24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 1

ଯିଖରିୟ ଆର୍ ଇଲିଶାବେଥାର୍ ହଇସି ଯୋହନ୍ ବ୍‌ଡ୍‌ଅଇ ଗଟେକ୍ ବାବବାଦି ଅଇଲା। ସେ ବ୍‌ଟାଇ ବାସା କ୍‌ଲା, ବ୍‌ନ୍ ମ୍‌ଉ ଆର୍ କହାକାତି ରିଲା, ଓଟ ଚାମ୍‌ଳାର୍ ହ୍‌ଚିଆ ହିନ୍ଦ୍‌ତି ରିଲା।

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 2

ବେସିଲକ୍ ଯୋହନାର୍ କ୍‌ତା ଶୁଣ୍‌ତାର୍‌ ଗିନେ ବ୍‌ଟାକେ ଆସ୍‌ତି ରିଲାଇ। ସେ ସେମ୍‌ନ୍‌କେ ପର୍‌ଚାର୍ କ୍‌ରି କଇଲା, “ମ୍‌ନ୍ ବାଦ୍‌ଲାଉଆ, କାଇତାକ୍ ଇଶ୍ୱରାର୍ ରାଇଜ୍ ଲ୍‌ଗେ ଆଇଲିବେ!”

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 3

ଲକ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ଯୋହନାର୍ କ୍‌ତା ଶୁନ୍‌ଲାଇ, ସେମ୍‌ନ୍‌କାର୍ ବିତ୍‌ରେ ବେସି ସେମ୍‌ନ୍‌କାର୍ ପାପେହ୍‌ଣି ନିକଅଇ ଲାଇ, ଆର୍ ଯୋହନ୍ ସେମ୍‌ନ୍‌କେ ଡୁବେନ୍ ଦିଲା। ବେସି ଦ୍‌ର୍‌ମ୍ ନେତାମ୍‌ନ୍‌ ହେଁ ଯୋହନାର୍ ଦ୍ବାରା ଡୁବେନ୍ ଅଉତାର୍ ଗିନେ ଆଇଲାଇ, ମ୍‌ତର୍ ସେମ୍‌ନ୍ ମ୍‌ନ୍ ବାଦ୍‌ଲାଇ ନ୍‌ରିଲାଇ କି ସେମ୍‌ନ୍‌କାର୍ ପାପ୍ ମାନି ନ୍‌ରିଲାଇ।

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 4

ଯୋହନ୍ ସେ ଦ୍‌ର୍‌ମ୍ ନେତାମ୍‌ନ୍‌କେ କଇଲା, “ହେ କାଳ୍ ସାହାର୍ ବ୍‌ଉଶ୍! ବାବିଦ୍‌କା ଆର୍ ତୁମାର୍ ମ୍‌ନ୍‌କାର୍ ଚାଲିଚଳନ୍ ବାଦ୍‌ଲାଉଆ। ଜୁଇ ଗ୍‌ଚ୍ ହେଁ ବ୍‌ଲ୍ ହ୍‌ଳ୍ ନ୍‌ହେଳେ ତାକେ କାଟା ଅଇଦ୍ ଆର୍ ଜୟେ ହ୍‌ଡାାଇଦ୍।“ ବାବବାଦିମ୍‌ନ୍ ଜୁଇରି ଜୁଇରି ତାକାର୍ ବିଷୟେ କଇରିଲାଇ ଯୋହନ୍ ସେରି ହୁରାକ୍‌ଲା, “ଦ୍‌କା, ମୁଇ ତୁମାର୍ ଆଗେ ମର୍ ଦୁତ୍ ମ୍‌ନ୍‌କେ ହ୍‌ଟାମ୍‌ଲେ ଯେ ତୁମାର୍ ବାଟ୍ ତିଆର୍ କ୍‌ରେଦ୍।

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 5

କ୍‌ତେକ୍ ଯିହୁଦିମ୍‌ନ୍ ଯୋହନ୍‌କେ ସେ ଖ୍ରୀଷ୍ଟ କି ବ୍‌ଲି ହ୍‌ଚାର୍‌ଲାଇ। ଯୋହନ୍ କଇଲା, “ମୁଇ ଖ୍ରୀଷ୍ଟ ନଇ, ମ୍‌ତର୍ ମର୍‌ହ୍‌ଚେ ଯେ ଏକ୍‌ଲା ଆସୁଲା। ସେ ବେସି ବ୍‌ଡ୍ ଯେ ତାର୍ ହାଣ୍ଡାଇ ଡର୍ କାଡୁକେ ମୁଇ ଯଗ୍ଯ ନାଇ।”

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 6

ହର୍‌ଦିନ୍ ଯୋହନାର୍ ଦ୍ବାରା ଡୁବେନ୍ ନେତାର୍‌ଗିନେ ଯୀଶୁ ଆଇଲା। ଯୋହନ୍ ଜ୍‌ଡେବ୍‌ଳ୍ ତାକେ ଦ୍‌କ୍‌ଲା, ସେ କଇଲା, “ଆକେ ଦ୍‌କା! ଇଶ୍ୱରାର୍ ମେଣ୍ଢା ଗ୍‌ଉଳିଆ ଯେ ଜଗତାର୍ ପାପ୍ ସ୍‌ବୁ ବଇକ୍‌ରି ନେଇଦ୍।”

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 7

ଯୋହନ୍ ଯୀଶୁକେ କଇଲା, ତକେ ଡୁବେନ୍ ଦେତାର୍ ଗିନେ ମର୍ ଅଦିକାର୍ ନାଇ। ମ୍‌ତର୍ ତୁଇ ମକେ ଡୁବେନ୍ ଦେତା ଦ୍‌ର୍‌କାର୍।“ ମ୍‌ତର୍ ଯୀଶୁ କଇଲା, “ତୁଇ ମକେ ଡୁବେନ୍ ଦେତା ଦ୍‌ର୍‌କାର୍, କାଇତାକ୍ ଅନ୍‌କ୍‌ରି ହ୍‌କା ସ୍‌ବୁ ଦ୍‌ର୍‌ମ୍ ହୁରା ଅଇଦ୍ ସେତାକ୍ ଯୋହନ୍ ତାକେ ଡୁବେନ୍ ଦିଲା, ଦ୍‌କା ଯୀଶୁ କ୍‌ବେ ହେଁ ପାପ୍ କ୍‌ରି ନ୍‌ରିଲା।

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 8

ଡୁବେନ୍ ନିଲାହ୍‌ଚେ ଜ୍‌ଡେବ୍‌ଳ୍ ଯୀଶୁ ହାଣି ଲ୍‌ଗେହ୍‌ଣି ଉଟି ଆଇଲା, ଇଶ୍ୱରାର୍ ଆତ୍ମା ଗଟେକ୍ ହାରୁଆ ହର୍ ଦ୍‌କାଇ ଅଇଲି ଆର୍ ଇରି ତ୍‌ଳେ ଆସି ତାର୍ ଉହ୍‌ରେ ବ୍‌ସ୍‌ଲି। ସ୍‌ଡେବ୍‌ଳ୍, ଇଶ୍ୱରାର୍ ସ୍‌ବ୍‌ଦ ଆକାଶେ ହ୍‌ଣି ଶୁଣ୍‌ଲାଇ ଆର୍ କଇଲାଇ, “ତୁଇ ଅମାର୍ ଲାଡାର୍ ହିଲା ଜାର୍‌ତ୍‌ଇ ଅମାର୍ ସ୍‌ବୁ ଶାନ୍‌ତି ଆଚେ।“

24. ୨୪. ଯୋହନ୍ ଯୀଶୁକେ ଡୁବେନ୍ ଦେଇଦ୍ — illustration 9

ଇଶ୍ୱର୍ ଯୋହନ୍‌କେ କଇଲା ତୁଇ ଯାକେ ଡୁବେନ୍ ଦେସି ତାର୍ ଉହ୍‌ରେ ପବିତ୍‌ର ଆତ୍ମା ଆସେଦ୍ ଆର୍ ରେଇଦ୍। ସେ ମାନାଇ ଇଶ୍ୱରାର୍ ହଇସି ଅଉତି।“ ମ୍‌ତର୍ ଗଟେକ୍ ସେ ଇଶ୍ୱର୍ ଆଚେ। ମ୍‌ତର୍ ଯୋହନ୍ ଜ୍‌ଡେବ୍‌ଳ୍ ଯୀଶୁକେ ଡୁବେନ୍ ଦିଲା, ସେ ଉବା କ୍‌ତା କ୍‌ଉତି ରିଲାର୍ ଶୁନ୍‌ଲା, ଇଶ୍ୱରାର୍ ହଇସି ଯୀଶୁକେ ଦ୍‌କ୍‌ଲାଇ, ଆର୍ ପବିତ୍‌ର ଆତ୍ମାକେ ଦ୍‌କ୍‌ଲାଇ।

ବାଇବଲାର୍ ଗଟେକ୍ କ୍‌ତା: ମାଥିଉ ୩:୯-୧୧ ଲୂକ ୩:୧-୨୩

Read in the reader

Free to use, adapt, and share under an open license (CC BY-SA 4.0).