11. ୧୧. ନିସ୍ତାର ପରବ୍
ଇସ୍ରାଏଲୀୟମନର ଯିବାକାଚେ ଫାରୋ ଲଗେ ପଚାର୍ବା କାଚେ ପରମେଶ୍ବର ମୋଶା ଆରି ହାରୋଣକେ ପଠାଏଲା। ହାଏମନ୍ ତାକେ ଚେତାବନୀ ଦେଲାଏ ଯେ, ଯଦି ହାଏ ତିକେ ଯିବାକାଚେ ନା ଦେ, ତେବେ ପରମେଶ୍ବର ମିଶରୀୟମନର ଆରି ସବୁ ପଶୁମନର ପ୍ରଥମ ଜାତକେ ହତ୍ୟା କର୍ସି। ଏଟାକେ ଶୁଣବାର ପାଚେ ମିଶା ଫାରୋ ପରମେଶ୍ବରକେ ବିଶ୍ୱାସ କର୍ବା କାଚେ ମନା କରିଦେଲା ଆରି ତାରକଥା ମାନ୍ବା କାଚେ ମନା କର୍ଲା।
ପରମେଶ୍ବର ତାର ଉପରେ ବିଶ୍ୱାସ କର୍ଥେରେବା ଲୋକମନର ପ୍ରଥମଜାତ ବେଟାକେ ବଞ୍ଚାଇବା କାଚେ ଗୋଟକ୍ ଉପାୟ କର୍ଲା। ସବୁ ପରିବାର କେ ଗୋଟକ୍ ଦାଗହୀନ ମେଣ୍ଢ ନେଇ ହତ୍ୟା କର୍ବାକେ ପଡ୍ଲା।
ପରମେଶ୍ୱର ଇସ୍ରାଏଲୀୟମନକ ମେଷଶାବକର ରକ୍ତକେ ନେଇ ନିଜର ଘରର ଦ୍ୱାରବନ୍ଦତି ରଛାଏବା କାଚେ ବଲିରେଲା। ହାଏମନକେ ଏତାର ମାଂସକେ ଭାଜା କର୍ବାକାଚେ ପଡ୍ଲା ଆରି ପାଚେ ଖମୀରଶୂନ୍ୟ ରଟୀ ସଙ୍ଗେ ଏଟାକେ ଝପକେ ଖାଇବାକାଚେ ପଡ୍ଲା। ହାଇ ଖାଦ୍ୟ ଖାଇବାର ପାଚେ ତୁରନ୍ତ ମିଶରକେ ଛାଡିବା କାଚେ ପ୍ରସ୍ତୁତ ହୋଏବା କାଚେ ହାଏ ତିକେ ବଲିରେଲା।
ପରମେଶ୍ୱର ଇସ୍ରାଏଲୀୟମନ ଯନ୍ଟା କର୍ବାକାଚେ ଆଦେଶ ଦେଇରେଲା, ହାଇ ଅନୁସାରେ ହାଏମନ୍ ସବୁକିଛି କର୍ଲାଏ। ମଜିରାତ୍ରିତି, ପରମେଶ୍ବର ମିଶରର ସବୁଲୋକର ବଡେ ପିଲାମନକେ ହତ୍ୟା କରି କରି ଗଲା।
ଇସ୍ରାଏଲର ସବୁଘରର ଦ୍ୱାରବନ୍ଦତି ରକ୍ତକେ ରଛାଏ ରେଲାଜ, ହାଇଟାକାଚେ ପରମେଶ୍ୱର ହାଇ ଘରସବୁକେ ଛାଡ଼ି ଦେଲା। ତିକର ଭିତରେ ସବୁ ସୁରକ୍ଷିତ ରେଲାଏ। ମେଷଶାବକର ରକ୍ତର ଲାଗି ହାଏମନ ସବୁ ଉଦ୍ଧାର ପାଏଲାଏ।
ମାତର ମିଶରୀୟମନ ପରମେଶ୍ୱରକେ ବିଶ୍ୱାସ ନା କର୍ଲାଏ ଆରି ତାର ଆଦେଶକଜ ପାଳନ ନା କର୍ଲାଏ। ହାଇକାଚେ ପରମେଶ୍ୱର ତିକର ଘରକେ ନା ଛାଡ଼ଲା। ମିଶରୀୟମନର ସବୁ ପ୍ରଥମ ଜାତ ପିଲାମନକେ ପରମେଶ୍ୱର ହତ୍ୟା କର୍ଲା।
କାରାଗାରର କଏଦୀମାନର ପ୍ରଥମଜାତଲେ ନେଇକରି ଫାରୋର ପ୍ରଥମଜାତଲେ ପରମେଶ୍ବର ସବୁ ବଡେ ପୁରୁଷର ମୃତ୍ୟୁ ହୋଇରେଲା। ଅନେକ ମିଶରୀୟ ଲୋକ ତିକର ଗଭୀର ଯନ୍ତ୍ରଣାର ଲାଗି କାନ୍ଦେ୍ତେରେଲାଏ।
ହାଇ ଦିନର ରାତିର ଦାଏ ଫାରୋ ମୋଶା ଆରି ହାରୋଣକେ ଡାକିକରି ବଲା୍, "ଇସ୍ରାଏଲ ଲୋକେ ତୁରନ୍ତ ମିଶରତାନ୍ଲେ ବାହାର କରି ନେଇ ଯା!" ମିଶରୀୟ ଲୋକମନ ମିଶା ଇସ୍ରାଏଲୀୟମନକେ ତୁରନ୍ତ ଚାଲିଯିବାକାଚେ ଅନୁରୋଧ କର୍ଲାଏ।
ଯାତ୍ରା ୧୧:୧-୧୨:୩୩ ତାନର୍ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).