41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 1

ସଇନମ୍‌ନ୍ ଯୀଶୁକେ କୁର୍‌ଶ କାଟେ ମାର୍‌ଲା ହ୍‌ଚେ, ବିଶ୍ବାସ୍ ନ୍‌କେର୍‌ତା ଯିହୁଦି ନେତାମ୍‌ନ୍ ପିଲାତକେ କଇଲାଇ,“ ସେ ମିଚ୍‌କ୍‌ତା ଯୀଶୁ କଇଆଚେ ଯେ ସେ ତିନି ହ୍‌ଚେ ଉଟେଦ୍। କେ ଏକ୍‌ଲା ସ୍‌ତ୍‌କ୍‌ରି ମ୍‌ସ୍‌ଣେ ମ୍‌ଳ୍‌କେ ଜାଗୁକେ ହ୍‌ଳେଦ୍ ଆର୍ ସ୍‌ତ୍‌କ୍‌ରି କ୍‌ରୁକେ ହ୍‌ଳେଦ୍ ଜ୍‌ନ୍‌କ୍‌ରିକି ଚେଲାମ୍‌ନ୍ ତାର୍ ମ୍‌ଲା ଗ୍‌ଗାଳ୍‌କେ ଚରିନେଇ କ୍‌ରି କଇ ନ୍‌କେର୍‌ତି ଯେ ସେ ମ୍‌ଲାତ୍‌ଇ ହ୍‌ଣି ଆରେକ୍ ଜୀବନ୍ ହାଇକ୍‌ରି ଉଟିଆଚେ।“

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 2

ପିଲାତ କଇଲା, କ୍‌ତେକ୍ ସଇନମ୍‌ନ୍‌କେ ନେଇକ୍‌ରି ତୁମିମ୍‌ନ୍ ହାର୍‌ତା ହ୍‌ତେକ୍ ମ୍‌ସୁଣ୍ ଜାଗାକେ ର୍‌କ୍ଷା କ୍‌ରା।“ ସେତାକ୍ ସେମ୍‌ନ୍ ମ୍‌ସୁଣ୍ ଜାଗାର୍ ହୁର୍‌ତା ଜାଗାଇ ରିଲା ଟେଳାକେ ମୁଦ୍ରାଙ୍କିତ୍ କ୍‌ଲାଇ ଆର୍ ସଇନମ୍‌ନ୍‌କେ ଜାଗାଇଲାଇ ଜ୍‌ନ୍‌କ୍‌ରି କେ ହେଁ ତାର୍ ଗ୍‌ଗାଳ୍‌କେ ଚରି ନ୍‌କେର୍‌ତି।

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 3

ଯୀଶୁ ମ୍‌ସୁଣେ ନେଇକ୍‌ରି ଆର୍‌ଗଟ୍ ଦିନ୍ ରଇବାର୍ ଦିନ୍ ରିଲି, ଆର୍ ସେଦିନ୍ ମ୍‌ସ୍‌ଣେ ଜ୍‌ମ୍‌କେ ଯିହୁଦିମ୍‌ନ୍‌କେ ଅଦିକାର୍ ନ୍‌ରିଲି। ସେତାକ୍, ରଇବାର୍ ଦିନାର୍ ହ୍‌ଚାର୍ ଦିନ୍ ବର୍ ସ୍‌କାଳ୍ ଗାଦା ମାଇଜି ଟକିମ୍‌ନ୍ ଯୀଶୁର୍ ଗ୍‌ଗାଳେ ଅଦିକ୍ ମ୍‌ସ୍‌ଣେ ବାସ୍‌ନା ଚିକାଣ୍ ଦେତାର୍ ଗିନେ କ୍‌ବରେ ଜାତାର୍ ଗିନେ ରେଡି ଅଇଲାଇ।

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 4

ହଟାତ୍ ଗଟେକ୍ ଭୂମିକମ୍ପ ଅଇଲି। ବିଜ୍‌ଲି ମାର୍‌ଲା ଉଜାଳ୍ ହର୍ ଜିଳ୍‌ଜିଳ୍‌ତି ରିଲା ଗଟେକ୍ ଦୂତ୍ ସ୍‌ର୍‌ଗେ ହ୍‌ଣି ଦ୍‌କାଇ ଅଇଲା। ମ୍‌ଳ୍ ରିଲା ଗ୍‌ରାର୍ ହୁର୍‌ତା ଜାଗାଇ ଡାହିରିଲା ଟେଡାକେ ଡୁଳାଇ କ୍‌ରି ସେ ସେବିତ୍‌ରେ ବ୍‌ସିରିଲା। ଜୁଇ ସଇନମ୍‌ନ୍ ମ୍‌ଳ୍‌ରିଲା ପ୍ରହାର୍ ଦେତିରିଲାଇ ସେମ୍‌ନ୍ ଡିରିକ୍‌ରି ମ୍‌ଲା ଲକ୍‌ମ୍‌ନ୍‌କାର୍ ହର୍ ବୁୟେଁ ଅଦୁର୍‌ଲାଇ।

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 5

ଜ୍‌ଡେବ୍‌ଳ୍ ମାଇଜି ଟକିମ୍‌ନ୍ ମ୍‌ଳ୍‌ରିଲା ଜାଗାଇ ହଚ୍‌ଲାଇ, ଦୂତ୍ ସେମ୍‌ନ୍‌କେ କଇଲା, “ ଡିରାନାଇ। ଯୀଶୁ ଇତି ନାଇ। ସେ ଜ୍‌ନ୍‌କ୍‌ରି କଇରିଲା, ସେନ୍‌କ୍‌ରି ମ୍‌ଲାତ୍‌ଇ ହ୍‌ଣି ଜୀବନ୍ ହାଇକ୍‌ରି ଉଟ୍‌ଲା ଆଚେ! ଆର୍ ମ୍‌ସୁଣ୍‌କେ ଦ୍‌କା।“ ଜୁଇ ଜାଗାଇ ଯୀଶୁର୍ ଗ୍‌ଗାଳ୍ ସ୍‌ଙ୍ଗାଇ ରିଲାଇ, ମାଇଜି ଟକିମ୍‌ନ୍ କ୍‌ବର୍ ବିତ୍‌ରେ ଜାଇକ୍‌ରି ଦ୍‌କ୍‌ଲାଇ। ତାର୍ ଗ୍‌ଗାଳ୍ ସେଜାଗାଇ ନ୍‌ରିଲି।

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 6

ତାର୍‌ହ୍‌ଚେ ସ୍‌ର୍‌ଗ୍ ଦୂତ୍ ସେ ମାଇଜି ଟକିମ୍‌ନ୍‌କେ କଇଲା, “ ଜାଇକ୍‌ରି ଚେଲାମ୍‌ନ୍‌କେ କ୍‌ଉଆ, ‘ ଯୀଶୁ ଉଟ୍‌ଲା ଆଚେ ଆର୍ ତୁମାର୍ ମ୍‌ନ୍‌କାର୍ ଆଗେ ଗାଲିଲି ଜିଲ୍ଲାକେ ଜାଇଦ୍।“

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 7

ସେ ମାଇଜି ଟକିମ୍‌ନ୍ ବେଶି ଡିରିଗ୍‌ଲାଇ ଆର୍ ବେଶି ସ୍‌ର୍‌ଦା ଅଇରିଲା। ତାର୍ ଚେଲାମ୍‌ନ୍‌କେ ସୁବ୍ କ୍‌ବର୍ କ୍‌ଉତାର୍ ଗିନେ ସେମ୍‌ନ୍ ଦ୍‌ବ୍‌ଳି ଗ୍‌ଲାଇ।

41. ୪୧. ଇଶ୍ୱର୍ ଯୀଶୁକେ ମ୍‌ଲାତ୍‌ଇହ୍‌ଣି ଉଟାଇଦ୍ — illustration 8

ଜ୍‌ଡେବ୍‌ଳ୍ ସେ ସୁବ୍ କ୍‌ବର୍‌କେ ଚେଲାମ୍‌ନ୍‌କେ କ୍‌ଉତାର୍ ଗିନେ ସେମ୍‌ନ୍ ର୍‌ସ୍‌ତାଇ ରିଲାଇ, ଯୀଶୁ ସେମ୍‌ନ୍‌କେ ଦ୍‌କାଇ ଅଇଲା ଆର୍ ସେମ୍‌ନ୍ ତାକେ ଜୁଆର୍ କ୍‌ଲାଇ। ଯୀଶୁ କଇଲା, “ ଡିରାନାଇ।“ ଜାହା ଆର୍ ଗାଲିଲି ଜିଲ୍ଲାକେ ଜାତାର୍ ଗିନେ ମର୍ ଚେଲାମ୍‌ନ୍‌କେ କ୍‌ଉଆ। ସେତି ସେମ୍‌ନ୍ ମକେ ଦ୍‌କ୍‌ତି।”

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୨୭:୬୨-୨୮:୧୫; ମାର୍କ ୧୬:୧-୧୧; ଲୂକ ୨୪:୧-୧୨; ଯୋହନ ୨୦:୧-୧୮

Read in the reader

Free to use, adapt, and share under an open license (CC BY-SA 4.0).