି ଲକ୍‌ମ୍‌ନ୍ ବିଶ୍ୱାସି ଅଉତିରିଲାଇ।

ବାଇବଲାର୍ ଗଟେକ୍ କ୍‌ତା:ପ୍ରେରିତ ୨

Read in the reader

Free to use, adapt, and share under an open license (CC BY-SA 4.0).