26. ୨୬. ଯୀଶୁ ତାର୍ ସେବାକାମ୍ ଆରମ୍ କ୍ରେଦ୍
ଶଇତାନାର୍ ଦ୍ନ୍ଦା ଉହ୍ରେ ଜିତ୍ଲା ହ୍ଚେ, ଯୀଶୁ ପବିତ୍ର ଆତ୍ମାର୍ ଶ୍କ୍ତିୟେ ସେ ବାସା କ୍ର୍ରିଲା ଗାଲିଲି ଜିଲ୍ଲାକେ ବାଉଳି ଗ୍ଲା। ଯୀଶୁ ସିକ୍ଯା ଦେଇ ଜାଗାକେ ଜାଗା ଗ୍ଲା। ସ୍ବୁଲକ୍ ତାର୍ ବିଷୟେ ବ୍ଲ୍ ବିଷୟ୍ ବ୍ଲି କଇଲାଇ।
ଯୀଶୁ ଜୁଇ ନାଜରିତ ଲ୍ଗେ ନିଜେ ହିଲାବ୍ଳ୍ ହ୍ଣି ରେତିରିଲା, ସେ ଗାମ୍କେ ଗ୍ଲା। ରଇବାର୍ ଦିନ୍ ସେ ଉପାସନାର୍ ଜାହାକେ ଗ୍ଲା। ତାର୍ ଆତେ ନଳାକାର୍ ବହିରିଲି (ସେନ୍କାବ୍ଳ୍ ରିଲା ହ୍ର୍ନା ନିୟମ୍) ଦିଆ ଅଇଲି ଜ୍ନ୍କ୍ରି କି ସେ ଯିଶାଇୟ ବାବବାଦିର୍ ବହି ହଳ୍ତି। ଯୀଶୁ ନଳାକାର୍ ବହିକେ କଲ୍ଲା ସେତିର୍ କ୍ତେକ୍ ବିଷୟ ଲକ୍ମ୍ନ୍କାର୍ ଲ୍ଗେ ହଳ୍ଲା।
ଯୀଶୁ ହଳ୍ଲା, “ଇଶ୍ୱରାର୍ ତାର୍ ଆତ୍ମା ମକେ ଦିଲାଆଚେ ଜ୍ନ୍କ୍ରିକି ଦରିଦ୍ର ମ୍ନ୍କାର୍ ଲ୍ଗେ ସୁବ୍ କ୍ବର୍ ପର୍ଚାର୍, ବନ୍ଦିମ୍ନ୍କେ ମୁକ୍ତିର୍ ବିଷୟ୍, କାଣା ମ୍ନ୍କେ ଦ୍କ୍ତା ବିଷୟ, ଆର୍ ଉପଦ୍ରବ ହାଉତା ଲକ୍ମ୍ନ୍କେ ମୁକ୍ତି କ୍ର୍ତା ବିଷୟ୍ କଇନ୍। ଇରି ସଦାପ୍ରଭୁର୍ ଆଶ୍ରିବାଦାର୍ ବ୍ର୍ଷ।“
ତାର୍ହ୍ଚେ ଯୀଶୁ ବ୍ସ୍ଲା। ସ୍ବୁଲ୍ ତାକେ ସାମିହ୍ଚେ ଦ୍କ୍ଲାଇ। ଯୀଶୁ ଶାସ୍ତରେ ଜୁଇ ଅଂଶ୍ ହଳିରିଲା ସେରି ଖ୍ରୀଷ୍ଟକେ ପବିତ୍ର କ୍ର୍ତାର୍ ସେମ୍ନ୍ ଜାଣୁ ହାର୍ଲାଇ। ଯୀଶୁ କଇଲା, “ମୁଇ ଜୁଇ ବାକ୍ୟ ହଳ୍ଲେ ସେରି ଅବେ ଗଟୁଲି।“ ସ୍ବୁଲକ୍ କାବା ଅଇଲାଇ। ସେମ୍ନ୍ କଇଲାଇ, “ଇରି କାଇରି ଯୋଷେଫାର୍ ହଇସି ନାଇ?“
ତାର୍ହ୍ଚେ ଯୀଶୁ କଇଲା, “ଇରି ସ୍ତ୍ ଯେ କୁଇ ବାବବାଦି ହେଁ ନିଜାର୍ ଗାମେ ନ୍ରେତି। ଏଲିୟ ବାବବାଦିର୍ ସମୟେ ଇସ୍ରାଏଲ୍ ବିତ୍ରେ ଗାଦା ରାଣ୍ଡି ମାଇଜି ରିଲାଇ। ମ୍ତର୍ ଜ୍ଡେବ୍ଳ୍ ତିନିବ୍ର୍ଷ ଅଦା ଅଇ ନ୍କେରେ ସ୍ଡେବ୍ଳ୍ ଇଶ୍ୱର୍ ଏଲିୟକେ ଇସ୍ରାଏଲ୍ ଲ୍ଗେ ରିଲା କୁଇ ରାଣ୍ଡିର୍ ଲ୍ଗେ ହ୍ଟାଇ ନ୍କେରି ବିନ୍ ଦେଶେରିଲା ରାଣ୍ଡି ମ୍ନ୍କାର୍ ଲ୍ଗେ ହ୍ଟାଇରିଲା।”
ଯୀଶୁ କଇକ୍ରି ଗ୍ଲା, “ଆର୍ ଇଲିଶାୟ ବାବବାଦିର୍ ସମୟେ ଚର୍ମରଗ୍ ରିଲା ଗାଦା ଇସ୍ରାଏଲ୍ ଦେଶେ ରିଲାଇ। ମ୍ତର୍ ଇଲିଶାୟ ସେମ୍ନ୍କାର୍ ବିତ୍ରେ କାକେ ହେଁ ବ୍ଲ୍ କ୍ରିନ୍ରିଲା। ସେ ଇସ୍ରାଏଲ୍ ଦେଶାର୍ ଶ୍ତ୍ରୁ ଦେଶେ ଗଟେକ୍ ସେନାପତି ନାମାନକେ ଚର୍ମ ରଗ୍କେ ବ୍ଲ୍ କ୍ରିରିଲା। ଜୁଇ ଲକ୍ମ୍ନ୍ ଯୀଶୁର୍ କ୍ତା ଶୁଣ୍ତିରିଲାଇ ସେ ସ୍ବୁଲକ୍ ଯିହୁଦି ରିଲାଇ। ସେତାକ୍ ସେମ୍ନ୍ ଜ୍ଡେବ୍ଳ୍ ଇରି କ୍ଉତାର୍ ଶୁନ୍ଲାଇ, ସେମ୍ନ୍ ତାର୍ ଉହ୍ରେ ବେସିରିସା ଅଇ ରିଲାଇ।
ନାଜରିତ୍ ଗାମେ ରେତା ଲକେ ଉପାସନାର୍ ଜାଗାଇ ହ୍ଣି ଯୀଶୁକେ ବାର୍କ୍ରି ମାର୍ତା ଗିନେ ଗଟେକ୍ କ୍ଣ୍ଡିଲ୍ଗେ ହିଙ୍ଗ୍ତାର୍ ଗିନେ ସେତିକେ ଆନାଲାଇ। ମ୍ତର୍ ଲକ୍ମ୍ନ୍କାର୍ ଗହ୍ଳି ଦେଇ ଗ୍ଲା ଆର୍ ନାଜରିତ ସ୍ହର୍ ଚାଡ୍ଲା।
ତାର୍ହ୍ଚେ ଯୀଶୁ ଗାଲିଲି ଜିଲ୍ଲାକେ ଗ୍ଲା, ବେସି ଲକ୍ଗ୍ଉଳି ତାର୍ ଲ୍ଗେ ଆଇଲାଇ। ଜୁଇ ଲକ୍ମ୍ନ୍ ଦ୍କୁ ନ୍ହାର୍ତି ରିଲାଇ, ଇଣ୍ତକେ ନ୍ହାର୍ତି ରିଲାଇ, ଶୁଣୁକେ ନାହାର୍ତି ରିଲାଇ ଏମ୍କାର୍ ସ୍ବ୍କେ ସେମ୍ନ୍ ବେସି ରଗି ଆର୍ ଗ୍ଗାଳେମ୍ନ୍ ରଗି ଲକ୍ମ୍ନ୍କେ ଆନ୍ଲାଇ।
ବୁତ୍ ଡ୍ସ୍ଲା ଲକ୍ମ୍ନ୍କେ ଯୀଶୁର୍ ଲ୍ଗେ ଆଣ୍ତି ରିଲାଇ। ଯୀଶୁର୍ ଆଦେଶ୍ ଲ୍ଗେ ବୁତ୍ମ୍ନ୍ ଲକ୍ମ୍ନ୍କାର୍ ତ୍ଇହ୍ଣି ବାରି ଆସ୍ତି ରିଲାଇ, ଆର୍ ବେସି ସମୟେ ସେମ୍ନ୍ ବେଲ୍କି ଅଉତି ରିଲାଇ, “ତୁମି ଇଶ୍ୱରାର୍ ହଇସି!” ବେସିଲକ୍ କାବା କାବା ଅଉତି ରିଲାଇ ଆର୍ ଇଶ୍ୱରାର୍ ଉପାସନା କ୍ର୍ତି ରିଲାଇ।
ତାର୍ହ୍ଚେ ଯୀଶୁ ବାରଗଟ୍ ମାନାଇକେ ବାଚ୍ଲା ଜୁଇଲକେ ଇଶ୍ୱର୍ ହ୍ଟାଇଲା ଚେଲାବ୍ଲି କ୍ଉତି ରିଲାଇ। ଚେଲାମ୍ନ୍ ଯୀଶୁର୍ ସ୍ଙ୍ଗ୍ ଜାତି ରିଲାଇ ଆର୍ ତାର୍ତ୍ଇ ହ୍ଣି ଶିକ୍ତି ରିଲାଇ।
ବାଇବଲାର୍ ଗଟେକ୍ କ୍ତା: ମାଥିଉ ୪:୧୨-୨୫; ମାର୍କ ୧:୧୪-୧୫; ୩୫-୩୯; ୩:୧୩-୨୧; ଲୂକ ୪:୧୪-୩୦, ୩-୪୪
Free to use, adapt, and share under an open license (CC BY-SA 4.0).