46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 1

ସେ ଯୀଶୁର୍ ତ୍‌ଇ ବିଶ୍ବାସ୍ ନ୍‌କେଲା, ସେତାକ୍ ସେ ବିଶ୍ବାସିମ୍‌ନ୍‌କେ ଲିନ୍ଦା କ୍‌ର୍‌ତିରିଲା। ସ୍‌ବୁ ଅଣ୍ତରା ଆର୍ ମାଇଜିକେ ଜ୍‌ନ୍‌କ୍‌ରି ବାନ୍ଦି ଆଣ୍‌ତାର୍ ଗିନେ ସେ ଯିରୁଶାଲାମ୍ ସ୍‌ହରେ ରେତା ବିଶ୍ବାସିମ୍‌ନ୍‌କାର୍ ଗ୍‌ରେ ହୁର୍‌ତି ରିଲା ଆର୍ ଜେଇଲେ ବନ୍ଦି କ୍‌ର୍‌ତି ରିଲା। ଦମ୍ମେସକରେ ରେତା ଖ୍ରୀଷ୍ଟାନ୍ ମ୍‌ନ୍‌କେ ଜ୍‌ନ୍‌କ୍‌ରି ଶାଉଲ୍ ଦ୍‌ରି ଯିରୁଶାଲାମ୍ ଆଣୁ ହାର୍‌ତି ସେତାର୍ ଗିନେ ସେ ମୁକିଆ ଯାଜକ୍ ତାକେ ଆଦେଶ୍ ଦେଇରିଲା। ଶାଉଲ୍ ଜ୍‌ଡେବ୍‌ଳ୍ ଦମ୍ମେସକ୍ ର୍‌ସ୍‌ତାଇ ଜାତିରିଲା, ଆକାଶେ ହ୍‌ଣି ଗଟେକ୍ ବେଶି ଉଜାଳ୍ ତାର୍ ଚାରିବାଟ୍ ଚ୍‌ମ୍‌କି ଉଟ୍‌ଲି ଆର୍ ସେ ବୁଇଁୟେ ଅଦୁର୍‌ଲା।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 2

କେ ଏକ୍‌ଲା ଇରି କ୍‌ଉତାର୍ ଶାଉଲ୍ ଶୁନ୍‌ଲା, “ ଶାଉଲ୍! ଶାଉଲ୍! ତୁଇ କାଇକ୍‌ରୁକ୍ ମକେ ଲିନ୍ଦା କ୍‌ରୁଲିସ୍?“ ଶାଉଲ୍ ହ୍‌ଚାର୍‌ଲା, “ ମାପ୍‌ରୁ, ତୁଇ କେ?“ ଯୀଶୁ ଉତ୍ତର ଦିଲା, “ ମୁଇ ଯୀଶୁ। ତୁଇମକେ ଲିନ୍ଦା କ୍‌ରୁଲିସ୍!“ ଶାଉଲ୍ ଜ୍‌ଡେବ୍‌ଳ୍ ଉଟ୍‌ଲା, ସେ କାଇରି ହେଁ ଦ୍‌କୁ ନାହାର୍‌ଲା।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 3

ତାକାର୍ ବନ୍ଦୁମ୍‌ନ୍ ତାକେ ଦମ୍ମେସକେ ଜାତାର୍ ଗିନେ ବାଟ୍ କାଡାଇ ନିଲାଇ। ଶାଉଲ୍ ତିନିଦିନ୍ ହ୍‌ତେକ୍ କାଇରି ହେଁ କାଇ ନ୍‌କେରେ ଆର୍ କାଇରି ହେଁ ଡୁକି ନ୍‌କେରେ। ହନନିୟ ନାଉର୍ ଗଟେକ୍ ଚେଲା ଦମ୍ମେସକେ ରେତିରିଲା।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 4

ଇଶ୍ବର୍ ତାକେ କଇଲା, “ ଶାଉଲ ରେତିରିଲା ଗ୍‌ରେ ଜାଆ। ତାର୍ ଉହ୍‌ରେ ଆତ୍ ସ୍‌ଙ୍ଗାଉ ଜ୍‌ନ୍‌କ୍‌ରି ସେ ଦ୍‌କୁହାରେ।“ ମ୍‌ତର୍ ହନନିୟ କଇଲା, “ ମାପ୍‌ରୁ, ଇ ଲକ୍ କ୍‌ନ୍‌କ୍‌ରି ବିଶ୍ବାସିମ୍‌ନ୍‌କେ ଲିନ୍ଦା କ୍‌ରିଆଚେ ସେରି ମୁଇ ଶୁଣିଆଚି।“ ଇଶ୍ବର୍ ତାକେ ଉତ୍ତର ଦିଲା, “ ଜାଆ! ଯିହୁଦି ଆର୍ ବିନ୍ ଲକ୍ ମ୍‌ନ୍‌କାର୍ ଲ୍‌ଗେ ମର୍ ନାଉ କ୍‌ଉତାର୍ ଗିନେ ମୁଇ ତାକେ ବାଚ୍‌ଲେ ଆଚି। ସେ ମର୍ ନାଉଆର୍ ଗିନେ ବେଶି ଦୁକ୍ କ୍‌ଷ୍ଟ ହାଇଦ୍।“ ସେତାକ୍ ହନନିୟ ଶାଉଲ ରେତିରିଲା ଗ୍‌ରେ ଗ୍‌ଲା, ତାର୍ ଉହ୍‌ରେ ତର୍ ଆତ୍ ସ୍‌ଙ୍ଗାଇଲେକ୍ ଆର୍ କଇଲେକ୍, ତୁଇ ଇତିକେ ଆସ୍‌ତି ରିଲାବ୍‌ଳ୍ ଜୁଇ ଯୀଶୁ ତକେ ଦ୍‌କାଇ ଅଇଲା ଆଚେ, ସେ ମକେ ତରଲ୍‌ଗେ ହ୍‌ଟାଇଲା ଆଚେ ଜ୍‌ନ୍‌କ୍‌ରି ତୁଇ ଦ୍‌କୁ ହାର୍‌ତା ଶ୍‌କ୍‌ତି ହାମ୍ ହାର୍‌ସି ଆର୍ ପବିତ୍‌ର ଆତ୍ମାଇ ହୁରା ଅଉସି।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 5

ଶାଉଲ୍ ସାଙ୍ଗେ ସାଙ୍ଗେ ଦ୍‌କ୍‌ତା ଶ୍‌କ୍‌ତି ହାମ୍‌କେ ଯଗ୍ଯ ଅଇଲା, ଆର୍ ହନନିୟ ତାକେ ଡୁବେନ୍ ଦିଲା। ତାର୍‌ହ୍‌ଚେ ଶାଉଲ୍ କ୍‌ଣ୍ତେକ୍ କାଦି କାଇଲା ଆର୍ ଶ୍‌କ୍‌ତି ହାଇଲା। ସେମାଡେ ଶାଉଲ ଦମ୍ମେସକେ ରେତା ଯିହୁଦିମ୍‌ନ୍‌କାର୍ ଲ୍‌ଗେ ଇରି ପର୍‌ଚାର୍ କ୍‌ରୁକେ ଆରମ୍ କ୍‌ଲା, “ ଯୀଶୁ ହ୍‌କା ଇଶ୍ବରାର୍ ହଇସି!“

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 6

ଜୁଇ ଲକ୍ ବିଶ୍ବାସିମ୍‌ନ୍‌କେ ନାଶ୍ କ୍‌ରୁକେ ଚେଷ୍ଟା କ୍‌ର୍‌ତି ରିଲା ଆର୍ ସେ ଯେ ଅବେ ଯୀଶୁର୍ ତ୍‌ଇ ବିଶ୍ବାସ୍ କ୍‌ରେଦ୍ ସେ ବିଷୟେ ଯିହୁଦିମ୍‌ନ୍ କାବା ଅଇଲାଇ। ଶାଉଲ ଯିହୁଦିମ୍‌ନ୍‌କାର୍ ସ୍‌ଙ୍ଗ୍ ଜୁକ୍‌ତା ଜୁକ୍‌ତି କ୍‌ରି ସପତ୍ କ୍‌ଲାଇ ଯେ ଯୀଶୁ ହ୍‌କା ଖ୍ରୀଷ୍ଟ। କ୍‌ତି ଦିନ୍ ଗ୍‌ଲା ହ୍‌ଚେ, ଶାଉଲକେ ମ୍‌ର୍‌ନେ ମାରୁକେ ଯିହୁଦିମ୍‌ନ୍ ଯଜ୍‌ନା କ୍‌ଲାଇ।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 7

ସେମ୍‌ନ୍ ତାକେ ମ୍‌ର୍‌ନେ ମାର୍‌ତାର୍ ଗିନେ ଗାମ୍ ଲ୍‌ଗେ ଜାଗୁକେ ଲକେ ହ୍‌ଟାଇଲାଇ। ମ୍‌ତର୍ ଶାଉଲ ସେ ଯଜ୍‌ନା ବିଷୟେ ଶୁଣୁକେ ହାର୍‌ଲା, ଆର୍ ସେତିହ୍‌ଣି ଲୁକିକ୍‌ରି ଜ୍‌ମ୍‌କେ ତାର୍ ବନ୍ଦୁମ୍‌ନ୍ ସାଇଜ କ୍‌ଲାଇ। ଗଟେ ରାତି ସେମ୍‌ନ୍ ଗଟେକ୍ ଦ୍‌ଉଳାଇ ତାକେ ଚାତ ଉହ୍‌ରେ ହ୍‌ଣି ତ୍‌ଳେ ଉତ୍‌ରାଇ ଦିଲାଇ। ଶାଉଲ ଦମ୍ମେସକେ ହ୍‌ଣି ଲୁକିକ୍‌ରି ଗ୍‌ଲା ହ୍‌ଚେ ସେ ଯୀଶୁର୍ ବିଷୟେ ପର୍‌ଚାର୍ କ୍‌ରୁକେ ଇଚା କ୍‌ଲା। ଶାଉଲ ଚେଲାମ୍‌ନ୍‌କାର୍ ସ୍‌ଙ୍ଗ୍ ବେଟ୍ ଅଉତାର୍ ଗିନେ ଯିରୁଶାଲାମ୍ ସ୍‌ହର୍‌କେ ଗ୍‌ଲା, ମ୍‌ତର୍ ସେମ୍‌ନ୍ ତାକେ ଡିର୍‌ତି ରିଲାଇ।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 8

ତାର୍‌ହ୍‌ଚେ ବର୍ଣ୍ଣବା ନାଉର୍ ଗଟେକ୍ ବିଶ୍ବାସି ଚେଲାମ୍‌ନ୍‌କାର୍ ଲ୍‌ଗେ ଶାଉଲ୍‌କେ ନିଲା ଆର୍ ସେମ୍‌ନ୍‌କେ କଇଲା ଯେ ସେ କ୍‌ନ୍‌କ୍‌ରି ଦମ୍ମେସକରେ ସାହାସ୍ କ୍‌ରି ପର୍‌ଚାର୍ କ୍‌ରିରିଲା। ତାର୍‌ହ୍‌ଚେ, ଚେଲାମ୍‌ନ୍ ଶାଉଲ୍‌କେ ଗ୍ରହ୍‌ଣ୍ କ୍‌ଲାଇ। ଜୁଇ ବିଶ୍ବାସିମ୍‌ନ୍ ଲିନ୍ଦା ଯଗୁ ଯିରୁଶାଲାମ୍ ସହ୍‌ର୍‌କେ ଚାଡି ହ୍‌ଳାଇ ରିଲାଇ, ସେମ୍‌ନ୍ ଆନ୍ତିୟକିଆ ହ୍‌ତେକ୍ ଜାଇ ଯୀଶୁର୍ ବିଷୟେ ପର୍‌ଚାର୍ କ୍‌ରୁକେ ଲ୍‌ଗ୍‌ଲାଇ।

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 9

ଆନ୍ତିୟକିଆ ସ୍‌ହରେ ରେତା ବେଶିଲକ୍ ଯିହୁଦି ନ୍‌ରିଲାଇ, ମ୍‌ତର୍ ହ୍‌ର୍‌ତୁ ତର୍ ଗିନେ ସେମ୍‌ନ୍‌କାର୍ ବିତ୍‌ରେ ବେଶି ଲକ୍ ବିଶ୍ବାସି ଅଇଲାଇ। ବର୍ଣ୍ଣବା ଆର୍ ଶାଉଲ୍ ସେତିରିଲା ନ୍‌ଉଆ ବିଶ୍ବାସିମ୍‌ନ୍‌କେ ଯୀଶୁର୍ ବିଷୟେ ଅଦିକ୍ ସିକ୍ଯା ଦେତାର୍ ଗିନେ ଆର୍ ମ୍‌ଣ୍ତଳିକେ ଶ୍‌କ୍‌ତି କ୍‌ର୍‌ତାର୍ ଗିନେ ଗ୍‌ଲାଇ। ଆନ୍ତିୟକିଆ ମ୍‌ଣ୍ତଳିୟେ ରେତା ବିଶ୍ବାସିମ୍‌ନ୍‌କେ ହ୍‌ର୍‌ତୁ “ଖ୍ରୀଷ୍ଟାନ୍” ବ୍‌ଲି କଇଲାଇ। ଗଟେଦିନ୍ ଆନ୍ତିୟକିଆ ମ୍‌ଣ୍ତଳିୟେ ରେତା ଖ୍ରୀଷ୍ଟାନ୍‌ମ୍‌ନ୍ ଉପାସ୍ ଆର୍ ପାର୍‌ତେନା କ୍‌ର୍‌ତା ବ୍‌ଳ୍ ପବିତ୍‌ର ଆତ୍ମା ସେମ୍‌ନ୍‌କେ କଇଲା, “ ବର୍ଣ୍ଣବା ଆର୍ ଶାଉଲକେ ଜୁଇ କାମାର୍ ଗିନେ ମୁଇ କୁଦିଆଚି ସେତାର୍ ଗିନେ ସେମ୍‌ନ୍‌କେ ମର୍ ଗିନେ ପୃଥକ୍ କ୍‌ରା।”

46. ୪୬. ସ୍ତିଫାନ୍‌କେ ମାର୍‌ତିରିଲା ଲକ୍‌ମ୍‌ନ୍‌କାର୍ ହ୍‌ଚିଆକେ ଜାଗ୍‌ତିରିଲା ବେଣ୍ତିଆ ମାନାଇ ଏକ୍‌ଲା ସାଉଲ୍ ରିଲା — illustration 10

ସେତାକ୍ ଆନ୍ତିୟକିଆ ମ୍‌ଣ୍ତଳି ବର୍ଣ୍ଣବା ଆର୍ ଶାଉଲାର୍ ଗିନେ ପାର୍‌ତେନା କ୍‌ରି ସେମ୍‌ନ୍‌କାର୍ ଉହ୍‌ରେ ଆତ୍ ଟେକ୍‌ଲାଇ। ତାର୍‌ହ୍‌ଚେ ସେମ୍‌ନ୍ ବେଶି ଜାଗାଇ ଯୀଶୁର୍ ବିଷୟ୍‌କେ ସୁବ୍ କ୍‌ବର୍ ପର୍‌ଚାର୍ କ୍‌ର୍‌ତାର୍ ଗିନେ ସେମ୍‌ନ୍‌କେ ହ୍‌ଟାଇଲା। ବର୍ଣ୍ଣବା ଆର୍ ଶାଉଲ ବିନ୍ ବିନ୍ ଲକ୍‌ମ୍‌ନ୍‌କେ ସିକ୍ଯା ଦେମ୍‌କେ ଲାଗ୍‌ଲାଇ ଆର୍ ବେଶି ଲକ୍ ଯୀଶୁର୍‌ତ୍‌ଇ ବିଶ୍ବାସ୍ କ୍‌ରୁକେ ଲାଗ୍‌ଲାଇ।

ବାଇବଲାର୍ ଗଟେକ୍ କ୍‌ତା: ପ୍ରେରିତ ୮:୩; ୯:୧-୩୧; ୧୧:୧୯-୨୬; ୧୩:୧-୩୪୭.

Read in the reader

Free to use, adapt, and share under an open license (CC BY-SA 4.0).