10. ୧୦. ଦଶ୍ ଟା ମହାମାରୀ

10. ୧୦. ଦଶ୍ ଟା ମହାମାରୀ — illustration 1

ପରମେଶ୍ବର ମଶା ଆରି ହାରଣ କଇଲାୟ କି ଫାର ହଟଲା ହଇସି। ଯେବେ ହାଇମନ୍ ଫାର ଲଗେ ଗଲାଏ ତାକେ କାଈଲାଏ, ଇସ୍ରାଏଲର ପରମେଶ୍ବର କାଇଲାନି କି ମୋର ଲୋକମାନକେ ଯିବାକେ ଦେଷ୍। ମାତର ଫାର ତାକର କତାକେ ନା ସୁନଲା ଆରି ଇସ୍ରାଏଲ ନା ଛାଡ଼ି କରି ତଙ୍କେ ଅଦିକ କଟିନ କାମ କରବା କଅଜେ ବାଧ୍ୟ କରିଲାୟ

10. ୧୦. ଦଶ୍ ଟା ମହାମାରୀ — illustration 2

ଫାର ହାଇମନକେ ଯିବାକେ ଦେବକେ ବାର ବାର ମନା କରଲା, ହାଇଟାକାଜେ ପରମେଶ୍ୱର ଦଶଟା ବିପତି ପଟାଇଲା। ଏ ବିପତି ଥାନୁ, ପରମେଶ୍ୱର ଫାରକେ ଦେକାଇଲା କି ହାଏ ଫାର ଆରି ମିଶରର ଦେବତାମାନ ଥାନୁ ଆଦିକା ଶକ୍ତିଶାଳୀ।

10. ୧୦. ଦଶ୍ ଟା ମହାମାରୀ — illustration 3

ପରମେଶ୍ୱର ନିଲ ନଦିକେ ରକତ ନଦୀ ବନାଇଲା, ମାତର ଫାର ଏବେ ମିଶା ଇସ୍ରାଏଲକେ ଯିବାକେ ନାଇଁ ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 4

ପରମେଶ୍ୱର ମିଶରର ସବୁ ଜାଗାନେ ମେଣ୍ଡକମନ ପଟାଇଲା। ଫାର ମେଣ୍ଡାକ ମାନକେ ଦୂର କରବାକାଜେ ମଶାକେ ଡାକଲା। ମାତର ସବୁ ମେଣ୍ଡାକ ମରଲା ପଚେ, ଫାର ନିଜର ମନକେ କଟର କରଲା ଆରି ଇସ୍ରାଏଲକେ ମିଶର ଥାନୁ ଯିବାକେ ନା ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 5

ହାଇଟାକାଜେ ପରମେଶ୍ୱର କିଡାମନର ବିପତି ପଟେଇଲା, ଫାର ମଶା ଆରି ହରଣକେ ଡାକି କଇଲା କି ଯଦି ଏ ବିପତି କେ ବନ୍ଦକରଲେ ଇସ୍ରାଏଲକେ ମିଶରଥାନୁଯିବାକେ ଦେବି। ଯେବେ ମଶା ପାରତନା କରଲା ପରମେଶ୍ୱର ହାଏ ବିପତିକେ ଗୁଚଇଦେଲା। ମାତର ଫାର ନିଜର ମନକେ କଟର କରି ହଇମାନକେ ଯିବାକେ ନା ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 6

ତାର ଆଗେ, ପରମେଶ୍ୱର ମିଶରର ସବୁ ପଇଲା ପଶୁମାନକେ ବିମାର କରି ମରି ଯିବାକେ ଦେଲାମ। ମାତର ଫାରର ମନ କଟର ହେଇରେଲା ଆରି ଇସ୍ରାଏଲକେ ଯିବାକେ ନା ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 7

ତେବେ ପରମେଶ୍ୱର ମଶାକେ ଫାରର ଛୁମେ ଜୟ ହଲା ପକାଇବାକେ କଇଲା। ତେବେ ହାଏ ଏନ୍ତା କରଲା ମିଶରର ଲୋକମାନକେ ଆଦିକ ଦରଦ ଦେବା ଫାଟକମନ ହେଲା। ପରମେଶ୍ୱର ଫାରର ମନକେ ଆଦିକ କଟର କରଲା, ଆରି ଫାର ଇସ୍ରାଏଲକେ ସୁକେ ଯିବାକେ ନା ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 8

ତାର ପଚେ, ପରମେଶ୍ୱର ଜୟ ହଲା ପଟାଇ ମିଶରର ଅଦିକ ଫସଲକେ ଆରି ନଷ୍ଟ କରିଦେଲା ଆରି ଯିଏ ବାରେ ଭରଲା ତାକେ ମିଶା ମାରିଦେଲା। ଫାର ମଶାକେ ଆରି ହରଣକେ ଡାକି ତାଙ୍କେ ସଙ୍ଗଲା କି, ମୁଇ ପାପ କରିଲିଆଚେ। ତମେ ଯାଇକେ ପାରାସ। ମଶା ପାରାତନା କରିଲା, ଆରି ଆକାଶଥାନୁ ଜୟହଲା ଘସରବାଟା ବନ୍ଦ ହେଲା।

10. ୧୦. ଦଶ୍ ଟା ମହାମାରୀ — illustration 9

ମାତର ଫାର ଆରି ଗଟକଥର ପାପ କରିଲା ଆରି ନିଜର ମନକେ କଟର କରିଲା। ସେ ଇସ୍ରାଏଲକେ ସୁକେ ଯିବାକେ ନା ଦେଲା।

10. ୧୦. ଦଶ୍ ଟା ମହାମାରୀ — illustration 10

ପରମେଶ୍ୱର ମିଶର ଦେଶେ ଝିଟିକାମନକେ ପଟାଇଲା। ଏ ଝିଟକାମନ ସବୁ ଚାଷକେ ଖାଇ ପକାଇଲାୟ ଯାର ଅଲେମନକେ ନାଶ ନା କରିରେଲାୟ।

10. ୧୦. ଦଶ୍ ଟା ମହାମାରୀ — illustration 11

ଆରି ଗଟଥର ପରମେଶ୍ୱର ତିନି ଦିନତକ ଅନ୍ଦାର କରିଦେଲା। ଏଟା ଏତେକ ଅନ୍ଦାର ରେଲ କି ମିଶରର ଲୋକମନ ପଦାୟ ଭାରି ନା ପାରିଲାୟ। ମାତର ଜନଥାନେ ଇସ୍ରାଏଲ ଲୋକମନ ରେଲାୟ ହାଇଥାନେ ଉଜାଲା ରେଲା।

10. ୧୦. ଦଶ୍ ଟା ମହାମାରୀ — illustration 12

ଏମନ ବିପଦର ପଚେ ମିଶା, ଫାର ଇସ୍ରାଏଲ ଲୋକମନକେ ଆରାମସେ ଯିବାକେ ନା ଦେଲା। ମାତର ଫାର ନା ସୁନିରେଲା କି ପରମେଶ୍ୱର ଆରି ଗଟକ ଶେଷ ବିପତି ପଟାଇସି ବୋଲି। ଆରି ଏଟା ଫାରର ମନକେ ବଦଲସି ବୋଲି।

ଯାତ୍ରା ପୁସ୍ତକର୍ ଅଧ୍ୟାୟ ୫-୧୦ ତାନର୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).