47. ୪୭. ଶାଉଲ୍ ରୋମିୟ ରାଇଜେ ଜାତାବ୍ଳ୍ ସେ ତାର୍ ରୋମିୟ ନାଉ “ପାଉଲ“ ବ୍ଯବହାର୍ କ୍ର୍ତିରିଲା।
ଗଟେଦିନ୍ ପାଉଲ ଆର୍ ତାର୍ ବନ୍ଦୁ ଶୀଲା ଫିଲିପ୍ପ ସହ୍ର୍କେ ଯୀଶୁର୍ ସୁବ୍ କ୍ବର୍ ପର୍ଚାର୍ କ୍ରୁକେ ଗ୍ଲାଇ। ସେମ୍ନ୍ ସହ୍ର୍ ବାହାରେ ଗାଡ୍ କ୍ଣ୍ତିଲ୍ଗେ ରିଲା ଗଟେକ୍ ଜାଗାକେ ଗ୍ଲାଇ ଜୁଇତି କି ଲକ୍ମ୍ନ୍ ପାର୍ତେନା କ୍ର୍ତାର୍ ଗିନେ ଗଟେତ୍ଇ ରୁଣ୍ତଲାଇ। ସେତି ସେମ୍ନ୍ ଲୂଦିଆ ନାଉର୍ ଗଟେକ୍ ବେପାରି ମାଇଜିକେ ଦ୍କ୍ଲାଇ। ସେ ଇଶ୍ବର୍କେ ଲାଡ୍ କ୍ର୍ତିରିଲି ଆର୍ ଉପାସନା କ୍ର୍ତିରିଲି। ଯୀଶୁର୍ ବିଷୟର୍ କ୍ବର୍କେ ଜ୍ନ୍କ୍ରି ଲୂଦିଆ ବିଶ୍ବାସ୍ କ୍ରେଦ୍ ଇତାର୍ ଗିନେ ଇଶ୍ବର୍ ତାର୍ ଆକି ଉଗାଳି ଦିଲା, ଆର୍ ସେ ତାକାର୍ ଗ୍ରାର୍ ଲକ୍ ଡୁବେନ୍ ନିଲାଇ।
ସେ ପାଉଲ ଆର୍ ଶୀଲାକେ ତାର୍ ଗ୍ରେ ରେତାର୍ ଗିନେ ଦୁକ୍ଲା, ସେତାକ୍ ସେମ୍ନ୍ ତାର୍ ସ୍ଙ୍ଗ୍ ଆର୍ ତାର୍ ଗ୍ରାର୍ ସ୍ଙ୍ଗ୍ ରିଲାଇ। ପାଉଲ ଆର୍ ଶୀଲା ପାର୍ତେନା କ୍ର୍ତା ଜାଗାଇ ବେଶି ସମୟ ଲକ୍ମ୍ନ୍କେ ଦ୍କାଇ ଅଉତି ରିଲାଇ।
ସ୍ବୁଦିନାର୍ ହର୍ ସେମ୍ନ୍ ଜ୍ଡେବ୍ଳ୍ ସେ ପାର୍ତେନା ଜାଗାକେ ଜାତିରିଲାଇ, ସ୍ଡେବ୍ଳ୍ ବୁତ୍ ଡ୍ସ୍ଲା ଗଟେକ୍ ଟକିହିଲା ତାର୍ ହ୍ଚେ ହ୍ଚେ ଜାତିରିଲି। ଇ ବୁତ୍ ଦ୍ବାରା ସେ ବବିଷତ୍ ବିଷୟ ଲକ୍ମ୍ନ୍କେ କ୍ମ୍ ହାର୍ତି ରିଲି, ସେତାକ୍ ସେ ତାର୍ ମାଲିକାର୍ ଗିନେ ଗଟେକ୍ ବବିଷତ୍ କ୍ଉତାର୍ ଗିନେ ବେଶି ଡାବୁ ଅର୍ଜତି ରିଲି। ସେମ୍ନ୍ ଇଣ୍ତି ଜାତାବ୍ଳ୍ ସେ ବୁତ୍ ଡ୍ସ୍ଲା ଦାସି ନିଜେ ବେଲ୍କି ଅଇ କ୍ଉତିରିଲି, “ ଇ ଲକ୍ମ୍ନ୍ ସ୍ବୁ ଇଶ୍ବରାର୍ ଦାସ୍ମ୍ନ୍।
ସେମ୍ନ୍ ଉଦାର୍ ହାଉତାର୍ ଉପାୟ କ୍ମ୍ଲାଇ!“ ସେ ବେଶି ସମୟ ଏନ୍କ୍ରି କ୍ର୍ତି ରିଲା ଯେ ପାଉଲ ଇରି ଶୁଣି ଶୁଣି ରିଶା ଅଇଲା। ସ୍ରାସ୍ରି ହ୍ଚେ ଜ୍ଡେବ୍ଳ୍ ସେ ଦାସି ଟକି ବେଲ୍କି କ୍ରି କ୍ମ୍କେ ଲାଗ୍ଲି, ପାଉଲ ଉଲ୍ଟି ଦ୍କି ସେ ଦାସିର୍ ଲ୍ଗେ ରିଲା ଆତ୍ମାକେ କଇଲା, “ ଯୀଶୁର୍ ନାଉଏ ଆର୍ତ୍ଇ ହ୍ଣି ବାରି ଜାଆ।“
ସେଦାହ୍ରେ ସେ ବୁତ୍ ତାକେ ଚାଡି ବାରିଗ୍ଲି। ଜୁଇ ଲକ୍ ସେ ଦାସି ଟିକିକେ ଅଧିକୃତ କ୍ରିରିଲା, ସେ ବେଶି ରିଶା କ୍ଲା।
ସେମ୍ନ୍ ହୃଦୟଙ୍ଗମ କ୍ଲାଇ ଯେ ବୁତ୍ ବିନା ଦାସି ଟକି ଲକ୍ମ୍ନ୍କାର୍ ବବିଷ୍ଯତ୍ କ୍ମ୍ ନାହାରେ। ଇତାର୍ ଅର୍ଥ ଅଇଲି ଲକ୍ମ୍ନ୍କାର୍ ବବିଷ୍ଯତ୍ କ୍ଉତାର୍ ଗିନେ ସେମ୍ନ୍ ସେ ଦାସି ଟକିର୍ ମାଲିକ୍କେ ଆରେକ୍ ଡାବୁ ଦେଇ ନ୍କେର୍ତି। ସେତାକ୍ ସେ ଦାସି ଟକିର୍ ମାଲିକ୍ମ୍ନ୍ ପାଉଲ ଆର୍ ଶୀଲାକେ ରମିୟ ଲକାର୍ ଶାସନ୍ କ୍ର୍ତା ମୁକିଆର୍ ଲ୍ଗେ ନିଲାଇ, ଜୁଇ ଲକ୍ମ୍ନ୍ ପାଉଲ ଆର୍ ଶୀଲାକେ ମାରି ମାରି ଜେଇଲେ ହୁରାଇଲାଇ।
ସେମ୍ନ୍ ପାଉଲ୍ ଆର୍ ଶୀଲାକେ ଜେଇଲେ ସୁରକ୍ଷା ଜାଗାଇ ର୍କି ସେମ୍ନ୍କାର୍ ହାଦ୍କେ ବାନ୍ଧ୍ଲାଇ।
ସେତାକ୍ ମ୍ଜାରାତି ସେମ୍ନ୍ ଇଶ୍ବରାର୍ ଲ୍ଗେ ପ୍ରଶଂସାର୍ ଗିତ୍ମ୍ନ୍ କ୍ମ୍କେ ଲାଗ୍ଲାଇ। ହଟାତ୍, ବେଶି ବୟଙ୍କାର୍ ଭୂମିକମ୍ପ ଅଇଲି!
ଜେଇଲେ ରିଲା ସ୍ବୁ ଦୁଆର୍ ଉଗାଳି ଅଇଲି, ଆର୍ ସ୍ବୁ ବନ୍ଦୀ ଅଇରିଲା ଲକ୍ମ୍ନ୍କାର୍ ଆତାର୍ ଶିକ୍ଳିମ୍ନ୍ କୁସୁଲ୍ଲି। ଜେଇଲ୍ ବିତ୍ରାର୍ ଜାଗୁଆଳି ମ୍ନ୍ ନିଦେହ୍ଣି ଉଟ୍ଲାଇ, ଆର୍ ଜ୍ଡେବ୍ଳ୍ ସେ ଦ୍କ୍ଲା ଯେ ଜେଇଲାର୍ ଦୁଆଁର୍ ସ୍ବୁ ଉଗାଳି ଅଇଲି ଆଚେ, ସେ ଡିରିଗ୍ଲା।
ସେ ବାବ୍ଲା ଯେ ଜେଇଲେ ବନ୍ଦି ଅଇରିଲା ସ୍ବୁଲକ୍ ହ୍ଳାଇଲାଇ ଆତ୍ତି। ସେତାକ୍ ସେ ନିଜ୍କେ ନିଜେ ମ୍ର୍ତାର୍ ଗିନେ ଯଜ୍ନା କ୍ଲା। (ସେ ଜାଣିରିଲା ଯେ ରୋମୀୟର୍ ର୍ଜା ତାକେ ମାରେଦ୍ ଯଦି ସେ ଜେଇଲେ ବନ୍ଦି ଅଇରିଲା ଲକ୍ମ୍ନ୍କେ ହ୍ଳାମ୍କେ ଅନୁମତି ଦେଇଦ୍।) ମ୍ତର୍ ପାଉଲ ତାକେଦ୍କି ବେଲ୍କି ଅଇକ୍ରି ଉଟ୍ଲା, “ ରେ! ନିଜ୍କେ କ୍ଷତି କ୍ରାନାଇ। ଅମି ସ୍ବୁଲକ୍ ଇତି ଆଚୁ।“ ଜେଇଲାର୍ ଜାଗୁଆଳି ଜ୍ଡେବ୍ଳ୍ ପାଉଲ ଆର୍ ଶୀଲାର୍ ଲ୍ଗେ ଆଇଲାଇ, ସେ ଡିରିକ୍ରି ତ୍ର୍ ତ୍ର୍ତି ରିଲା ଆର୍ କଇଲା, ଉଦାର୍ ହାଉତାର୍ ଗିନେ ମୁଇ କାଇରି କ୍ରିନ୍?।
ପାଉଲ୍ ଉତ୍ତର୍ ଦିଲା, “ ଯୀଶୁର୍ତ୍ଇ, ଯେ ଗୁରୁ, ବିଶ୍ବାସ୍ କ୍ରାସ୍, ସେରି ଅଇଲେକ୍ ତୁଇ ଆର୍ ତର୍ ଗ୍ରାର୍ ସ୍ବୁଲକ୍ ଉଦାର୍ ହାଉଆସ୍। ତାର୍ହ୍ଚେ ସେ ଜେଇଲାର୍ ଜାଗୁଆଳି ନିଜାର୍ ଗ୍ରେ ପାଉଲ୍ ଆର୍ ଶୀଲାକେ ନେଇ ସେମ୍ନ୍କେ କ୍ଷତସ୍ବୁ ଦଇଦିଲା। ତାର୍ ଗ୍ରେ ରେତା ସ୍ବୁଲକେ ପାଉଲ୍ ଯୀଶୁର୍ ବିଷୟେ ସୁବ୍ କ୍ବର୍ ପର୍ଚାର୍ କ୍ଲା। ଜେଇଲାର୍ ଜାଗୁଆଳି ଆର୍ ତାର୍ ଗ୍ରାର୍ ସ୍ବୁଲକ୍ ବିଶ୍ବାସ୍ କ୍ରି ଡୁବେନ୍ ନିଲାଇ।
ଜେଇଲାର୍ ଜାଗୁଆଳି ପାଉଲ୍ ଆର୍ ଶୀଲାକେ କାମ୍କେ ଦିଲା ଆର୍ ସେମ୍ନ୍ ସ୍ବୁ ଗଟେତ୍ଇ ସ୍ର୍ଦା କ୍ଲାଇ। ହର୍ଦିନ୍ ସ୍ହରାର୍ ନେତାମ୍ନ୍ ପାଉଲ୍ ଆର୍ ଶୀଲାକେ ଜେଇଲେ ହ୍ଣି ମୁକ୍ତି କ୍ଲାଇ ଆର୍ ସେମ୍ନ୍କେ ଫିଲିପ୍ପୀ ସ୍ହର୍ ଚାଡି ଜ୍ମ୍କେ କଇଲା।
ପାଉଲ୍ ଆର୍ ଶୀଲା ଲୂଦିଆ ଆର୍ ବିନ୍ କ୍ତେକ୍ ବନ୍ଧୁକେ ଦ୍କା କ୍ଲାହ୍ଚେ ସେମ୍ନ୍ ସେ ସ୍ହର୍ ଚାଡ୍ଲାଇ। ଯୀଶୁର୍ ବିଷୟ୍କେ ସୁବ୍ କ୍ବର୍ ଚାରିବାଟ୍ ଆଉଜି ଅମ୍କେ ଲାଗ୍ଲି, ଆର୍ ମ୍ଣ୍ତଳି ହେଁ ବାଡୁକେ ଲାଗ୍ଲି। ପାଉଲ୍ ଆର୍ ବିନ୍ ଖ୍ରୀଷ୍ଟିଆନ୍ ନେତାମ୍ନ୍ ଗାଦା ସ୍ହର୍ ବୁଲ୍ଲାଇ ଆର୍ ଯୀଶୁର୍ ସୁବ୍ କ୍ବର୍ ପର୍ଚାର୍ କ୍ରି ସିକ୍ଯା ଦେମ୍କେ ଲାଗ୍ଲାଇ।
ସେମ୍ନ୍ ମ୍ଣ୍ତିଳିୟେ ରେତା ବିଶ୍ବାସିମ୍ନ୍କେ ସ୍ର୍ଦା ଆର୍ ସିକ୍ଯା ଦେତାର୍ ଗିନେ ଗାଦା ଚିଟିମ୍ନ୍ ଲେକ୍ଲାଇ। ଇ ଚିଟି ବିତ୍ରେ କ୍ତେକ୍ ବାଇବଲେ ବହି ଅଇଲି। ବାଇବଲାର୍ ଗଟେକ୍ କାହାଣି:
ବାଇବଲାର୍ ଗଟେକ୍ କ୍ତା:ପ୍ରେରିତ ୧୬:୧୧-୪୮
Free to use, adapt, and share under an open license (CC BY-SA 4.0).