28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 1

ଗଟେଦିନ୍, ଗଟେକ୍ ଦ୍‌ଙ୍ଗ୍‌ଳା ଦନି ଶାସକ୍ ଯୀଶୁର୍ ଲ୍‌ଗେ ଆଇଲା ଆର୍ ହ୍‌ଚାର୍‌ଲା, “ନିକା ଗୁରୁ, ନ୍‌ସେର୍‌ତା ଜୀବନ୍ ହାଉତାର୍ ଗିନେ ମୁଇ କାଇରି କ୍‌ରିନ୍? ଯୀଶୁ ତାକେ କଇଲା, “ମକେ କାଇତାକେ ନିକା ବ୍‌ଲି କ୍‌ମ୍‌ଲିସ୍?” ଏକ୍‌ଲା ନିକାଆଚେ ଆର୍ ସେ ଅମ୍‌ଲା ଇଶ୍ୱର୍। ମ୍‌ତର୍ ତୁଇ ଯଦି ନ୍‌ସେର୍‌ତା ଜୀବନ୍ ହାମ୍‌କେ ଇଚା ଆଚେ ତ୍‌ବେ ଇଶ୍ୱରାର୍ ନିୟମ୍ ମାନ୍।

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 2

ସେ ହ୍‌ଚାର୍‌ଲା, “କୁଇ କୁଇ ଆଦେଶ୍ ମୁଇ ମାନ୍‌ତା ଦ୍‌ର୍‌କାର୍? ଯୀଶୁ କଇଲା, “ମାନାଇକେ ମାରା ନାଇ। ଦାରିକାମ୍ କ୍‌ରାନାଇ। ଚର୍‌କାମ୍ କ୍‌ରାନାଇ। ମିଚ୍ କ୍‌ତା କ୍‌ଉଆ ନାଇ। ତୁମାର୍ ଆଇଦି ଆର୍ ଉବାଦିକେ ସନ୍‌ମାନ୍ କ୍‌ରା, ଆର୍ ତୁମାର୍ ଗ୍‌ରାର୍ ଲକେ ଆତ୍ମାଇ ଲାଡ୍‌କ୍‌ରା।”

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 3

ମ୍‌ତର୍ ସେ ବେଣ୍ଡିଆ ତାକେ କଇଲା, “ମୁଇ ଇ ସ୍‌ବୁ ହିଲା ଦିନ୍‌ହ୍‌ଣି ମାନି ଆସୁଲେ। ନ୍‌ସେର୍‌ତା ଜୀବନ୍ ହାଉତାର୍ ଗିନେ ମକେ ଆରେକ୍ କାଇରି କ୍‌ରୁକେ ଅଇଦ୍?” ଯୀଶୁ ତାର୍‌ଗିନେ ଦ୍‌କିକ୍‌ରି ତାକେ ଲାଡ୍‌କ୍‌ଲା।

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 4

ଯୀଶୁ କଇଲା, “ତୁଇଯଦି ସିଦ୍ଧ ଅମ୍‌କେ ଇଚା କ୍‌ରୁଲିସ୍, ତ୍‌ବେ ଜାଆ ଆର୍ ତର୍‌ସ୍‌ବୁ ଜିନିଷ୍‌ ବିକ୍ ଆର୍ ବିକାରି ମ୍‌ନ୍‌କେ ଦାନ୍ ଦେଶ୍, ଆର୍ ତୁଇ ସ୍‌ର୍‌ଗେ ଦ୍‌ନ୍ ହାଉସି। ତାର୍‌ହ୍‌ଚେ ଆସିକ୍‌ରି ମର୍ ହ୍‌ଚେ ଆଉ।“

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 5

ଯୀଶୁ କଇରିଲା କ୍‌ତାକେ ସେ ଦ୍‌ଙ୍ଗ୍‌ଳା ଜ୍‌ଡେବ୍‌ଳ୍ ଶୁଣିରିଲା, ସେ ବେସି ଦୁକ୍ ଅଇଲା, କାଇତାକ୍ ସେ ବେସି ଦନିଲକ୍‌ ରିଲା ଆର୍ ସେ ଅର୍‌ଜି ରିଲା ସ୍‌ବୁ ଚାଡୁକେ ଇଚା ନ୍‌କେଲା। ସେ ମୁଁ କେ ଲୁକାଇ ଯୀଶୁର୍ ଲ୍‌ଗେହ୍‌ଣି ଗ୍‌ଲା।

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 6

ତାର୍‌ହ୍‌ଚେ ଯୀଶୁ ତାର୍ ଚେଲାମ୍‌ନ୍‌କେ କଇଲା, “ଦନିଲକେ ଇଶ୍ୱରାର୍ ରାଇଜେ ଜ୍‌ମ୍‌କେ ବେସି କ୍‌ଷ୍ଟ! ହଁ ଦନିଲକାର୍ ଗିନେ ସ୍‌ର୍‌ଗେ ଜାତାବାଟା ସୁତ୍‌ଲି କାଣାକେ ଦେଇ ଓଟର୍ ହୁର୍‌ତାର୍ ସ୍‌ହଜ୍।“

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 7

ଯୀଶୁ କଇରିଲା ବିଷୟ୍‌କେ ଜ୍‌ଡେବ୍‌ଳ୍ ଚେଲାମ୍‌ନ୍ ଶୁଣ୍‌ଲାଇ ସେମ୍‌ନ୍ କାବାଅଇ ହ୍‌ଚାର୍‌ଲାଇ, “ତ୍‌ବେ କେ ଉଦାର୍ ହାମ୍‌ହାରେ?“

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 8

ଯୀଶୁ ଚେଲାମ୍‌ନ୍‌କାର୍ ବାଟ୍ ଦ୍‌କିକ୍‌ରି କଇଲା, “ମାନାଇର୍ ଆଖିଲ୍‌ଗେ ଇରି ଅଇଦ୍, ମ୍‌ତର୍ ଇଶ୍ୱରାର୍ ଆଖିଲ୍‌ଗେ ସ୍‌ବୁ ବିଷୟ୍ ଅଇଦ୍।”

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 9

ପିତର ଯୀଶୁକେ କଇଲା, ଅମି ସ୍‌ବୁ ବିଷୟ୍ ଚାଡିକ୍‌ରି ତର୍ ହ୍‌ଚେ ଆଇଲୁ ଆଚୁ। ଅମାର୍ ଗିନେ କାଇ ପୁରୁଷ୍‌କାର୍ ରେଇଦ୍?“

28. ୨୮. ବେଣ୍ତିଆ ଦନି ଶାସନ୍ କ୍‌ର୍‌ତା ଲକ୍ — illustration 10

ଯୀଶୁ କଇଲା, “ଜୁଇ ଲକ୍ ହେଁ ମର୍‌ଗିନେ ଗ୍‌ର୍, ବାଇ, ମାଇଜି, ଉବା, ଆଇଆ, ହିଲା ଟକିକେ ଆର୍ ଦ୍‌ନ୍ ସ୍‌ମ୍ପତି ଚାଡେଦ୍ ଆର୍ ତାର୍ ୧୦୦ ଗୁଣ୍ ଇଜଗତେ ଆର୍ ନ୍‌ସେର୍‌ତା ଜୀବନ୍ ହାଇଦ୍। ମ୍‌ତର୍ ହ୍‌ର୍‌ତୁ ରିଲା ବେସି ହ୍‌ଚେରେତି, ଆର୍ ସ୍‌ରାସ୍‌ରି ରିଲା ବେସି ଲକ୍ ହ୍‌ର୍‌ତୁ ଅଉତି।“

ବାବଲାର୍ ଗଟେକ୍ କ୍‌ତା: ମାଥିଉ ୧୯:୧୬-୩୦; ମାର୍କ ୧୦:୧୭-୩୧; ଲୂକ ୧୮:୧୮-୩୦

Read in the reader

Free to use, adapt, and share under an open license (CC BY-SA 4.0).