48. ୪୮. ଇଶ୍ୱର୍ ଜ୍ଡେବ୍ଳ୍ ପୁର୍ତିବି ସୁସ୍ଟି କ୍ଲା, ସ୍ଡେବ୍ଳ୍ ସ୍ବୁ ବିଷୟ୍ ସିଦ୍ଦ ରିଲି।
ସ୍ଡେବ୍ଳ୍ କାଇରି ହେଁ କାତାର୍ ନ୍ରିଲି। ଆଦମ ଆର୍ ହବା ନିଜେ ନିଜେ ବ୍ଲ୍ ହାଉତି ରିଲାଇ ଆର୍ ସେମ୍ନ୍ ଇଶ୍ବର୍କେ ଲାଡ୍ କ୍ର୍ତି ରିଲାଇ। ସ୍ଡେବ୍ଳ୍ କାଇ ଜ୍ର୍ କି ମ୍ର୍ନ୍ ନ୍ରିଲି। ପୁର୍ତିବି ଅନ୍କ୍ରି ହ୍କା ଅଉଅ ବ୍ଲି ଇଶ୍ବର୍ ଇଚା କ୍ର୍ତି ରିଲା। ହବାକେ ପ୍ରତାରିତ୍ କ୍ର୍ତାର୍ ଗିନେ ଶଇତାନ୍ ଗଟେକ୍ ସାହ୍ ଦ୍ବାର୍ କ୍ତା କଇଲି।
ତାର୍ହ୍ଚେ ସେ ଆର୍ ଆଦମ୍ ଇଶ୍ବରାର୍ ବିରଦେ ପାପ୍ କ୍ଲାଇ। ଜ୍ନ୍କ୍ରି ସେମ୍ନ୍ ପାପ୍ କ୍ଲାଇ, ସେତାର୍ ଗିନେ ପୁର୍ତିବି ଲ୍ଗେ ରିଲା ସ୍ବୁ ଜ୍ର୍ ଦୁକା ଅଉତି ଆର୍ ମ୍ର୍ତି। ଜ୍ନ୍କ୍ରି ଆଦମ ଆର୍ ହବା ପାପ୍ କ୍ଲାଇ, ଇତି ଆରେକ୍ କ୍ତେକ୍ ବୟଙ୍କାର୍ ବିଷୟ୍ ଗଟ୍ଲି।
ସେମ୍ନ୍ ଇଶ୍ବରାର୍ ଶ୍ତରୁ ଅଇଲାଇ। ଇରି କ୍ଲାର୍ ଗିନେ , ସେ ଦିନ୍ ହ୍ଣି ଜ୍ଲମ୍ ଅଉତିରିଲା ସ୍ବୁ ମାନାଇ ପାପ୍ ନେଇକ୍ରି ଜ୍ଲମ୍ ଅଉତି ଆର୍ ଇଶ୍ବରାର୍ ଶ୍ତରୁ ଅଉତି। ଇଶ୍ବର୍ ଆର୍ ମାନାଇ ମ୍ନ୍କାର୍ ବିତ୍ରେ ରିଲା ସମ୍ପର୍କ ପାପ୍ ଦ୍ବାରା ବାଙ୍ଗି ରିଲି। ମ୍ତର୍ ସେ ସ୍ମ୍ପର୍କକେ ଆରେକ୍ ତିଆର୍ କ୍ର୍ତାର୍ ଗିନେ ଇଶ୍ବର୍ ଗଟେକ୍ ଯଜ୍ନା କ୍ରିରିଲା। ଇଶ୍ବର ହ୍ର୍ମାଣ୍ କ୍ରି କଇରିଲା ଯେ ହବାର୍ ବ୍ଉଁଶେ ହ୍ଣି ତିଆର୍ ଅଇଲା ଗଟେକ୍ ଶଇତାନାର୍ ମୁଣ୍ତକେ ଚୂର୍ଣ୍ଣ କ୍ରେଦ୍, ଆର୍ ଶଇତାନ୍ ତାର୍ ଗୋଇଟିକେ କ୍ଷତି କ୍ରେଦ୍।
ଇତାର୍ ଅର୍ଥ ଅମ୍ଲି ଯେ ଶଇତାନ୍ ଖ୍ରୀଷ୍ଟକେ ବଧ୍ କ୍ରେଦ୍, ମ୍ତର୍ ଇଶ୍ବର୍ ତାକେ ମ୍ଲା ଲକ୍ମ୍ନ୍କାର୍ ବିତ୍ରେ ହ୍ଣି ଉଟାଇଦ୍, ଆର୍ ତାର୍ହ୍ଚେ ଖ୍ରୀଷ୍ଟ ସ୍ବୁଦିନାର୍ ଗିନେ ଶଇତାନାର୍ ଶ୍କ୍ତିକେ ନାସ୍ କ୍ରେଦ୍। ବେଶି ବ୍ର୍ଷ ହ୍ଚେ, ଇଶ୍ବର୍ ଜାଣାଇଲା ଯେ ଯୀଶୁ ଅମ୍ଲା ସେ ଖ୍ରୀଷ୍ଟ। ଇଶ୍ବର୍ ଜ୍ଡେବ୍ଳ୍ ଗଟେକ୍ ହାଣିହବ୍ନ୍ ଦ୍ବାରା ସ୍ବୁ ପୁର୍ତିବିକେ ନ୍ଷ୍ଟ କ୍ଲା, ସ୍ଡେବଳ୍ ଜୁଇ ଲକ୍ମ୍ନ୍ ତାର୍ତ୍ଇ ବିଶ୍ବାସ୍ କ୍ଲାଇ ସେମ୍ନ୍କେ ର୍କ୍ଯା କ୍ର୍ତାର୍ ଗିନେ ଜାଜ୍ ଜାଗାଇଲା।
ଟିକ୍ ସେନ୍କ୍ରି, ସ୍ବୁ ମାନାଇ ସେମ୍ନ୍କାର୍ ନିଜାର୍ ନିଜାର୍ ପାପାର୍ ଗିନେ ନ୍ଷ୍ଟ ଅଉତାର୍ ଯଗ୍ଯ ରିଲାଇ, ମ୍ତର୍ ଜୁଇଲକ୍ମ୍ନ୍ ତାର୍ତ୍ଇ ବିଶ୍ବାସ୍ କ୍ର୍ତି ସେମ୍ନ୍କେ ର୍କ୍ଯା କ୍ର୍ତାର୍ ଗିନେ ଇଶ୍ବର୍ ଯୀଶୁକେ ଜାଗାଇଲା। ଶହ ଶହ ବ୍ର୍ଷ ଦ୍ରି ଲକ୍ମ୍ନ୍ ସେମ୍ନ୍କାର୍ ପାପ୍ ଯଗୁ ଜୁଇ ଡ୍ନ୍ତାର୍ ଯଗ୍ଯ ରିଲାଇ ସେରି ଦ୍କାଉତାର୍ ଗିନେ ଯାଜକ୍ମ୍ନ୍ ଶାନ୍ତିରେ ଇଶ୍ବରାର୍ ଲ୍ଗେ ବଳି ହୁଜା କ୍ର୍ତି ରିଲାଇ।
ମ୍ତର୍ ସେ ସ୍ବୁ ବଳିହୁଜା ସେମ୍ନ୍କାର୍ ପାପ୍କେ ଦୁରି କ୍ରୁ ନାହାର୍ତି ରିଲି। ଯୀଶୁ ଅମ୍ଲା ବ୍ଡ୍ ମୁକିଆ ଯାଜକ୍। ବିନ୍ ଯାଜକ୍ମ୍ନ୍କାର୍ ହର୍ ନଇ, ଜୁଇରି ଯୀଶୁ କ୍ରି ଦ୍କାଇଲା- ଗଟେକ୍ ବଳିଦାନ୍ ବାବେ ସେ ନିଜ୍କେ ସ୍ହ୍ରି ଅଇଲା ଜୁଇରି ଜ୍ଗତେ ରିଲା ସ୍ବ୍କାର୍ ପାପ୍କେ ଦୁରି କ୍ରେଦ୍। ଯୀଶୁ ସିଦ୍ଦ ମୁକିଆ ଯାଜକ୍ ଆଚେ କାଇତାକ୍ ଜ୍ଗତେ ରିଲା ଜୁଇ ଲକ୍ ହେଁ ଜ୍ଡେବ୍ଳ୍ କ୍ର୍ତିରିଲା ସ୍ବ ପାପାର୍ ଡ୍ଣ୍ତକେ ସେ ନିଜାର୍ ଉହ୍ରେ ନିଲା। ଇଶ୍ବର୍ ଅବ୍ରାହାମ୍କେ କଇଲା, “ ପୁର୍ତିବିରେ ସ୍ବୁ ଲକ୍ମ୍ନ୍ ତର୍ ଦ୍ବାରା ଆଶ୍ରିବାଦ୍ ହାଉତି।
ଯୀଶୁ ଅବ୍ରାହାମାର୍ ଏକ୍ଲା ବ୍ଉଶାର୍ ରିଲା। ସ୍ବୁ ଲକ୍ମ୍ନ୍ ତାର୍ ଦ୍ବାରା ଆଶ୍ରିବାଦ୍ ହାଉତି, କାଇତାକ୍ ଯୀଶୁର୍ ନାଉଏ ବିଶ୍ବାସ୍ କ୍ର୍ତି ରିଲା ସ୍ବୁଲକ୍ ପାପେହ୍ଣି ଉଦାର୍ ହାଇଲାଇ ଆତ୍ତି, ଆର୍ ଅବ୍ରାହାମାର୍ ଆତ୍ମିକ୍ ବ୍ଉଁଶେ ହୁରା ଅଇଲାଇ ଆତ୍ତି।
ଅବ୍ରାହାମ୍କେ ତାର୍ ହଇସି ଇସାହାକ୍କେ ବଳିଦାନ୍ ବାବେ ବଳି ହୁଜା ଦେତାର୍ ଗିନେ ଜ୍ଡେବ୍ଳ୍ ଇଶ୍ବର୍ କଇଲା, ସ୍ଡେବ୍ଳ୍ ତାର୍ ହଇସି ଇସାହାକ୍କେ ସ୍ବ୍କାର୍ ଗିନେ ବଳିକୃତ୍ ଅଉତାର୍ ଗିନେ ଗଟେକ୍ ମେଣ୍ତା ଜାଗାଇଲାଇ। ଅମି ସ୍ବୁଲକ୍ ଅମାର୍ମ୍ନ୍କାର୍ ପାପାର୍ ଗିନେ ମ୍ର୍ତାର୍ ଯଗ୍ଯ ଆଚୁ! ମ୍ତର୍ ଇଶ୍ବର୍ ତାକାର୍ ମେଣ୍ତା ଯୀଶୁକେ ଅମାର୍ମ୍ନ୍କାର୍ ଜାଗାଇ ଗଟେକ୍ ବଳିଦାନ୍ ବାବେ ମ୍ରୁକେ ଦିଲାଇ। ଇଶ୍ବର୍ ଜ୍ଡେବ୍ଳ୍ ମିଶରରେ ସ୍ରାସ୍ରି ମ୍ର୍ଡି ହ୍ଟାଇଲା, ସେ ସ୍ବୁ ଇସ୍ରାୟେଲାର୍ ପରିବାର୍କେ ଗେଟକ୍ ଗଟେକ୍ ସିଦ୍ଧ୍ ମେଣ୍ତା ମାରିକ୍ରି ସେମ୍ନ୍କାର୍ ଦୁଆର୍ ବ୍ନ୍ଧାର୍ ଉହ୍ରେ ସେ ମେଣ୍ତାର୍ ବ୍ନି ଲାଗାମ୍କେ କଇରିଲା।
ଇଶ୍ବର୍ ଜ୍ଡେବ୍ଳ୍ ବ୍ନି ଦ୍କ୍ଲାଇ, ସେ ସେମ୍ନ୍କାର୍ ଗ୍ର୍ ଚାଡ୍ଲାଇ ଆର୍ ସେମ୍ନ୍କାର୍ ହ୍ର୍ତୁର୍ ଅଇଲା ଅଣ୍ତରା ହିଲ୍ମ୍ନ୍କେ ମାରି ନ୍କେଲାଇ। ଇ ଗଟ୍ଣାକେ ନିସ୍ତାର୍ ହ୍ର୍ବ୍ କ୍ଉଆ ଅଇଦ୍। ଯୀଶୁ ଅମ୍ଲା ଅମାର୍ ମ୍ନ୍କାର୍ ନିସ୍ତାର୍ ହ୍ର୍ବାର୍ ମେଣ୍ତା।
ସେ ସିଦ୍ଧ ଆର୍ ପାପ୍ ନ୍ରିଲା ଆର୍ ନିସ୍ତାର୍ ହ୍ର୍ବ୍ ପାଳନ୍ କ୍ର୍ତା ବ୍ଳ୍ ହ୍କା ମାରି ରିଲାଇ। ଜ୍ଡେବ୍ଳ୍ ଜୁଇଲକ୍ ଯୀଶୁର୍ ତ୍ଇ ବିଶ୍ବାସ୍ କ୍ରେଦ୍, ସ୍ଡେବ୍ଳ୍ ଯୀଶୁର୍ ବ୍ନି ସେ ଲକାର୍ ପାପ୍ ଦଇ ନେଇଦ୍, ଆର୍ ଇଶ୍ବରାର୍ ଡ୍ଣ୍ତ ସେ ଲକାର୍ ତ୍ଇହ୍ଣି ଦୁର୍ ଅଇଦ୍। ଇଶ୍ବର୍ ଇସ୍ରାଏଲ୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ଗଟେକ୍ ନିୟମ୍ କ୍ଲାଇ, ଜୁଇଲକ୍ ତାକାର୍ ବାଚ୍ଲା ଲକ୍ ରିଲାଇ।
ମ୍ତର୍ ଇଶ୍ବର୍ ଅବେ ଗଟେକ୍ ନ୍ଉଆ ନିୟମ୍ କ୍ରିଆଚେ ଜୁଇରି ସ୍ବ୍କାର୍ ଗିନେ ଦ୍ର୍କାର୍ ଅଇଦ୍। ଇ ନ୍ଉଆ ନିୟମ୍ ଦ୍ବାରା, ଜୁଇ ଲକାର୍ ଦ୍ଳ୍ ଜୁଇ ଲକ୍ ଯୀଶୁକେ ବିଶ୍ବାସ୍ କ୍ର୍ତା ଦ୍ବାରା ଇଶ୍ବରାର୍ ଲକ୍ମ୍ନ୍କାର୍ ଗଟେକ୍ ବାଗ୍ ଅମ୍ହାର୍ତି। ମୋଶା ଏକ୍ଲା ବ୍ଡ୍ ବାବବାଦି ରିଲା ଯେ ଇଶ୍ବର୍କେ ବାକ୍ଯ କଇରିଲା।
ମ୍ତର୍ ଯୀଶୁ ସ୍ବୁ ବାବବାଦି ମ୍ନ୍କାର୍ ବିତ୍ରେ ସ୍ବ୍କେ ବ୍ଡ୍ ରିଲା। ସେ ଇଶ୍ବର୍, ସେତାକ୍ ସେ ଜୁଇ ଜୁଇରି କ୍ର୍ତି ରିଲା ଆର୍ ସେରି ଇଶ୍ବରାର୍ କାମ୍ ଆର୍ ଇଶ୍ବରାର୍ ବାକ୍ଯ ରିଲି। ସେତାର୍ ଗିନେ ଯୀଶୁକେ ଇଶ୍ବରାର୍ ବାକ୍ଯ କ୍ଉଆ ଅଇଦ୍। ଇଶ୍ବର୍ ର୍ଜା ଦାଉଦ୍କେ ହ୍ର୍ମାଣ୍ କ୍ରି କଇଲା ଯେ ତାର୍ ବ୍ଉଁଶାର୍ ବିତ୍ରେ ଏକ୍ଲା ଇଶ୍ବର୍ ଲକ୍ମ୍ନ୍କାର୍ ଉହ୍ରେ ମ୍ର୍ତା ହ୍ତେକ୍ ଶାସନ୍ କ୍ରେଦ୍।
ଜ୍ନ୍କ୍ରି ଯୀଶୁ ଇଶ୍ବରାର୍ ହଇସି ଆର୍ ଖ୍ରୀଷ୍ଟ ରିଲା, ସେ ଦାଉଦ୍ ବ୍ଉଁଶାର୍ ଲକ୍ ରିଲା ଯେ କି ମ୍ର୍ତା ହ୍ତେକ୍ ଶାସନ୍ କ୍ରେଦ୍। ଇସ୍ରାୟେଲ୍ର ର୍ଜା ରିଲା, ମ୍ତର୍ ଯୀଶୁ ସାର୍ ପୁର୍ତିବିର୍ ର୍ଜା!
ସେ ଆରେକ୍ ଆସେଦ୍ ଆର୍ ନିଆଇ ଆର୍ ଶାନ୍ତିରେ ମ୍ର୍ତା ହ୍ତେକ୍ ଶାସନ୍ କ୍ରେଦ୍।
ବାଇବଲାର୍ ଗଟେକ୍ କ୍ତା: ଆଦି ୧-୩, ୬, ୧୪, ୨୨; ଯାତ୍ରା ୧୨, ୨୦; ୨ଶାମୁୟେଲ ୭; ଏବ୍ରୀ ୩:୧-୬, ୪:୧୪-୫:୧୦; ୭:୧-୮:୧୩; ୯:୧୧-୧୦:୧୮; ପ୍ରକାଶିତ ୨୧୪୯.
Free to use, adapt, and share under an open license (CC BY-SA 4.0).