38. ୩୮. ଯୀଶୁର୍ ସ୍ବୁ ବିଶ୍ୱାସ୍କେ ଦକା ଅଇଲି
ସ୍ବୁ ବ୍ର୍ଷ ଯିହୁଦିମ୍ନ୍ ନିସ୍ତାର୍ ହ୍ର୍ବ୍ ପାଳନ୍ କ୍ର୍ତି ରିଲାଇ। ଇରି ଅମ୍ଲି ସେ ପାଳନ୍ ଜୁଇରି କି ବେଶି ଶଏ ବ୍ର୍ଷ ଆଗେ ହ୍ଣି ଇଶ୍ବର୍ କ୍ନ୍କ୍ରି ସେମ୍ନ୍କାର୍ ଦାଦିବାବୁ ମ୍ନ୍କାର୍ ଦାୟିତ୍ ତ୍ଇହ୍ଣି ଉଦାର୍ କ୍ରି ଆଣିରିଲାଇ। ଯୀଶୁ ସ୍ବୁ ଲକେ ବ୍ଲ୍କ୍ରି ଆର୍ ପ୍ର୍ଚାର୍ ସିକ୍ଯା ଆର୍ମ୍ କ୍ରୁକେ ପ୍ରାୟ ତିନି ବ୍ର୍ଷ ହ୍ଚେ ଯୀଶୁ ତାର୍ ଚେଲାମ୍ନ୍କେ କଇଲା ଯେ ସେ ସେମ୍ନ୍କାର୍ ସ୍ଙ୍ଗ୍ ଯିରୁଶାଲାମ୍ ସ୍ହରେ ନିସ୍ତାର୍ ହ୍ର୍ବ୍ ପାଳନ୍ କ୍ରୁକେ ଇଚା କ୍ର୍ତି, ଆର୍ ସେତି ତାକେ ବଳି ହୁଜା କ୍ରା ଅଇଦ୍।
ଯୀଶୁର୍ ଚେଲାମ୍ନ୍କାର୍ ବିତ୍ରେ ଯିହୁଦା ନାଉର୍ ଗଟେକ୍ ଚେଲା ରିଲା। ଯିହୁଦା ଚେଲାମ୍ନ୍କାର୍ ଡାବୁ ଥଳିର୍ ଦାୟିତରେ ରିଲା, ମ୍ତର୍ ସେ ଡାବୁକେ ବ୍ଲ୍ ହାଇଲା ଆର୍ ବେଶି ସମୟେ ସେ ଥଳିର୍ ଡାବୁକେ ଚରି କ୍ର୍ତି ରିଲା। ଯୀଶୁ ଆର୍ ତାର୍ ଚେଲାମ୍ନ୍ ଯିରୁଶାଲାମ୍ ସ୍ହରେ କେଟ୍ଲା ହ୍ଚେ, ଯିହୁଦା ଡାବୁର୍ ଗିନେ ଯୀଶୁକେ ସ୍ତ୍ରୁମ୍ନ୍କାର୍ ଆତେ ସ୍ହ୍ରି ଦେମ୍କେ ଯିହୁଦି ନେତା ମ୍ନ୍କାର୍ ଲ୍ଗେ ଗ୍ଲା। ସେ ଜାଣିରିଲା ଯେ ଯୀଶୁ ଯେ ଖ୍ରୀଷ୍ଟ, ଇରି ଯିହୁଦି ନେତାମ୍ନ୍ ଇଚା ନ୍କେର୍ତି ରିଲାଇ ଆର୍ ସେମ୍ନ୍ ଯୀଶୁକେ ମାର୍ତା ଗିନେ ଯଜ୍ନା କ୍ରୁଲାଇ।
ଯିହୁଦି ନେତାମ୍ନ୍ ମୁକିଆ ବ୍ଡ୍ଯାଜକାର୍ ଦ୍ବାରା ଯୀଶୁକେ ସ୍ତ୍ରୁ ଆତେ ସ୍ହ୍ରି ଦେମ୍କେ ତିରିଶ୍ ଗଟ୍ ରୁହା ମୁଦ୍ରା ଦେଇରିଲାଇ। ବାବବାଦିମ୍ନ୍ ବାବବାଣି କ୍ରିରିଲା ହର୍ ଇରି ଗଟିରିଲି। ଯିହୁଦା ସେତି ରାଜି ଅଇକ୍ରି ଡାବୁ ନେଇ ବାରିଗ୍ଲା। ସେ ଜ୍ନ୍କ୍ରି ଯୀଶୁକେ ଦ୍ରି ସ୍ତ୍ରୁ ଆତେ ସ୍ହ୍ରି ଦେଇଦ୍ ଇତାର୍ ଗିନେ ସୁଜଗ୍ କଜୁକେ ଲାଗ୍ଲା।
ଯିରୁଶାଲାମ୍ ସ୍ହରେ ଯୀଶୁ ତାର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ନିସ୍ତାର୍ ହ୍ର୍ବ୍ ପାଳନ୍ କ୍ଲାଇ। ନିସ୍ତାର୍ ହ୍ର୍ବାର୍ କାଦି କାତାବ୍ଳ୍, ଯୀଶୁ ରୁଟି ନେଇ ତାକେ ବାଙ୍ଗ୍ଲା। ସେ କଇଲା, ” ଇ ରୁଟି ନେଇ କାହା। ଇରି ମର୍ ଗ୍ଗାଳ୍, ଜୁଇରି ତୁମାର୍ ଗିନେ ଦିଆ ଅଇଲି ଆଚେ। ମକେ ଏତାଉତାର୍ ଗିନେ ଇରି କ୍ରା।“ ଏନ୍କ୍ରି ବାବେ, ଯୀଶୁ କଇଲା, ସେମ୍ନ୍କାର୍ ଗିନେ ତାର୍ ଗ୍ଗାଳ୍ ବଳି ହୁଜା ଅଇଦ୍।
ତାର୍ ହ୍ଚେ ଯୀଶୁ ଗଟେକ୍ ମତା ଇଟାଇଲା ଆର୍ କଇଲା, “ ଇତାକେ ଡୁକା। ଇରି ମର୍ ନ୍ଉଆ ନିୟମାର୍ ବ୍ନି ଜୁଇରି ପାପ୍ କେମାର୍ ଗିନେ ଡାଳି ଦିଆ ଅଇଲି ଆଚେ। ତୁମି ସ୍ବୁ ତର୍ ଇରି ଡୁକ୍ତା ବ୍ଳ୍ ମକେ ଏତାଉଆ।”
ତାର୍ ହ୍ଚେ ଯୀଶୁ ତାର୍ ଚେଲାମ୍ନ୍କେ କଇଲା, “ତୁମାର୍ ମ୍ନ୍କାର୍ ବିତ୍ରେ ଏକ୍ଲା ମକେ ଦକା ଦେଇଦ୍।” ଚେଲାମ୍ନ୍ କାବା ଅଇଲାଇ, ଆର୍ ଅନ୍କ୍ରି କେ କ୍ରେଦ୍ ବ୍ଲି ହ୍ଚାର୍ଲାଇ। ଯୀଶୁ କଇଲା, “ମୁଇ ଜୁଇ ଏକ୍ଲାକେ ଇ ରୁଟି ଗ୍ର୍ଣ୍ତେକ୍ ଦେଇନ୍ ସେ ମକେ ଦକା ଦେଇଦ୍।“ ତାର୍ ହ୍ଚେ ସେ ସେରୁଟି ଯହୁଦାକେ ଦିଲା।
ଯିହୁଦା ସେରୁଟି ଗ୍ର୍ଣ୍ତାକେ ନିଲା ହ୍ଚେ, ଶଇତାନ୍ ତାର୍ ବିତ୍ରେ ହୁର୍ଲି। ଯିହୁଦା ସେ ଜାଗା ଚାଡିକ୍ରି ଯୀଶୁକେ ବନ୍ଦି କ୍ର୍ତାର୍ ଗିନେ ଯିହୁଦି ନେତାମ୍ନ୍କେ ସାଇଜ କ୍ର୍ତା ଗିନେ ସେମ୍ନ୍କାର୍ ଲ୍ଗେ ଗ୍ଲା। ସ୍ଡେବ୍ଳ୍ ରାତି ଅଇରିଲି।
କାଦି କାଇଲା ହ୍ଚେ, ଯୀଶୁ ଆର୍ ତାର୍ ଚେଲାମ୍ନ୍ ଜୀତ୍ ଡଙ୍ଗୁର୍କେ ଇଣ୍ତି ଇଣ୍ତି ଗ୍ଲା। ଯୀଶୁ କଇଲା, “ତୁମି ସ୍ବୁଲକ୍ ମକେ ଚାଡି ଦିଆସ୍। ଲେକା ଆଚେ, “ ଅମି ମେଣ୍ତା ଗ୍ଉଳିଆକେ ମାରୁମା ଆର୍ ସ୍ବୁ ମେଣ୍ତା ଚିନ୍ବିନ୍ ଅଇଜାତି।
ପିତର ଉତ୍ତର୍ ଦିଲା, “ଯଦି ସ୍ବୁଲକ୍ ତକେ ଚାଡିଦେତି, ମ୍ତର୍ ମୁଇ ଚାଡି ନ୍କେରି!” ତ୍ବେ ଯୀଶୁ ପିତର୍କେ କଇଲା, “ଶଇତାନ୍ ତୁମାର୍ ସ୍ବୁ ଲକାର୍ ସ୍ଙ୍ଗ୍ ରେମ୍କେ ଇଚା କ୍ରୁଲୁ, ମ୍ତର୍ ତୁମାର୍ ବିଶ୍ବାସ୍ ଜ୍ନ୍କ୍ରି ଦୁର୍ବଳ୍ ନଇ ଇତାର୍ ଗିନେ ମୁଇ ଅନୁରଦ୍ କ୍ରି ଆଚି। ଅନ୍କ୍ରି ଆଜି ରାତି କୁକ୍ଡା ବାସ୍ତା ଆଗେ ତୁଇ ମକେ ତିନି ତର୍ ନ୍ଜାଣିବ୍ଲି କ୍ଉଁସି।“
ତାର୍ ହ୍ଚେ ପିତର ଯୀଶୁକେ କଇଲା, “ଯଦି ମକେ ମ୍ରୁକେ ଅଇଦ୍, ସେତାର୍ ଗିନେ ମୁଇ କ୍ବେ ହେଁ ତକେ ନ୍ଜାଣି ବ୍ଲି କଇ ନ୍କେରି!“ ବିନ୍ ସ୍ବୁ ଚେଲାମ୍ନ୍ ହେଁ ସେନ୍କ୍ରି କଇଲାଇ।
ତାର୍ ହ୍ଚେ ଯୀଶୁ ତାର୍ ଚେଲାମ୍ନ୍କେ ସ୍ଙ୍ଗ୍ ଗେଥଶିମନୀ ନାଉର୍ ଜାଗାକେ ଗ୍ଲାଇ। ଚେଲାମ୍ନ୍ ଜ୍ନ୍କ୍ରି ପରିକ୍ଯାଇ ନ୍ହେଳ୍ତି ସେତାର୍ ଗିନେ ଯୀଶୁ ନିଜାର୍ ଚେଲାମ୍ନ୍କେ ପାର୍ତେନା କ୍ରୁକେ କଇଲା। ତାର୍ ହ୍ଚେ ଯୀଶୁ ନିଜେ ପାର୍ତେନା କ୍ରୁକେ ଗ୍ଲା।
ଯୀଶୁ ତିନିତର୍ ପାର୍ତେନା କ୍ଲା, “ ମର୍ ଉବା, ଯଦି ହୁରା ଅଇଦ୍, ତ୍ବେ ଦୁକ୍ କ୍ଷ୍ଟ ଇରି ମର୍ ତ୍ଇହ୍ଣି ଦୁରି କ୍ର୍। ମ୍ତର୍ ଯଦି ଲକ୍ମ୍ନ୍କାର୍ ପାପ୍କେମା କ୍ର୍ତାର୍ ଗିନେ ଆର୍ କାଇ ଉପାଇ ନ୍ରେଇ, ତ୍ବେ ତୁମାର୍ ଇଚା ହୁରା ଅଉଅ।” ଯୀଶୁ ବେଶି ଦୁକେ ବାଙ୍ଗି ଅଇଲା ଆର୍ ତାକାର୍ ଜାଳ ଘନ ବ୍ନି ଟପାହର୍ ରିଲା। ଇଶ୍ବର୍ ତାକେ ଦ୍ର୍ଜ ଦ୍ର୍ତାର୍ ଗିନେ ଗଟେକ୍ ଦୂତ୍କେ ତାର୍ ଲ୍ଗେ ହ୍ଟାଇଲା।
ସ୍ବୁ ତର୍ ପାର୍ତେନା କ୍ରି ସ୍ର୍ଲା ହ୍ଚେ, ଯୀଶୁ ତାକେ ଚେଲାମ୍ନ୍କାର୍ ଲ୍ଗେ ଆସ୍ତି ରିଲା ମ୍ତର୍ ସେମ୍ନ୍ ନିଦେ ମାତିରିଲା। ଜ୍ଡେବ୍ଳ୍ ସେ ତିନିତର୍ ଆଇଲା, ଯୀଶୁ କଇଲା, “ଉଟା! ମର୍ ବିଶ୍ବାସ୍କେ ଦକା ଦେତାଲକ୍ ଇତି ଆଇଲା ଆଚେ।“
ଯିହୁଦି ନେତାମ୍ନ୍, ସଇନମ୍ନ୍ ଆର୍ ବେଶି ଲକାର୍ ସ୍ଙ୍ଗ୍ ଯିହୁଦା ଆଇଲା। ସେମ୍ନ୍ କଣ୍ତା ଟେଙ୍ଗାମ୍ନ୍ ଦ୍ରିରିଲାଇ। ଯିହୁଦା ଯୀଶୁର୍ ଲାଗେ ଆସି କଇଲା, “ଏ ଗୁରୁ ନ୍ମ୍ସ୍କାର୍“ ଆର୍ ତାକେ ଚୁମା ଦିଲା। ଯିହୁଦି ନେତାମ୍ନ୍ କାକେ ଗିରପ୍ କ୍ର୍ତି ଇରି ସେତିର୍ ଗଟେକ୍ ଚିନ୍ ରିଲି। ତାର୍ ହ୍ଚେ ଯୀଶୁ କଇଲା, “ଯିହୁଦା, ଚୁମା ଦ୍ବାରା କି ତୁଇ ମକେ ସ୍ତ୍ରୁ ମ୍ନ୍କାର୍ ଆତେ ସ୍ହ୍ରି ଦେମ୍ଲିସ୍? “
ଜ୍ଡେବ୍ଳ୍ ସଇନ୍ମ୍ନ୍ ଯୀଶୁକେ ଗିରପ୍ କ୍ଲାଇ, ପିତର ତାର୍ କ୍ଣ୍ତା ବାର୍କ୍ଲା ଆର୍ ମୁକିଆ ଯାଜକାର୍ ଦାସାର୍ କାନ୍ କାଟି ହ୍କାଇଲା। ଯୀଶୁ କଇଲା କ୍ଣ୍ତାକେ, “ଦୁରି ର୍କ୍! ମକେ ର୍କ୍ଯା କ୍ର୍ତାର୍ ଗିନେ ମୁଇ ମର୍ ଉବାର୍ ଦୂତ୍ ମ୍ନ୍କାର୍ ଗଟେକ୍ ସଇନ ଦ୍ଳ୍କେ ମାଗୁହାରି। ମ୍ତର୍ ମୁଇ ମର୍ ଉବାର୍ ଆଦେଶ୍ କ୍ରାପ୍ ନ୍ଉତା ଉଚିତ୍। ତାର୍ହ୍ଚେ ଯୀଶୁ ସେ ଲକାର୍ କାନ୍କେ ବ୍ଲ୍ କ୍ଲା। ଯୀଶୁ ଗିରପ୍ ଅଇଲା ହ୍ଚେ ସ୍ବୁ ଚେଲାମ୍ନ୍ ଦ୍ବ୍ଳି ଗ୍ଲାଇ।
ବାଇବଲାର୍ ଗଟେକ୍ କ୍ତା:ମାଥିଉ ୨୬:୧୪-୫୬; ମାର୍କ ୧୪:୧୦-୫୦; ଲୂକ୍ଲ ୨୨:୧-୫୩; ଯୋହନ ୧୨:୬; ୧୮:୧-୧୧
Free to use, adapt, and share under an open license (CC BY-SA 4.0).