8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 1

ବହୁତ୍ ବର୍ଷର ପାଚେ, ଯଢ଼ଦାଏ ଯାକୁବ ଡକ୍ରା ହୋଏଲା, ହାଏ ତାର୍ ଲାଡଲା୍ ବେଟା ଯୋଷେଫକେ ତାର ପଶୁମନର ଯତ୍ନ ନେଏତେ ରେବା ଭାଇମାନକେ ଯାଞ୍ଚ(ଦଖ୍ବାକାଚେ) ପଠାଏଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 2

ଯୋଷେଫର ଭାଇମନ ତାକେ କୁଚର ହୋଏତେ ରେଲାଏ କାରଣ ତିକର ବୁଆଆ ତାକେ ଅଧିକ ମୟା କର୍ତେରେଲାଆ ଆରି ଯୋଷେଫ ସ୍ୱପ୍ନା ଦୋଖିରେଲା ଯେ ହାଏ ତିକର ଶାସକ ହୋଏସି। ଯୋଷେଫ ତାର ଭାଇମାନର ଲଗେ ଆସିଲେ, ହାଏମନ୍ ତାକେ ବନ୍ଧୀ କରି ଦାସ ବ୍ୟବସାୟୀମନ ଲଗେ ବିକିଦେଲାଏ।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 3

ଘରେ ଫେର୍ବାର ଆଗେ ଯୋଷେଫର ଭାଇମନ ଯୋଷେଫର ପୋଷାକ୍ କେ ଚିରି ଛେଳିର ବନିତି ଭିଜାଏଲାଏ। ତାର୍ପାଚେ ହାଏମନ ହାଇମନ ବସ୍ତ୍ରକେ ତିକର ପିତାକେ ଦୋଖାଏଲାଏ ଯନ୍ତାକି ହାଏ ଭାବସି ଯେ କନି୍ ଜାରପଶୁ ଯୋଷେଫକେ ହତ୍ୟା କର୍ଲାଆଚେତ୍। ଯାକୁବ ବହୁତ ଦୁଖଃ କର୍ଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 4

ଦାସ ବ୍ୟବସାୟୀମନ ଯୋଷେଫକେ ମିଶରତି ନେଲାଏ। ମିଶର ଦେଶ୍ ନୀଳ ନଦୀର୍ କନ୍ଡି ପାଳିକେ ରେଲା, ଆରି ଏଟା ଗୋଟକ୍ ବଡେ ଆରି ଶକ୍ତିଶାଳୀ ଦେଶ ରେଲା। ହାଇ ଦାସ ବ୍ୟବସାୟୀମନ ଜୋସେଫକେ ଗୋଟକ୍ ଧନୀ ସରକାରୀ ଅଧିକାରୀର ଦାସଭାବେ ବିକି ଦେଲାଏ। ଯୋଷେଫ ତାର ମାଳିକର ଭଲ ଭାବେ ସେବା କର୍ଲା, ଆରି ପରମେଶ୍ବର ଯୋଷେଫକେ ଆଶୀର୍ବାଦ କର୍ଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 5

ତାର ମାଲିକର ସ୍ତ୍ରୀ ଯୋଷେଫ ସଙ୍ଗେ ଶୋଇବା କାଚେ ଚେଷ୍ଟା କର୍ଲା, ମାତର ଯୋଷେଫ ଅନ୍ତି କରି ପରମେଶ୍ବର ବିରୁଦ୍ଧ ଆନେ ପାପ କରିବା କାଚେ ମନା କର୍ଲା। ହାଇ ରିଶାହୋଇ ଯୋଷେଫ ର ନାମତି ମିଥ୍ୟା ଅଭିଯୋଗ କରିରେଲା, ହାଇଟାକାଚେ ତାକେ ଗିରଫ କରି ଜେଲତି ପଠାଏ ଦିଆଯାଇରେଲା। ଜେଲତାନେ ମିଶା ଯୋଷେଫ ପରମେଶ୍ବର ଲଗେ ସତ୍ୟତି ରେଲା, ଆରି ପରମେଶ୍ବର ତାକେ ଆଶୀର୍ବାଦ କର୍ଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 6

ଦୁଇ ବର୍ଷର ପାଚେ, ଯୋଷେଫ ନିର୍ଦ୍ଦୋଷି ହାଇ ମିଶା ଜେଲତି ରେଲା। ଗୋଟକ୍ ରାତି, ଫାରୋ, ଯୋନ୍ତା ମିଶରୀୟମନ ହାଏମନର ରାଜାମନକେ ଡାକ୍ତେରେତ୍, ଦୁଇଟା ସ୍ୱପ୍ନ ଦୋଖ୍ଲା ଯନ୍ଟା କି ତାକେ ବହୁତ ବିଚଳିତ କରିଦେଲା। ତାର କନି ପରାମର୍ଶଦାତା ତାର ହାଇ ସ୍ୱପ୍ନର ଅର୍ଥ ସାଙ୍ଗ୍କେ ନାପାରଲାଏ ।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 7

ପରମେଶ୍ବର ଯୋଷେଫକେ ସ୍ୱପ୍ନର ଅର୍ଥକେ ବ୍ୟଖ୍ୟା କରବା କାଚେ କ୍ଷମତା ଦେଇରେଲା, ହାଇଟାକାଚେ ଫାରୋ ଯୋଷେଫକେ ଜେଲ୍ତିଲେ ଡାକ୍ଲା। ଯୋଷେଫ ତାର ହାଇ ସ୍ୱପ୍ନର ଅର୍ଥକେ ସାଙ୍ଗ୍ଲା ଆରି ବଲା୍, ସାତ ବର୍ଷ ଅଧିକ ଫସଲର ପାଚେ ପରମେଶ୍ବର ସାତ ବର୍ଷ ଦୁର୍ଭିକ୍ଷ ପଠାଏ ବାକାଚେ ଯାଏସିଆଚେ।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 8

ଫାରୋ ଯୋଷେଫର ଉପରେ ଏତକ୍ ପ୍ରଭାବିତ ହୋଏଲା ଯେ ହାଏ ତାର ମିଶରର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ହିସାବେ ନିଯୁକ୍ତ କର୍ଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 9

ଯୋଷେଫ ଲୋକମନର ଭଲ ଫସଲର ସାତ ବର୍ଷ ଦାଏ ବହୁତ ପରିମାଣତି ଖାଦ୍ୟ ସଙ୍ଗାଏବା କାଚେ ବଲିରେଲା। ଯଢ଼ଦାଏ ସାତ ବର୍ଷର ଦୁର୍ଭିକ୍ଷ ହୋଏଲା, ଯୋଷେଫ ଲୋକମନକେ ହାଇ ଖାଦ୍ୟକେ ବିକ୍ଲା ଯାହା ଦ୍ୱାରା ହାଏମନ୍ ଖାଇବାକାଚେ ଟକା୍ ହୋଏସି।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 10

ଦୁର୍ଭିକ୍ଷା ଖାଲି ମିଶର ତାନେ ଆକା ନୁଆଏ, ମାତର କିଣାନ ତାନେ ମିଶା ହୋଇରେଲା ଯନ୍ତି୍ ଯାକୁବ ଆରି ତାର ପରିବାର ରଏତେରେଲାଏ।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 11

ହାଇଟାକାଚେ ଯାକୁବ ତାର ବଡ଼ପିଲାମାନକେ ଖାଦ୍ୟ ଘେନ୍ବାକାଚେ ମିଶର ଦେଶତି ପଠାଏଲା। ଯଢ଼ଦାଏ ହାଏମନ୍ ଖାଦ୍ୟ ଘେନ୍ବାକାଚେ ଯୋଷେଫର ଆଗେ ଠିଆ ହୋଏଲାଏ, ଭାଇମନ ଯୋଷେଫକେ ଚିତ୍ଆଏକେ ନା ପାର୍ଲାଏ। ମାତର ଯୋଷେଫ ହାଏମନକେ ଚିତ୍ଆଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 12

ହାଏମନ୍ ବଦଳାଆତ୍ କି ନାହିଁ ଦେଖ୍ବା କାଚେ ହାଏମନ କେ ପରୀକ୍ଷା କର୍ବାର ପାଚେ, ଯୋଷେଫ ତିକେ ବଲା୍, "ମୁଇ ତମର ଭାଇ ଯୋଷେଫ ଆଏ! ନା ଡରା। ତମି ମୋକେ ଦାସ ଭାବେ ବିକ୍ବାଦାଏ ତମି ମନ୍ଦ କାମ କର୍ବାକାଚେ ସ୍ଥିର କରିରେଲା ଆସ୍, ମାତର ପରମେଶ୍ବର ହାଇ ମନ୍ଦକେ ଅଚ୍ଛା କାଚେ ବ୍ୟବହାର କର୍ଲା! ଆସା ଆରି ମିଶରତାନେ ରାଆ, ଯଦ୍ୱାରା ମୁଇ ତମର ଆରି ତମରପରିବାର କାଚେ ଖାଦ୍ୟ ଯୋଗାକେ ପାରିବି।”

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 13

ଯୋଷେଫର ଭାଇମନ ଘର ଲେଓଟି ଆସି ହାଏମନ ତିକର ବୁଆକେ ସାଙ୍ଗଲାଏ ଯେ ଯୋଷେଫ ଏବେ ମିଶା ଜୀବିତ ଆଚେ ତ ଯାକୁବ ବହୁତ ସରଧା ହୋଏଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 14

ଯାକୁବ ଡକ୍ରା ରେଲା ହୋଏଲେ ମିଶା, ହାଏ ତାର ସବୁ ପରିବାର ସଙ୍ଗେ ମିଶରତି ଗଲା ଆରି ହାଏମନ ହାଏତି ବାସ କର୍ଲା। ଯାକୁବ ମରବାର ଆଗେ ହାଏ ତାର ସବୁ ପିଲାମନକେ ଆଶୀର୍ବାଦ କର୍ଲା।

8. ୮. ପରମେଶ୍ବର ଯୋଷେଫ ଆରି ତାର୍ ପରିବାରକେ ରକ୍ଷା କରୁଆଏ — illustration 15

ପରମେଶ୍ବର ଅବ୍ରହାମକେ ଦେଇରେବା ପ୍ରତିଜ୍ଞା ଇସ୍ହାକ ଆରେ ପାଚେ ଯାକୁବ ଆରି ପାଚେ ତାର ବାରଟା ବେଟା ଆରି ହାଇମନର ପରିବାରତି ଆସିଲା। ହାଇ ବାରଟା ପିଲାମନର ବଂଶ ଧରମନ ଇସ୍ରାଏଲର ବାରଗୋଷ୍ଠୀ ହୋଏଲାଏ।

ଆଦିପୁସ୍ତକ ୩୭-୫୦ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).