35. ୩୫. ଦୟା ଦେତା ଉବାର୍ କ୍‌ତା

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 1

ଗଟେଦିନ୍, ଯୀଶୁ ବେସି ଡାବୁ ଆଦାଇ କ୍‌ର୍‌ତା ଲକ୍‌ମ୍‌ନ୍‌କେ ଆର୍ ବିନ୍ ପାପି ମ୍‌ନ୍‌କେ ଜୁଇଲକ୍ ଶୁବାକେ ଗଟେତ୍‌ଇ ରୁଣ୍ଡି ରିଲାଇ, ଶିକ୍ଷା ଦେତିରିଲା।

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 2

ସେତିରିଲା ରିଲା କ୍‌ତେକ୍ ଦ୍‌ର୍‌ମ୍ ନେତାମ୍‌ନ୍ ଯୀଶୁକେ ପାପିମ୍‌ନ୍‌କାର୍ ସ୍‌ଙ୍ଗ୍ ବନ୍ଦୁହର୍ କ୍‌ତବାର୍‌ତା କ୍‌ର୍‌ତାର୍ ଦ୍‌କ୍‌ଲାଇ, ଆର୍ ନିଜାର୍ ନିଜାର୍ ଗିନେ ସେମ୍‌ନ୍ ତାର୍ ବିର୍‌ଦେ ଗଣ୍ତଗଳ୍ କ୍‌ରୁକେ ଲାଗ୍‌ଲାଇ। ସେତାକ୍ ଯୀଶୁ ସେମ୍‌ନ୍‌କେ ଇ କ୍‌ତାନି କଇଲାଇ।

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 3

“ଗଟେ ମାନାଇର୍ ଜଳେକ୍ ହିଲା ରିଲାଇ। ସାନ୍ ହଇସି ଉବାସିକେ କଇଲା, ‘ ଉବାସିର୍, ସ୍‌ମ୍ପତିର୍ ଜୁଇ ବାଗ୍ ମର୍‌ଆଚେ ସେରି ମୁଇ ନ୍‌ଇନ୍!’ ସେତାକ୍ ଉବାସି ସେ ଜଳେକ୍ ହିଲାର୍ ସ୍‌ମ୍ପତି ସ୍‌ବୁ ବାଟାକ୍‌ଲାଇ।”

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 4

“ତାର୍ ସାନ୍ ହଇସି ତାର୍‌ତ୍‌ଇ ରିଲା ସ୍‌ବୁ ଗଟେତ୍‌ଇ କ୍‌ରି ଦୁରି ଗାମ୍‌କେ ଦେଶେ ଗ୍‌ଲା ଆର୍ କ୍‌ରାପ୍ ଜୀବନ୍ କାଟ୍‌ତାର୍ ଗିନେ ସ୍‌ମ୍ପତି ଉଡାଇଲା।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 5

“ତାର୍‌ହ୍‌ଚେ, ସାନ୍ ହଇସି ଜୁଇ ଦେଶେ ରେତିରିଲା ସେଦେଶେ ଗଟେକ୍ ବ୍‌ଡ୍ ମ୍‌ର୍‌ଡି ଆଇଲି, ଆର୍ କାଦି ଗେନ୍‌ତାର୍ ଗିନେ ତାର୍ ଲ୍‌ଗେ ଡାବୁ ନ୍‌ରିଲି। ସେତାକ୍ ଗୁଷ୍‌ରା ଚ୍‌ରାଉତା କାମ୍ ତାକେ ମିଲ୍‌ଲି। ସେ ଅତେକ୍ ନିକା ମାନାଇ ଆର୍ ବୁକେରିଲା ଯେ ସେ ଗୁଷ୍‌ରାମ୍‌ନ୍‌କାର୍ କାଦି କାମ୍‌କେ ମ୍‌ନ୍‌କ୍‌ଲା।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 6

“ସ୍‌ରାସ୍‌ରି ହ୍‌ଚେ, ସାନ୍ ହଇସି ନିଜ୍‌କେ ନିଜେ କଇ ଅଇଲା, ‘ ମୁଇ କାଇରି କ୍‌ରୁଲେ? ମର୍ ଉବାର୍ ଗତି ଦ୍‌ଙ୍ଗ୍‌ଳାମ୍ ନ୍‌କାର୍ ଗିନେ ବେଶି କାଦିଆଚେ, ଆର୍ ମୁଇ ଇତି ବୁକେ ମ୍‌ରୁଲେ। ମୁଇମର୍ ଉବାର୍ ଲ୍‌ଗେ ଜାଇନ୍ ଆର୍ ମକେ ତାର୍ ଗତ୍ୟାହର୍ କ୍‌ରି ରେମ୍‌କେ କଇନ୍।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 7

“ସେତାକ୍ ସାନ୍ ହଇସି ତାର୍ ଉବାସିର୍ ଲ୍‌ଗେ ଗ୍‌ରେ ଜାତାର୍ ଗିନେ ବାର୍‌ଲା। ସେ ଜ୍‌ଡେବ୍‌ଳ୍ ଦୁରି ଜାଗାଇ ରିଲା, ତାର୍ ଉବାସି ଦୁରିହ୍‌ଣି ଦ୍‌କି ଦୟାରେ ସ୍‌ର୍‌ଦା ଅଇଲା। ସେ ତାର୍ ହଇସିର୍ ଲ୍‌ଗେ ଦ୍‌ବ୍‌ଳି ଜାଇକ୍‌ର୍ ହ୍‌ଟଳ୍‌ଲା ଆର୍ ଚୁମ୍‌ଲା।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 8

“ହଇସି କଇଲା, ‘ ଉବା ମୁଇ ଇଶ୍ୱରାର୍ ବିରଦେ ଆର୍ ତର୍ ବିରଦେ ପାପ୍ କ୍‌ଲେଆଚି। ତର୍ ହଇଦିବ୍‌ଲି କୁଦାଇ ଅଉତାର୍ ମର୍ ବାଗ୍ୟନାଇ।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 9

“ମ୍‌ତର୍ ତାର୍ ଉବାସି ତାର୍ ଦାସ୍‌ମ୍‌ନ୍‌କାର୍ ବିତ୍‌ରେ ଏକ୍‌ଲାକେ କଇଲା ବେଗିଜାଇ କ୍‌ରି ନିକା ଆଙ୍ଗି ଆର୍ ବ୍‌ଲ୍ କ୍‌ଦି ଆଣା ଆର୍ ସେରି ମର୍ ହିଲାକେ ହିନ୍ଦାଉଆ!’ ଆଙ୍ଗ୍‌ଟିଏ ହାଜେର୍ ଆର୍ ଗଡେ ହାଣ୍ଡାଇ ହିନ୍ଦାଉଆ। ତାର୍‌ହ୍‌ଚେ ବ୍‌ଲ୍ ଗାଇ ମାରା ଆର୍ ଅମି ବଜିରାନ୍ଦି କ୍‌ରି ସ୍‌ର୍‌ଦା କ୍‌ରୁମା, କାଇତାକ୍ ମର୍ ମ୍‌ରିରିଲା, ମ୍‌ତର୍ ଅବେ ସେ ଜୀବନ୍ ଆଚେ! ସେ ଆଜିଜାଇ ରିଲା ମ୍‌ତର୍ ଅବେ ମିଲ୍‌ଲା!“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 10

“ସେତାକ୍ ଲକ୍‌ମ୍‌ନ୍ ସ୍‌ର୍‌ଦା କ୍‌ରୁକେ ଆରମ୍ କ୍‌ଲାଇ। ବେସି ସମୟ ଅଇଲା ଆଗ୍‌ତୁ, ହାଦାଇ କ୍‌ମ୍ କ୍‌ର୍‌ତି ରିଲା ବ୍‌ଡ୍ ହଇସି ଗ୍‌ରେ ଆଇଲା। ସେ ଗିତ୍ ଆର୍ ମରିବାଜାର୍‌ ଶ୍‌ବ୍ଦ ଶୁନ୍‌ଲା ଆର୍ କାଇରି ଅଇଲିଆଚେ ବ୍‌ଲି କାବଅଇଲା।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 11

“ତାର୍ ସାନ୍ ବାଇସି ଆଇଲାକେ ଇ ସ୍‌ବୁ ଆଣ୍‌ଲାଇ ଆତ୍‌ତି ସେରି ଜ୍‌ଡେବ୍‌ଳ୍ ବ୍‌ଡ୍ ହଇସି ଦ୍‌କ୍‌ଲା, ସ୍‌ଡେବ୍‌ଳ୍ ସେ ବେସି ରିସା ଅଇରିଲା ଆର୍ ଗ୍‌ର୍ ବିତ୍‌ରେ ଜ୍‌ମ୍ ନ୍‌ଚ୍‌ଲା। ତାର୍ ଉବାସି ଆଇଲା ଆର୍ ସେମ୍‌ନ୍‌କାର୍ ସ୍‌ଙ୍ଗ୍‌ ମିସିକ୍‌ରି ସ୍‌ର୍‌ଦା କ୍‌ରୁକେ କୁଦ୍‌ଲା, ମ୍‌ତର୍ ସେ ନାଇ କଇଲା।“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 12

ବ୍‌ଡ୍ ହଇସି ଉବାସିକେ କଇଲା, “ଅତେକ୍ ବ୍‌ର୍ଷ ମୁଇ ବିଶ୍ବାସ୍ କ୍‌ରି ତର୍‌ସ୍‌ଙ୍ଗ୍ କାମ୍ କ୍‌ରି ଆଇଲେ! ମୁଇ କ୍‌ବେ ହେଁ ତୁମାର୍ କ୍‌ତାକେ ନାଇଁ ନ୍‌ବେଲି, ସେତାକ୍ ତୁମି ମର୍‌ଗିନେ ଗଟେକ୍ ସାନ୍ ଚେଳି ହେଁ ନ୍‌ଦିଆସ୍ ଜ୍‌ନ୍‌କ୍‌ରିକି ମୁଇ ମର୍‌ବନ୍ଦୁ ମ୍‌ନ୍‌କାର୍ ସ୍‌ଙ୍ଗ୍ ସ୍‌ର୍‌ଦା କ୍‌ରୁହାରି। ମ୍‌ତର୍ ତୁମାର୍ ଇ ହଇଦି ଏଣେ ତେଣେ ତର୍ ସ୍‌ମ୍ପତି ସ୍‌ରାଇକ୍‌ରି ଗ୍‌ରେ ଲେଉଟି ଆଇଲା, ତୁଇ ତାର୍‌ଗିନେ ନିକା ଦୁମା ଗାଇ ମାର୍‌ଲାସ୍!“

35. ୩୫. ଦୟା ଦେତା ଉବାର୍ କ୍‌ତା — illustration 13

“ଉବାସି କଇଲା, ‘ ହିଲା ତୁଇ ସ୍‌ବୁବ୍‌ଳ୍ ମର୍‌ସ୍‌ଙ୍ଗ୍ ଆଚ୍‌ସି, ଜୁଇ ସ୍‌ବୁ ମର୍ ସେ ସ୍‌ବୁ ହେଁ ତର୍। ମ୍‌ତର୍ ଅମାର୍ ଗିନେ ସ୍‌ର୍‌ଦା କ୍‌ର୍‌ତାର୍ ଦ୍‌ର୍‌କାର୍ ରିଲି, କାଇତାକ୍ ତୁମାର୍ ବାଇ ମ୍‌ରିରିଲା, ମ୍‌ତର୍ ଅବେ ଜୀବନ୍ ଆଚେ। ସେ ଆଜିରିଲା, ମ୍‌ତର୍ ଅବେ ଆଇଲା ଆଚେ!”

ବାଇବଲାର୍ ଗଟେକ୍ କ୍‌ତା: ଲୂକ ୧୫:୧୧-୩୨

Read in the reader

Free to use, adapt, and share under an open license (CC BY-SA 4.0).