30. ୩୦. ଯୀଶୁ ହାଚ୍ହ୍ଜାର୍ ଲକ୍ମ୍ନ୍କେ ହେଟ୍ ହୁର୍ନେ କାଳାଇଦ୍
ବେସି ଅଲ୍ଗା ଅଲ୍ଗା ଗାମ୍ଲ୍ଗେ ପ୍ରଚାର୍ କ୍ରୁକେ ଆର୍ ଶିକ୍ଷା ଦେମ୍କେ ଯୀଶୁ ତାର୍ ଚେଲାମ୍ନ୍କେ ହ୍ଟାଇଲା। ଯୀଶୁ ଜୁଇତି ରିଲା ସେତିକେ ସେମ୍ନ୍ ଜ୍ଡେବ୍ଳ୍ ଲେଉଟ୍ଲାଇ, କାଇରି କାଇରି ଗ୍ଟ୍ରିଲି ସେରି ସେମ୍ନ୍ ତାକେ କଇ ରିଲାଇ। ତାର୍ହ୍ଚେ ଯୀଶୁ ସ୍ମ୍ଦୁର୍ ସେହାଟି ରିଲା ଗଟେକ୍ ଚିମ୍ରା ଜାଗାଇ ଜାତାର୍ ଗିନେ ସେମ୍ନ୍କେ କୁଦ୍ଲାଇ। ସେତାକ୍, ସେମ୍ନ୍ ଗଟେକ୍ ଡଙ୍ଗାଇ ବ୍ସ୍ଲାଇ ଆର୍ ସ୍ମ୍ଦୁର୍ ସେହାଟି ଗ୍ଲାଇ।
ମ୍ତର୍ ସେ ଜାଗାଇ ବେସି ଲକ୍ମ୍ନ୍ ରିଲାଇ ଲାଗି ଯୀଶୁ ଆର୍ ତାର୍ ଚେଲାମ୍ନ୍ ଡଙ୍ଗାକେ ଚାଡି ହ୍ଳାଇଲାଇ। ଇ ଲକ୍ମ୍ନ୍ ସେମ୍ନ୍କାର୍ ଲ୍ଗେ ଜାତାର୍ ଗିନେ ସେମ୍ନ୍କାର୍ ଆଗେ ସ୍ମ୍ଦୁର୍ କ୍ଣ୍ତାଇ ଦ୍ବ୍ଳି ଗ୍ଲାଇ। ସେତାକ୍ ଯୀଶୁ ଆର୍ ତାର୍ ଚେଲାମ୍ନ୍ ଜ୍ଡେବ୍ଳ୍ ହଚ୍ଲାଇ, ବେସି ଲକ୍ ଗହ୍ଳି ସ୍ମ୍ଦୁର୍ ସେହାଟି ସେମ୍ନ୍କେ ଜାଗ୍ତି ରିଲାଇ।
ସେମ୍ନ୍ ପାକାପାକି ସ୍ବୁ ୫୦୦୦ ଅଣ୍ତରା ରିଲାଇ, ଟକି ମ୍ନ୍କେ ଆର୍ ହିଲା ମ୍ନ୍କେ ଗ୍ଣି ନ୍ରିଲାଇ। ଯୀଶୁ ଇ ଲକ୍ମ୍ନ୍କାର୍ ଗିନେ ବେସି ଦାୟାଇ ସ୍ର୍ଦା ଅଇରିଲା। ଯୀଶୁର୍ ଗିନେ ଇ ଲକ୍ମ୍ନ୍ ମେଣ୍ଢା ଗ୍ଉଳିଆ ଅଲ୍ଗା ମେଣ୍ଢାହର୍ ରିଲାଇ। ସେତାକ୍ ସେ ସେମ୍ନ୍କେ ଶିକ୍ଷା ଦିଲା ଆର୍ ସେମ୍ନ୍କାର୍ ବିତ୍ରେ ଜୁଇଲକ୍ମ୍ନ୍ ରଗେ ହ୍ଳିରିଲାଇ ସେମ୍ନ୍କେ ବ୍ଲ୍ କ୍ଲା।
ସ୍ଞ ଅଇ ଆସ୍ତାବ୍ଳ୍, ଚେଲାମ୍ନ୍ ଯୀଶୁକେ କଇଲାଇ, “ସମୟ୍ ଅଦିକ୍ ଅଇଲିନି ଆର୍ ଲ୍ଗେ କୁଇ ସ୍ହର୍ ହେଁ ନାଇ। ଲକ୍ମ୍ନ୍କେ ହ୍ଟାଇ ଦିଆସ୍ ଜ୍ନ୍କ୍ରି କି ସେମ୍ନ୍ ଜାଇକ୍ରି ଅଳକ୍ କାତାର୍ କାଦି କଜତ୍।“
ମ୍ତର୍ ଯୀଶୁ ଚେଲାମ୍ନ୍କେ କଇଲା, “ତୁମି ସେମ୍ନ୍କେ କ୍ଣ୍ତେକ୍ କାମ୍କେ ଦିଆସ୍!” ସେମ୍ନ୍ କଇଲାଇ, “ଅମି ସେରି କ୍ରୁହାରୁ? ଆମାର୍ ଲଗେ ଅକାଇ ହାଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଆଚେ।“
ଯୀଶୁତାର୍ ଚେଲାମ୍ନ୍କେ କଇଲା ଲକ୍ମ୍ନ୍କେ କ୍ଉଆ ର୍ନ୍ ଉହ୍ରେ ପଚାଶ୍ ପଚାଶ୍ କ୍ରି ଦ୍ଲ୍ ଅଇ ବ୍ସ୍ତି।
ତାର୍ହ୍ଚେ ଯୀଶୁ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦ୍ରିକ୍ରି ସ୍ର୍ଗେ ଉହ୍ରେ ଦ୍କ୍ଲା ଆର୍ ସେ କାଦିର୍ ଗିନେ ଇଶ୍ୱରାର୍ ଲ୍ଗେ ଦନ୍ଯବାଦ୍ ଦିଲା।
ତାର୍ହ୍ଚେ ଯୀଶୁ ରୁଟି ଆର୍ ସେ ମାଚ୍ମ୍ନ୍ ଗ୍ର୍ଣ୍ତା କ୍ରି ବାଙ୍ଗ୍ଲା। ସେ ବାଙ୍ଗ୍ଲା ଗ୍ର୍ଣ୍ତା ଲକ୍ମ୍ନ୍କେ ଦେତାର୍ ଗିନେ ତାର୍ ଚେଲାମ୍ନ୍କେ ଦିଲା। ଚେଲାମ୍ନ୍ ସେ କାଦିକେ ବାଟାକ୍ରୁକେ ଲାଗ୍ଲାଇ, ଆର୍ ଇରି ନ୍ସେର୍ଲି। ସ୍ବୁଲକ୍ କାଇକ୍ରି ଶାନ୍ତି ଅଇଲାଇ।
ତାର୍ହ୍ଚେ, ଚେଲାମ୍ନ୍ ସ୍ବୁଲକ୍ କାଇଲା କାଦି ଉବୁର୍ଲାର୍ ସ୍ବୁ ଅରାଇଲାଇ ଆର୍ ବାରଗଟ୍ ଡ୍ଲାଇ ଅରାଇଲାଇ। ସ୍ବୁ କାଦି ମ୍ତର୍ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚେ ହ୍ଣି ଆସିରିଲା।
ବାଇବଲାର୍ ଗଟେକ୍ କ୍ତା:ମାଥିଉ ୧୪:୧୩-୨୧; ମାର୍କ ୬:୩୧-୪୪ ଲୂକ ୯:୧୦-୧୭; ଯୋହନ ୬:୫-୧୫
Free to use, adapt, and share under an open license (CC BY-SA 4.0).