23. ୨୩. ଯୀଶୁର୍ ଜ୍‌ଲମ୍

23. ୨୩. ଯୀଶୁର୍ ଜ୍‌ଲମ୍ — illustration 1

ଯଶେଫ୍ ନାଉର୍ ଗଟେକ୍ ଦ୍‌ର୍‌ମାର୍ ମାନାଇ ସ୍‌ଙ୍ଗ୍ ମରିୟମାର୍ ବିବା ମାଗ୍‌ନି ଅଇରିଲି। ମରିୟମ୍ ଗର୍ବବତୀ ଆଚେ ବ୍‌ଲି ସେ ଜ୍‌ଡେବ୍‌ଳ୍ ଜାନ୍‌ଲା, ସେ ଜାଣିରିଲା ଇ ହିଲା ତାର୍ ନଇ। ସେ ମରିୟମ୍‌କେ ଲାଜ୍ କ୍‌ରୁକେ ଇଚା ନ୍‌କେଲା, ସେତାକ୍ ସେ ଲୁକ୍‌ଣେ ତାକେ ଚାଡ୍‌ହ୍‌ତାର୍ ଦେତାର୍ ଗିନେ ଯଜ୍‌ନା କ୍‌ଲା। ସେ ସେରି କ୍‌ର୍‌ତା ଆଗେ ଗଟେକ୍ ଦୁତ୍ ତାର୍ ଲ୍‌ଗେ ଆସି ଚ୍‌ହ୍‌ନେ ତାକେ କଇଲି।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 2

ଦୁତ୍ କଇଲି, “ଯୋଷେଫ୍ ତର୍ ମାଇଜି ମରିୟମ୍‌କେ ନେତାର୍ ଗିନେ ଡିର୍‌ନାଇ। ତାର୍ ହେଟେ ରିଲା ହିଲା ପବିତ୍‌ର ଆତ୍ମାଇହ୍‌ଣି ଅଇଆଚେ। ସେ ଗଟେକ୍ ହିଲାକେ ଜ୍‌ଲମ୍ ଦେଇଦ୍। ତାର୍ ନାଉ ଯୀଶୁ ଦିଆସ୍ (ଜାର୍ ଅର୍ତ “ସଦାପ୍ରଭୁ ର୍‌କ୍ଯା କ୍‌ରେଦ୍“) କାଇତାକ୍ ସେ ଲକ୍‌ମ୍‌ନ୍‌କେ ସେମ୍‌ନ୍‌କାର୍ ପାପେ ହ୍‌ଣି ଉଦାର୍ କ୍‌ରେଦ୍।“

23. ୨୩. ଯୀଶୁର୍ ଜ୍‌ଲମ୍ — illustration 3

ସେତାକ୍ ଯୋଷେଫ୍ ମରିୟମ୍‌କେ ବିବା ଅଇଲା ଆର୍ ତାକେ ମାଇଜ୍ ବ୍‌ଲି ଇଚାକ୍‌ରି ନିଜାର୍ ଗ୍‌ରେନିଲା ମ୍‌ତର୍ ସେ ହିଲା ଜ୍‌ଲମ୍ ନ୍‌ଉଁତା ହ୍‌ତେକ୍ ତାର୍ ସ୍‌ଙ୍ଗ୍ ସଇ ନ୍‌କେଲା।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 4

ଜ୍‌ଡେବ୍‌ଳ୍ ମରିୟମ୍‌କେ ହିଲା ଜ୍‌ଲମ୍ କ୍‌ର୍‌ତା ସ୍‌ମୟ୍ ଆଇଲି, ରୋମିୟ ସ୍‌ର୍‌କାର୍ ସ୍‌ବୁଲକେ ନିଜାର୍ ନିଜାର୍ ସ୍‌ବୁ ଗାମେ ଜାଇ ଲକ୍ ଗ୍‌ଣ୍‌ତାତ୍‌ଇ ଯଗ୍‌ଦେମ୍‌କେ କଇଲାଇ। ଯୋଷେଫ୍‌ ଆର୍ ମରିୟମ୍ ବାସା କ୍‌ରିରିଲା ନାଜରିତେ ହ୍‌ଣି ଦୁରି ଜାଇକ୍‌ରି ବେଥ୍‌ଲିହିମେ ଜ୍‌ମ୍‌କେ ହ୍‌ଳିରିଲି କାଇତାକ୍ ସେମ୍‌ନ୍‌କାର୍ ଆଗାର୍ ହୁର୍‌ବାର୍ ଦାଉଦାର୍ ନିଜାର୍ ସ୍‌ହର୍ ବେଥ୍‌ଲିହିମ୍ ରିଲି।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 5

ସେମ୍‌ନ୍ ଜ୍‌ଡେବ୍‌ଳ୍ ବେଥ୍‌ଲିହିମ୍ ଲ୍‌ଗେ ହଚ୍‌ଲାଇ, ସେମ୍‌ନ୍‌କେ ରେମ୍‌କେ ଜାଗା ନ୍‌ରିଲି। ଗାଇରେତା ଗ୍‌ରେ ହ୍‌କା ସେମ୍‌ନ୍ ଜାଗା ହାଇରିଲାଇ। ହିଲା ସେତି ଜ୍‌ଲମ୍ ଅଇରିଲା ଆର୍ ତାର୍ ଆଇସି ତାକେ କାତା କୁଣ୍ଡ୍‌ଲ୍‌ଗେ ସଳାଇରିଲି, ଜ୍‌ନ୍‌କ୍‌ରି ତାକେ ସଳାଉତାର୍‌ ଗିନେ ସେମ୍‌ନ୍‌କାର୍ ଅଚ୍‌ନା ନ୍‌ରିଲି। ସେମ୍‌ନ୍ ତାକେ ଯୀଶୁ ନାଉ ଦିଲାଇ।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 6

ସେ ରାତି ଗଟେକ୍ ବାଳ୍‌ଲ୍‌ଗେ କ୍‌ତେକ୍ ମେଣ୍ଢା ଗ୍‌ଉଳୀଆ ସେମ୍‌ନ୍‌କାର୍ ମେଣ୍ଢା ଶାଳ୍‌କେ ଜାଗ୍‌ତି ରିଲାଇ। ହଟାତ୍ ଗଟେକ୍ ଉଜାଳ୍ ଅଇକ୍‌ରି ଦୁତ୍ ସେମ୍‌ନ୍‌କାର୍ ଲ୍‌ଗେ ଆଇଲି, ଆର୍ ସେମ୍‌ନ୍ ଡିର୍‌ଲାଇ। ଦୁତ୍ କଇଲି, “ଡିରାନାଇ, କାଇତାକ୍ ତୁମାର୍ ଗିନେ ମର୍ ଲ୍‌ଗେ ଗଟେକ୍ ସୁବ୍ କ୍‌ବର୍ ଆଚେ। ମାପ୍‌ରୁ ଖ୍ରୀଷ୍ଟ ବେଥ୍‌ଲିହିମ୍ ଗାମେ ଜ୍‌ଲମ୍ ଅଇଲା ଆଚେ!”

23. ୨୩. ଯୀଶୁର୍ ଜ୍‌ଲମ୍ — illustration 7

“ସେ ହିଲାକେ କ୍‌ଜା, ଆର୍ ତୁମିମ୍‌ନ୍ ତାକେ ଗାଇଶାଳାର୍ କୁଣ୍ତେ ହ୍‌ଚିଆଇ ଗୁଳିଆଇ ଅଇରିଲା ଆର୍ ଶଇରିଲାର୍ ଦ୍‌କାସ୍।”ହଟାତ୍ ସ୍‌ର୍ଗାର୍ ଦୁତ୍ ମ୍‌ନ୍‌କାର୍ ଦ୍ବାରା ବ୍‌ର୍‌ତି ଅଇଗ୍‌ଲା ଆର୍ ଇଶ୍ୱରାର୍ ସ୍‌ରାଦା କ୍‌ଲାଇ ଆର୍ କଇଲାଇ, “ସ୍‌ବୁଲକ୍ ଇଶ୍ୱରାର୍ ମହିମା ଆର୍ ପୁର୍‌ତିବି ଲ୍‌ଗେ ତାର୍ ମାନାଇ ମ୍‌ନ୍‌କାର୍ ବିତ୍‌ରେ ଶାନ୍‌ତି!”

23. ୨୩. ଯୀଶୁର୍ ଜ୍‌ଲମ୍ — illustration 8

ମେଣ୍ଢା ଗ୍‌ଉଳିଆମ୍‌ନ୍ ବେଗି ଯୀଶୁ ଜୁଇତି ରିଲା ସେଜାଗାଇ ହଚ୍‌ଲାଇ ଆର୍ ସେମ୍‌ନ୍ ତାକେ ଦୁତ୍ କଇଲା ଅନୁସାରେ ଗାଇଶାଳାର୍ କୁଣ୍ତେ ସଇରିଲାର୍ ଦ୍‌କ୍‌ଲାଇ। ସେମ୍‌ନ୍ ବେସି ସ୍‌ର୍‌ଦା ଅଇଲାଇ। ମେଣ୍ଢା ଗ୍‌ଉଳିଆମ୍‌ନ୍ ବ୍‌ଟାଇ ହଚ୍‌ଲାଇ ଜୁଇତି ସେମ୍‌ନ୍‌କାର୍ ମେଣ୍ଢା ରିଲାଇ ଆର୍ ସେମ୍‌ନ୍ ଜୁଇସ୍‌ବୁ ଶୁଣି ରିଲାଇ ଆର୍ ଦ୍‌କି ରିଲାଇ ସେତାର୍ ଗିନେ ଇଶ୍ୱରାର୍ ସ୍‌ର୍‌ଦା କ୍‌ର୍‌ତି ରିଲାଇ।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 9

ଅଳକ୍ ସମଯ୍ ହ୍‌ଚେ, ପୁର୍‌ବ ଦେଶେହ୍‌ଣି ଆସିରିଲା ପଣ୍ଡିତ୍ମ୍‌ନ୍ ଆକାଶେ ଗଟେକ୍ ଅସ୍ୱାଭାବିକ ତାରା ଦ୍‌କ୍‌ଲାଇ। ସେମ୍‌ନ୍ ମ୍‌ନ୍‌ବିତ୍‌ରେ ଜାଣ୍‌ଲାଇ ଯେ ଯିହୁଦିମ୍‌ନ୍‌କାର୍ ନ୍‌ଉଆ ର୍‌ଜା ଜ୍‌ଲମ୍ ଅଉତା ବିଷୟେ ଇରି ବୁଜାଉତି ରିଲି। ସେତାକ୍ ସେମ୍‌ନ୍ ଇ ର୍‌ଜାକେ ଦ୍‌କ୍‌ତାର୍‌ ଗିନେ ବେସିଦୁରି ହ୍‌ଣି ଇଣ୍ଡି ଆଇଲାଇ। ସେମ୍‌ନ୍ ବେଥ୍‌ଲିହିମ୍‌କେ ଆଇଲାଇ ଆର୍‌ ଯୀଶୁ ଆର୍ ତାର୍ ଆଇସି ଉବାସି ଜୁଇ ଗ୍‌ରେ ରେତିରିଲାଇ ସେ ଗ୍‌ର୍‌କେ ମିଳାଇ ଲାଇ।

23. ୨୩. ଯୀଶୁର୍ ଜ୍‌ଲମ୍ — illustration 10

ପଣ୍ଡିତ୍‌ମ୍‌ନ୍ ଜ୍‌ଡେବ୍‌ଳ୍ ଯୀଶୁକେ ତାର୍ ଆସିର୍ ସ୍‌ଙ୍ଗ୍ ଦ୍‌କ୍‌ଲାଇ, ସେମ୍‌ନ୍ ମୁଣ୍ଡିଆମାରି ତାକେ ଜୁଆର୍ କ୍‌ଲାଇ। ସେମ୍‌ନ୍ ଯୀଶୁକେ ବେସି ଦାମାର୍ ଇନାମ୍ ଦିଲାଇ। ତାର୍‌ହ୍‌ଚେ ସେମ୍‌ନ୍ ନିଜାର୍ ଗ୍‌ରେ ଲେଉଟି ଆଇଲାଇ।

ବାଇବଲାର୍ ଗଟେକ୍ କ୍‌ତା: ମାଥିଉ ୧; ଲୂକ ୨

Read in the reader

Free to use, adapt, and share under an open license (CC BY-SA 4.0).