42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 1

ଯୀଶୁ ଜୁଇଦିନ୍ ମ୍‌ଲାତ୍‌ଇହ୍‌ଣି ଉଟ୍‌ଲା, ଜଳେକ୍ ଚେଲା ଲ୍‌ଗେ ଉଟାମ୍‌କେ ଜାତିରିଲାଇ। ସେମ୍‌ନ୍ ଇଣ୍ତ୍‌ତିରିଲାବ୍‌ଳ୍, ଯୀଶୁର୍ ଦ୍ୱାରା ଜୁଇରି ଗଟିରିଲି ସେ ବିଷୟେ ସେମ୍‌ନ୍ କ୍‌ତାବାର୍‌ତା କ୍‌ର୍‌ତିରିଲାଇ। ସେମ୍‌ନ୍ ଆଶା କ୍‌ର୍‌ତିରିଲାଇ ଯେ ସେ ଖ୍ରୀଷ୍ଟରିଲା ମ୍‌ତର୍ ତାକେ ମ୍‌ର୍‌ନେ ମାର୍‌ଲାଇ। ଅବେ ସେ ମାଇଜି କଇଲି ଯେ ସେ ଆରେଗଟ୍‌ତର୍ ଜୀବନ୍ ଅଇ ଉଟ୍‌ଲାଆଚେ। ସେମ୍‌ନ୍ ଜାଣୁ ନାହାର୍‌ଲାଇ କାକେ ବିଶ୍ୱାସ୍ କ୍‌ର୍‌ତି।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 2

ଯୀଶୁ ସେମ୍‌ନ୍‌କାର୍ ଲ୍‌ଗେ ଅଇଲା ଆର୍ ସେମ୍‌ନ୍‌କାର୍ ସ୍‌ଙ୍ଗ୍ ଇଣ୍ତୁକେ ଲାଗ୍‌ଲା, ମ୍‌ତର୍ ସେମ୍‌ନ୍ ତାକେ ଚିନୁ ନାହାର୍‌ଲାଇ। ସେମ୍‌ନ୍ କୁଇ ବିଷୟେ କ୍‌ତାବାର୍‌ତା କ୍‌ର୍‌ତିରିଲାଇ ବ୍‌ଲି ସେ ସେମ୍‌ନ୍‌କେ ହ୍‌ଚାର୍‌ଲା, ଆର୍ କ୍‌ତିଦିନ୍ ଆଗେ ଯୀଶୁର୍ ସ୍‌ଙ୍ଗ୍ ଜୁଇସ୍‌ବୁ ଗଟିରିଲି ସେ ମୁଖ୍ୟ ଗଟ୍‌ଣା ସେରି ସେମ୍‌ନ୍ ତାକେ କଇଲାଇ। ସେମ୍‌ନ୍ ବାବ୍‌ଲାଇ ଯେ ସେମ୍‌ନ୍ ଗଟେକ୍ ଦ୍‌କ୍‌ଲା ଲକାର୍‌ସ୍‌ଙ୍ଗ୍ କ୍‌ତାବାର୍‌ତା କ୍‌ରୁଲାଇ ଯେ କି ଯିରୁଶାଲାମେ ଗଟିରିଲା ବିଷୟେ ଅଗ୍ୟାତ୍।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 3

ତାର୍‌ହ୍‌ଚେ ଯୀଶୁ ସେମ୍‌ନ୍‌କେ ଦ୍‌କାଇକ୍‌ରି କ୍‌ମ୍‌କେ ଲାଗ୍‌ଲା ଯେ ଇଶ୍ୱର୍ ଖ୍ରୀଷ୍ଟର୍ ବିଷୟେ କାଇରି କଇରିଲା। ସେ ସେମ୍‌ନ୍‌କେ ବାବବାଣି ଏତାଇଦେଇ କଇଲା ଯେ ଖ୍ରୀଷ୍ଟ ଦୁକ୍‌ବଗ୍ କ୍‌ରେଦ୍ ଆର୍ ମ୍‌ର୍‌ନେ ମାରାଇ ଅଇଦ୍ ଆର୍ ତିନିଦିନାର୍ ଦିନ୍ ଆରେଗଟେତର୍ ଯଟେଦ୍. ସେ ଦୁଇଲକ୍ ଜୁଇ ସ୍‌ହରେ ରେମ୍‌କେ ଯଜ୍‌ନା କ୍‌ରିରିଲାଇ, ସେମ୍‌ନ୍ ଜ୍‌ଡେବ୍‌ଳ୍ ସେତିକେ ହଚ୍‌ଲାଇ, ସ୍‌ଡେବ୍‌ଳ୍ ସ୍‌ଞ୍ଅଇ ସ୍‌ରିରିଲି।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 4

ସେ ଦୁଇଲକ୍ ସେମ୍‌ନ୍‌କାର୍ ସ୍‌ଙ୍ଗ୍ ରେତାର୍ ଗିନେ ଯୀଶୁକେ କୁଦ୍‌ଲାଇ, ସେତାକ୍ ସେ ସେମ୍‌ନ୍‌କେ ସ୍‌ଙ୍ଗ୍ ଗ୍‌ଲା। ସେମ୍‌ନ୍ ଜ୍‌ଡେବ୍‌ଳ୍ ରାତି କାତାର୍ ଗିନେ ରେଡିକ୍‌ଲାଇ, ଯୀଶୁ ଗଟେକ୍ ରୁଟି ଉଟାଇକ୍‌ରି ଇଶ୍ୱର୍‌କେ ଦନ୍ୟବାଦ୍ ଦିଲା ଆର୍ ରୁଟିକେ ବାଙ୍ଗ୍‌ଲା। ସାଙ୍ଗେ ସାଙ୍ଗେ ସେ ଯେ ଯୀଶୁବ୍‌ଲି ସେମ୍‌ନ୍ ଚିନ୍‌ଲାଇ। ମ୍‌ତର୍ ସେ ସମୟେ ସେ ସେମ୍‌ନ୍‌କେ ଦ୍‌କାଇନଇଲା।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 5

ସେ ଦୁଇଲକ୍ ନିଜେ ନିଜେ କ୍‌ତା ଅଇଲାଇ, “ସେ ଯୀଶୁ ରୁଲା! ସେତାର୍ ଗିନେ ସେ ଅମୁକ୍‌ମ୍‌ନ୍‌କେ ଇଶ୍ୱରାର୍ ବାକ୍ୟ ବୁଜାଉତି ରିଲାବ୍‌ଳ୍ ଅମାର୍‌ମ୍‌ନ୍‌କାର୍ ହୁର୍‌ଦୟେ ସ୍‌ର୍‌ଦା ଅଉତିରିଲି!” ସାଙ୍ଗେ ସାଙ୍ଗେ ସେମ୍‌ନ୍ ଯିରୁଶାଲାମ୍ ସ୍‌ହର୍‌କେ ଲେଉଟି ଆଇଲାଇ। ସେମ୍‌ନ୍ ଜ୍‌ଡେବ୍‌ଳ୍ ହଚ୍‌ଲାଇ, ସେମ୍‌ନ୍ ଚେଲାମ୍‌ନ୍‌କେ କଇଲାଇ, “ ଯୀଶୁ ଜୀବନ୍ ଆଚେ! ଅମିମ୍‌ନ୍ ତାକେ ଦ୍‌କ୍‌ଲୁଆଚୁ!”

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 6

ଚେଲାମ୍‌ନ୍ ଜ୍‌ଡେବ୍‌ଳ୍ କ୍‌ତାବାର୍‌ତା କ୍‌ର୍‌ତିରିଲାଇ, ଯୀଶୁ ସେମ୍‌ନ୍ ରେତିରିଲା ବ୍‌କ୍‌ରାଇ ସେମ୍‌ନ୍‌କାର୍ ସାମ୍‌ନାଇ ଦ୍‌କାଇ ଅଇଲା ଆର୍ କଇଲା, “ ତୁମାର୍‌ମ୍‌ନ୍‌କାର୍ ଗିନେ ଶାନ୍‌ତି ଅଉଅ!” ଚେଲାମ୍‌ନ୍ ବାବ୍‌ଲାଇ ଯେ ସେ ଗଟେକ୍ ବୁତ୍, ମ୍‌ତର୍ ଯୀଶୁ କଇଲା ଯେ, ତୁମିମ୍‌ନ୍ କାଇତାକ୍ ଡିରୁଲାସ୍ ଆର୍ ଡାଉର୍ କ୍‌ରୁଲାସ୍? ମର୍ ଆତ୍ ଆର୍ ହାଦ୍‌କେ ଦ୍‌କା। ମର୍ ଜ୍‌ନ୍‌କ୍‌ରି ଗ୍‌ଗାଳ୍ ଆଚେ ବୁତ୍‌ମ୍‌ନ୍‌କାର୍ ସେନ୍‌କ୍‌ରି ଗ୍‌ଗାଳ୍ ନ୍‌ରେଇ।” ସେ ଯେ ବୁତ୍ ନଇ ସେରି ହ୍‌ମାଣ୍ କ୍‌ର୍‌ତାର୍ ଗିନେ, ସେ କାତାର୍ ଗିନେ କାଇଅଲ୍ ମାଗ୍‌ଲା। ସେମ୍‌ନ୍ ତାକେ ରାନ୍ଦିରିଲା ମାଚ୍ ଦିଲାଇ, ଆର୍ ସେ ଇତାକେ କାଇଦ୍।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 7

ଯୀଶୁ କଇଲା, “ ମୁଇ ତୁମୁକ୍‌ମ୍‌ନ୍‌କେ କଇରିଲେ ଯେ ମର୍ ବିଷୟେ ଇଶ୍ୱରାର୍ ବାକ୍ୟୟ୍ ଲେକାରିଲା ସ୍‌ବୁ ବିଷୟ୍ ନିହାତି ହୁରା ଅମ୍‌କେ ଅଇଦେ।” ତାର୍‌ହ୍‌ଚେ ସେ ସେମ୍‌ନ୍‌କାର୍ ମ୍‌ନ୍‌କେ ଉଗାଳିଦିଲା ଜ୍‌ନ୍‌କ୍‌ରି କି ସେମ୍‌ନ୍ ଇଶ୍ୱରାର୍ ବାକ୍ୟ ବୁଜୁହାର୍‌ତି। ସେ କଇଲା, “ ଆଗେହ୍‌ଣି ଲେକା ଅଇଲିଆଚେ ଯେ ଖ୍ରୀଷ୍ଟ ଦୁକ୍‌ବଗ୍ କ୍‌ରି ମ୍‌ରେଦ୍ ଆର୍ ତିନିଦିନାର୍ ଦିନ୍ ଆରେଗଟେତର୍ ଉଟେଦ୍।”

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 8

“ଶାସ୍‌ତରେ ଆରେକ୍ ହେଁ ଲେକାାଇରିଲି ଯେ ସ୍‌ବୁତ୍‌ଇ ସେମ୍‌ନ୍‌କାର୍ ପାପେହ୍‌ଣି କେମା ହାଉତାର୍ ଗିନେ ବାବ୍‌ତି ଜୁଇରିକି ଚେଲାମ୍‌ନ୍ କ୍‌ଉତି। ସେମ୍‌ନ୍ ଇରି ଯିରୁଶାଲାମେହ୍‌ଣି ଆରାମ୍ କ୍‌ରି ସ୍‌ବୁ ଜାଗାଇ ରିଲା ସ୍‌ବୁ ଲକ୍ ଦ୍‌ଳ୍‌ମ୍‌ନ୍‌କାର୍ ଲ୍‌ଗେ ଜାତି। ତୁମିମ୍‌ନ୍ ଇସ୍‌ବୁ ବିଷୟର୍ ସାକି ଆଚାସ୍।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 9

ତାର୍‌ହ୍‌ଚେ ଚାଳିଶ୍ ଦିନ୍‌ଦ୍‌ରି, ଯୀଶୁ ଗାତାତର୍ ତାର୍ ଚେଲାମ୍‌ନ୍‌କେ ଦ୍‌କାଇଅଇଲା। ଗଟେତର୍, ସେ ଏକ୍‌ଲା ଗଟେତର୍ 500 ତ୍‌ଇହ୍‌ଣି ଅଦିକ୍ ଲକ୍‌ମ୍‌ନ୍ ଦ୍‌କାଇଅଇଲା! ସେ ଯେ ଜୀବନ୍ ଆଚେ ଇ ବିଷୟେ ସେ ଗାଦାତର୍ ତାର୍ ଚେଲାମ୍‌ନ୍‌କାର୍ ଲ୍‌ଗେ ଜାଣାଇଅଇଲା, ଆର୍ ସେ ଇଶ୍ୱରାର୍ ରାଇଜ୍ ବିଷୟେ ସିକ୍ୟା ଦିଲାଇ।

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 10

ଯୀଶୁ ତାର୍ ଚେଲାମ୍‌ନ୍‌କେ କଇଲା, “ସ୍‌ର୍‌ଗ୍ ଆର୍ ପୁର୍‌ତିବିର୍ ସ୍‌ବୁ ଅଦିକାର୍ ମକେ ଦିଆ ଅଇଲି ଆଚେ। ତ୍‌ବେ ଜାହା, ସ୍‌ବୁଲକ୍ ଦଳ୍ ଲ୍‌ଗେ ଜାଇ ଉବା, ହୋ ଆର୍ ପବିତ୍‌ର ଆତ୍ମାର୍ ନାମେ ସେମ୍‌ନ୍‌କେ ଡୁବେନ୍ ଦିଲା ଆର୍ ମୁଇ ତୁମୁକ୍‌ମ୍‌ନ୍‌କେ ଜୁଇ ଜୁଇ ଆଦେଶ୍ ଦେଇଆଚି ସେସ୍‌ବୁ ପାଳନ୍ କ୍‌ରୁକେ ସିକ୍ୟା ଦେଇ ଚେଲାକ୍‌ରା। ଏତାଇକ୍‌ରି ର୍‌କା, ମୁଇ ସ୍‌ବୁବ୍‌ଳ୍ ତୁମାର୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ସ୍‌ଙ୍ଗ୍ ଆଚି।”

42. ୪୨. ଯୀଶୁ ସ୍‌ର୍‌ଗେ ଗ୍‌ଲା — illustration 11

ଯୀଶୁର୍ ମ୍‌ରିକ୍‌ରି ଉଟ୍‌ଲା ଚାଳିଶ୍ ଦିନ୍ ହ୍‌ଚେ, ସେ ତାର୍ ଚେଲାମ୍‌ନ୍‌କେ କଇଲା, ପବିତ୍‌ର ଆତ୍ମା ତୁମାର୍‌ମ୍‌ନ୍‌କାର୍ ଉହ୍‌ରେ ଉତୁର୍‌ତାବ୍‌ଳ୍ ମର୍ ଉବା ତୁମୁକ୍‌ମ୍‌ନ୍‌କେ ଜ୍‌ଡେବ୍‌ଳ୍ ହ୍‌ତେକ୍ ଶ୍‌କ୍‌ତି ନ୍‌ଦେଇ ସ୍‌ଡେବ୍‌ଳ୍ ହ୍‌ତେକ୍ ଯିରୁଶାଲାମ୍ ସ୍‌ହରେ ରେତି।” ତାର୍‌ହ୍‌ଚେ ଯୀଶୁ ସ୍‌ର୍‌ଗେ ଗ୍‌ଲା, ଆର୍ ଗଟେକ୍ ମେଗାର୍ ବାଦୁଳ୍ ସେମ୍‌ନ୍ ଦ୍‌କ୍‌ତା ତ୍‌ଇହ୍‌ଣି ଲୁକାଇଲି। ଯୀଶୁ ସ୍‌ବୁ ବିଷୟ୍ ଉହ୍‌ରେ କ୍‌ର୍‌ତାର୍ ଗିନେ ଇଶ୍ୱରାର୍ କାତା କୁଚିବାଟ୍ ବ୍‌ସ୍‌ଲା।

ବାଇବଲାର୍ ଗଟେକ୍ କ୍‌ତା: ମାଥିଉ 28:16-20; ମାର୍କ16:12-20; ଲୁକ24:13-35; ଯୋହନ20:19-23; ପ୍ରେରିତ1:1-11

Read in the reader

Free to use, adapt, and share under an open license (CC BY-SA 4.0).