36. ୩୬. ରୁପ୍ ବାଦୁଲ୍‌ତାର୍

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 1

ଗଟେଦିନ୍ ଯୀଶୁ ତାର୍ ଚେଲାମ୍‌ନ୍‌କାର୍ ବିତ୍‌ରେ ତିନିଲକେ, ପିତର, ଯାକୁବ ଆର୍ ଯୋହନ୍‌କେ ତାର୍ ସ୍‌ଙ୍ଗ୍ ନିଲା। (ଯୋହନ୍ ନାଉର୍ ଯୀଶୁର୍ ଚେଲା ଆର୍ ଯୀଶୁକେ ଡୁବେନ୍ ଦ୍‌ଇରିଲା ଯୋହନ୍ ଏକ୍‌ଲା ନଇ।) ସେମ୍‌ନ୍ ନିଜେ ପାର୍‌ତେନା କ୍‌ର୍‌ତାର୍ ଗିନେ ଗଟେକ୍ ବ୍‌ଡ୍ ଡେଙ୍ଗ୍ ଡଙ୍ଗ୍‌ରେ ଗ୍‌ଲାଇ।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 2

ଯୀଶୁ ଜ୍‌ଡେବ୍‌ଳ୍ ପାର୍‌ତେନା କ୍‌ର୍‌ତିରିଲା, ତାର୍ ମୁଁ ବେଳ୍‌ହର୍ ଉଜାଳ୍ ଅଇଲି ଆର୍ ତାର୍ ଆଙ୍ଗି ଲାଇଟ୍ ହର୍ ଦବ୍‌ଳା ଅଇଲି, ଜାଇରି ପୁର୍‌ତିବିଲ୍‌ଗେ ରିଲା କୁଇ ଲକା ହେଁ କ୍‌ରୁନାହାର୍‌ତି।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 3

ତାର୍‌ହ୍‌ଚେ ମୋଶା ଆର୍ ଏଲୀୟ ଦ୍‌କାଇ। ଇ ଦୁଇଲକ୍ ଇ ଗଟ୍‌ଣାର୍ ଶଏ ଶଏ ବ୍‌ର୍ଷ ଆଗେ ହ୍‌ଣି ଇ ପୁର୍‌ତିବିଲ୍‌ଗେ ରିଲାଇ। ସେମ୍‌ନ୍ ଯୀଶୁର୍ ସ୍‌ଙ୍ଗ୍ ତାକାର୍ ମ୍‌ର୍‌ଣ୍ ବିଷୟେ କ୍‌ତାବାର୍‌ତା କ୍‌ର୍‌ତି ରିଲାଇ, ଜାଇରି ଯିରୁଶାଲାମ୍‌ ଲ୍‌ଗେ ବେଗି ଗ୍‌ଟ୍‌ତାର୍ ରିଲି।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 4

ଜ୍‌ଡେବ୍‌ଳ୍ ମୋଶା ଆର୍ ଏଲୀୟ ଯୀଶୁର୍ ସ୍‌ଙ୍ଗ୍ କ୍‌ତାବାର୍‌ତା କ୍‌ର୍‌ତି ରିଲାଇ, ପିତର ଯୀଶୁକେ କଇଲା, “ଅମିମ୍‌ନ୍ ଯେ ଇତିଆଚୁ, ଇରି ହ୍‌କା ବଲ୍। ଅମିମ୍‌ନ୍ ତିନିଗଟ୍ କୁଳିଆ ବ୍‌ନାମ୍‌ନ୍ଦେ, ତର୍‌ଗିନେ ଗଟେକ୍, ମୋଶାର୍ ଗିନେ ଗଟେକ୍, ଆର୍ ଏଲୀୟର୍‌ ଗିନେ ଗଟେକ୍।“ ପିତର ଜାଇରି କ୍‌ଉତିରିଲା ସେରି ସେ ନ୍‌ଜାଣେ।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 5

ଜ୍‌ଡେବ୍‌ଳ୍ ପିତର କ୍‌ତା କ୍‌ଉତି ରିଲା, ଗଟେକ୍ ଉଜାଳ୍ ମେଗ୍ ତ୍‌ଳେ ଆଇଲି ଆର୍ ସେମ୍‌ନ୍‌କେ ସେରି କାବା କ୍‌ଲି ଆର୍ ଡାହ୍‌ଲି ଆର୍ ମେଗେହ୍‌ଣି ଇକ୍‌ତା ଅଇଲି, “ଇ ଅମାର୍ ଲାଡାର୍ ହିଲା ଜାକେ ଲାଡ୍‌କ୍‌ଲୁ। ତାର୍‌ତ୍‌ଇ ଅମାର୍ ସ୍‌ର୍‌ଦା। ତାର୍ କ୍‌ତାକେ ଶୁଣା।“ ସେ ତିନି ଗଟ୍ ଚେଲାମ୍‌ନ୍ ଡିରିକ୍‌ରି ବୁଇଁଲ୍‌ଗେ ଅଦୁର୍ ଲାଇ।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 6

ତାର୍‌ହ୍‌ଚେ ଯୀଶୁ ସେମ୍‌ନ୍‌କେ ଚୁଇଲା ଆର୍ କଇଲା, “ଡିରାନାଇ ଉଟା।“ ସେମ୍‌ନ୍ ଜ୍‌ଡେବ୍‌ଳ୍ ଚାରିବାଟ୍‌ ଦ୍‌କ୍‌ଲାଇ, ସେମ୍‌ନ୍ ଏକ୍‌ଲା ଯୀଶୁକେ ଦ୍‌କ୍‌ଲା।

36. ୩୬. ରୁପ୍ ବାଦୁଲ୍‌ତାର୍ — illustration 7

ଯୀଶୁ ଆର୍ ତାର୍ ତିନିଗ୍‌ଟ୍ ଚେଲାମ୍‌ନ୍ ଡଙ୍ଗ୍‌ରେ ହ୍‌ଣି ତ୍‌ଳେ ଉତ୍‌ରି ଆଇଲାଇ। ତାର୍‌ହ୍‌ଚେ ଯୀଶୁ ସେମ୍‌ନ୍‌କେ କଇଲା, “ଇତି ଜାଇରି ଗଟ୍‌ଲି ସେରିକାକେ କ୍‌ଉଆ ନାଇ। ମୁଇ ବେଗି ମ୍‌ରିନ୍ ଆର୍ ଆରେଗଟ୍ ତର୍ ଜିବନ୍ ହାଇନ୍। ତାର୍‌ହ୍‌ଚେ, ତୁମିମ୍‌ନ୍ ଲକ୍‌ମ୍‌ନ୍ କ୍‌ଉଆସ୍।“

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୧୭:୧-୨ ମାର୍କ ୯:୧-୮ ଲୂକ ୯:୧୮

Read in the reader

Free to use, adapt, and share under an open license (CC BY-SA 4.0).