12. ୧୨. ଯାତ୍ରା (ଯିବାଟା)

12. ୧୨. ଯାତ୍ରା (ଯିବାଟା) — illustration 1

ଇସ୍ରାଏଲୀୟମନ ମିଶର ଛାଡବାକେ ବହୁତ ଖୁସି ରେଲାଏ। ହାଏମନ୍ ଆରି ଦାସ ନରେଲାଏ, ଆରି ହାଏମନ୍ ପ୍ରତିଜ୍ଞା କରିରେବା ଦେଶତି ଯାଏତେରେଲାଏ! ଇସ୍ରାଏଲୀୟମନ ଯନ୍ଟା ମାଗ୍ଲାଏ, ମିଶରୀୟମନ ହାଇଟାମନକେ ଦେଏତେରେଲାଏ, ସୁନା, ରୂପା ଆରି ଅଳଗା ଅଳଗା ମୂଲ୍ୟବାନ ଜିନିଷମନ ମିଶା ଦେଲାଏ। ଅନ୍ୟ ଦେଶର କିଛି ଲୋକ ପରମେଶ୍ବର କେ ବିଶ୍ୱାସ କର୍ଲାଏ ଆରି ଯଢ଼ଦାଏ ଇସ୍ରାଏଲୀୟମନ ମିଶର ଛାଡ୍ଲାଏ, ହାଇମନ ମିଶା ତିକର ସଙ୍ଗେ ଯୋଗଦାନ(ଗଲାଏ) କର୍ଲାଏ।

12. ୧୨. ଯାତ୍ରା (ଯିବାଟା) — illustration 2

ଦିନବେଲା ତିକର ଆଗେ ଆଗେ ବଡେ ମେଘ ଖମ୍ଭା ଯାଏତେରେଲା। ଆରି ରାତିର୍ଦାଏ ଏଟା ଅଗ୍ନି ଖମ୍ଭା ହୋଏତେରେଲା। ହାଇ ମେଘ ଖମ୍ଭା ଆରି ଅଗ୍ନି ଖମ୍ଭାତି ପରମେଶ୍ବର ସବୁଦାଏ ତିକର ସଙ୍ଗେ ରେଲା ଆରି ଯାତ୍ରାକରବା ସମୟତି ତିକେ ବାଟ ଦଖାଏତେ ରେଲା। ତିକେ କାଲି ହାଇ ବାଟେ ଯାଏକେ ପଡ଼ତେରେଲା।

12. ୧୨. ଯାତ୍ରା (ଯିବାଟା) — illustration 3

ଅଳପ ସମୟର ପାଚେ, ଫାରୋ ଆରି ତାର ଲୋକମନ ତିକର ମନକେ ବଦଲାଏ ଦେଲାଏ। ହାଏମନ୍ ଆଓରିହାରକ ଇସ୍ରାଏଲୀୟମନକେ ତିକର ଦାସ କର୍ବାକାଚେ ଚାହେଁତେରେଲାଏ। ହାଇଟାକାଚେ ହାଏମନ ଇସ୍ରାଏଲର ପିଟିପିଟି ଗଲାଏ। ପରମେଶ୍ବର ଆକା ତିକର ମନକେ ବଦଳାଏଲା। ହାଏ ଇଟା କାଚେ ଅନ୍ତି କରିରେଲା କାରଣ ହାଏ ଚାହେଁତେରେଲା ଯେସବୁ ଜାଣତ୍ କି ଯିହୋବା ଆଏ, ଫାରୋଲେ ଆରି ମିଶରର ସବୁ ଦେବତାମନ୍ଲେ ଅଧିକ ଶକ୍ତିଶାଳୀ ଆଏ।

12. ୧୨. ଯାତ୍ରା (ଯିବାଟା) — illustration 4

ଯଢ଼ଦାଏ ଇସ୍ରାଏଲୀୟମନ ମିଶର ସେନାମନ କେ ତିକର ଲଗେ ଆଏବାଟାକେ ଦୋଖ୍ଲାଏ, ତ ହାଏମନ୍ ଜାଣ୍ଲାଏ ଯେ ହାଏମନ୍ ଫାରୋର ସେନାମନର ଆରି ଲାଲ୍ ସାଗର ମଜିତି ଧରାପଡ଼ଲା ଆତ। ହାଏମନ୍ ବହୁତ ଡରିକରି କାନ୍ଦଲାଏ, "ଆମି କାଏକାଚେ ମିଶରକେ ଛାଡ୍ଲୁ? ଆମି ମରି ଯିବୁବେ!"

12. ୧୨. ଯାତ୍ରା (ଯିବାଟା) — illustration 5

ମୋଶା ଇସ୍ରାଏଲୀୟମନକେ ବଲା୍, ନା ଡରା! ଆଜି ପରମେଶ୍ୱର ତମର କାଚେ ଯୁଦ୍ଧ କରସି ଆରି ତମକେ ରକ୍ଷା କରସି। ତାର୍ପାଚେ ପରମେଶ୍ବର ମୋଶାକେ ବଲା୍ "ଏହି ଲୋକମନକେ ଲାଲ୍ ସାଗର ବାଟେ ଯିବାକାଚେ ବଲ୍।”

12. ୧୨. ଯାତ୍ରା (ଯିବାଟା) — illustration 6

ତାର୍ପାଚେ ପରମେଶ୍ବର ହାଇ ମେଘର ଖମ୍ଭାକେ ନେଇ ଇସ୍ରାଏଲୀୟ ଆରି ମିଶରୀୟମନର ମଜିତି ରଖ୍ଲା ଯନ୍ତା କି ମିଶରୀୟମନ ଇସ୍ରାଏଲୀୟମନକେ ଦୋଖେ ନା ପାରତ୍।

12. ୧୨. ଯାତ୍ରା (ଯିବାଟା) — illustration 7

ପରମେଶ୍ବର ମୋଶାକେ ସମୁଦ୍ର ଉପରେ ତାରହାତକେ ବଡ଼ାଏବା କାଚେ ବଲା୍। ତାର୍ପାଚେ ପରମେଶ୍ବର ସମୁଦ୍ରର ପାଣିକେ ପବନ ଦ୍ୱାରା ଡେବିରିବାଟେ ଆରି ବୁଜନିବାଟେ ବୁଆଏଲା, ଯାର ଲାଗି ସମୁଦ୍ର ଦେଇ ଯିବାକାଚେ ଗୋଟକ୍ ରାସ୍ତା ହୋଏଲା।

12. ୧୨. ଯାତ୍ରା (ଯିବାଟା) — illustration 8

ଇସ୍ରାଏଲୀୟମନ ସମୁଦ୍ରର ଦୁଇପାକେ ପାଣିର କାନ୍ଥ ଦେଇ ଶୁଖ୍ଲା ଭୂମି ତାନ୍ଲେ ଗଲାଏ।

12. ୧୨. ଯାତ୍ରା (ଯିବାଟା) — illustration 9

ତାର୍ପାଚେ ପରମେଶ୍ୱର ହାଇ ରାସ୍ତାତିଲେ ମେଘ୍କେ ଉଠାଏଲା ଯନ୍ତା କି ମିଶରୀୟମନ ଇସ୍ରାଏଲୀୟମନକେ ସୁରକ୍ଷା ହୋଇ ଯିବାଟାକେ ଦୋଖ୍ବାଏ। ମିଶରୀୟମନ ତିକେ ଧର୍ବା କାଚେ ତିକର ପିଟିପିଟି ଯିବାକାଚେ ହୋଏଲା।

12. ୧୨. ଯାତ୍ରା (ଯିବାଟା) — illustration 10

ହାଇଟାକାଚେ ହାଏମନ୍ ସମୁଦ୍ର ଦେଇ ହାଇ ରାସ୍ତା ଦେଇ ଇସ୍ରାଏଲୀୟମନକେ ଧର୍ବାକାଚେ ଗଲାଏ, ମାତର ପରମେଶ୍ବର ମିଶରୀୟମନକେ ଗାବ୍ରା କରିଦେଲା ଆରି ତିକର ରଥକେ ଅଟକାଏ ଦେଲା। ହାଏମନ୍ କଳାର ହୋଇ ବଲା୍ ଏ, "ପଲାଏ! ପରମେଶ୍ବର ଇସ୍ରାଏଲୀୟମନ କାଚେ ଯୁଦ୍ଧ କର୍ସିଆଚେ!"

12. ୧୨. ଯାତ୍ରା (ଯିବାଟା) — illustration 11

ସବୁ ଇସ୍ରାଏଲୀୟମନ ସମୁଦ୍ରର ହାଏଖାପ ଖେଟ୍ଲାଏ। ତାର୍ପାଚେ ପରମେଶ୍ବର ମୋଶାକେ ଆଓରିହାରକ ପାଣି ଉପରେ ତାର ହାତ ବଡ଼ାଏବା କାଚେ ବଲା୍। ଯଢ଼ଦାଏ ମୋଶା ଅନ୍ତି କର୍ଲା, ପାଣି ମିଶର ସେନାମନର ଉପରେ ପଡ଼ଲା ଆରି ପାଣି ଆଗର ଅନ୍ତା ହୋଇଗଲା। ମିଶର ସବୁ ସେନାମନ ବୁଡ଼ିଗଲାଏ।

12. ୧୨. ଯାତ୍ରା (ଯିବାଟା) — illustration 12

ଇସ୍ରାଏଲୀୟମନ ଦେଖ୍ଲାଏ ଯେ ମିଶରୀୟମନ ମରିଗଲାଏ, ହାଏମନ୍ ପରମେଶ୍ୱରକେ ବିଶ୍ୱାସ କର୍ଲା। ହାଏମନ୍ ବିଶ୍ୱାସ କର୍ଲାଏ ଯେ ମୋଶା ପରମେଶ୍ବର ବାଟଲେ ଗୋଟକ୍ ଭବିଷ୍ୟ‌ଦ୍‌ବକ୍ତା ଆଏ।

12. ୧୨. ଯାତ୍ରା (ଯିବାଟା) — illustration 13

ଇସ୍ରାଏଲୀୟମନ ଏଟାକାଚେ ମିଶା ଅଧିକ ସରଧା ହୋଏଲାଏ କାରଣ ପରମେଶ୍ବର ହାଏମନ୍କେ ମରବାତାନ୍ଲେ ଆରି ଦାସ ହୋଏବା ତାନ୍ଲେ ରକ୍ଷା କରିରେଲା। ଏବେ ହାଏମନ୍ ପରମେଶ୍ବର ଉପାସନା ଆରି ତାର ଆଜ୍ଞାକେ ପାଳନ କର୍ବାକାଚେ ମୁକ୍ତ ରେଲାଏ। ଇସ୍ରାଏଲୀୟମନ ତିକର ସ୍ୱାଧୀନତାକେ ପାଳନ କର୍ବାକାଚେ ଆରି ପରମେଶ୍ବରର ପ୍ରଶଂସା କରିବା କାଚେ ଅନେକ ଗୀତ ଗାଏଲାଏ ଯନ୍ତା କି ହାଏ ତିକେ ମିଶରର ସେନାମନ୍ ତାନ୍ଲଜ ଉଦ୍ଧାର କରିରେଲା।

12. ୧୨. ଯାତ୍ରା (ଯିବାଟା) — illustration 14

ପରମେଶ୍ବର କନ୍ତାକରି ମିଶରୀୟମନକେ ପରାସ୍ତ କର୍ଲା ଆରି ହାଏମନକେ ଦାସତ୍ୱ ତାନ୍ଲେ ମୁକ୍ତ କର୍ଲା ଏଟାକେ ହେତରକବା କାଚେ ସବୁବର୍ଷେ ଇସ୍ରାଏଲୀୟମନକେ ଗୋଟକ୍ ପର୍ବ ପାଳନ କରିବାକାଚେ ଆଦେଶ ଦେଲା। ଏଟାକେ ନିସ୍ତାର ପର୍ବ ବୋଲି ବଲାଯାଏତେ ରେଲା। ଏଟାକେ ପାଳନ କର୍ବା କାଚେ ତିକେ ଗୋଟକ୍ ସୁସ୍ଥ ମେଣ୍ଢା ଛୁଆକେ ବଳି ଦେବାକେ ପଡ଼ତେରେଲା, ଏଟାକେ ଭାଜିକରି, ଖମୀରଶୂନ୍ୟ ରୋଟି ସଙ୍ଗେ ଖାଏବାକାଚେ ପଡ଼ତେରେଲା।

ଯାତ୍ରା ୧୨:୩୩-୧୫:୨୧ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).