22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 1

ଆଗେ, ଇଶ୍ୱର୍ ତାର୍ ଲକ୍‌ମ୍‌ନ୍‌କେ ତାର୍ ଦୁତ୍‌ମ୍‌ନ୍‌କେ ଆର୍‌ ବାବବାଦି ମ୍‌ନ୍‌କାର୍ ଦ୍ବାରା କ୍‌ତା କଇରିଲା। ମ୍‌ତର୍ ୪୦୦ ବର୍ଷ ବିତିଗ୍‌ଲି ମ୍‌ତର୍ ଅବେ ହ୍‌ତେକ୍ ସେ ସେମ୍‌ନ୍‌କେ କ୍‌ତା କଇ ନ୍‌କେରେ। ହଟାତ୍ ଗଟେକ୍ ଦୁତୁ ଇଶ୍ୱରାର୍ ତ୍‌ଇହ୍‌ଣି ଗଟେକ୍ କବୁର୍ ନେଇ ଯିଖରିୟ ନାଉର୍ ଗଟେକ୍ ବୁଡା ଯାଜକାର୍ ଲ୍‌ଗେ ଆଇଲା। ଯିଖରିୟ ଆର୍ ତାର୍ ମାଇଜି ଇଲିଶାବେଥ ଇଶ୍ବର୍ ପରାୟଣ୍ ଲକ୍ ରିଲାଇ, ମ୍‌ତର୍‌ ସେ ହିଲା ଜ୍‌ଲମ୍ କ୍‌ର୍‌ତାର୍ ଗିନେ ଅକ୍ୟମ୍ ରିଲି।

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 2

ଦୁତ୍ ଯିଖରିୟକେ କଇଲା, “ତର୍ ମାଇଜି ଗଟେକ୍ ହିଲାକେ ଜ୍‌ଲମ୍ କ୍‌ରେଦ୍। ତୁମି ତାକେ ଯୋହନ୍ ବ୍‌ଲି ନାଉ ଦିଆସ୍। ସେ ପବିତ୍‌ର ଆତ୍ମାଲ୍‌ଗେ ହୁରାଅଇଦ୍ ଆର୍ ଖ୍ରୀଷ୍ଟର୍ ଗିନେ ଲକ୍‌ମ୍‌ନ୍‌କେ ରେଡି କ୍‌ରେଦ୍। ଯିଖରିୟ ଉତ୍ତର୍ ଦେଇ କଇଲା, “ମର୍ ମାଇଜି ଯେ ହିଲାଜ୍‌ଲମ୍ କ୍‌ର୍‌ତାର୍ ଗିନେ ବେଶି ବୁଡା ଅଇଲୁବେ! ଇରି ଅଇଦ୍ ବ୍‌ଲି ମୁଇ କ୍‌ନ୍‌କ୍‌ରି ଜାଣିନ୍?“

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 3

ଦୁତ୍ ଯିଖରିୟକେ କଇଲା, “ଇ ସୁବ୍ କ୍‌ବର୍ ତୁମୁକେ କ୍‌ଉତାର୍‌ ଗିନେ ମକେ ଇଶ୍ୱର୍ ହ୍‌ଟାଇଲା ଆଚେ। ଜ୍‌ନ୍‌କ୍‌ରି ତୁମି ମର୍‌ତ୍‌ଇ ବିଶ୍ୱାସ୍ ନ୍‌କେଲାସ୍ ସେତାକ୍ ହିଲା ଜ୍‌ଲମ୍ ନ୍‌ଉଁତା ହ୍‌ତେକ୍ ତୁଇ ଟଣ୍ଡ୍‌ଅମ୍ ନ୍‌ହାର୍‌ସି।” ସେଦାରେ ଯିଖରିୟ କ୍‌ତା ଅମ୍‌କେ ବ୍‌ନ୍ଦ୍ ଅଇଲି। ତାର୍ ହ୍‌ଚେ ସେ ଦୁତ୍ ତାକେ ଚାଡି ବାରିଗ୍‌ଲି। ଇତାର୍ ହ୍‌ଚେ, ଯିଖରିୟ ଗ୍‌ରେ ଲେଉଟି ଗ୍‌ଲା ଆର୍ ତାର୍ ମାଇଜି ଗର୍ଭବତୀ ଅଇଲି।

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 4

ଇଲିଶାବେଥ୍‌ ଜ୍‌ଡେବ୍‌ଳ୍ ଛ ମାସାର୍‌ ଗର୍ଭବତୀ ରିଲି, ସେ ଦୁତ୍ ଇଲିଶାବେଥକେ ନିଜାର୍ ଲକ୍, ଜାଣାଇ ଅଇଲାଇ ଜାର୍ ନାଉ ମରିୟମ୍ ରିଲି। ସେ ଗଟେକ୍ ଡିଣ୍ଡାଟକି ରିଲି ଆର୍ ଯଷେପ୍ ନାଉର୍‌ ଗଟେକ୍ ମାନାଇକେ ବିବା କ୍‌ର୍‌ତାର୍‌ ଗିନେ ମାଗ୍‌ନି କ୍‌ରିରିଲାଇ। ଦୁତ୍ କଇଲା, “ତୁଇ ଗର୍ବବତୀ ଅଇକ୍‌ରି ଗଟେକ୍ ହିଲା ଜ୍‌ଲମ୍ କ୍‌ର୍‌ସି। ତୁମି ତାକେ ଯୀଶୁ ନାଉ ଦିଆସ୍। ସେ ସ୍‌ବୁ ପରିସ୍ଥ ଇଶ୍ୱରାର୍ ହଇସି ଅଇଦ୍ ଆର୍ ସ୍‌ବୁବ୍‌ଳ୍ ଶାସନ୍ କ୍‌ରେଦ୍।”

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 5

ମରିୟମ୍ ଉତ୍ତର୍ ଦେଇ କଇଲି, “ଅନ୍ କ୍‌ନ୍‌କ୍‌ରି ଅଇଦ୍, ଜ୍‌ନ୍‌କ୍‌ରି ମୁଇ ଗଟେକ୍ ଡିଣ୍ଡା ଦ୍‌ଙ୍ଗ୍‌ଳି?” ଦୂତ୍ ବୁଜାଇ କ୍‌ରି କଇଲି, “ପବିତ୍‌ର ଆତ୍ମା ତର୍ ଉହ୍‌ରେ ଉତ୍‌ରେଦ୍, ଆର୍ ଇଶ୍ୱରାର୍ ଶ୍‌କ୍‌ତି ତକେ ଦ୍‌ରେଦ୍। ସେତାକ୍ ସେ ହିଲା ପବିତ୍‌ର ଆର୍ ଇଶ୍ୱରାର୍ ହଇସି ଅଇଦ୍।“ ଦୁତ୍‌ ତାକେ ଜୁଇରି କଇରିଲି ମରିୟମ୍ ସେରି ବିଶ୍ବାସ୍ କ୍‌ରି ମାନ୍‌ଲି।

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 6

ଦୂତ୍ ମରିୟମ୍‌କେ କଇଲା ହ୍‌ଚେ, ସେ ଜାଇକ୍‌ରି ଇଲିଶାବେଥକେ ଗ୍‌ଲାଇ। ଇଲିଶାବେଥ୍ ମରିୟମକେ ଜୁଆର୍ ଶୁନ୍‌ଲା ଦାହ୍‌ରେ ଇଲିଶାବେଥ୍ ହେଟେରିଲା ହିଲା କୁଲ୍ କୁଲ୍ ଅଇଲା। ସେମ୍‌ନ୍‌କାର୍ ଗିଗେ ଇଶ୍ୱର୍ ଜୁଇରି କ୍‌ରିରିଲା ସେ ବିଷୟ୍‌କେ ଏତାଇ କ୍‌ରି ଟକିମ୍‌ନ୍ ଗଟେତ୍‌ଇ ସ୍‌ର୍‌ଦା କ୍‌ଲାଇ। ମରିୟମ୍ ଇଲିଶାବେଥ୍‌କେ ମିସିକ୍‌ରି ତିନିମାସ୍ ହ୍‌ଚେ ମରିୟମ୍ ଗ୍‌ର୍‌କେ ଲେଉଟି ଗ୍‌ଲାଇ।

22. ୨୨. ଡୁବେନ୍ ଯୋହନାର୍ ଜ୍‌ଲମ୍ — illustration 7

ଇଲିଶାବେଥ୍ ତାର୍ ହିଲାକେ ଜ୍‌ଲମ୍ କ୍‌ଲାଉତାରେ, ଯିଖରିୟ ଆର୍ ଇଲିଶାବେଥ୍, ଦୂତାର୍ ଆଦେଶ୍ ଦେଇରିଲା ଅନୁଜାଇ ସେ ହିଲାକେ ଯୋହନ୍ ନାଉଁ ଦିଲାଇ। ତାର୍‌ହ୍‌ଚେ ଇଶ୍ୱର୍ ଯିଖରିୟକେ କ୍‌ତା କ୍‌ଉତାର୍‌ ଗିନେ ଆରେଗଟ୍ ତର୍‌ ଇଚା କ୍‌ରାଇଲା। ଯିଖରିୟ କଇଲା, “ଇଶ୍ୱରାର୍ ପ୍ରଶଂସା ଅ୍ଉଅ, କାଇତାକ୍ ସେ ନିଜାର୍ ଲକ୍‌ମ୍‌ନ୍‌କେ ଏତାଇ ଆତ୍‌ତି!” ମର୍ ହିଲା, ତୁମିକେ ସ୍‌ବୁତ୍‌ଇ ଇଶ୍ୱରାର୍ ଭାବବାଦି ବ୍‌ଲି କୁଦା ଅଇଦ୍ ଯେ କ୍‌ନ୍‌କ୍‌ରି ଲକ୍‌ମ୍‌ନ୍ ସେମ୍‌ନ୍‌କାର୍ ପାପାର୍ ଗିନେ କେମା ହାଉତି ସେରି ସେ ସେମ୍‌ନ୍‌କେ କଇଦ୍।

ବାଇବଲାର୍ ଗଟେକ୍ କ୍‌ତା: ଲୂକ ୧

Read in the reader

Free to use, adapt, and share under an open license (CC BY-SA 4.0).