21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 1

ଆଗେହ୍‌ଣି ହ୍‌କା ଇଶ୍ୱର୍ ଖ୍ରୀଷ୍ଟକେ ହ୍‌ଟାଉତାର୍‌ ଗିନେ ଯଜ୍‌ନା କ୍‌ରିରିଲା। ଖ୍ରୀଷ୍ଟର୍ ବିଷୟେ ହ୍‌ର୍‌ତୁ ହ୍‌ର୍‌ମାଣ୍ ଆଦମ୍ ଆର୍ ହବାର୍ ଲ୍‌ଗେ ଆସିରିଲା। ଇଶ୍ୱର୍ ହ୍‌ର୍‌ମାଣ୍ କ୍‌ଲା ଯେ ହବାର୍ ବ୍‌ଉଁଶାର୍ ଏକ୍‌ଲା ଜ୍‌ଲମ୍ କ୍‌ରେଦ୍ ଯେ ସାହାର୍ ମୁଣ୍ଡ୍‌କେ ଚୂର୍ନ କ୍‌ରେଦ୍। ହବାକେ ଜୁଇ ସାହ୍ କାବାକ୍‌ରି ରିଲି ସେ ଶଇତାନ୍ ରିଲି। ହ୍‌ର୍‌ମାଣାର୍ ଅର୍ତ ରିଲି ଯେ ଖ୍ରୀଷ୍ଟ ଶଇତାନ୍‌କେ ପୁରାପୁରି ବାବେ ପରାସ୍ତ କ୍‌ରେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 2

ଇଶ୍ୱର୍ ଅବ୍ରାମ୍‌କେ ହ୍‌ର୍‌ମାଣ୍ କ୍‌ରି କଇରିଲା ଯେ ତାର୍ ଦ୍ବାରା ପୁର୍‌ତିବିର୍ ସ୍‌ବୁ ଲକ୍‌ମ୍‌ନ୍ଦା ଆଶ୍‌ରିବାଦ୍ ହାଉତି। ଇ ଆଶ୍‌ରିବାଦ୍ ହୁରା ଅଇଦ୍ ଜ୍‌ଡେବ୍‌ଳ୍ ଖ୍ରୀଷ୍ଟ ବବିଷ୍ଯତ୍‌ରେ ଗଟେଦିନ୍ ଆସେଦ୍। ପୁର୍‌ତିବିରେ ରେତା ସ୍‌ବୁ ଲକ୍‌ମ୍‌ନ୍ ଉଦାର୍ ହାଉତାର୍ ଗିନେ ସେ ଇରି ଯଜ୍‌ନା କ୍‌ରେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 3

ଇଶ୍ୱର୍ ମୋଶାକେ ହ୍‌ର୍‌ମାଣ୍ କ୍‌ରି କଇଲା ଯେ ବବିଷ୍ଯତ୍‌ରେ ସେ ମୋଶାର୍ ହର୍ ଗଟେକ୍ ବାବବାଦିକେ ଟିଆ କ୍‌ରେଦ୍। ଖ୍ରୀଷ୍ଟର୍ ବିଷୟେ ଇରି ବିନ୍ ଗଟେକ୍ ହ୍‌ର୍‌ମାଣ୍ ଯେ ଆସ୍‌ତା ଦିନ୍‌ମ୍‌ନ୍‌କେ ଦିନେକ୍ ଆସେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 4

ଇଶ୍ୱର୍ ର୍‌ଜା ଦାଉଦ୍‌କେ ହ୍‌ର୍‌ମାଣ୍ କ୍‌ରିଲା ଯେ ତାର୍ ବ୍‌ଉଁଶାର୍‌ ଲକ୍‌ମ୍‌ନ୍‌କାର୍ ବିତ୍‌ରେ ଗଟେକ୍ ଇଶ୍ୱରାର୍ ଲକ୍‌ମ୍‌ନ୍‌କାର୍ ଗିନେ ସ୍‌ବୁ ଦିନାର୍‌ ଗିନେ ର୍‌ଜା ଅଇଦ୍। ସେରି ଅନ୍‌କ୍‌ରି ବୁଜାଇଦ୍ ଯେ ଖ୍ରୀଷ୍ଟ ର୍‌ଜା ଦାଉଦାର୍ ବ୍‌ଉଁଶାର୍‌ ଲକ୍‌ମ୍‌ନ୍‌କାର୍ ବିତ୍‌ରେ ଏକ୍‌ଲା ଅଇଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 5

ଯିରିମିୟ ବାବବାଦିର୍ ଦ୍ବାରା ଇଶ୍ୱର୍ ହ୍‌ର୍‌ମାଣ୍ କ୍‌ଲା ଯେ ସେ ଗଟେକ୍ ନ୍‌ଉଆ ନିୟମ୍ କ୍‌ରେଦ୍, ମ୍‌ତର୍ ଇଶ୍ୱର୍ ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ସିନୟ ଡଙ୍ଗ୍‌ରେ ଜୁଇ ନିୟମ୍ କ୍‌ରିରିଲା ସେନ୍‌କା ନିୟମ୍ ନଇ। ନ୍‌ଉଆ ନିୟମେ, ଇଶ୍ୱର୍ ଲକ୍‌ମ୍‌ନ୍‌କାର୍ ହୁର୍‌ଦୟେ ତାର୍ ବ୍ଯବସ୍ତା ଲେକେଦ୍, ଲକ୍‌ମ୍‌ନ୍ ନିଜେ ଇଶ୍ୱର୍‌କେ ଜାଣ୍‌ତି, ସେମ୍‌ନ୍ ତାର୍ ଲକ୍ ଅଉତି ଆର୍ ଇଶ୍ୱର୍ ସେମ୍‌ନ୍‌କାର୍ ପାପ୍‌କେ କେମା କ୍‌ରେଦ୍। ଖ୍ରୀଷ୍ଟ ନ୍‌ଉଆ ନିୟମ୍ ଆରମ୍ କ୍‌ରେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 6

ଇଶ୍ୱରାର୍ ବାବବାଦି ଆରେକ୍ ହେଁ କଇଲା ଯେ ଖ୍ରୀଷ୍ଟ ଗଟେକ୍ ବାବବାଦି, ଯାଜକ୍ ଆର୍ ର୍‌ଜା ହେଁ ଅଇଦ୍। ବାବବାଦି ଅମ୍‌ଲା ସେ ମାନାଇ ଯେକି ଇଶ୍ୱରାର୍ ବକ୍ୟ ଶୁଣିକ୍‌ରି ସେ ବାକ୍ୟକେ ଲକ୍‌ମ୍‌ନ୍‌କାର୍ ବିତ୍‌ରେ କ୍‌ଉତି। ଇଶ୍ୱର୍ ହ୍‌ଟାମ୍‌କେ ହ୍‌ର୍‌ମାଣ୍ କ୍‌ରିରିଲା ଖ୍ରୀଷ୍ଟ ଗଟେକ୍ ସିଦ୍ଧ ବାବବାଦି ଅଇଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 7

ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍ ଯାଜକ୍‌ମ୍‌ନ୍ ଇଶ୍ୱରାର୍ ଲ୍‌ଗେ ଲକ୍‌ମ୍‌ନ୍‌କାର୍ ବାଟ୍ ସେମ୍‌ନ୍‌କାର୍‌ (ଲକ୍‌ମ୍‌ନ୍‌କାର୍) ପାପାର୍ ଡ୍‌ଣ୍ତାର୍ ବାଦୁଲେ ବ୍‌ଲ୍‌କ୍‌ରି ବଳିହୁଜା କ୍‌ର୍‌ତିରିଲା। ଯାଜକ୍‌ମ୍‌ନ୍ ହେଁ ଲକ୍‌ମ୍‌ନ୍‌କାର୍ ଗିନେ ଇଶ୍ୱରାର୍ ଲ୍‌ଗେ ପାର୍‌ତେନା କ୍‌ର୍‌ତିରିଲା। ମସିହ ଅମ୍‌ଲା ସିଦ୍ଧ ବ୍‌ଡ୍‌ଯାଜକ୍ ଯେକି ନିଜ୍‌କେ ଇଶ୍ୱରାର୍ ଗଟେକ୍ ସିଦ୍ଧ ବଳିହୁଜା ବାବେ ବଳିଦେଇଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 8

ଗଟେକ୍ ର୍‌ଜା ସେ ମାନାଇ ଆଚେ ଯେକି ଗଟେକ୍ ରାଇଜ୍ ଉହ୍‌ରେ ଶାସନ୍ କ୍‌ରେଦ୍ ଆର୍ ତାର୍ ଲକ୍‌ମ୍‌ନ୍‌କାର୍ ବିଚାର୍ କ୍‌ରେଦ୍। ଖ୍ରୀଷ୍ଟ ଗଟେକ୍ ସିଦ୍ଧ ର୍‌ଜା ଅଉତି ଯେ ତାର୍ ହୁର୍‌ବାର୍ ଦାଦିବାବୁ ଦାଉଦାର୍ ସିଙ୍ଗାସନେ ବ୍‌ସେଦ୍। ସେ ସାରା ପୁର୍‌ତିବିର୍ ସ୍‌ବୁବ୍‌ଳ୍ ଶାସନ୍ କ୍‌ରେଦ୍, ଆର୍ ସ୍‌ବୁବ୍‌ଳ୍ ବ୍‌ଲ୍‌କ୍‌ରି ବିଚାର୍ କ୍‌ରେଦ୍ ଆର୍ ଟିକ୍ ନିସ୍‌ପତି ନେଇଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 9

ଇଶ୍ୱରାର୍ ବାବବାଦିମ୍‌ନ୍ ବେଶି ଅଲ୍‌ଗା ବିଷୟ ମ୍‌ନ୍‌କେ ଖ୍ରୀଷ୍ଟର୍ ବିଷୟେ ବାବବାଣି କ୍‌ରିରିଲାଇ। ବାବବାଦି ମଲାଖି ଆଗେହ୍‌ଣି କଇରିଲା ଯେ ମସିହ୍ ଆସ୍‌ତା ଆଗେ ଗଟେକ୍ ବ୍‌ଡ୍ ବାବବାଦି ଆସେଦ୍। ବାବବଦି ଯିଶାଇୟ ବାବବାଣି କ୍‌ରିରିଲାଇ ଯେ ଖ୍ରୀଷ୍ଟ ଗଟେକ୍ ଡିଣ୍ଡା ଟକିର୍ ହେଟେହ୍‌ଣି ଜ୍‌ଲମ୍ ଅଇଦ୍। ମୀଖା ବାବବାଦୀ କଇଲା ଯେ ସେ ବେଥ୍‌ଲିହିମ୍ ସ୍‌ହରେ ଜ୍‌ଲମ୍ ଅଇଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 10

ଯିଶାଇୟ ବାବବାଦି କଇଲା ଯେ ଖ୍ରୀଷ୍ଟ ଗାଲିଲୀ ଜିଲ୍ଲାଇ ବାସା କ୍‌ରେଦ୍, ଦୁକ୍ ଜୀବନ୍ କାଟ୍‌ତିରିଲା ଲକ୍‌ମ୍‌ନ୍ ଶାନ୍‌ତି ଦେଇଦ୍, ଆର୍ ବନ୍ଦି ଅଇରିଲା ଲକ୍‌ମ୍‌ନ୍‌କେ ମ୍‌କ୍‌ତି କ୍‌ରୁକେ କଇଦ୍ ଆର୍ ବନ୍ଦିମ୍‌ନ୍‌କେ ମୁକ୍‌ଳାଇଦ୍। ସେ ଆରେକ୍ ହେଁ ବାବବାଣି ଜାଣାଇ କ୍‌ରି କଇଲା ଯେ ସେ ରଗେ ହ୍‌ଳିରିଲା ଲକ୍‌ମ୍‌ନ୍‌କେ ଶୁଣିକ୍‌ରି ଦ୍‌କି, କଇ, ଆର୍ ଇଣ୍ତ ନାହାର୍‌ତି, ସେମ୍‌ନ୍‌କେ ସୁସ୍ଥ କ୍‌ରେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 11

ବାବବାଦି ଯିଶାଇୟ ହେଁ ବାବବାଣି ଦ୍‌କାଇ କ୍‌ରି କଇଲା ଯେ ଖ୍ରୀଷ୍ଟକେ ଗୁର୍‌ଣା କ୍‌ରା ଅଇଦ୍ ଆର୍ ବିନା ଦଶେ ଦଶି କ୍‌ରାାଇଦ୍। ବିନ୍ ବାବବାଦିମ୍‌ନ୍ ବାବବାଣି ଦ୍‌କାଇ କ୍‌ରି କଇଲାଇ ଯେ ଜୁଇଲକ୍ମ୍‌ନ୍‌ ଖ୍ରୀଷ୍ଟକେ ମ୍‌ର୍‌ନେ ମାର୍‌ଲାଇ ସେମ୍‌ନ୍ ତାର୍ ହ୍‌ଚିଆର୍ ଗୁଲିବାଣ୍ଟ କ୍‌ର୍‌ତି ଆର୍ ଗଟେକ୍ ବନ୍ଦୁ ତାର୍‌ଗିନେ ଦକା ଦେଇଦ୍। ଯିଖରିୟ ବାବବାଦି ବାବବାଣି କ୍‌ରି କଇଲାଇ ଯେ ଖ୍ରୀଷ୍ଟକେ ଦକା କ୍‌ର୍‌ତାର୍ ଗିନେ ସେ ବନ୍ଦୁକେ ତିରିଶ୍‌ଗଟ୍ ରୁହା ମୁଦ୍ରା ଦେତି।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 12

ବାବବାଦିମ୍‌ନ୍ ଆରେକ୍ କଇରିଲାଇ ଖ୍ରୀଷ୍ଟ କ୍‌ନ୍କ୍‌ରି ମ୍‌ରେଦ୍। ଯିଶାଇୟ ବାବବାଣି ଦ୍‌କାଇ କ୍‌ରି କଇଲା ଯେ ଲକ୍‌ମ୍‌ନ୍ ଖ୍ରୀଷ୍ଟର୍ ଉହ୍‌ରେ ତୁକ୍‌ତି, ତାକେ ଲାଜ୍ କ୍‌ରାଉତି, ଆର୍ ତାକେ ମାର୍‌ତି। ସେମ୍‌ନ୍ ତାକେ କୁର୍‌ଶ କାଟେ ମାର୍‌ତି ଆର୍ ସେ ବେଶି ଲିନ୍ଦା ଆର୍ କ୍‌ଷ୍ଟହାଇ ମ୍‌ରେଦ୍, ମ୍‌ତର୍ ସେ କାଇବୁଲ୍ ହେଁ କ୍‌ରି ନ୍‌ରିଲା।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 13

ବାବବାଦିମ୍‌ନ୍ ଆରେକ୍ କଇଲାଇ ଯେ ଖ୍ରୀଷ୍ଟ ସିଦ୍ଧ ଅଇଦ୍ ଯାର୍ କାଇ ପାପ୍ ନ୍‌ରେଇ। ସେ ଅଲ୍‌ଗା ଲକ୍‌ମ୍‌ନ୍‌କାର୍ ପାପାର୍ ଡଣ୍ଡ୍ ହାଉତାର୍‌ ଗିନେ ମ୍‌ରେଦ୍। ତାର୍ ଡ୍‌ଣ୍ଡ୍ ଇଶ୍ୱର୍ ଆର୍ ଲକ୍‌ମ୍‌ନ୍‌କାର୍ ବିତ୍‌ରେ ଶାନ୍‌ତି ଆଣେଦ୍। ଇତାର୍ ଗିନେ ଖ୍ରୀଷ୍ଟକେ ବିଦ୍ଧ କ୍‌ର୍‌ତାର୍‌ ଗିନେ ଇଶ୍ୱରାର୍ ଇଚାରିଲି।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 14

ବାବବାଦିମ୍‌ନ୍ ବାବବାଣିୟେ କଇଲାଇ ଯେ ଖ୍ରୀଷ୍ଟ ମ୍‌ରେଦ୍ ଆର୍ ଇଶ୍ୱର୍ ତାକେ ମ୍‌ଲାତ୍‌ଇ ହ୍‌ଣି ଉଟାଇଦ୍। ଖ୍ରୀଷ୍ଟର୍ ମ୍‌ର୍‌ନ୍‌ ଆର୍‌ଗଟ୍‌ତର୍ ଉଟ୍‌ତା ଦ୍ବାରା ପାପି ମ୍‌ନ୍‌କେ ଉଦାର୍ କ୍‌ର୍‌ତାର୍ ଆର୍ ଗଟେକ୍ ନ୍‌ଉଆ ନିୟମ୍ ଆରମ୍ କ୍‌ର୍‌ତାର୍ ଗିନେ ଇଶ୍ୱର୍ ତାର୍ ଇଚାକେ ହୁରା କ୍‌ରେଦ୍।

21. ୨୧. ଇଶ୍ଵର୍‌ ଖ୍ରୀଷ୍ଟର୍ ହ୍‌ର୍‌ମାଣ୍ କ୍‌ରେଦ୍ — illustration 15

ଇଶ୍ୱର୍ ଖ୍ରୀଷ୍ଟର୍ ବିଷୟେ ବାବବାଦିମ୍‌ନ୍‌କେ ବେଶିକ୍‌ତା କଇଲାଇ, ମ୍‌ତର୍ ଖ୍ରୀଷ୍ଟ ଇ ସ୍‌ବୁ ବାବବାଦି ମ୍‌ନ୍‌କାର୍ ବିତ୍‌ରେ କୁଇଲକ୍‌ ହେଁ ଏକ୍‌ଲାର୍ ସମୟେ ଆସି ନ୍‌ରିଲାଇ। ଇ ସ୍‌ବୁ ବାବବାଣିକେ ଦେତାର୍ ୪୦୦ ରୁ ଅଦିକ୍ ବର୍ଷ ହ୍‌ଚେ, ଟିକ୍ ସମୟେ, ଇଶ୍ୱର୍ ଜଗତେ ଖ୍ରୀଷ୍ଟକେ ହ୍‌ଟାଇଲାଇ।

ବାଇବଲାର୍ ଗଟେକ୍ କ୍‌ତା: ମୀଖା ୫:୨; ଯିଶାଇୟ ୯:୧-୭; ୩୫:୩-୫; ୬୧; ୫୩; ଗୀତସଂହିତା ୨୨:୧୮; ୩୫:୧୮; ୬୯:୪; ଯିଖରିୟ ୧୧:୧୨-୧୩; ଯିଶାଇୟ ୫୦:୬; ଗୀତସଂହିତା ୧୬:୧୦-୧୧

Read in the reader

Free to use, adapt, and share under an open license (CC BY-SA 4.0).