39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 1

ସ୍‌ଡେବ୍‌ଳ୍ ମ୍‌ଜାରାତି ଅଇରିଲି। ବ୍‌ଡ୍‌ଯାଜକ୍ ଜ୍‌ନ୍‌କ୍‌ରି ଯୀଶୁକେ ପ୍ରଶ୍ନ ହ୍‌ଚାରେଦ୍ ସେତାର୍ ଗିନେ ସଇନମ୍‌ନ୍ ତାକେ ବ୍‌ଡ୍ ଯାଜକାର୍ ଗ୍‌ରେ ନିଲାଇ। ପିତର ଦୁରିକେ ରେଇ ସେମ୍‌ନ୍‌କାର୍ ହ୍‌ଚେ ହ୍‌ଚେ ଜାତିରିଲା। ଯୀଶୁକେ ଜ୍‌ଡେବ୍‌ଳ୍ ସେ ଗ୍‌ର୍ ବିତ୍‌ରେ ନିଲାଇ, ସ୍‌ଡେବ୍‌ଳ୍ ପିତର୍ ହ୍‌ଦାଇ ରେଇ ଜୟ୍ ଚେକ୍‌ତି ରିଲା।

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 2

ଗ୍‌ର୍ ବିତ୍‌ରେ, ଯିହୁଦି ନେତାମ୍‌ନ୍ ଯୀଶୁର୍ ବିଚାର୍ କ୍‌ଲାଇ। ସେମ୍‌ନ୍ ବେଶି ମିଚ୍‌ସାକି କ୍‌ଉତା ଲକ୍‌ମ୍‌ନ୍‌କେ କୁଦ୍‌ଲାଇ ଜୁଇଲକ୍ ତାର୍ ବିରଦେ ମିଚ୍‌ସାକି କ୍‌ଉତି। ମ୍‌ତର୍ ସେମ୍‌ନ୍‌କାର୍ କ୍‌ଉତାର୍ ସ୍‌ବୁ ନିଜାର୍ ନିଜାର୍ ବିତ୍‌ରେ କାପ୍ ନ୍‌କାଇଲି, ସେତାକ୍ ଯିହୁଦି ନେତାମ୍‌ନ୍ ହ୍‌ର୍‌ମାଣ୍ କ୍‌ରୁ ନାହାର୍‌ଲାଇ ଯେ ସେ କାଇ ବୁଲ୍ କ୍‌ଲାଆଚେ। ଯୀଶୁ କାଇରି ହେଁ କଇ ନ୍‌କେରେ।

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 3

ସ୍‌ରା ସ୍‌ରି ହ୍‌ଚେ ବ୍‌ଡ୍‌ଯାଜକ୍ ଯୀଶୁର୍ ବାଟ୍‌ ସିଦା ଦ୍‌କିକ୍‌ରି ତାକେ ହ୍‌ଚାର୍‌ଲା, “ ଅମୁକ୍ ମ୍‌ନ୍‌କେ କ୍‌ଉ, ତୁଇ କି ଜୀବନ୍ ରିଲା ଇଶ୍ବରାର୍ ହଇସି ଖ୍ରୀଷ୍ଟ?“

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 4

ଯୀଶୁ କଇଲା, “ ମୁଇ ସେ, ଆର୍ ତୁମିମ୍‌ନ୍ ମକେ ଇଶ୍ବରାର୍ ସିଂହାସନେ ବ୍‌ସ୍‌ତାର୍ ଆର୍ ସ୍‌ର୍‌ଗେ ହ୍‌ଣି ଉତ୍‌ରି ଆସ୍‌ତାର୍ ଦ୍‌କ୍‌ତି।“ ମୁକିଆ ଯାଜକ୍ ରିସା ଅଇକ୍‌ରି ନିଜାର୍ ହ୍‌ଚିଆ ଚିରି ବିନ୍ ଦ୍‌ର୍‌ମାର୍ ନେତାମ୍‌ନ୍‌କେ ବେଲ୍‌କି ଅଇକ୍‌ରି କଇଲା, ଅମାର୍ ମ୍‌ନ୍‌କାର୍ ଆର୍ ସାକି ଦ୍‌ର୍‌କାର୍ ନାଇ! ତୁମିମ୍‌ନ୍ ଶୁଣ୍‌ଲାସ୍ ଯେ ସେ ଇଶ୍ବରାର୍ ହ ଇସି ବ୍‌ଲି କ୍‌ମ୍‌ଲା। ତୁମାର୍ ମ୍‌ନ୍‌କାର୍ ବିଚାର୍ କ୍‌ଇରି? “

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 5

ଯିହୁଦି ନେତାମ୍‌ନ୍ ବ୍‌ଡ୍ ଯାଜକ୍‌କେ ଉତ୍ତର୍ ଦିଲା, “ ସେ ମ୍‌ର୍‌ନ୍ ଡ୍‌ଣ୍ତ ହାଉତାର୍ ଯଗ୍ଯ“ ତାର୍ ହ୍‌ଚେ ସେମ୍‌ନ୍ ଯୀଶୁର୍ ଆକିଏ ହ୍‌ଚିଆ ବାନ୍ଦ୍‌ଲାଇ, ତାକେ ମାର୍‌ଲାଇ, ତାର୍ ଉହ୍‌ରେ ତୁକ୍‌ଲାଇ ଆର୍ ତାକେ ଲାଜ୍ କ୍‌ରାଇଲାଇ।

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 6

ପିତର୍ ଜ୍‌ଡେବ୍‌ଳ୍ ଗ୍‌ର୍ ବାହାରେ ଜାଗିରିଲା ବ୍‌ଳ୍, ଗଟେକ୍ ଦ୍‌ଙ୍ଗ୍‌ଳି ଦାସି ତାକେ ଦ୍‌କି କଇଲି, “ତୁଇ ହେଁ ଯୀଶୁର୍ ସ୍‌ଙ୍ଗ୍ ରିଲିସ୍!“ ପିତର ଇ ବିଷୟ୍‌କେ ମୁଇ ନ୍‌ଜାଣିବ୍‌ଲି କଇଲା। ଆରେ ଗଟେତର୍, ଆର୍ ଗଟେକ୍ ଦାସି ସେ ଗଟେକ୍ ବିଷୟ୍ କଇଲି, ମ୍‌ତର୍ ପିତର୍ ଇରି ହେଁ ନ୍‌ଜାଣି ବ୍‌ଲି କଇଲା। ସ୍‌ରା ସ୍‌ରି ହ୍‌ଚେ, ଲକ୍‌ମ୍‌ନ୍ କଇଲା, “ ଅମିମ୍‌ନ୍ ଜାଣୁଲୁ ଯେ ତୁଇ ଯୀଶୁର୍ ସ୍‌ଙ୍ଗ୍ ରିଲିସ୍ କାଇତାକ୍ ତୁମି ଗାଲିଲି ଜିଲ୍ଲାଇ ହ୍‌ଣି ଆସି ଆଚ୍‌ସି।“

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 7

ତାର୍‌ହ୍‌ଚେ ପିତର୍ ଶପତ୍ କ୍‌ଲା, କଇଲା, “ ଇଶ୍ବର୍ ମକେ ଅବିଶାପ୍ ଦେ ଯଦି ମୁଇ ଇ ଲକ୍‌କେ ଜାଣିରେଇନ୍ଦ୍!“ ସ୍‌ଙ୍ଗେ ସ୍‌ଙ୍ଗେ ଗଟେକ୍ କୁକ୍‌ଡା ଡାକ୍‌ଲି, ଆର୍ ଯୀଶୁ ଉଲ୍‌ଟି କ୍‌ରି ପିତର୍‌କେ ଦ୍‌କ୍‌ଲା।

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 8

ପିତର୍ ବାରିଗ୍‌ଲା ଆର୍ ବେଶି ଦୁକ୍ ଅଇକ୍‌ରି କାନ୍ଦ୍‌ଲା। ଇତାର୍ ଗିନେ, ଦକାଦିଲା ଯିହୁଦା ଦ୍‌କ୍‌ଲା ଯେ ଯିହୁଦି ନେତାମ୍‌ନ୍ ଯୀଶୁକେ ମ୍‌ର୍‌ନ୍ ଡ୍‌ଣ୍ତାର୍ ଗିନେ ଦଷି କ୍‌ଲାଇ ଆତ୍‌ତି। ଯିହୁଦା ବେଶି ଦୁକ୍ ଅଇଲା ଆର୍ ଜାଇକ୍‌ରି ଜିଜ୍‌କେ ମାରି ମ୍‌ଲା।

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 9

ଆର୍‌ଗଟ୍ ଦିନ୍ ବର୍ ସ୍‌କାଳ୍, ଯିହୁଦି ନେତାମ୍‌ନ୍ ଯୀଶୁକେ ପିଲାତ ର୍‌ଜାର୍ ଲ୍‌ଗେ ଆନ୍‌ଲାଇ ଯେକି ରୋମିୟ ମ୍‌ନ୍‌କେ ଶାସନ୍ କ୍‌ର୍‌ତି ରିଲା। ସେମ୍‌ନ୍ ଆଶା କ୍‌ଲାଇ ଯେ ପିଲାତ ଯୀଶୁକେ ଦଷି କ୍‌ରି ମ୍‌ର୍‌ନେ ମାର୍‌ତାର୍ ଗିନେ ବିଚାର୍ କ୍‌ରେଦ୍। ପିଲାତ ଯୀଶୁକେ ହ୍‌ଚାର୍‌ଲା, “ ତୁଇ କାଇରି ଯିହୁଦି ମ୍‌ନ୍‌କାର୍ ର୍‌ଜା?“

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 10

ଯୀଶୁ ଉତ୍ତର୍ ଦିଲା, ତୁଇ କ୍‌ମ୍‌ଲି, ମ୍‌ତର୍ ମର୍ ରାଇଜ୍ ଇ ଜ୍‌ଗତାର୍ ଗିନେ ନଇ। ଯଦି ଏନ୍‌କ୍‌ରି ଅଇଲି ହ୍‌ଣି, ତ୍‌ବେ ମର୍ ଦାସ୍‌ମ୍‌ନ୍ ମର୍ ଗିନେ ଜୁଜ୍ କ୍‌ଲାଇ ହ୍‌ଣି। ଇଶ୍ବରାର୍ ବିଷୟେ ସ୍‌ତ୍ କ୍‌ତା କ୍‌ମ୍‌କେ ମୁଇ ପୁର୍‌ତିବିକେ ଆଇଲେ ଆଚି। ଜୁଇ ଲକ୍ ହେଁ ସ୍‌ତ୍‌କେ ଲାଡ୍‌କ୍‌ରେଦ୍ ସେ ମର୍ କ୍‌ତା ଶୁଣେଦ୍।“ ପିଲାତ କଇଲା, “ ସ୍‌ତ୍ କାଇରି?“

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 11

ପିଲାତ ଯୀଶୁର୍ ସ୍‌ଙ୍ଗ୍ କ୍‌ତାକଇ ସ୍‌ର୍‌ଲା ହ୍‌ଚେ, ଲକ୍‌ମ୍‌ନ୍‌କାର୍‌ ଗହ୍‌ଳି ଲ୍‌ଗେ ଜାଇକ୍‌ରି କଇଲା, ଇଲକାର୍ ତ୍‌ଇ ଅମି କାଇ ହେଁ ଦଷ ହାଇ ନ୍‌କେରୁ।“ ମ୍‌ତର୍ ଯିହୁଦି ନେତାମ୍‌ନ୍ ଆର୍ ସ୍‌ବୁ ଲକ୍‌ମ୍‌ନ୍ ବେଲ୍‌କି ଅଇକ୍‌ରି କଇଲାଇ, ତାକେ କୁର୍‌ଶ କାଟେ ଟାଙ୍ଗାଉଆ!“ ପିଲାତ ଉତ୍ତର୍ ଦିଲା, “ ସେ ଦଷି ନଇ।“ ମ୍‌ତର୍ ସେମ୍‌ନ୍ ବେଶି ବେଲ୍‌କି ଅମ୍‌କେ ଲାଗ୍‌ଲାଇ। ତାର୍‌ହ୍‌ଚେ ପିଲାତ ତିନିତର୍ କଇଲା, “ ସେ ଦଷି ନଇ!“

39. ୩୯. ଯୀଶୁର୍ ବିଚାର୍ କ୍‌ରାଅଇଦ୍ — illustration 12

ପିଲାତ ବେଶି ଡିରିଜାତି ରିଲା ଯେ କ୍‌ଡେବ୍‌ଳ୍ ଲକ୍‌ମ୍‌ନ୍ଦା ଦଙ୍ଗା କ୍‌ରୁକେ ଆରମ୍ କ୍‌ର୍‌ତି, ସେତାକ୍ ଯୀଶୁକେ କୁର୍‌ଶ କାଟେ ଟାଙ୍ଗାଉତାର୍ ଗିନେ ସେ ତାର୍ ସଇନ୍ ମ୍‌ନ୍‌କେ ଆଦେଶ୍ ଦିଲା। ରମିୟ ସଇନ୍‌ମ୍‌ନ୍ ଯୀଶୁକେ କରଡା ସ୍‌ଙ୍ଗ୍ ମାର୍‌ଲାଇ ଆର୍ ଗଟେକ୍ ର୍‌ତା ହ୍‌ଚିଆ ଆର୍ ମୁଣ୍ତେ କାଟାର୍ ମୁକୁଟ୍ ହିନ୍ଦାଇଲାଇ। ତାର୍‌ହ୍‌ଚେ ସେମ୍‌ନ୍ ତାକେ “ଯିହୁଦି ମ୍‌ନ୍‌କାର୍ ର୍‌ଜାକେ ଦ୍‌କା!“ କଇ ଲାଜ୍ କ୍‌ରାଇଲାଇ।

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୨୬:୫୭-୨୭; ମାର୍କ ୧୪:୫୩-୧୫:୧୫; ଲୂକ ୨୨:୫୪-୨୩:୨୫; ଯୋହନ ୧୮:୧୨-୧୯:୧୬

Read in the reader

Free to use, adapt, and share under an open license (CC BY-SA 4.0).