31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 1

ତାର୍‌ହ୍‌ଚେ ଯୀଶୁ ତାର୍ ଚେଲାମ୍‌ନ୍‌କେ ଡଙ୍ଗାଇ ଚ୍‌ଗି ଡଙ୍ଗାକେ ସେହାଟି ଜ୍‌ମ୍‌କେ କଇଲା ଜ୍‌ଡେବ୍‌ଳ୍ ସେ ଲକ୍‌ମ୍‌ନ୍‌କେ ବିଦାଇଦିଲା। ଯୀଶୁ ଲକ୍‌ମ୍‌ନ୍‌କେ ହ୍‌ଟାଇଲା ହ୍‌ଚେ, ସେ ପାରାତେନା କ୍‌ରୁକେ ଗଟେକ୍ ଡଙ୍ଗୁର୍ ଉହ୍‌ରେ ଗ୍‌ଲା। ଯୀଶୁ ସେତି ଏକ୍‌ଲାରିଲା, ଆର୍ ସେ ସ୍‌କାଳ୍ ହାଉତା ହ୍‌ତେକ୍ ସେତି ପାର୍‌ତେନା କ୍‌ରୁକେ ଲାଗ୍‌ଲା।

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 2

ଇତାର୍ ଗିନେ, ଚେଲାମ୍‌ନ୍ ତାକାର୍ ଡଙ୍ଗା ଚାଲାଉତି ରିଲି, ମ୍‌ତର୍ ଡେଙ୍ଗ୍‌ଲ୍‌ଗେ ସେମ୍‌ନ୍ ସ୍‌ମ୍‌ଦୁର୍ ମ୍‌ଜି ବାଗେ ହଚିରିଲାଇ। ସେମ୍‌ନ୍ କ୍‌ଷ୍ଟଲ୍‌ଗେ ଡଙ୍ଗା ଚାଲାଉତି ରିଲାଇ କାଇତାକ୍ ହାଣି ହ୍‌ବନ୍ ଲ୍‌ଉଳି ସେମ୍‌ନ୍‌କାର୍ ସ୍‌ବୁବାଟ୍ ଅଉତି ରିଲି।

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 3

ତାର୍‌ହ୍‌ଚେ ଯୀଶୁ ପାର୍‌ତେନା କ୍‌ର୍‌ତାର୍ ସ୍‌ରାଇଲା ଆର୍ ଚେଲାମ୍‌ନ୍‌କାର୍ ଲ୍‌ଗେ ଗ୍‌ଲା। ସେ ସ୍‌ମ୍‌ଦୁରାର୍ ହାଣି ଉହ୍‌ରେ ସେମ୍‌ନ୍‌କାର୍ ଡଙ୍ଗାବାଟ୍ ଇଣ୍ଡି ଇଣ୍ଡି ଆଇଲା!

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 4

ସେମ୍‌ନ୍ ଜ୍‌ଡେବ୍‌ଳ୍ ଯୀଶୁକେ ଦ୍‌କ୍‌ଲାଇ ସ୍‌ଡେବ୍‌ଳ୍ ଚେଲାମ୍‌ନ୍ ଡିରିଜାଇ ରିଲାଇ, କାଇତାକ୍ ସେମ୍‌ନ୍ ବୁତ୍ ଆସୁଲି ବ୍‌ଲିବାବ୍ ଲାଇ। ଯୀଶୁ ଜାନ୍‌ଲା ଯେ ସେମ୍‌ନ୍ ଡିରୁଲାଇ ବ୍‌ଲି, ସେତାକ୍ ସେ ସେମ୍‌ନ୍‌କେ କୁଦିକ୍‌ରି କଇଲା, “ତୁମି ଡିରାନାଇ। ଇରି ମୁଇ!”

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 5

ତାର୍‌ହ୍‌ଚେ ପିତର ଯୀଶୁକେ କଇଲା, “ଗୁରୁ, ଯଦି ସେରି ତୁଇ, ତ୍‌ବେ ହାଣି ଉହ୍‌ରେ ଇଣ୍ଡି ଆସୁକେ ମକେ ଆଦେଶ୍ ଦେ।“ ଯୀଶୁ ପିତରକେ କଇଲା “ଆଉ!”

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 6

ସେତାକ୍ ପିତର ଡଙ୍ଗାଇ ହ୍‌ଣି ଉତ୍‌ରିକ୍‌ରି ଯୀଶୁର୍ ଲ୍‌ଗେ ହାଣି ଉହ୍‌ରେ ଇଣ୍ଡି ଇଣ୍ଡି ଗ୍‌ଲା। ମ୍‌ତର୍ କ୍‌ଣ୍ଡେକ୍ ଦୁରି ଗ୍‌ଲାହ୍‌ଚେ, ସେ ଯୀଶୁର୍ ଲ୍‌ଗେହ୍‌ଣି ଉଲ୍‌ଟିକ୍‌ରି ଲ୍‌ଉଳୀକେ ଦ୍‌କ୍‌ଲା ଆର୍ ବେସି ହ୍‌ବନ୍ ଆସ୍ତାର୍ ଏତାଇଲା।

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 7

ସେତାକ୍ ପିତର ଡିର୍‌ଲା ଆର୍ ସମ୍‌ଦୁରେ ବୁଡୁକେ ଲାଗ୍‌ଲା। ସେ ଆଉଲି ଅଇକ୍‌ରି କଇଲା, “ଗୁରୁ ମକେ ଉଦାର୍ କ୍‌ର୍!” ଯୀଶୁ ସେଦାହ୍‌ରେ ଜାଇକ୍‌ରି ତାକେ ଦ୍‌ର୍‌ଲା। ତାର୍‌ହ୍‌ଚେ ସେ ପିତରକେ କଇଲା, “ଏ ଚ୍‌ନେକାର୍ ବିଶ୍ବାସି, ତୁମି କାଇତାକ୍‌ ଡିରୁଲାସ୍? ”

31. ୩୧. ଯୀଶୁ ହାଣି ଉହ୍‌ରେ ଇଣ୍ତେଦ୍ — illustration 8

ଜ୍‌ଡେବ୍‌ଳ୍ ପିତର ଆର୍ ଯୀଶୁ ଡଙ୍ଗାଲ୍‌ଗେ ବିତ୍‌ରେ ଗ୍‌ଲାଇ, ସ୍‌ଡେବ୍‌ଳ୍ ହ୍‌ବନ୍ ସାଙ୍ଗେ ସାଙ୍ଗେ ବ୍‌ନ୍ଦ୍ ଅଇଲି ଆର୍ ହାଣି ଶାନ୍‌ତି ଅଇଲି। ଚେଲାମ୍‌ନ୍ କାବା ଅଇରିଲାଇ। ସେମ୍‌ନ୍ ଯୀଶୁର୍ ଉପାସନା କ୍‌ରି ତାକେ କଇଲାଇ “ସ୍‌ତ୍, ତୁଇହ୍‌କା ଇଶ୍ୱରାର୍ ହଇସି।“

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୧୪:୨୨-୩୩; ମାର୍କ ୬:୪୫-୫୨; ଯୋହନ ୬:୧୬-୨୧

Read in the reader

Free to use, adapt, and share under an open license (CC BY-SA 4.0).