45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 1

ଆଗେ ମ୍‌ଣ୍ତଳିର୍ ନେତା ମ୍‌ନ୍‌କାର୍ ବିତ୍‌ରେ ସ୍ତିଫାନ୍ ନ୍‌ଉର୍ ଗଟେ ଲକ୍ ରିଲା। ସେ ସୁଖ୍ଯାତି ରିଲା ଆର୍ ସେ ପୁରାପୁରି ପବିତ୍‌ର ଆତ୍ମା ଆର୍ ବୁଦ୍ଦିୟେ ହୁରା ଅଇରିଲା ସ୍ତିପାନ୍ ବେଶି କାବା କାମ୍ କ୍‌ଲା ଆର୍ ଶ୍‌କ୍‌ତି ଶାଳି ବାବେ ବିଚାର୍ କ୍‌ଲା ଜ୍‌ନ୍‌କ୍‌ରି ଲକ୍‌ମ୍‌ନ୍ ଯୀଶୁର୍ ତ୍‌ଇ ବିଶ୍ବାସ୍ କ୍‌ର୍‌ତି।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 2

ଦିନେକ୍, ଜ୍‌ଡେବ୍‌ଳ୍ ସ୍ତିଫାନ୍ ଯୀଶୁର୍ ବିଷୟେ ସିକ୍ଯା ଦେତିରିଲା, ସ୍‌ଡେବ୍‌ଳ୍ ଯୀଶୁର୍‌ତ୍‌ଇ ବିଶ୍ବାସ୍ ନ୍‌କେର୍‌ତି ରିଲା କ୍‌ତେକ୍ ଯିହୁଦିମ୍‌ନ୍ ସ୍ତିଫାନାର୍‌ ସ୍‌ଙ୍ଗ୍ ବିରଦ୍ କ୍‌ରୁକେ ଲାଗ୍‌ଲାଇ। ସେମ୍‌ନ୍ ବେଶି ରିଶା ଅଇରିଲାଇ ଆର୍ ସ୍ତିଫାନାର୍ ବିଷୟେ ଦ୍‌ର୍‌ମ୍ ନେତାମ୍‌ନ୍‌କେ ମିଚ୍ କ୍‌ତା କଇଲାଇ। ସେମ୍‌ନ୍ କଇଲାଇ, “ଅମିମ୍‌ନ୍ ତାକେ ମୋଶା ଆର୍ ଇଶ୍ବରାର୍ ବିରଦେ କ୍‌ତା କ୍‌ଉତାର୍ ଶୁଣି ଆଚୁ!” ସେତାକ୍ ଦ୍‌ର୍‌ମ୍ ନେତାମ୍‌ନ୍ ସ୍ତିଫାନ୍‌କେ ଗିରପ୍ କ୍‌ଲାଇ ଆର୍ ମୁକିଆ ଯାଜକ୍ ଆର୍ ଯିହୁଦିର୍‌ ନେତାମ୍‌ନ୍‌କାର୍ ଲ୍‌ଗେ ତାକେ ଆନ୍‌ଲାଇ ଜୁଇତି ସ୍ତିଫାନାର୍ ବିରଦେ ବେଶି ମିଚ୍ ସାକି ରିଲାଇ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 3

ମୁକିଆ ଯାଜକ୍ ସ୍ତିଫାନ୍‌କେ ହ୍‌ଚାର୍‌ଲା, “ଇ ସ୍‌ବୁ କ୍‌ତା କି ସ୍‌ତ୍?” ଅବ୍ରାହାମାର୍ ସମୟେ ହ୍‌ଣି ଆରମ୍ କ୍‌ରି ଯୀଶୁର୍ ସମୟ ହ୍‌ତେକ୍ ଇଶ୍ବର୍ ଜୁଇ ସ୍‌ବୁ ବ୍‌ଡ୍ କାମ୍ କ୍‌ରିରିଲା ସେତିହ୍‌ଣି ବେଶି ଏତାଇ ଦିଲାଇ ସେମ୍‌ନ୍‌କେ ଉତ୍ତର୍ ଦେଇ କଇଲା, “ଏ ଅଟୁଆ ହୁର୍‌ଦୟ୍ ଆର୍ ବିଦ୍ରହି ଲକ୍‌ମ୍‌ନ୍ ତୁମିମ୍‌ନ୍ ସ୍‌ବୁବ୍‌ଳ୍ ପବିତ୍‌ର ଆତ୍ମାର୍ ବିଶ୍ବାସ୍‌କେ ସ୍‌ବୁ ନାସ୍ କ୍‌ରୁଲାଇ, ଜ୍‌ନ୍‌କ୍‌ରି ତୁମାର୍ ହୁର୍‌ବାର୍ ଦାଦିବାବୁମ୍‌ନ୍ ସ୍‌ବୁବ୍‌ଳ୍ ଇଶ୍ବରାର୍ ସ୍‌ବୁ ନାସ୍ କ୍‌ରି ତାକାର୍ ବାବବାଦିମ୍‌ନ୍‌କେ ମାରି ରିଲାଇ। ମ୍‌ତର୍ ସେମ୍‌ନ୍‌କାର୍ ଅପେକ୍ଷା ବେଶି କ୍‌ରାପ୍ କ୍‌ରିଆତ୍‌ତି! ତୁମିମ୍‌ନ୍ ଖ୍ରୀଷ୍ଟକେ ମ୍‌ର୍‌ନେ ମାରି ଆଚାସ୍!”

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 4

ଜ୍‌ଡେବ୍‌ଳ୍ ଦ୍‌ର୍‌ମ୍ ନେତାମ୍‌ନ୍ ଇରି ଶୁନ୍‌ଲାଇ, ସେମ୍‌ନ୍ ଅତେକ୍ ରିଶା ଅଇରିଲାଇ ଯେ ସେମ୍‌ନ୍ ସେମ୍‌ନ୍‌କାର୍ କାନ୍‌କେ ଚାହି ଦ୍‌ରିବେଶି ବ୍‌ଡ୍ ଟଣ୍ତକ୍‌ରି ବେଲ୍‌କି ଅଇଲାଇ। ସେମ୍‌ନ୍ ସ୍ତିଫାନ୍‌କେ ସ୍‌ହର୍ ବାହାର୍‌କେ ଜିକି ନିଲାଇ ଆର୍ ତାକେ ମ୍‌ର୍‌ନେ ମାରୁକେ ଟେଡା ହ୍‌କାଇଲାଇ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 5

ସ୍ତିଫାନ୍ ମ୍‌ର୍‌ତା ବ୍‌ଳ୍ ବ୍‌ଡ୍ ଟଣ୍ତ ଅଇକ୍‌ରି ବେଲ୍‌କି ଅଇଲା ଆର୍ କଇଲା, “ଏ ଯୀଶୁ, ମର୍ ଆତ୍ମାକେ ଗ୍ରହଣ୍ କ୍‌ର୍।” ତାର୍‌ହ୍‌ଚେ ସେ ମାଣ୍ତିକୁଟା ଟେସ୍‌ଲା ଆର୍‌ଗଟ୍‌ତର୍ ବ୍‌ଡ୍ ଟଣ୍ତକ୍‌ରି ବେଲ୍‌କି ଅଇକ୍‌ରି କଇଲା, ଇ ପାପ୍ ସେମ୍‌ନ୍‌କାର୍ ବିରଦେ ଦେଶ୍‌ନାଇ।“ ତାର୍‌ହ୍‌ଚେ ସେ ମ୍‌ଲା।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 6

ସାଉଲ୍ ନାଉର୍ ଗଟେଲକ୍ ସ୍ତିଫାନ୍‌କେ ମାର୍‌ତି ରିଲା ଲକ୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ଗଟେକ୍ ଅଇ ରିଲା ଯେକି ମାର୍‌ତିରିଲା ଲକ୍ ମ୍‌ର୍‌ନେ ମାର୍‌ତାବ୍‌ଳ୍ ସେମ୍‌ନ୍‌କାର୍ ହ୍‌ଚିହାଟା ଜାଗ୍‌ତିରିଲା। ସେଦିନ୍ ଯିରୁଶାଲାମେ ରେତା ଲକ୍‌ମ୍‌ନ୍ ଯୀଶୁର୍ ହ୍‌ଚେ ଜାତିରିଲା ଲକ୍‌ମ୍‌ନ୍‌କେ ଲିନ୍ଦା କ୍‌ରୁକେ ଆର୍‌ମ କ୍‌ଲାଇ, ସେତାକ୍ ବିଶ୍ବାସିମ୍‌ନ୍ ବିନ୍ ବିନ୍ ଜାଗାକେ ଦ୍‌ବ୍‌ଳି ଗ୍‌ଲାଇ। ମ୍‌ତର୍ ଇ ସ୍‌ବୁ ସ୍‌ତ୍, ସେମ୍‌ନ୍ ଜୁଇ ଜୁଇ ଜାଗାକେ ଗ୍‌ଲାଇ ସେତି ଯୀଶୁର୍ ପର୍‌ଚାର୍ କ୍‌ରୁକେ ଲାଗ୍‌ଲାଇ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 7

ଯୀଶୁର୍ ଗଟେକ୍ ଚେଲା ଜାର୍ ନାଉ ଫିଲିପ୍ପ ଯିରୁଶାଲାମ୍ ସ୍‌ହରେ ହ୍‌ଣି ଲିନ୍ଦା ହାଇଲାର୍ ଗିନେ ହାଳାଇ ଜାଇରିଲା ବିଶ୍ବାସିମ୍‌ନ୍‌କାର୍ ବିତ୍‌ରେ ଏକ୍‌ଲା ରିଲା। ସେ ଶମରୀୟକେ ଜାଇ ସେତି ଯୀଶୁର୍ ବିଷୟ୍ ପର୍‌ଚାର୍ କ୍‌ଲା ଆର୍ ବେଶି ଲକ୍ ସେତି ଉଦାର୍ ହାଇଲାଇ। ତାର୍ ହ୍‌ଚେ ଗଟେଦିନ୍, ଇଶ୍ବରାର୍ ଗଟେକ୍ ଦୂତ୍ ଫିଲିପ୍ପର୍ ଲ୍‌ଗେ ଆସି ବ୍‌ଟା ଜାଗାଇ ହ୍‌ଳିରିଲା ସ୍‌ବୁ ର୍‌ସ୍‌ତା ଦେଇ ଜାତାର୍ ଗିନେ କଇଲା। ସେ ଜ୍‌ଡେବ୍‌ଳ୍ ସେ ର୍‌ସ୍‌ତାଇ ଦେଇ ଜାତିରିଲା, ଫିଲିପ୍ପ ଦ୍‌କ୍‌ଲା ଯେ ଇଥିଓପିଆ ର୍‌ଜା ଗ୍‌ରାର୍ ଗଟେକ୍ ବ୍‌ଡ୍ ହ୍‌ଦ୍ ହାଇଲା ଲକ୍ ତାର୍ ର୍‌ଥେ ଆସୁଲା। ସେ ଲକ୍‌ମ୍‌ନ୍‌କାର୍ ଲ୍‌ଗେ ଜାଇ ତାକାର୍ ସ୍‌ଙ୍ଗ୍ କ୍‌ତା ଅମ୍‌କେ ପବିତ୍‌ର ଆତ୍ମା ଫିଲିପ୍ପକେ କଇଲି।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 8

ଫିଲିପ୍ପ ଜ୍‌ଡେବ୍‌ଳ୍ ରଥ ଲ୍‌ଗେ ଅଇଲା, ସେ ଇଥିଓପିଆର୍ ଏକ୍‌ଲା ଯିଶାଇୟ୍ ବାବବାଦିର୍ ପୁସ୍ତକେ ହ୍‌ଣି ହାଟ୍ ହଳିତି ରିଲାର୍ ଶୁଣ୍‌ଲା। ସେ ଲକ୍ ହାଟ୍ ହଳ୍‌ତି ରିଲା, “ ସେମ୍‌ନ୍ ମେଣ୍ତା ହ୍‌ର୍ ତାକେ ମାର୍‌ତାର୍ ଗିନେ ନିଲାଇ, ଆର୍ ଚୁପ୍ ଅଇରିଲା ମେଣ୍ତା ହର୍ ନିଜାର୍ ଟଣ୍ତ ହୁଟାଇ ନ୍‌କେରେ। ସେମ୍‌ନ୍ ତାକେ କ୍‌ରାପ୍ ବ୍ଯବହାର୍ କ୍‌ଲାଇ ଆର୍ ତାକେ ସମାଦର୍ କ୍‌ରୁ ନ୍‌ଚ୍‌ଲାଇ। ସେମ୍‌ନ୍ ତାର୍ ତ୍‌ଇହ୍‌ଣି ଜୀବନ୍ ନିଲାଇ।”

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 9

ଫିଲିପ୍ପ ସେ ଇଥିଓପିଆ ଲକ୍‌କେ ହ୍‌ଚାର୍‌ଲା, “ ତୁଇ ଜୁଇ ହାଟ୍ ହଳୁଲିସ୍ ସେରି କାଇରି ବୁଜୁଲିସ୍?“ ସେ ଇଥିଓପିଆର୍ ଲକ୍ ଉତ୍ତର୍ ଦିଲା, ନାଇ, କେ ମକେ ବ୍ଯାଖ୍ଯ ନ୍‌କେର୍‌ତା ହ୍‌ତେକ୍ ମୁଇ ବୁଜୁ ନାହାରି। ଦୟାକ୍‌ରି ଆସି ମର୍ ଲ୍‌ଗେ ବ୍‌ସ୍। ଯିଶାଇୟ କାଇରି ନିଜାର୍ ବିଷୟେ ନା ଆର୍ କାର୍ ବିଷୟେ ଇରି ଲେକିଆଚେ?“ ଫିଲିପ୍ପ ତାକେ ବୁଜାଇ କ୍‌ରି କଇଲା ଯେ ଯିଶାଇୟ ଯୀଶୁର୍ ଯୀଶୁର୍ ବିଷୟେ ଇରି ଲେକିଆଚେ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 10

ଯୀଶୁର୍ ବିଷୟେ ରିଲା ସୁବ୍ କ୍‌ବର୍ କ୍‌ଉତାର୍ ଗିନେ ଫିଲିପ୍ପ ବିନ୍ ଶାସାଂଶ ହେଁ ବୁଜାଇ ଦିଲା। ଜ୍‌ଡେବ୍‌ଳ୍ ଫିଲିପ୍ପ ଆର୍ ଇଥିଓପିଆ ଜାତି ରିଲାଇ, ସେମ୍‌ନ୍ ଗଟେକ୍ ହାଣି ବ୍‌ନ୍ଦ୍‌ଲ୍‌ଗେ ଆଇଲାଇ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 11

ଇଥିଓପିଆ ଲକ୍ କଇଲା, “ ଦ୍‌କ୍! ଇତି କ୍‌ତେକ୍ ହାଣି ଆଚେ! ମୁଇ ଡୁବେନ୍ ନେମ୍ ହାରି କି?“ ଆର୍ ସେ ତାର୍ ରଥ ଗାଡି ଚାଲାଉତା ଲକେ ରଥ ତେବାଉତାର୍ ଗିନେ କଇଲା। ସେତାକ୍ ସେମ୍‌ନ୍ ହାଣି ଲ୍‌ଗେ ଉତୁର୍‌ଲାଇ, ଆର୍ ଫିଲିପ୍ପ ସେ ଇଥିଓପିଆକେ ଡୁବେନ୍ ଦିଲା।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 12

ସେମ୍‌ନ୍ ହାଣିଏ ହ୍‌ଣି ଉଟି ଆଇଲା ହ୍‌ଚେ, ପବିତ୍‌ର ଆତ୍ମା ଫିଲିପ୍ପକେ ଗଟେକ୍ ବିନ୍ ଜାଗାଇ ନିଲା ଜୁଇତି ସେ ଯୀଶୁର୍ ବିଷୟେ ଲକ୍‌ମ୍‌ନ୍‌କେ ଶାନ୍‌ତିରେ କ୍‌ମ୍‌କେ ଲାଗ୍‌ଲା।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 13

ଇଥିଓପିଆ ତାର୍ ଗ୍‌ରେ ଜ୍‌ମ୍‌କେ ଇଚା କ୍‌ଲା, ସେ ସ୍‌ର୍‌ଦା ରିଲା ଯେ ସେ ଯୀଶୁକେ ଜାନ୍‌ଲା।

ବାଇବଲାର୍ ଗଟେକ୍ କ୍‌ତା;ପ୍ରେରିତ ୬:୮-୮:୫; ୮:୨୬-୪୦୪୬.

Read in the reader

Free to use, adapt, and share under an open license (CC BY-SA 4.0).