37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 1

ଗଟେଦିନ୍, ଯୀଶୁ ଗଟେକ୍ କ୍‌ବର୍ ହାଇଲା ଯେ ଲାଜାର୍ ବେସି ଜ୍‌ରୁଲା। ଲାଜର୍ ଆର୍ ତାର୍ ଜଳେକ୍ ବେଣ୍‌ସି, ମରିୟମ୍ ଆର୍ ମାର୍ଥା, ଯୀଶୁର୍ ନିଜାର୍ ବନ୍ଦୁରିଲାଇ। ଯୀଶୁ ଜ୍‌ଡେବ୍‌ଳ୍ ଇ କ୍‌ତା ଶୁନ୍‌ଲା, ସେ କଇଲା, “ଇ ନିକା ନଇଲା ମ୍‌ର୍‌ଣ୍ ଦ୍ବାରା ସ୍‌ରି ନ୍‌କେରେ, ମ୍‌ତର୍ ଇରି ଇଶ୍ୱରାର୍ ଗ୍‌ଉରବାର୍ ଗିନେ ଆଚେ।“ଯୀଶୁ ତାର୍ ବନ୍ଦୁମ୍‌ନ୍‌କେ ଲାଡ୍ କ୍‌ର୍‌ତିରିଲା, ମ୍‌ତର୍ ସେମ୍‌ନ୍ ଜୁଇ ଜାଗାଇ ରିଲାଇ ସେତି ଦୁଇଦିନ୍ ରିଲାଇ।

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 2

ଦୁଇଦିନ୍ ଗ୍‌ଲା ହ୍‌ଚେ, ଯୀଶୁ ତାର୍ ଚେଲାମ୍‌ନ୍‌କେ କଇଲା, “ଆସା ଅମି ଯିହୂଦା ଦେଶେ ଜୁମା।“ ଚେଲାମ୍‌ନ୍ କଇଲାଇ, “ଗୁରୁ, କାଇରି ଅଲେ ଗେନ୍ ଆଗେ ହଣି ଲକ୍‌ମ୍‌ନ୍ ତକେ ମାର୍‌ତାର୍ ଗିନେ ଇଚାକ୍‌ଲାଇ!” ଯୀଶୁ କଇଲା, “ଅମାର୍ ମ୍‌ନ୍‌କାର୍ ବନ୍ଦୁ ଲାଜାର୍ ନିଦମ୍‌ଲା, ଆର୍‌ ମୁଇ ତାକେ ନିଦେହ୍‌ଣି ଉଟାମ୍‌କେ ହ୍‌ଳେଦ୍।“

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 3

ଯୀଶୁର୍ ଚେଲାମ୍‌ନ୍ କଇଲାଇ, “ଗୁରୁ, ଯଦି ଲାଜର୍ ନିଦାଇଲା ଆଚେ, ତ୍‌ବେ ସେ ଉଟେଦ୍। “ତାର୍‌ହ୍‌ଚେ ଯୀଶୁ ସେମ୍‌ନ୍‌କେ ବ୍‌ଲ୍‌କ୍‌ରି କଇଲା, “ଲାଜର୍ ମ୍‌ଲାଆଚେ। ମୁଇ ସ୍‌ର୍‌ଦା ଯେ ମୁଇ ସେତି ନ୍‌ରିଲେ, ଜ୍‌ନ୍‌କ୍‌ରିକି ତୁମିମ୍‌ନ୍ ମର୍‌ତ୍‌ଇ ବିଶ୍ୱାସ୍ କ୍‌ରାସ୍।“

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 4

ଯୀଶୁ ଜ୍‌ଡେବ୍‌ଳ୍ ଲାଜାରାର୍ ସ୍‌ହର୍‌କେ ଆଇଲାଇ, ଲାଜାର୍ ମ୍‌ରିକ୍‌ରି ଚାରି ଦିନ୍ ଅଇରିଲି। ମାର୍ଥା ଯୀଶୁକେ କୁଦୁକେ ଜାଇକ୍‌ରି କଇଲି, “ମାପ୍‌ରୁ, ଯଦିତୁଇ ଇତି ରିଲିସ୍ ହ୍‌ଣି, ତ୍‌ବେ ମର୍‌ବାଇ ନ୍‌ମେଲାହ୍‌ଣି। ମ୍‌ତର୍ ମୁଇ ବିଶ୍ୱାସ୍ କ୍‌ରୁଲେ ତୁଇ ଇଶ୍ୱର୍‌କେ ଜାଇରି ହେଁ ମାଗ୍‌ଲେକ୍ ସେ ସେରି ତକେ ଦେଇଦ୍।“

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 5

ଯୀଶୁ କଇଲା, “ମୁଇ ମ୍‌ରିକ୍‌ରି ଆରେ ଗଟ୍‌ତର୍ ଉଟିଆଚି ଆର୍ ଜୀବନ୍ ଆଚି। ଯେ ମର୍‌ତ୍‌ଇ ବିଶ୍ୱାସ୍ କ୍‌ରେଦ୍, ଯଦି ସେ ମ୍‌ଲେକ୍ ହେଁ ସେ ବାଚେଦ୍। ଜୁଇଲକ୍ ହେଁ ମର୍‌ତ୍‌ଇ ବିଶ୍ୱାସ୍ କ୍‌ରେଦ୍ ସେ କ୍‌ବେ ହେଁ ମ୍‌ରି ନ୍‌କେରେ। ତୁମି ଇରି ବିଶ୍ୱାସ୍ କ୍‌ରୁସ୍?“ ମାର୍ଥା କଇଲି, “ହା ଗୁରୁ! ମୁଇ ବିଶ୍ୱାସ୍ କ୍‌ରୁଲେ ଯେ ତୁଇ ଇଶ୍ୱରାର୍ ହଇସି ଖ୍ରୀଷ୍ଟ।”

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 6

ତାର୍‌ହ୍‌ଚେ ମରିୟମ୍ ହଚ୍‌ଲି। ସେ ଯୀଶୁର୍ ହାଦ୍‌ତ୍‌ଳେ ଡୁଳିକ୍‌ରି କଇଲି, “ମାପ୍‌ରୁ, ଯଦି ତୁଇ ଇତି ରିଲେକ୍, ମର୍ ବାଇ ନ୍‌ମେଲା ହ୍‌ଣି। “ଯୀଶୁ ସେମ୍‌ନ୍‌କେ ଚ୍‌ହାର୍‌ଲା, “ତୁମିମ୍‌ନ୍ ଲାଜର୍‌କେ କୁଇତି ତହି ଆଚାସ୍? ସେମ୍‌ନ୍ କଇଲାଇ, “ମ୍‌ସ୍‌ଣେ ତହ୍‌ଲାଇ। ଆସା ଆର୍ ଦ୍‌କା। “ତାର୍‌ହ୍‌ଚେ ଯୀଶୁ କାନ୍ଦ୍‌ଲା।

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 7

ମ୍‌ସ୍‌ଣେ ଗଟେକ୍ ହାର୍‌ରିଲି ଆର୍ ଇତାର୍ ମୁଉ ଲ୍‌ଗେ ଗଟେକ୍ ଟେଡା ଡାହିରିଲାଇ। ଯୀଶୁ ଜ୍‌ଡେବ୍‌ଳ୍ ତହ୍‌ଲା ମ୍‌ସ୍‌ଣେ ହଚ୍‌ଲା, ସେ ସେମ୍‌ନ୍‌କେ କଇଲା, “ଟେଡା କାଡା ଆର୍ ଦୁରି ସ୍‌ଙ୍ଗାଉଆ। “ମ୍‌ତର୍ ମାର୍ଥା କଇଲି, “ସେ ମ୍‌ରିକ୍‌ରି ଚାରିଦିନ୍ ଅଇଲିନି। ସେତି ବାସ୍‌ନା କ୍‌ରୁଲି।“

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 8

ଯୀଶୁ କଇଲା, “ମୁଇ କାଇରି ତୁମିକେ ନ୍‌କଇ କି ଯେ ତୁମିମ୍‌ନ୍ ମର୍‌ତ୍‌ଇ ବିଶ୍ୱାସ୍ କ୍‌ଲେକ୍ ଇଶ୍ୱରାର୍ ମଇମା ଦ୍‌କାସ୍?“ ସେତାକ୍ ସେମ୍‌ନ୍ ଟେଡାକେ ଦୁରି ଗୁଚାଇଲାଇ।

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 9

ତାର୍‌ହ୍‌ଚେ ଯୀଶୁ ସ୍‌ର୍‌ଗ୍ ଉହ୍‌ରେ ଦ୍‌କିକ୍‌ରି କଇଲା, “ଉବା ମର୍ ପାର୍‌ତେନା ଶୁଣିରିଲାକେ ଦନ୍ଯବାଦ୍। ମୁଇ ଜାଣୁଲେ ତୁମି ସ୍‌ବୁବ୍‌ଳ୍ ମର୍ କ୍‌ତା ଶୁଣାସ୍, ମ୍‌ତର୍ ଜୁଇ ସ୍‌ବୁଲକ୍ ଇତି ଟିଆ ଅଇଲାଇ ଆତ୍‌ତି ସେ ଲକ୍‌ମ୍‌ନ୍‌କାର୍ ଗିନେ ମୁଇ ଇରି କ୍‌ମ୍‌ଲେ। “ତାର୍‌ହ୍‌ଚେ ଯୀଶୁ ବେଲ୍‌କି ଅଇକ୍‌ରି କଇଲା, “ଲାଜାର୍, ବାରି ଆଉ!”

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 10

ସେତାକ୍ ଲାଜାର୍ ବାରି ଆଇଲା! ସେ ସମୟେ ହେଁ ସେ ମ୍‌ସ୍‌ଣେ ତହ୍‌ଲା କ୍‌ଦିଆ ଗୁଳିଆଇ ଅଇରିଲି। ଯୀଶୁ ସେମ୍‌ନ୍‌କେ କଇଲା, “ଇ ମ୍‌ସ୍‌ଣେ ହ୍‌ଚିଆ ତାର୍‌ତ୍‌ଇ ହ୍‌ଣି କାଡି ତାର୍ ବାନ୍ଦ୍‌ଲାର୍ କାଡ୍‌ଲାଇ!“ ଯୀଶୁର୍ ଇ କାବା କାମାର୍ ଗିନେ ଗାଦା ଯିହୁଦି ଲକ୍‌ମ୍‌ନ୍ ତାର୍‌ତ୍‌ଇ ବିଶ୍ବାସ୍ କ୍‌ଲାଇ।

37. ୩୭. ଯୀଶୁ ଲାଜାର୍‌କେ ମ୍‌ଲାତ୍‌ଇହ୍‌ଣି ଉଟାଇଲା — illustration 11

ମ୍‌ତର୍ ଯିହୁଦି ମ୍‌ନ୍‌କାର୍ ଦ୍‌ର୍‌ମ୍ ନେତାମ୍‌ନ୍ ରିସା ଅଇରିଲାଇ, ସେତାକ୍ ସେମ୍‌ନ୍ କ୍‌ନ୍‌କ୍‌ରି ଯୀଶୁ ଆର୍ ଲାଜାର୍‌କେ ମ୍‌ର୍‌ନେ ମାର୍‌ତି ସେରି ଗଟେତ୍‌ଇ ରୁଣ୍ତିକ୍‌ରି ଯଜ୍‌ନା କ୍‌ରୁକେ ଲାଗ୍‌ଲାଇ।

ବାଇବଲାର୍ ଗଟେକ୍ କ୍‌ତା:ଯୋହନ୍ ୧୧:୧-୪୬

Read in the reader

Free to use, adapt, and share under an open license (CC BY-SA 4.0).