7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 1

ଯଢ଼ଦାଏ ପିଲାମନ ବଡେ ହୋଏଲାଏ, ଯାକୁବ ଘରେ ରହିବାକାଚେ ପସନ୍ଦ କର୍ଲା, ମାତର୍ ଏଷୈ ପଶୁ ଶିକାର କର୍ବାକାଚେ ପସନ୍ଦ କର୍ତେରେଲା। ରିବିକା ଯାକୁବକେ ମୟା କର୍ତେରେଲା, ମାତର ଇସ୍ହାକ ଏଷୈକେ ମୟା କର୍ତେରେଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 2

ଗୋଟଦିନ୍, ଏଷୈ ଶିକାର କରି ଆସି୍ରେଲା, ତ ହାଢ଼କିଦାଏ ତାକେ ଟକ୍ ଭୂକ୍ ଲାଗିରେଲା। ଏଷୈ ଯାକୁବକେ ବଲା୍, "ତୁଇ ଯନ୍ଟା ରାନ୍ଧ୍ଲିଆସ୍ ହାଏତିର୍ ମୋକେ କିନ୍କି ଖାଏବାକାଚେ ଦେ।” ଯାକୁବ ଉତ୍ତର ଦେଲା, "ପ୍ରଥମେ ମୋକେ ପ୍ରତିଜ୍ଞା କର ଯେ ତୁଇ ବଡେପିଲା ହୋଏଲା କାଚେ ତକେ ଯନ୍ଟାମିଶା ମିଲ୍ଶି ହାଇ ସବୁ ତୁଇ ମକେ ଦେଏକେ ପଢ଼ସି"। ହାଇଟାକାଚେ ଏଷୈ ଯାକୁବକେ ହାଇ ସବୁ ଜିନିଷ ଦେବାକାଚେ ପ୍ରତିଜ୍ଞା କର୍ଲା। ତେବେ ଯାକୁବ ତାକେ କିନ୍କି ଖାଏବା କାଚେ ଦେଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 3

ଇସ୍ହାକ ଏଷୈକେ ଆଶୀର୍ବାଦ କର୍ବାକାଚେ ଚାହେଁ ତେରେ୍ଲା। ମାତର ଏଟା କର୍ବାର ଆଗେ, ରିବିକା ଆରି ଯାକୁବକେ ଏଷୈ ବୋଲି ଦର୍ଶାଇ ଯାକୁବକେ ଧଖା୍ ଦେଲାଏ। ଇସ୍ହାକ ଡକ୍ରା ରେଲା ଆରି ଆଖି ଦେଖ୍କେ ନା ପାର୍ତେରେଲା। ହାଇଟା କାଚେ ଯାକୁବ ଏଷୈର ପୋଷାକ୍କେ ପିନ୍ଧ୍ଲା ଛେଳିର ଚାମଢାକେ ଟନ୍ଡ୍ରାତି ଆରି ହାତେ ଗୁଡ଼ାଏ ଦେଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 4

ଯାକୁବ ଇସ୍ହାକ ଲଗେ ଆସି ବଲା୍, "ମୁଇ ଏଷୈ ଆଏ। ମୁଇ ଏଟାକାଚେ ଆସ୍ଲିଆଚି କି, ତୁଇ ମକେ ଆଶୀର୍ବାଦ କର।” ଯଢ଼ଦାଏ ଇସ୍ହାକ ଛେଳିର୍ ବାଳକେ ଅନୁଭବ କର୍ଲା ଆରି ପୋଷାକର ବାସ୍ନାକେ ସୁଙ୍ଗ୍ଲା, ହାଢ଼କିଦାଏ ହାଏ ଏଷୈ ବୋଲି ଭାବି ତାକେ ଆଶୀର୍ବାଦ କର୍ଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 5

ଏଷୈ ଯାକୁବକେ ଇର୍ଷା ହୋଏଲା କାରଣ ଯାକୁବ ତାର୍ ବଡେ ପିଲା ହୋଏବାର୍ ଅଧିକାର କେ ତଥା ଆଶୀର୍ବାଦକେ ଚୋରିକରି ନେଇରେଲା। ହାଇଟାକାଚେ ତାର ବାପାର ମରବାର୍ ପାଚେ ହାଏ ଯାକୁବକେ ହତ୍ୟା କରିବାକାଚେ ଯୋଜନା କର୍ରେଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 6

ମାତର ରିବିକା ଏଷୈର ଯୋଜନାକେ ଶୁଣ୍ଲାଏ। ହାଇଟାକାଚେ ହାଏ ଆରି ଇସ୍ହାକ ଯାକୁବକେ ତିକର୍ ଲୋକବାକ୍ ସଙ୍ଗେ ରଏବାକାଚେ ବହୁତ ଦୂର୍କେ ପଠାଏ ଦେଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 7

ଯାକୁବ ରିବିକାର ଲୋକବାକ୍ ସଙ୍ଗେ ବହୁତ ବର୍ଷ ରେଲା। ହାଇ ସମୟତି ହାଏ ବିବାହ କରି ବାରଟା ବେଟା ଆରି ଗୋଟକ୍ ଟଖୀ ଜନମ କର୍ଲା। ପରମେଶ୍ୱର ତାକେ ବଢେ ଧନୀ ବନାଏଲା।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 8

କିଣାନତି ରେବା ତାର ଘରଲେ କୋଡେ ବର୍ଷ ବାହାରେ ରଏବାର୍ ପାଚେ, ଯାକୁବ ନିଜର ପରିବାର, ଦାସ ଆରି ତାର ସବୁ ପଶୁ ସଙ୍ଗେ କିଣାନତି ଲେଓଟି ଗଲାଏ।

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 9

ଯାକୁବ ଡରି୍ ଗଲା କାରଣ ହାଏ ଭାବ୍ଲା ଯେ ଏବେ ମିଶା ଏଷୈ ତାକେ ହତ୍ୟା କର୍ବାକାଚେ ଚାହେଁତେରେଲା। ତେଣୁ ହାଏ ଉପହାର ଭାବେ ଏଷୈ ଲଗେ ପଶୁପଲକେ ପଠାଏଲା। ଜନ୍ ସେବକମନ ପଳକେ ନେଇ ଦେଇରେଲାଏ, ହାଏମନ୍ ବଲା୍ଏ "ତୋର ଦାସ ଯାକୁବ ଇ ପଶୁମନକେ ତୋକେ ଦେଉଆଏ। ହାଏ ଝପ୍କେ ଆଏସିଆଚେ।”

7. ୭. ପରମେଶ୍ୱର ଯାକୁବକେ ଆଶୀର୍ବାଦ କରୁଆଏ — illustration 10

ମାତ୍ର ଏଷୈ ଏବେ ଯାକୁବକେ କ୍ଷତି କର୍ବାକାଚେ ଇଚ୍ଛା ନା କର୍ତେରେଲା। ମାତର ହାଏ ଆଓରି ହାରକ୍ ତାକେ ଦୋଖିକରି ବହୁତ ସରଧା ହୋଏଲା। ଏତାର୍ପାଚେ ଯାକୁବ କିଣାନତି ଶାନ୍ତିତି ବାସ କର୍ଲା। ତାର୍ପାଚେ ଇସ୍ହାକ ମରିଗଲା, ଯାକୁବ ଆରି ଏଷୈ ତାକେ କବର ଦେଲା। ପରମେଶ୍ବର ଅବ୍ରହାମକେ ଦେଇରେବା ଚୁକ୍ତି ବର୍ତ୍ତମାନ ଇସ୍ହାକତାନ୍ଲେ ଯାକୁବତି ଯାଇରେଲା।

ଆଦିପୁସ୍ତକ ୨୫:୨୭-୩୫:୨୯ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).