9. ୯. ମା୍ପୃ ମଶାକେ ଡାକୁଆଏ
ଯୋସେପ ମରଲାକେ ତାର ସବୁ ଲୋକବାକମନ ମିସର ଥାନେ ରେଇଲାଏ। ସେ ଆରି ତାର ବଶର ଲୋକମନେ ଖୁବେ ଦିନ ମିସର ଦେଶେ ରେଲାଏ ଆରି ହାଇମନ ଖୁବେ ପିଲାଟକିକେ ଜନମ କରଲାଏ। ହାଏମନକେ ଇସ୍ରାଏଲ ଡାକ୍ଲାଏ।
ଖୁବେ ବରଷର ପାଚେ, ଇସ୍ରାଏଲ ଲୋକମନ ଅଧୀକ ହଇରେଲାଏ। ମିସର ଦେଶର ଲୋକମନ ଏ କତାକେ ଭାବତେ ନା ରତ କି ଯସେପ ହାଏମନକାଜେ ଖୁବେ କାମମନ କରିଦେଇରେ ହାଏମନଥାନୁ ଇସ୍ରାଏଲ ଲୋକମନ ଖୁବେ ଥିଲେ ହାଏଟା କାଜେ ଏମନ ହାଇମନକେ ଡରତେରେତ। ହାଇଟା କାଜେ ହାଇ ସମୟନେ ମିସରଥାନେ ଶାସନ କରତେରେବା ରାଜା ଫାର ଇସ୍ରାଏଲ ଲୋକମାନକେ ମିସରର ଦାସ ବନାଏଲା।
ମିସର ଦେଶର ଲୋକମନ ଇସ୍ରାଏଲକେ ବଡେ ବଡେ ଘରମନ ଆରି ନଗର ବନାଇବାକାଜେ ଜବଡଦସ୍ତ କରତେରତେ। ହାଏ ହାବଡ କାମମନ ତାକର ଜୀବନକେ ବେଶୀ ଦୁଃଖ ଦେଲା, ମାତର ମାପୃ ତାଙ୍କେ ଆଶୀର୍ବାଦ ଦେଲାୟ ଆରି ତାଙ୍କେ ଅଦିକ ସନାନ୍ତନ ଜନମ ହେଲାଏ।
ଫାର ରାଜା ଦେଖଲା କି ଇସ୍ରାଏଲମନର ଖୁବେ ପିଲାଟକିମନ ଜନମ କରବାଆତ, ହାୟଟାକାଜେ ସେ ନିଜର ଲୋକମାନକେ ଇସ୍ରାଏଲର ସବୁ ଜନମଲା ପିଲାମାନକେ ନିଲଥାନେ ଫିଙ୍ଗିକରି ମାରବାକାଜେ ଅଡର ଦେଲା।
ଗୋଟେକ ଇସ୍ରାଏଲ ବାୟଲେ ଗୋଟକ୍ ପିଲାକେ ଜନମ ଦେଲା। ହାଏ ବାୟଲେ ଆରି ତାର ମୁନୁଷ ଯେତେକ ଦିନତକ ହେଲା ହାତକି ଦିନତକ ହାଏ ପିଲାକେ ଲୁଚାଏ ରଖଲାୟ।
ଯେବେ ହାଏ ପିଲାର ମା-ବୁଆ ତାକେ ଲୁଚାଏ ବାକେ ନା ପାରଲାୟ, ହାୟମନ ମରବାଥାନୁ ବଚାୟବା କାଜେ ପାଣିଆନେ ନା ବୁଡଵା ବକ୍ସାଥାନେ ନିଲ ନଦୀର କିନାରେ ହାଏ ବକ୍ସାକେ ରକିଦେଲାୟ। ତାର ବଡ ଭାଇନି ହାଏ ଥାନୁ କାଏଁହେସି ବଲି ଦେଖବାକେ ହାଏଲଗେ ରେଲା।
ଫରର ଟକି ହାଏ ଟକରିକେ ଦେକିକରି ତାର ଭିତରେ ଦେକଲା। ଯେଡ଼େକଦାୟ ହାଏ ପିଲାକେ ଦେକଲା ହାଏ ତାକେ ନିଜର ପିଲା ନେଲାପରା ନେଲା। ସେ ଗଟକ ଇସ୍ରାଏଲ ମାଇଜିକେ ଖୀର ପିଆଇବାକାଜେ କାମଥାନେ ରକଲା। ହାଏ ଏଟା ନଜାନି କରି କି ହାଏ ମାଇଜି ହାଏ ପିଲାର ମା। ଯେବେ ହାଏ ପିଲା ଏତେକ ବଡ ହେଇଗଲା କି ତାକେ ଆରି ଖୀର ଦରକାର ନା ହେଲା, ହାଏ ମାଇଜି ଫାରର ଟକିଲଗେ ହାଏ ପିଲାକେ ପୋଟାଇ ଦେଲା, ହାଏ ପିଲାର ନା ମୋଶା।
ଗଟକ ଦିନ, ଯେବେ ମୋଶା ବଡେ ହେଇରେଲା, ତ ହାଏ ଦିଖଲା କି ଗଟକ ମିଶରର ଲୋକ ଗଟକ ଇସ୍ରାଏଲ ବାଲେୟକେ ମାରତେ ରେଲା। ମୋଶା ନିଜର ଇସ୍ରାଏଲ ସାଙ୍ଗକେ ବଚାଇବା ଚେଷ୍ଟା କରଲା।
ଯେବେ ମୋଶା ଚିନ୍ତା କରଲା କି ମକେ କିଏ ନାହିଁ ଦେଖବାର ତ ମୋଶା ହାଏ ମିସରର ଲୋକକେ ମାରିଦେଲା ଆରି ହାଇ ଲାସକେ ତପିଦେଲା। ମାତର ମୋଶା ଯାଇଟା କରରେଲା ହଇଟା କନି ନା ଦେକିରେଲାୟେ।
ଫାର ଯାନଲା ଯେ ଏଟା ମୋଶା କର୍ଲା ଅଚେ। ହାଏ ତାକେ ମାରବାକେ ଚେଷ୍ଟା କରଲା, ମାତର ମୋଶା ମିସର୍ ଥାନୁ ଜଙ୍ଗଲ ନେ ପଲାଇଲା। ଫାରର ସୈନିକ ମନ ଖାଜକେ ନା ପାର୍ଲାୟ।
ମିସରର ଦୁର ଜଙ୍ଗଲ ଆନେ ମୋଶା ଗଟକ ଛେଳି ଚତାଉ ବନି ଗଲା। ହାଇଥାନେ ସେ ଗଟକ ବାଇଲେ କେ ବିବା ହେଲା ଆରି ଦୁଇଟା ପିଲା ଜନମ କାରଲା
ମଶା ନିଜର ଶଶୁରର ଭେଡ୍ ମନକେ ଦେଖ ଭାଲ କର୍ତେ ରେଲା। ଗଟକ୍ ଦିନ, ହାଏ ଜଲ୍ ତେ ରେବା ଝାଡକେ ଦେକ୍ ଲା ଭସ୍ମ ନା ହେତେ ରେଲାଆ। ହାଏଟା କେ ଦେକବା କାଜେ ଲଗେ ଗଲା। ଯେବେ ହାଏ ଅଧିକ୍ ପାଲିକେ ଗଲା ପରମେଶ୍ବର କତା ହେଲା। ହାଏ କାଇଲା, ମଶା, ତର ଯୁତା ଉତାରି ଦେସ। ତୁଇ ଗଟକ୍ ପବିତ୍ର ଜାଗା ଆନେ ଠିଆ ହେଲିଆସ୍
ପରମେଶ୍ବର କାଈଲା, ମୁଇ ମର୍ ଲୋକମାନର ଦୁକ୍ କେ ଦେଖଲି। ମୁଇ ତକେ ଫାରର ପାକେ ପଟାଇବି ଆରି ତୁଇ ଇସ୍ରାଏଲକେ ମିସରର ଦାସତ୍ପନୁ ମୁକ୍ଲାଇ ଅନବିସ। ମୁଇ ତାକେ କିନାନ ଦେଶ ଦେବି, ହାଏ ଦେଶ ଜୁନଟା କେ ମୁଇ ଅବ୍ରହମ୍, ଇସକ୍ ଆରି ଯାକୁବ କେ ଦେବାକେ ମୁଇ କଇରେଲି।
ମୋଶା ପଚାରଲା, ଯଦି ଲୋକମନ ଯାନବା ଚାଇଲେ କି ତକେ କାନୟ ପଟାଇଲାଏ ତେବେ ମୁଇ କାଏ ବଲି କଇବି ? ପରମେଶ୍ବର କାଇଲା, ମୁଇ ଜନାୟ ଆୟେ ମୁଇ ସେଆୟ। ସେ କାଇଲା, ମୁଇ ଆକା ମକେ ତମର ପାକେ ପଟାଇଲା ଆଚେ। ସେ ଏଟା ମିସ କଇଲା କି, ମୁଇ ତମର ଅବ୍ରହମ, ଇସାକ ଆରି ଜାକୁବ ର ପରମେଶ୍ବର ୟାହବା। ମର ଏ ନାମ ସବୁ ଦିନ କାଯେ।
ମଶା ଡରତେ ରେଲା ଆରି ଫାର ପାକେ ଜିବାକେ ଇଛା ନାରେଲା ହାଏ ନୁକୁ ବାଲକେ ପାରତେ ରେଲା, ହାଏଟାକାଜେ ପରମେଶ୍ବର ମଶାର ଭାଇ, ହାରଣକେ ତାର ସଙ୍ଗେ ରେବାକେ ପଟାଇଲା।
ଯାତ୍ରା ପୁସ୍ତକ ପର୍ବ ୧-୪ ତାନର୍ ଗଟେକ୍ ବାଇବଲର କାଓନି
Free to use, adapt, and share under an open license (CC BY-SA 4.0).