29. ୨୯. ଦୟା ନଇଲା ଦାସାର୍ କ୍ତା
ଗଟେଦିନ୍ ତିତର ଯୀଶୁକେ ହ୍ଚାର୍ଲା, “ଗୁରୁ, ଜ୍ବେ ମର୍ ବାଇ ମର୍ ବିରଦେ ପାପ୍ କ୍ରେଦ୍ ମୁଇ କ୍ତିତର୍ କେମା କ୍ରିନ୍? କାଇରି ସାତ୍ତର୍ ହ୍ତେକ୍? ଯୀଶୁ କଇଲା, “ସାତ୍ତର୍ ନଇ, ମ୍ତର୍ ସାତ୍ତର୍ ସତୁରି ଗୁଣ୍ ହ୍ତେକେ!” ଇତାର୍ ଦ୍ବାରା, ଯୀଶୁ କ୍ଉତାର୍ ଅର୍ତ ଅଇଲି ଯେ ଅମିମ୍ନ୍ ସ୍ବୁବ୍ଳ୍ କେମାକ୍ତା ଦ୍ର୍କାର୍। ତାର୍ହ୍ଚେ ଯୀଶୁ ଇକ୍ତାନି କଇଲା।
ଯୀଶୁ କଇଲା, “ଇଶ୍ୱରାର୍ ରାଇଜ୍ ଅନ୍କ୍ରି ଗଟେକ୍ ର୍ଜାର୍ ହର୍ ଯେ ତାର୍ ଦାସ୍ମ୍ନ୍କାର୍ ସ୍ଙ୍ଗ୍ ବ୍ସିକ୍ରି ଇସାବ୍ ହୁରାକ୍ରୁ ଇଚାକ୍ଲେକ୍। ତାର୍ ଦାସ୍ମ୍ନ୍କାର୍ ବିତ୍ରେ ଏକ୍ଲା ୨,୦୦,୦୦୦ ବ୍ର୍ଷାର୍ ସ୍ବୁ ହାତାର୍ ଉଦାର୍ କ୍ରି ରିଲା।“
ଜ୍ନ୍କ୍ରି ସେ ଦାସ୍ ଉଦାର୍ ସୁଜୁକେ ନାହାର୍ଲା, ସେତାକ୍ ର୍ଜା କଇଲା, “ଇଲକ୍ ଆର୍ ଇତାର୍ ପରିବାର୍କେ ଦାସ୍ ବାବେ ବିକିକ୍ରି ଉଦାର୍ ସୁଜୁକେ ଦେସ୍।“
“ସେ ଦାସ୍ ର୍ଜାର୍ ଗଡ୍ତ୍ଳେ ଡୁଳିକ୍ରି କଇଲା, ‘ ଦୟାକ୍ରି ମ୍ର୍ ବିଷୟେ ଦ୍ର୍ଜ ଦ୍ର୍, ଆର୍ ମୁଇ ତର୍ତ୍ଇ ରୁଣି ରିଲା ସ୍ବୁ ଋଣ୍ ସୁଜିଦିଲା।‘ ର୍ଜା ସେ ଦାସାର୍ ଗିନେ ଦୟା ଅଇଲା, ସେତାକ୍ ସେ ତାର୍ସ୍ବୁ ଋଣ୍କେ ଚାଡି ଦିଲା।“
ମ୍ତର୍ ସେ ଦାସ୍ ଜ୍ଡେବ୍ଳ୍ ର୍ଜାର୍ ଲ୍ଗେ ଗ୍ଲା, ସ୍ଡେବ୍ଳ୍ ସେ ଆରେ ଗଟ୍ ଦାସାର୍ ବେଟ୍ ହାଇଲା ଯେକି ତାକେ ଚାରି ମାସାର୍ ଋଣ୍ ସୁଜୁକେ ରିଲି। ସେ ଦାସ୍ ତାର୍ ସେ ଦାସାର୍ ଟଟାଇ ଦ୍ର୍ଲା ଆର୍ କଇଲା, “ମର୍ ତ୍ଇହ୍ଣି ଉଦାର୍ ନେଇରିଲା ଋଣ୍ ବେଗିଦେ!”
“ସ୍ବୁଦାସ୍ ସେ ଦାସାର୍ ଗଡେ ହ୍ଳି କଇଲା, ‘ ଦୟାକ୍ରି ମର୍ଗିନେ ଦ୍ର୍ଜ ଦ୍ର୍, ଆର୍ ମୁଇ ଉଦାର୍ ନେଇରିଲାର୍ ସ୍ବୁ ଋଣ୍ ତକେ ଲେଉଟାଇ ଦେଇନ୍। ‘ ମ୍ତର୍ ସେରି କ୍ର୍ତାର୍ ଗିନେ ସେ ଋଣ୍ ସୁଜ୍ତା ହ୍ତେକ୍ ତାକେ ଜେଇଲେ ହୁରାଇଲା।
“ଜୁଇ ଦାସ୍ମ୍ନ୍ ଇ ଗ୍ଟ୍ଣା। ଦ୍କି ରିଲାଇ, ସେମ୍ନ୍ ବେସି କାବା ଅଇଲାଇ। ସେମ୍ନ୍ ର୍ଜାର୍ ଲ୍ଗେ ଗ୍ଲାଇ ଆର୍ ସ୍ବୁ କ୍ତା ଜାଣାଇ ଦିଲାଇ।
“ର୍ଜା ସେ ଦାସ୍କେ କୁଦିକ୍ରି କଇଲା, ‘ ତୁମି ଦୁଷ୍ଟ ଦାସ୍!” ତୁମି ମକେ କେମା ବିକ୍ଯା ମାଗ୍ଲାକେ ମୁଇ ତୁମାର୍ ସ୍ବୁ ଋଣ୍ ଚାଡିଦିଲେ! ତୁମି ହେଁ ଟିକ୍ ଅନ୍କ୍ରି କ୍ର୍ତା ଦ୍ର୍କାର୍। ‘ ର୍ଜା ଏତେକ୍ ରିସାଅଇ ରିଲା ଯେ ସେ ଦୁଷ୍ଟ ଦାସ୍ ସ୍ବୁ ଋଣ୍ କେ ସୁଜ୍ତା ହ୍ତେକ୍ ଜେଇଲେ ବିତ୍ରେ ହୁରାଇଲା।
ତାର୍ହ୍ଚେ ଯୀଶୁ କଇଲା, “ଜୁଇଲକ୍ ନିଜାର୍ ବାଇମ୍ନ୍କେ କେମା ନ୍ଦେତି ମର୍ ସ୍ର୍ଗାର୍ ଉବା ହେଁ ସେମ୍ନ୍କାର୍ ଗିନେ ସେନ୍କ୍ରି କ୍ରେଦ୍।“
ବାଇବଲାର୍ ଗଟେକ୍ କ୍ତା:ମାଥିଉ ୧୮:୨୧-୩୫
Free to use, adapt, and share under an open license (CC BY-SA 4.0).