34. ୩୪. ଯୀଶୁ ବିନ୍ ବିନ୍ କ୍ତାମ୍ନ୍ ଆର୍ ଦ୍କାଇକ୍ରି କ୍ଉତା ଦ୍ୱାରା ସିକ୍ୟାଦେଇଦ୍
ଇଶ୍ୱରାର୍ ରାଇଜାର୍ ବିଷୟେ ଯୀଶୁ ଆରେକ୍ ବେସି କ୍ତାନି କଇଲା। ଉଦାରଣ୍ ହର୍, ସେ କଇଲା, “ସ୍ର୍ଗ୍ ରାଇଜ୍ ଅମ୍ଲି ଗଟେକ୍ ସ୍ର୍ଷୁ ମ୍ଞିହର୍ ଜୁଇରି କେ ଏକ୍ଲା ତାର୍ ଜ୍ମିଲ୍ଗେ ଲାଗାଇଲା। ତୁମିମ୍ନ୍ ଜାଣା ଯେ ସ୍ର୍ଷୁ ମ୍ଞି ସ୍ବ୍କାର୍ ଜୀବନ୍ ତ୍ଇହ୍ଣି ସାନ୍।“
“ମ୍ତର୍ ଜ୍ଡେବ୍ଳ୍ ସ୍ର୍ଷୁ ଗ୍ଚ୍ ବ୍ଡ୍ ଅଇଦ୍, ଇରି ସ୍ବୁ ଉଦ୍ଯାନାର୍ ଗ୍ଚ୍ ଅପେକ୍ଯା ଏତକ୍ ବ୍ଡ୍ ଅଇଦ୍ ଯେ ଚେଳେ ମ୍ନ୍ ଆସିକ୍ରି ଗ୍ଚାର୍ କ୍ନ୍ଦାଇ ବାସା କ୍ରତି।“
ଯୀଶୁ ଆରେ ଗଟେକ୍ କେତାନି କଇଲା, “ଇଶ୍ୱରାର୍ ରାଇଜ୍ ଗଟେକ୍ ରୁଟିହର୍ ଜୁଇରି ଗଟେକ୍ ମାଇଜି ନେଇ ମଇଦାର୍ ସ୍ବୁ ଅଉତା ହ୍ତେକ୍ କ୍ତେକ୍ ମଇଦାଇ ମିଶାଇଦ୍।“
“ଇଶ୍ୱରାର୍ ରାଇଜ୍ ଆରେକ୍ ହେଁ ଲୁକ୍ଲା ଦନ୍ହର୍ ଜୁଇରି ଏକ୍ଲା ନେଇ ଗଟେକ୍ ହ୍ଦାଇ ଲୁକାଇକ୍ରି ସ୍ଙ୍ଗାଇଲା। ବିନ୍ ଏକ୍ଲା ମାନାଇ ଇ ଲୁକାଇଲା ଦ୍ନ୍କେ ହାଇଲା ଆର୍ ଆରେ ଗଟ୍ତର୍ ତହ୍ଲା। ସେ ଅତେକ୍ ସ୍ର୍ଦା ଅଇଲା ଯେ ସେ ଜାଇ ସ୍ବୁ ଜିନିଷ୍ ବିକିଦିଲା ଆର୍ ସେ ହ୍ଦାକେ ଗେନ୍ତାର୍ ଗିନେ ସେ ଡାବୁକେ ବ୍ଯବହାର୍ କ୍ଲା।“
“ଇଶ୍ୱରାର୍ ରାଇଜ୍ ଗଟେକ୍ ବହୁମୂଲ୍ୟ ମଣି ହର୍। ଜ୍ଡେବ୍ଳ୍ ଏକ୍ଲା ମଣି ବେପାରି ଇରି ଦ୍କ୍ଲା, ସେ ଜାଇକ୍ରି ନିଜାର୍ ସ୍ବୁ ବିକିକ୍ରି ତାକେ ଗେନ୍ତାର୍ ଗିନେ ସେ ଡାବୁକେ ବ୍ଯବହାର୍ କ୍ଲା।“
ତାର୍ହ୍ଚେ ଯୀଶୁ ଲକ୍ମ୍ନ୍କେ, ନିଜାର୍ ବ୍ଲ୍ କାମ୍ ଉହ୍ରେ ବିଶ୍ବାସ୍ ର୍କି ବିନ୍ ଲକ୍ମ୍ନ୍କେ ମିଚ୍ କ୍ଉତା ବିଷୟେ ଗଟେକ୍ କ୍ତାନି କଇଲା। ସେ କଇଲା, “ଦୁଇଲକ୍ ପାର୍ତେନା କ୍ରୁକେ ମନ୍ଦିରେ ଗ୍ଲାଇ। ସେମ୍ନ୍କାର୍ ବିତ୍ରେ ଏକ୍ଲା ସିସ୍ତୁ ଆଦାଇ କ୍ର୍ତିରିଲା ଆର୍ ଏକ୍ଲା ଦ୍ର୍ମ୍ ଗୁରୁ ରିଲାଇ।“
“ସେ ଦ୍ର୍ମ୍ ଗୁରୁ ଅନ୍କ୍ରି ପାର୍ତେନା କ୍ଲା, “ଏ ଇଶ୍ୱର୍ ମୁଇ ତକେ ଦନ୍ୟବାଦ୍ ଦେମ୍ଲେ ଯେ ବିନ୍ ଲକ୍ମ୍ନ୍କାର୍ ହର୍ ମୁଇ ପାପି ନଇ, ଜ୍ନ୍କ୍ରି ଗଟେକ୍ ଚର୍, ଅଦ୍ର୍ମ୍, ଦାରିକାମ୍ କି ଡାବୁ ଆଦାଇ କ୍ର୍ତା ହର୍ ନଇ।“
“ଉଦାହରଣ ହର୍, ମୁଇ ଆଟ୍ ଦିନ୍କେ ଦୁଇତର୍ ଉପାସ୍ କ୍ରୁଲେ ଆର୍ ଆୟ କ୍ରିରିଲା ଡାବୁ ଆର୍ ଜିନିଷାର୍ ସ୍ବୁ ଦଶ୍ ଅଂଶ ଦେଇନ୍।“
“ମ୍ତର୍ ଡାବୁ ଆଦାଇକାରି ଦ୍ର୍ମ୍ ଗୁରୁ ତ୍ଇହ୍ଣି ବେଶି ଦୁରି ଟିଅଇଲା, ଆର୍ ସ୍ର୍ଗେ ଦ୍କୁକେ ସାସ୍ ନ୍କେଲା। ମ୍ତର୍ ସେ ନିଜାର୍ ବୁକେ ବିଦା ମାର୍ଲା, ଆର୍ ପାର୍ତେନା କ୍ଲା, “ଏ ଇଶ୍ୱର୍ ଦୟାକ୍ରି ମର୍ ଗିନେ ଦୟାକ୍ର୍, କାଇତାକ୍ ମୁଇ ଗଟେକ୍ ପାପି ମାନାଇ।“
ତ୍ବେ ଯୀଶୁ କଇଲା, “ମୁଇ ତୁମୁକେ ସ୍ତ୍ କ୍ମ୍ଲେ, ଇଶ୍ୱର୍ ଡାବୁ ଆଦାଇକାରିର୍ ପାର୍ତେନା ଶୁନ୍ଲା ଆର୍ ତାକେ ଦାର୍ମିକବ୍ଲି ଗ୍ନ୍ଲା। ମ୍ତର୍ ସେ ଦ୍ର୍ମ୍ ଗୁରୁର୍ ପାର୍ତେନା ଶୁଣି ନ୍କେଲା। ଯେ ନିଜେକ୍ ବଡ୍ ଦ୍କାଇ ଅଇଦ୍, ଇଶ୍ୱର୍ ତାକେ ସାନ୍ କ୍ରେଦ୍, ଆର୍ ଯେକେ ନିଜ୍କେ ସାନ୍ ବ୍ଲି କଇଦ୍ ଇଶ୍ୱର୍ ତାକେ ବ୍ଡ୍ କ୍ରେଦ୍।
ବାଇବଲାର୍ ଗଟେକ୍ କ୍ତା:ମାଥିଉ ୧୩:୩୧-୩୩, ୪୪-୪୬ ମାର୍କ ୪:୩୦-୩୨ ଲୂକ ୧୩ :୧୮-୨୧; ୧୮:୯-୧୪
Free to use, adapt, and share under an open license (CC BY-SA 4.0).