25. ୨୫. ଶଇତାନ୍ ଯୀଶୁକେ ପରିକ୍ୟା କ୍ରେଦ୍
ଯୀଶୁ ଡୁବେନ୍ ନିଲା ସ୍ଙ୍ଗେ ସ୍ଙ୍ଗେ ପବିତ୍ର ଆତ୍ମା ତାକେ ବ୍ଟାଇ ଲ୍ଗେ ଇଣ୍ଡ୍ଲା ଗ୍ଲା, ଜୁଇତି ସେ ଚାଲିଶ୍ ଦିନ୍ ଆର୍ ଚାଲିଶ୍ ରାତି ଉପା ସନାକ୍ଲା। ତାର୍ହ୍ଚେ ଶଇତାନ୍ ଯୀଶୁର୍ ଲ୍ଗେ ଆଇଲି ଆର୍ ତାକେ ପାପ୍ କ୍ରାଉତା ଗିନେ କାବା କ୍ରାଉତି ରିଲି।
ଶଇତାନ୍ ଇରିକଇ ଯୀଶୁକେ କାବା କ୍ର୍ତିରିଲି, “ଯଦି ତୁଇ ଇଶ୍ୱରାର୍ ହଇସି, ଇ ଟେଳାକେ ରୁଟୀ ଅମ୍କେ ଆଦେଶ୍ କ୍ର୍!”
ଯୀଶୁ କଇଲା, “ଇଶ୍ୱରାର୍ ବାକ୍ୟ ଲ୍ଗେ ଲେକା ଆଚେ, ‘ ମାନାଇ ଅବ୍କା ରୁଟି ଦ୍ବାରା ବାଚି ନ୍କେରେ ମ୍ତର୍ ଇଶ୍ୱରାର୍ ଟଣ୍ଡାର୍ ସ୍ବୁ ବାକ୍ୟଇ ବାଚ୍ତି!”
ତାର୍ହ୍ଚେ ଶଇତାନ୍ ମନ୍ଦିରାର୍ ଉହ୍ରେ ନ୍ନେଇକ୍ରି ତାକେ କଇଲି, “ତୁଇ ଯଦି ଇଶ୍ୱରାର୍ ହଇସି, ତ୍ବେ ତ୍ଳେ ଡ୍ଗାଉ, କାଇତାକ୍ ଲେକାଆଚେ, ‘ ତର୍ ହାଦ୍ ଜ୍ନ୍କ୍ରି ଟେଳାଇ ନାହାଇ ଇତାର୍ ଗିନେ ସେମ୍ନ୍ ତର୍ଆତ୍ ଲ୍ଗେ ଦ୍ରୁକେ ଇଶ୍ୱର୍ ଦୁତ୍ ମ୍ନ୍କେ ଆଦେଶ୍ ଦେଇଦ୍।“
ମ୍ତର୍ ଯୀଶୁ ଶାସ୍ତର୍ ଉହ୍ରେ କ୍ରି ଶଇତାନ୍କେ କଇଲା। ସେ କଇଲା, “ଇଶ୍ୱରାର୍ ବାକ୍ୟ ଲ୍ଗେ, ସେ ତାର୍ ଲକ୍ମ୍ନ୍କେ ଆଦେଶ୍ ଦେଇଦ୍, ‘ ତୁମାର୍ ମାପ୍ରୁ ଅମାର୍ ଇଶ୍ୱର୍କେ ପରୀକ୍ଷା କ୍ରି ନ୍କେରେ।“
ତାର୍ହ୍ଚେ ଶଇତାନ୍ ଜଗତାର୍ ସ୍ବୁ ରାଇଜ୍ ଆର୍ ସେସ୍ବୁର୍ ଆତ୍ ଦ୍କାଇ କଇଲା, ”ତୁମି ଯଦି ମୁଣ୍ତିଆ ମାରି ମକେ ଜୁଆର୍ କ୍ରାସ୍ ତ୍ବେ ମୁଇ ଇସ୍ବୁ ତୁମୁକେ ଦେଇନ୍।”
ଯୀଶୁ ଉତ୍ତର୍ ଦେଇ କଇଲା, ଦୁରି ଅଉ ଶଇତାନ୍! ଇଶ୍ୱରାର୍ ବାକ୍ୟଲ୍ଗେ ଲକ୍ମ୍ନ୍କେ କ୍ଉଆ ଅଇଲିଆଚେ ‘ ତୁମି ମ୍ତର୍ ତୁମାର୍ ମାପ୍ରୁ ଇଶ୍ୱରାର୍ ହ୍କା ଉପାସନା କ୍ରାସ୍ ଆର୍ ତାର୍ସେବା କ୍ରାସ୍।“
ଯୀଶୁ ଶଇତାନାର୍ ପ୍ରଲୋଭନ୍ ଲ୍ଗେ ନିଜେ ନ୍ଦେଇ ରିଲା, ସେତାକ୍ ଶଇତାନ୍ ତାକେ ଚାଡି ଜାଇରିଲି। ତାର୍ହ୍ଚେ ଦୁତ୍ମ୍ନ୍ ଆସିକ୍ରି ଯୀଶୁର୍ ସେବା କ୍ଲାଇ।
ବାଇବଲାର୍ ଗଟେକ୍ କ୍ତା: ମାଥିଉ ୪:୧-୧୧; ମାର୍କ ୧:୧୨-୧୩; ଲୂକ ୪:୧-୧୩
Free to use, adapt, and share under an open license (CC BY-SA 4.0).