33. ୩୩. ଗଟେକ୍ ଚାଷ୍କାମ୍ କ୍ର୍ତା ମାନାଇର୍ କ୍ତା
ଗଟେଦିନ୍, ଯୀଶୁ ସ୍ମ୍ଦୁର୍ କ୍ଣ୍ତାଇ ଗଟେକ୍ ଗାଦା ଲକ୍ମ୍ନ୍କେ ସିକ୍ଯା ଦେତିରିଲା। ବେସିଲକ୍ ଶୁଣୁକେ ଯୀଶୁର୍ ଲ୍ଗେ ଆଇଲାଇ ଆର୍ ଲକ୍ମ୍ନ୍ କେ ହେଁ ସେଜାଗାଇ ଜ୍ନ୍କ୍ରି ସିକ୍ଯା ଦେମ୍ହାର୍ତି ସେତାର୍ ଗିନେ ସେ ଗାଡ୍ କ୍ଣ୍ତାଇ ଗଟେକ୍ ଡଙ୍ଗା ଉହ୍ରେ ବ୍ସ୍ଲା। ସେ ଡଙ୍ଗାଇ ବ୍ସ୍ଲା ଆର୍ ଲକ୍ମ୍ନ୍କେ ସିକାଇଲା।
ଯୀଶୁ ଇ କ୍ତାନି କଇଲା। “ଗଟେକ୍ ତାଷି ବିଆନ୍ ବୁଣୁକେ ବାର୍ଲା। ସେ ଜ୍ଡେବ୍ଳ୍ ଆତେ ବିଆନ୍କେ ବୁଣୁକେ ଲାଗ୍ଲା, କ୍ତେକ୍ ବିଆନ୍ ର୍ସ୍ତା ବାଟେ ଅଦୁର୍ଲି, ଆର୍ ଚେଳେମ୍ନ୍ ଆସିକ୍ରି ସେ ବିଆନ୍କେ କାଇଲାଇ।“
“ଆଦେକ୍ ବିଆନ୍ ଟେଳାକୁଳି ଉହ୍ରେ ଅଦୁର୍ଲି, ଜୁଇତି ଅଳକ୍ ମାଟିରିଲି। ଟେଳା ଉହ୍ରେ ରିଲା ବିଆନ୍ ବେଗିଗ୍ଜା ଅଇଲି, ମ୍ତର୍ ସେ ବିଆନାର୍ ଚେର୍ ଗବିର୍ ମାଟି ବିତ୍ରେ ଜ୍ମ୍ନାହାର୍ଲି। ଜ୍ଡେବ୍ଳ୍ ବେଳ୍ ବାର୍ଲି ଆର୍ କ୍ରା ଅଇଲି, ବୁନ୍ଦ୍ କମ୍ଜ୍ଲି ଆର୍ ମ୍ଲି।“
“ସେତାକ୍ ବିନ୍ ବିଆନ୍ କାଟା ଲ୍ଟାଲ୍ଗେ ଅଦୁର୍ଲି। ଇସବୁ ବିଆନ୍ ବାଡୁକେ ଆରାମ୍ କ୍ଲି, ମ୍ତର୍ କାଟାଲ୍ଟା ସେ ବିଆନ୍କେ ତ୍ଳେ ଡାହ୍ଲି। ସେତାକ୍ କାଟାଲ୍ଟା ବିତ୍ରେ ରିଲା ବୁନ୍ଦ୍ମନ୍ ଜୁଇ ବିଆନ୍ ବାଡିରିଲି, କୁଇ ଗ୍ଚ୍ ହେଁ ହ୍ଳ୍ ନ୍ଦେର୍ଲି।“
“ଆଦେକ୍ ବିଆନ୍ମ୍ନ୍ ବଲ୍ମାଟି ଲ୍ଗେ ଅଦୁର୍ଲି। ଯ୍ତେକ୍ ବିଆନ୍ ବୁଣି ରିଲାଇ, ସେ ସ୍ବୁ ବିଆନ୍ ବାଡିକ୍ରି ୩୦,କେ୬୦, ଅନ୍କ୍ରି ୧୦୦ ଗୁଣ୍ ହ୍ତେକ୍ ହ୍ଳ୍ ଦ୍ରୁକେ ଲାଗ୍ଲି। ଯାର୍ କାନ୍ ଆଚେ, ସେ ସୁଣା!”
ଇ କ୍ତାନାନି କି ଦ୍କାକ୍ରି କଇଲା କ୍ତା ଚେଲାମ୍ନ୍କେ ଦ୍ନ୍ଦାଲ୍ଗେ ହ୍କଇଲି। ସେତାକ୍ ଯୀଶୁ ବୁଜାଇକ୍ରି କଇଲା, “ବିଆନ୍ ଅଇଲି ଇଶ୍ୱରାର୍ ବାକ୍ୟ। ର୍ସ୍ତା ଅମ୍ଲି ସେ ମାନାଇ ଯେ ଇଶ୍ୱରାର୍ ବାକ୍ୟ ଶୁଣେଦ୍, ମ୍ତର୍ ସେରି ବୁଜୁ ନ୍ହାରେ, ଆର୍ ଶଇତାନ୍ ତାର୍ତ୍ଇ ହ୍ଣି ବାକ୍ୟକେ ଚାଡାଇ କ୍ରି ନେଇଦ୍।“
“ଟେଳାକୁଳି ମାଟି ଅମ୍ଲି ସେ ମାନାଇ ଯେ ଇଶ୍ୱରାର୍ ବାକ୍ୟ ଶୁଣେଦ୍ ଆର୍ ସ୍ର୍ଦା ଅଇ ମାନେଦ୍। ମ୍ତର୍ ଜ୍ଡେବ୍ଳ୍ ସେ କ୍ଷ୍ଟ ଆର୍ ଲିନ୍ଦା ହାଇଦ୍, ସେ ଚାଡି ଦେଇଦ୍।“
କାଟାଲ୍ଟା ଅମ୍ଲି ସେମାନାଇ ଯେ ଇଶ୍ୱରାର୍ ବାକ୍ୟ ଶୁଣେଦ୍, ମ୍ତର୍ ଜ୍ଡେବ୍ଳ୍ ସମୟ୍ ଆସେଦ୍, ଜ୍ତୁନ୍ କ୍ର୍ତାର୍, ଦନ୍ ଆର୍ ଜୀବନାର୍ ସୁକ୍ ସ୍ବୁ ଇଶ୍ୱରାର୍ ଗିନେ ରିଲା ତାର୍ ଲାଡ୍କେ ଚାହି ନେଇଦ୍।“ ହ୍ଳ୍ହର୍ ସେ ଜୁଇ ସିକ୍ଯା ସେ ଶୁଣି ରେଇଦ୍ ସେରି ହ୍ଳ୍ ନ୍ଦେରେ।“
“ମ୍ତର୍ ନିକା ମାଟି ଅମ୍ଲି ସେ ମାନାଇ ଯେ ଇଶ୍ୱରାର୍ ବାକ୍ୟ ଶୁଣେଦ୍, ବିଶ୍ୱାସ୍ କ୍ରେଦ୍, ଆର୍ ହ୍ଳ୍ ହ୍ଳେଦ୍।“
ବାଇବଲାର୍ ଗଟେକ୍ କ୍ତା:ମାଥିଉ ୧୩:୧-୮, ୧୮-୨୩ ମାର୍କ ୪:୧-୮, ୧୩-୨୦ ଲୂକ ୮:୪-୧୫
Free to use, adapt, and share under an open license (CC BY-SA 4.0).