32. ୩୨. ଯୀଶୁ ଗଟେକ୍ ବୁତ୍ ଡ୍ସ୍ଲା ମାନାଇକେ ଆର୍ ଗଟେକ୍ ରଗେ ହ୍ଳିରିଲା ମାଇଜିକେ ବ୍ଲ୍କ୍ଲା
ଗଟେଦିନ୍, ଯୀଶୁ ଆର୍ ତାର୍ ଚେଲାମ୍ନ୍ ଗଟେକ୍ ଡଙ୍ଗାଇ ଚ୍ଗିକ୍ରି ଗରାଶିୟ ଲକ୍ମ୍ନ୍ ବାସା କ୍ର୍ତିରିଲା ସ୍ମ୍ଦୁର୍ ସେହାଟି ଗ୍ଲାଇ।
ଜ୍ଡେବ୍ଳ୍ ସେମ୍ନ୍ ସ୍ମ୍ଦୁର୍ ସେହାଟିକେ ହଚ୍ଲାଇ, ଗଟେକ୍ ବୁତ୍ ଡ୍ସ୍ଲା ଲକ୍ ଯୀଶୁର୍ ଲ୍ଗେ ଦ୍ବ୍ଳି ଆଇଲା।
ଇଲକ୍ ବେସି ଶ୍କ୍ତି ଶାଳିରିଲା ଯେ ଜୁଇଲକ୍ ତାକେ କୁଦୁକେ ନାହାର୍ତି ରିଲାଇ। ଲକ୍ମ୍ନ୍ ଅନ୍କ୍ରି ତାର୍ ଆତେ ଗଡେ ସିକ୍ଳି ସ୍ଙ୍ଗ୍ ବାନ୍ଦ୍ଲାଇ, ମ୍ତର୍ ସେ ସେସିକ୍ଳିକେ ଚିଡାଇ କ୍ରି ହ୍କାଇଲା।
ସେ ମାନାଇ ସେ ଗାମାର୍ ମ୍ସ୍ଣେମ୍ନ୍ ବାସା କ୍ର୍ତି ରିଲା। ଇଲକ୍ ସ୍ବୁଦିନ୍ ଆର୍ ସ୍ବୁରାତି ବେଲ୍କି ଅଉତିରିଲା। ସେ ଆଙ୍ଗି ନ୍ହିନ୍ଦ୍ତି ରିଲା ଆର୍ ସେ ବାର୍ବାର୍ ନିଜ୍କେ ଟେଳାସ୍ଙ୍ଗ୍ ମାରି ଅଉତି ରିଲା।
ଜ୍ଡେବ୍ଳ୍ ସେ ଯୀଶୁର୍ ଲ୍ଗେ ଆଇଲା, ସେ ତାର୍ ଲ୍ଗେ ମାଣ୍ତିକୁଟା ଟେସିକ୍ରି ବ୍ସ୍ଲା। ଯୀଶୁ ସେ ବୁତ୍କେ କଇଲା, “ଇଲକାର୍ ତ୍ଇହ୍ଣି ବାରି ଆଉ!“
ବୁତ୍ ଡ୍ସ୍ଲା ମାନାଇ ବ୍ଡ୍ ଟଣ୍ତକ୍ରି କଇଲା, “ଏ ସ୍ବ୍କାର୍ ଇଶ୍ୱରାର୍ ହଇସି ଯୀଶୁ ତର୍ ସ୍ଙ୍ଗ୍ ମର୍ କାଇକାମ୍ ଆଚେ? ଦ୍ର୍ମ୍ କ୍ରି ମକେ ଚାଡାଉନାଇ!“ ତାର୍ହ୍ଚେ ଯୀଶୁ ସେ ବୁତ୍କେ ହ୍ଚାର୍ଲା, “ତର୍ ନାଉ କାଇରି?“ ସେ କଇଲା, “ମର୍ ନାଉ ବାହିନୀ, କାଇତାକ୍ ଅମି ଗାଦା।“ (ରୋମୀୟ ସେନା ବାହିନୀଲ୍ଗେ ରେତା ବେସି ହ୍ଜାର୍ ଲକ୍ ଗଟେକ୍ ଦ୍ଳ୍।)
ବୁତ୍ମ୍ନ୍ ଯୀଶୁକେ ଅନୁରଦ୍ ବା ଗ୍ଉଆରି କ୍ରି କଇଲାଇ, “ଦୟାକ୍ରି ଅମୁକ୍ ମ୍ନ୍କେ ଇ ଗାମେ ହ୍ଣି ଅଲ୍ଗା ଜାଗାଇ ହ୍ଟାଉ ନାଇ!” ଲ୍ଗାର୍ ଗଟେକ୍ ଡଙ୍ଗ୍ରେ ଗୁଷ୍ରା ମ୍ନ୍ଦା ଚ୍ର୍ତି ରିଲାଇ। ସେତାକ୍, ସେ ବୁତ୍ମ୍ନ୍ ଯୀଶୁକେ ଗ୍ଉଆରିକ୍ରି କଇଲାଇ, “ତାର୍ ବାଦୁଲେ ଅମୁକ୍ମ୍ନ୍ ସେ ଗୁଷ୍ରା ମ୍ନ୍କାର୍ ବିତ୍ରେ ହ୍ଟାଇ ଦେ!“ ଯୀଶୁ କଇଲା “ଜାହା!”
ବୁତ୍ମ୍ନ୍ ସେ ମାନାଇ ତ୍ଇହ୍ଣି ବାରିକ୍ରି ଗୁଷ୍ରାମ୍ନ୍କାର୍ ବିତ୍ରେ ହୁର୍ଲାଇ। ସେ ଗୁଷ୍ରାମ୍ନ୍ ବ୍ଟା ଇହ୍ଣି ଦ୍ବ୍ଳିଜାଇ ସ୍ମ୍ଦୁରେ ବୁଡି ମ୍ଲାଇ। ସେତି ପାକାପାକି ୨୦୦୦ ଗଟ୍ ଗୁଷ୍ରାମ୍ନ୍ ଗଟେ ମ୍ନ୍ଦାଇ ରିଲାଇ।
ଜୁଇ ଲକ୍ମ୍ନ୍ ଗୁଷ୍ରା ମ୍ନ୍କାର୍ ଜ୍ତୁନ୍ କ୍ର୍ତି ରିଲାଇ ସେମ୍ନ୍ କାଇରି ଗଟ୍ଲି ସେରି ଦ୍କ୍ଲାଇ, ସେମ୍ନ୍ ସ୍ହର୍କେ ଦ୍ବ୍ଳି ଗ୍ଲାଇ ଆର୍ ଯୀଶୁ କାଇ କାଇରି କ୍ରିରିଲା ସେରି ସେମ୍ନ୍ ଜ୍ତେକ୍ ଲକେବେଟ୍ ଅଇଲା ସେସ୍ବ୍କେ ଜାଣାଇଲାଇ। ସ୍ହରେ ରେତା ଲକ୍ଆସି କ୍ରି ଆଗେ ହ୍ଣି ବୁତ୍ ଲାଗିରିଲା ଲକାର୍ ଗିନେ କାଇ କାଇରି ଗଟିରିଲି ସେସ୍ବୁ ଦ୍କ୍ଲାଇ। ସେ ନିକାକ୍ରି ହ୍ଚିହିନ୍ଦି ବ୍ଲ୍କ୍ରି ନିକାଲକ୍ ହର୍ ବ୍ସ୍ଲାର୍ ଦ୍କ୍ଲାଇ।
ଲକ୍ମ୍ନ୍ ଦ୍କିକ୍ରି ବେଶି ଡିର୍ଲାଇ ଆର୍ ସେମ୍ନ୍କାର୍ ସ୍ନ୍ଦିୟେ ହ୍ଣି ଯୀଶୁକେ ବାରିଜ୍ମ୍କେ କଇଲାଇ। ସେତାକ୍ ଯୀଶୁ ଡଙ୍ଗାଚ୍ଗି ଜ୍ମ୍କେ ତିଆର୍ ଅଇଲା। ଜୁଇଲକେ ବୁତ୍ ଡ୍ସିରିଲି ସେ ଯୀଶୁର୍ ସ୍ଙ୍ଗ୍ ଜ୍ମ୍କେ ତାକେ ଗ୍ଉଆରି କ୍ଲା।
ମ୍ତର୍ ଯୀଶୁ ତାକେ କଇଲା, “ନାଇ ମୁଇ ଇଚା କ୍ରୁଲେ, ତୁଇ ତର୍ ଗ୍ରେ ଜାଆ ଆର୍ ତୁମାର୍ ବନ୍ଧୁ ଆର୍ ନିଜାର୍ ଲକେ ଇଶ୍ୱର୍ ତର୍ଗିନେ ଜାଇ ଜାଇରି କ୍ଲା ଆଚେ ଆର୍ ତର୍ ଗିନେ ଜୁଇ ଦ୍ର୍ମ୍ ଦ୍କାଇଲାଆଚେ ସେସ୍ବୁ କ୍ଉ।“
ସେତାକ୍ ସେ ମାନାଇ ତାର୍ବାଟେ ବାରିଗ୍ଲା ଆର୍ ଯୀଶୁ ତାର୍ ଗିନେ ଜାଇ ଜାଇରି କ୍ରିରିଲା ସେ ସ୍ବୁ ବିଷୟ୍ ଜାଣାଇଲା। ଜୁଇଲକ୍ ତାର୍ ଗଟ୍ଣା ଶୁନ୍ଲାଇ ସେମ୍ନ୍ କାବା ଅଇଲାଇ।
ଯୀଶୁ ସ୍ମ୍ଦୁର୍ ସେହାଟି ଲେଉଟି ଗ୍ଲା। ସେ ସେତି ହଚ୍ଲା ହ୍ଚେ, ଗଟେକ୍ ବେସି ଲକ୍ମ୍ନ୍ ଗଟେତ୍ଇ ରୁଣ୍ତଲାଇ ଆର୍ ତାର୍ ଉହ୍ରେ ମାଡାଚ୍ଗା ଅଇଲାଇ। ଲକ୍ ଗ୍ଉଳି ବିତ୍ରେ ଗଟେକ୍ ମାଇଜି ବାରବ୍ର୍ଷ ହ୍ତେକ୍ ରକ୍ତ ସ୍ରାବ ରଗ୍ଲ୍ଗେ ହ୍ଳିରିଲି। ସେ ଦିସାରି ଗୁଣିଆ ଲ୍ଗେ ଜାଇକ୍ରି ନିକା ଅଉତାର ହାଇଁ ସ୍ବୁ ଡାବୁ କାସୁ ସ୍ରାଇଲି ମ୍ତର୍ ତାର୍ ଅବସ୍ତା ଦିନ୍କେ ଦିନ୍ କ୍ରାପ୍ ଅମ୍କେ ଲାଗ୍ଲି।
ସେ ଶୁଣିରିଲି ଯେ ଯୀଶୁ ବେସି ରଗିଲକ୍ ମନ୍କେ ନିକାକ୍ରି ରିଲା ଆର୍ ବାବ୍ଲି, “ମୁଇ ସ୍ତ୍କ୍ରି ଯେ ମୁଇ ଯୀଶୁର୍ ଲୁଗା ଚୁଇନ୍, ତ୍ବେ ମୁଇ ନିକା ଅଇନ୍!” ସେତାକ୍ ସେ ଯୀଶୁର୍ ହ୍ଚ୍ ବାଟ୍ ଆସିକ୍ରି ତାର୍ ଲୁଗାକେ ଚୁଇଲି। ଜ୍ଡେବ୍ଳ୍ ସେ ଲୁଗା ଚୁଇଲି ସ୍ଡେବ୍ଳ୍ ତାର୍ ବ୍ନି ଜ୍ମ୍କେ ବ୍ନ୍ଦ୍ ଅଇଗ୍ଲି!
ସାଙ୍ଗେ ସାଙ୍ଗେ ଯୀଶୁ ବାବାଲା ଯେ ତାର୍ତ୍ଇ ହ୍ଣି ଶ୍କ୍ତି ଗ୍ଲିଆଚେ। ସେତାକ୍ ସେ ଉଲ୍ଟି କ୍ରି ହ୍ଚାର୍ଲା “କେ ମକେ ଚୁଇଲା।“
ଚେଲାମ୍ନ୍ କଇଲାଇ, “ଗାଦାଲକ୍ ତର୍ ଚାରିବାଟ୍ ଆତ୍ତି ଆର୍ ତର୍ ଉହ୍ରେ ମାଡି ବୁଲୁଲାଇ। ମକେ କେ ଚୁଇଲା?” ବ୍ଲି କାଇତାକେ ହ୍ଚାରୁସି? ସେ ମାଇଜି ଯୀଶୁର୍ ଲ୍ଗେ ମାଣ୍ତି କୁଟାଦ୍ଇ ଡୁଲ୍ଲି, ସେ ଡିର୍ତି ରିଲି ଆର୍ ବେସି ଥର୍ ଥର୍ତି ରିଲି। ସେ କାଇରି କ୍ରିରିଲି, ସେସବୁ ତାକେ କଇଲି ଆର୍ ସେ ନିକା ଅଇଲି। ଯୀଶୁ ତାକେ କଇଲା, “ତର୍ ବିଶ୍ବାସ୍ ତକେ ନିକା କ୍ଲି ଆଚେ। ବଲ୍ କ୍ରି ଜାଆ।“
ବାଈବଲାର୍ ଗୋଟେକ୍ କ୍ତା: ମାଥିଉ ୮:୨୮- ୩୪, ୯:୨୦, ମାର୍କ ୫:୧-୨୦, ୫:୨୪-୩୪, ଲୂକ ୮:୨୬-୩୯, ୮:୪୨-୪୮
Free to use, adapt, and share under an open license (CC BY-SA 4.0).