40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 1

ସଇନମ୍‌ନ୍ ଯୀଶୁକେ ଲାଜ୍ କ୍‌ରାଇଲା ହ୍‌ଚେ, ସେମ୍‌ନ୍ କୁର୍‌ଶ କାଟେ ଟାଙ୍ଗାଉତାର୍ ଗିନେ ତାକେ ନିଲାଇ। ସେ ଜୁଇ କୁର୍‌ଶ କାଟେ ମ୍‌ରେଦ୍ ସେ କୁର୍‌ଶ କାଟ୍ ତାକେ ବଳାଇଲାଇ।

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 2

ସଇନମ୍‌ନ୍ “କପାଳସ୍ଥଳ“ ନାଉଆର୍ ଗଟେକ୍ ଜାଗାଇ ଆନ୍‌ଲାଇ ଆର୍ କୁର୍‌ଶ କାଟେ ତାର୍ ଆତ୍ ଆର୍ ହାଦେ କୁଟିୟେ ମାର୍‌ଲାଇ। ମ୍‌ତର୍ ଯୀଶୁ କଇଲା, “ ଉବା, ସେମ୍‌ନ୍‌କେ କେମା କ୍‌ର୍, କାଇତାକ୍ ସେମ୍‌ନ୍ କାଇରି କ୍‌ରୁଲାଇ ସେରି ନ୍‌ଜାଣ୍‌ତି।“ ଯିହୁଦି ମ୍‌ନ୍‌କାର୍ ର୍‌ଜା“ ଲେକିକ୍‌ରି ସେତାକ୍ ଯୀଶୁର୍ ମୁଣ୍ତେ ଉହ୍‌ରେ ଟାଙ୍ଗାମ୍‌କେ ପିଲାତ ସେମ୍‌ନ୍‌କେ କଇଲା।

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 3

ସଇନମ୍‌ନ୍ ଯୀଶୁର୍ ହ୍‌ଚିଆକେ ଲେଟ୍‌ରି ହୁଟାଇଲାଇ। ସେମ୍‌ନ୍ ଜ୍‌ଡେବ୍‌ଳ୍ ଇରି କ୍‌ଲାଇ, କ୍‌ଉତିରିଲା ବାବବାଣି ହୁରା ଅଇଲି, “ ସେମ୍‌ନ୍ ମର୍ ହ୍‌ଚିଆକେ ବାଗ୍ କ୍‌ଲାଇ ଆର୍ ହ୍‌ଚିଆର୍ ଗିନେ ଲେଟ୍‌ରି ହୁଟାଇଲାଇ।”

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 4

ଯୀଶୁକେ ଜଳେକ୍ ଡାକୁର୍ ମ୍‌ଜାଇ କୁର୍‌ଶ କାଟେ ମାର୍‌ଲାଇ। ସେମ୍‌ନ୍‌କାର୍ ବିତ୍‌ରେ ଏକ୍‌ଲା ଯୀଶୁକେ ଲାଜ୍ କ୍‌ରାଇ କଇଲା, “ ମ୍‌ତର୍ ବିନ୍ ଏକ୍‌ଲା କଇଲା, “ ତର୍ କାଇରି ଇଶ୍ବରାର୍ ଗିନେ ଡିର୍ ନାଇକି? ଅମିମ୍‌ନ୍ ଦଷି, ମ୍‌ତର୍ ଇ ଲକ୍ ଦଷିନାଇ।” ତାର୍‌ହ୍‌ଚେ ସେ ଯୀଶୁକେ କଇଲା, “ ଦୟାକ୍‌ରି ତର୍ ରାଇଜେ ମକେ ଏତାଉଆ।” ଯୀଶୁ ତାକେ କଇଲା, “ ତୁମି ଆଜି ମର୍ ସ୍‌ଙ୍ଗ୍ ପାରଦିଶରେ ଆଶାସ୍।“

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 5

ଯିହୁଦି ନେତାମ୍‌ନ୍ ଆର୍ ଲକ୍‌ମ୍‌ନ୍‌କାର୍ ବିତ୍‌ରେ ବେଶିଲକ୍ ଯୀଶୁକେ ଲାଜ୍ କ୍‌ଲାଇ। ସେମ୍‌ନ୍ ତାକେ କଇଲା, “ ଯଦି ତୁଇ ଇଶ୍ବରାର୍ ହଇସି, ତ୍‌ବେ କୁର୍‌ଶ କାଟେହ୍‌ଣି ଉତ୍‌ରାମ୍ ଆସ ଆର୍ ନିଜ୍‌କେ ର୍‌କ୍ଯା କ୍‌ର! ତ୍‌ବେ ହେଁ ଅମିମ୍‌ନ୍ ତୁମୁକେ ବିଶ୍ବାସ୍ କ୍‌ରୁନ୍ଦ୍।“

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 6

ତାର୍‌ହ୍‌ଚେ ସ୍‌ବୁ ଗାମେ ରିଲା ଆକାଶାର୍ ହୁରାହୁରି ବାବେ ଅନ୍ଦାର୍ ଅଇଲି, ଯଦି ଇରି ଦିନ୍ ବାର୍‌ଟା ଅଇରିଲି। ବାର୍‌ଟା ବ୍‌ଳ୍ ଅନ୍ଧାର୍ ଅଇଲି ଆର୍ ପ୍ରାୟ ତିନି ଗଣ୍ଟା ହ୍‌ତେକ୍ ଅନ୍ଧାର୍ ରିଲି।

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 7

ତାର୍‌ହ୍‌ଚେ ଯୀଶୁ ବଡ୍ ଟଣ୍ତକ୍‌ରି କଇଲା, “ ସ୍‌ର୍‌ଲି! ଉବା, ତୁମାର୍ ଆତେ ମୁଇ ନିଜାର୍ ଆତ୍ମା ସ୍‌ହ୍‌ରି ଦେମ୍‌ଲେ।” ତାର୍‌ହ୍‌ଚେ ସେ ମୁଣ୍ତକେ ତ୍‌ଳେ କ୍‌ଲା ଆର୍ ମ୍‌ଲା। ଜ୍‌ଡେବ୍‌ଳ୍ ସେ ମ୍‌ଲା, ସ୍‌ଡେବ୍‌ଳ୍ ଭୂମିକମ୍ପ ଅଇରିଲି ଆର୍ ମନ୍ଦିରେ ଜୁଇ ବ୍‌ଡ୍ ପର୍‌ଦା ଇଶ୍ବରାର୍ ଲ୍‌ଗେ ରିଲା ଲକ୍‌ମ୍‌ନ୍‌କେ ପୃତକ୍ ର୍‌କ୍‌ତି ରିଲା ସେରି ଉହ୍‌ରେ ତ୍‌ଳ୍ ହ୍‌ତେକ୍ ଚିରି ଦୁଇ ଗ୍‌ର୍‌ଣ୍ତା ଅଇଲି।

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 8

ଯୀଶୁ ତାର୍ ମ୍‌ର୍‌ନ୍ ଦ୍ବାରା ଲକ୍‌ମ୍‌ନ୍‌କେ ଇଶ୍ବରାର୍ ଲ୍‌ଗେ ଆସ୍‌ତାର୍ ର୍‌ସ୍ତା ଉଗାଳି ଦିଲା। ଯୀଶୁକେ ଜାଗିରିଲା ସଇନ୍ ଜ୍‌ଡେବ୍‌ଳ୍ ଇ ସ୍‌ବୁ ଗଟ୍‌ତାର୍ ଦ୍‌କ୍‌ଲା ସେ କଇଲା, ସ୍‌ତ୍‌କ୍‌ରି, ସେ ନିର୍‌ଦଷି ଲକ୍ ରିଲା। ସେ ଇଶ୍ବରାର୍ ହଇସି ରିଲା।“

40. ୪୦. ଯୀଶୁକେ କୁର୍‌ଶ କାଟେ ମ୍‌ର୍‌ନେ ମାର୍‌ଲାଇ — illustration 9

ତାର୍‌ହ୍‌ଚେ ଯଷେପ୍ ଆର୍ ନିକଦିମ୍, ଯୀଶୁକେ ବିଶ୍ବାସ୍ କ୍‌ର୍‌ତିରିଲା ଇ ଦୁଇଲକ୍ ଯିହୁଦି ନେତା ଯୀଶୁର୍ ଗ୍‌ଗାଳ୍ ନେମ୍‌କେ ପିଲାତ ର୍‌ଜାକେ ଅନୁରଦ୍ କ୍‌ଲାଇ, ସେମ୍‌ନ୍ ଗଟେକ୍ ହ୍‌ଚିଆଇ ତାର୍ ଗ୍‌ଗାଳ୍‌କେ ଗୁଳିଆଇ ଟେଡା କାଟିକ୍‌ରି ତିଆର୍ କ୍‌ରିରିଲା ମ୍‌ସୁଣ୍ କାଲ୍ ଲ୍‌ଗେ ସ୍‌ଙ୍ଗାଇଲାଇ। ତାର୍‌ହ୍‌ଚେ ସେମ୍‌ନ୍ ମ୍‌ସୁଣ୍ ହାର୍ ମୁୟେ ଗଟେକ୍ ବ୍‌ଡ୍ ଟେଡା ଡାହିଦିଲାଇ ଆର୍ ସେତିର୍ ମୁଉ ବ୍‌ନ୍ଦ୍ କ୍‌ରିଦିଲାଇ।

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୨୨:୨୭-୬୧; ମାର୍କ ୧୫:୧୬-୪୭; ଲୂକ ୨୩:୨୬-୫୬; ଯୋହନ ୧୯:୧୭-୪୨

Read in the reader

Free to use, adapt, and share under an open license (CC BY-SA 4.0).