27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 1

ଗଟେ ଦିନେ, ଗଟେକ୍ ଯିହୁଦି ବ୍ୟବସ୍ଥା ଅଭ୍ୟସ୍ତ ଶାସ୍‌ତର୍ ଯୀଶୁକେ ପରିକ୍ଷା କ୍‌ର୍‌ତାର୍ ଗିନେ ହ୍‌ଚାର୍‌ଲା, “ଗୁରୁ, ନ୍‌ସେତା ଜିବନ୍ ହାଉତାର୍‌ ଗିନେ ମୁଇ ଅବେ କାଇରି କ୍‌ରୁକେ ଅଇଦ୍?” ଯୀଶୁ କଇଲା, “ଶାସ୍‌ତର୍ ଲ୍‌ଗେ କାଇରି ଲେକା ଆଚେ?”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 2

ବ୍ୟବସ୍ତା ଶାସ୍ତର୍ କଇଲାଇ ଯେ ଇଶ୍ୱରାର୍ ବ୍ୟବସ୍ତା କଇଦ୍, “ତୁମି ମାପ୍‌ରୁ ଇଶ୍ୱର୍‌କେ ତୁମାର୍ ସ୍‌ବୁ ମ୍‌ନ୍‌ହ୍‌ରାଣ୍, ସ୍‌ବୁ ଜୀବନ୍, ସ୍‌ବୁ ସ୍‌କ୍ତି ଆର୍ ସ୍‌ବୁ ମ୍‌ନ୍ ଦେଇକ୍‌ରି ଲାଡ୍‌କ୍‌ରା। ଆର୍ ତୁମାର୍ ଗ୍‌ରାର୍ ସ୍‌ବୁଲକେ ଲାଡ୍‌କ୍‌ରା।” ଯୀଶୁ କଇଲା, “ତୁମି ଟିକ୍ କଇ ଆଚାସ୍! ଇରି କ୍‌ରା ତ୍‌ବେ ତୁମି ବାଚାସ୍।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 3

ମ୍‌ତର୍ ବ୍ୟବସ୍ତା ଶାସ୍ତତର୍ ନିଜ୍‌କେ ଦ୍‌ର୍‌ମ୍ ଲକ୍ କ୍‌ରୁକେ ହ୍‌ଚାର୍‌ଲାଇ “ମର୍ ଲ୍‌ଗାର୍ ଲକ୍ କେ?”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 4

ଯୀଶୁ ବ୍ୟବସ୍ତା ଶାସ୍ତର୍ ଲକ୍‌ମ୍‌ନ୍ କେ ଗଟେକ୍ କ୍‌ତାନି କଇକ୍‌ରି ଆର୍ ଉତର୍ ଦିଲା। “ଗଟେକ୍ ମାନାଇ ଯିରୁଶାଲାମେ ହ୍‌ଣି ର୍‌ସ୍ତାଇ ଯିରୀହ ଗାମ୍‌କେ ଜାତି ରିଲାଇ।

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 5

ଲକ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ଜାତି ରିଲାଇ, ସ୍‌ଡେବ୍‌ଳ୍ ସେ ଗଟେକ୍ ଦ୍‌ଳ୍ ଚର୍‌ମ୍‌ନ୍‌କାର୍ ଦ୍ବାରା ଆକ୍ରମଣ୍ ଅଇଲି। ତାର୍ ଲ୍‌ଗେ ରିଲା ସ୍‌ବୁ ବିଷୟକେ ସେମ୍‌ନ୍ ନିଲାଇ ଆର୍ ତାକେ ମ୍‌ର୍‌ତା ହ୍‌ତେକ୍ ମାଡ୍ ମାର୍‌ଲାଇ। ତାର୍ ହ୍‌ଚେ ସେମ୍‌ନ୍ ଗ୍‌ଲାଇ।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 6

ସେ ସମୟେ ଗଟେକ୍ ଯିହୁଦି ଯାଜକ୍ ସେ ର୍‌ସ୍ତାଦେଇ ଜାତିରିଲା। ଜ୍‌ଡେବ୍‌ଳ୍ ସେ ଦ୍‌ର୍‌ମ୍ ଗୁରୁ ମାଡ୍ ମାରାଇ ଅଇ ଅଦ୍‌ରିଲା ଲକ୍‌କେ ଦ୍‌କ୍‌ଲା ସେ ସେଡେବ୍‌ଳ୍ ର୍‌ସ୍ତାର୍ ଆର୍ ହାକ୍ ଦେଇ ଗ୍‌ଲା, ଯେ ସାଇଜ ଦ୍‌ର୍‌କାର୍ ବ୍‌ଲି କ୍‌ର୍‌ତି ରେଇଦ୍ ସେ ଲକାର୍ ତ୍‌ଇହ୍‌ଣି ମୁଉ ବୁଲାଇ ବାରିଗ୍‌ଲା”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 7

“ତାର୍‌ହ୍‌ଚେ ଅଳକ୍ ସମୟ୍ ବିତ୍‌ରେ, ସେ ର୍‌ସ୍ତା ଦେଇ ଗଟେକ୍ ଲେବୀୟ ଆଇଲା। (ଲେବୀୟମ୍‌ନ୍ ଅମ୍‌ଲାଇ ଗଟେକ୍ ଯିହୂଦୀ ମ୍‌ନ୍‌କାର୍ ଗଟେକ୍ ଜାତି ଯେ ଯାହକ୍ ମ୍‌ନ୍‌କେ ମନ୍ଦିର୍‌ଲ୍‌ଗେ ସାଇଜ କ୍‌ର୍‌ତି ରିଲାଇ।) ଲେବୀୟ ହେଁ ସେ ର୍‌ସ୍ତାର୍ ଲ୍‌ଗେ ଅଇକ୍‌ରି ଇଣ୍ଡିଜାଇ ସେ ମାରାଦ୍‌ରା ଅବସ୍ତାଇ ଜାକେ ଚରି ନେଇରିଲାଇ ଆର୍ ମାଡ୍ କାଇ ଡୁଳିରିଲା ଲକାର୍ ତ୍‌ଇହ୍‌ଣି ମୁଉ ବୁଲାଇ ବାରିଗ୍‌ଲାଇ।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 8

“ତାର୍ ହ୍‌ଚାର୍ ସମୟେ ଜୁଇ ମାନାଇ ସେ ର୍‌ସ୍ତା ଦେଇ ଗ୍‌ଲା ସେ ଏକ୍‌ଲା ଶମିରଣୀୟ ଲକ୍‌ରିଲାଇ। (ଶମିରଣୀୟମ୍‌ନ୍ ଅମ୍‌ଲାଇ ଯିହୁଦି ମ୍‌ନ୍‌କାର୍ ବ୍‌ଉଁଶ୍ ଜୁଇଲକ୍ ବିନ୍ ଦେଶେହ୍‌ଣି ବିବା କ୍‌ରିରିଲାଇ)। ଶମିରଣୀୟ ମ୍‌ନ୍ ଆର୍ ଯିହୂଦୀମ୍‌ନ୍ ନିଜେ ନିଜେ ଗୁର୍‌ଣା କ୍‌ର୍‌ତି ରିଲାଇ।) ମ୍‌ତର୍ ଶମିରଣୀୟ ଲକ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ସେ ଯିହୁଦି ମାନାଇକେ ଦ୍‌କ୍‌ଲାଇ, ସେ ତାର୍ ଗିନେ ଦୟାରେ ବିଗଳିତ୍ ଅଇଲା। ସେତାକ୍ ତାର୍ ଜ୍‌ତୁନ୍ କ୍‌ଲା ଆର୍ ତାର୍ ଗାଉ ଅଇଲାର୍ ସ୍‌ବୁ ସ୍‌ପା କ୍‌ଲା।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 9

“ତାର୍‌ହ୍‌ଚେ ସେ ଶମିରଣୀୟ ସେ ମାନାଇକେ ଉଟାଇ କ୍‌ରି ନିଜାର୍ ଗ୍‌ଧ ଉହ୍‌ରେ ବ୍‌ସାଇଲା ଆର୍ ତାକେ ର୍‌ସ୍ତାଲ୍‌ଗେ ହ୍‌ଣି ନିଜାର୍ ଗ୍‌ରେନିଲା ଜୁଇତି ସେ ତାର୍ ଜ୍‌ତୁନ୍ କ୍‌ଲା।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 10

“ଆରେ ଗଟ୍‌ଦିନ୍, ସେ ଶମିରୋଣୀୟ ମାନାଇ ତାର୍ ଜାତାର୍ ଦ୍‌କି ଲାଗ୍‌ଲା। ସେ ଗ୍‌ରାର୍ ଦାଇତ୍ ଲ୍‌ଗେ ରିଲା ମାନାଇକେ କ୍‌ତେକ୍ ଡାବୁ ଦେଇ କଇଲା, “ତାର୍ ଜ୍‌ତୁନ୍ କ୍‌ରା ଆର୍ ତୁମି ଯଦି ଆର୍‌ଟୁ ଅଦିକ୍ କର୍ଚ୍ଚ କ୍‌ରାସ୍, ତ୍‌ବେ ମୁଇ ଲେଉଟି ଆସ୍‌ତାବ୍‌ଳ୍ ସେ କ୍‌ର୍ଚ୍ଚକ୍‌ଲାର୍ ସ୍‌ବୁ ସୁଜି ଦେଇନ୍।”

27. ୨୭. ଶମିରୋଣୀୟର୍ ବ୍‌ଲା କ୍‌ତା — illustration 11

ତାର୍‌ହ୍‌ଚେ ଯୀଶୁ ସେ ବ୍ୟବସ୍ତା ଶାସ୍‌ତର୍ ପଣ୍ତିତ୍‌କେ ହ୍‌ଚାର୍‌ଲା, “ତୁଇ କାଇରି ବାବୁଲିସ୍? ଇତିନି ଲକାର୍ ବିତ୍‌ରେ କେ ଚର୍‌ମ୍‌ନ୍‌କାର୍ ହାବୁଳେ ହ୍‌ଳିରିଲା ଲ୍‌ଗାର୍ ଲକ୍ ଜାକେ ଚର୍‌ଲାଇ ଆର୍ ମାଡ୍ ମାର୍‌ଲାଇ? ସେ କଇଲା, “ଯେ ତାର୍ ଗିନେ ଦୟା ଦ୍‌କାଇ ରିଲା, ସେ।” ଯୀଶୁ ତାକେ କଇଲା, “ତୁମି ଜାହା ଆର୍ ସେନ୍‌କ୍‌ରି କ୍‌ରା।”

ବାଇବଲାର୍ ଗଟେକ୍ କ୍‌ତା: ଲୂକ ୧୦:୨୫-୩୭

Read in the reader

Free to use, adapt, and share under an open license (CC BY-SA 4.0).