16. ୧୬. ମୁକ୍ତିଦାତା୍

16. ୧୬. ମୁକ୍ତିଦାତା୍ — illustration 1

ଯିହୋଶୂୟର ମର୍ଲାପାଛେ ଇସ୍ରାଏଲୀୟମନ ପରମେଶ୍ବର ଅପମାନ କର୍ଲାଏ। ହାଏମନ୍ ପରମେଶ୍ବର ନିୟମକେ ନା ମାନ୍ଲାଏ ଆରି ବାକିରେବା କିଣାନୀୟମନକେ ହାଇ ଚୁକ୍ତି ଦେଶତିଲେ ନା ନିକ୍ରାଏ ଦେଲାଏ। ଇସ୍ରାଏଲୀୟମନ ତିକର ପ୍ରକୃତ ପରମେଶ୍ୱର ଯିହୋବାକେ ପୂରାଛାଡି ଦେଇକରି କିଣାନୀୟ ଦେବତାମନର ଉପାସନା କର୍ବାର ଲାଗ୍ଲାଏ। ଇସ୍ରାଏଲତି ଗୋଟକି ରାଜା ନାରେଲାଏ, ହାଇଟା କାଚେ ହାଏମନ୍ ଯନ୍ଟା ତିକେ ଭାଏଲା ହାଇଟାକେ ହାଏମନ୍ କର୍ଲାଏ।

16. ୧୬. ମୁକ୍ତିଦାତା୍ — illustration 2

ପରମେଶ୍ବର ଅପମାନ୍ନ କରି ଇସ୍ରାଏଲୀୟମନ ଗୋଟକ୍ ପଦ୍ଧତି ଆରମ୍ଭ କର୍ଲାଏ ଯନ୍ଟା ବହୁତ ହାର ପୁନରାବୃତ୍ତି ହୋଏଲାଲା। ଅନ୍ତି କରି ଚାଲ୍ତେରେଲା: ଇସ୍ରାଏଲୀୟମନ କତ୍ ବର୍ଷ ପରମେଶ୍ବରକେ ନା ମାନ୍ତେରେଏତ, ତାର୍ପାଛେ ହାଏ ତିକର୍ ଶତ୍ରୁମନର ଦ୍ୱାରା ପରାସ୍ତ କରି ତିକେ ଦଣ୍ଡ ଦେଏସି। ଇ ଶତ୍ରୁମନ ଇସ୍ରାଏଲୀୟମନକେ ତିକର୍ ଜିନିଷପତ୍ରକେ ଚରି ନେବାଏ, ତିକର୍ ସମ୍ପତ୍ତିକେ ନଷ୍ଟ କର୍ବାଏ ଆରି ତିକର ଭିତରର ଅନେକେ ହତ୍ୟା କର୍ବାଏ। ତାର୍ପାଛେ ଇସ୍ରାଏଲର ଶତ୍ରୁମନ ତିକେ ବହୁତ ବର୍ଷ ଧରି ନିର୍ଯ୍ୟାତନା ଦେବାଏ ପାଚେ, ଇସ୍ରାଏଲୀୟମନ ତିକର ପାପର୍ ଲାଗି ଅନୁତାପ କର୍ବାଏ ଆରି ତିକେ ଉଦ୍ଧାର କର୍ବା କାଛେ ପରମେଶ୍ବର ଲଗେ ପ୍ରାର୍ଥନା କର୍ବାଏ।

16. ୧୬. ମୁକ୍ତିଦାତା୍ — illustration 3

ସବୁହାର ଇସ୍ରାଏଲମନ ଅନୁତାପ କର୍ଲେ, ପରମେଶ୍ବର ତିକେ ରକ୍ଷା କର୍ସି। ହାଏ ଗୋଟକ୍ ମୁକ୍ତିଦାତା ଦ୍ୱାରା ଏଟା କର୍ସି - ଗୋଟକ୍ ବ୍ୟକ୍ତି ଯନାଏ ତିକର ଶତ୍ରୁମନର ବିରୁଦ୍ଧତି ଯୁଦ୍ଧକର୍ସି ଆରି ପରାସ୍ତ କର୍ସି। ତାର୍ପାଚେ ଦେଶତି ଶାନ୍ତି ରଏସି ଆରି ମୁକ୍ତିଦାତା ତିକେ ଭଲ ଭାବେ ଶାସନ କର୍ସି। ହାଇ ଲୋକମନକେ ବଞ୍ଚାଏବା କାଛେ ପରମେଶ୍ବର ଅନେକ ମୁକ୍ତିଦାତା ପଠାଏଲା। ଇସ୍ରାଏଲୀୟମନ ତିକର ଲଗେରେବା ଶତ୍ରୁ ଦେଶ ମିଦିୟନୀୟମନର ଦ୍ୱାରା ପରାସ୍ତ ହୋଇ ଆଓରିହାରକ ଏଟା କର୍ଲାଏ।

16. ୧୬. ମୁକ୍ତିଦାତା୍ — illustration 4

ମିଦିୟନୀୟମନ ସାତ ବର୍ଷ ଯାକ ଇସ୍ରାଏଲୀୟ ମନର ଫସଲକେ ଚରିକର୍ଲାଏ। ଇସ୍ରାଏଲୀୟମନ ବହୁତ ଡରି୍ ଗଲାଏ ଆରି ହାଏମନ୍ ଗୁମ୍ଫାତି ଲୁକି ରେଲାଏ ଯନ୍ତାକି ମିଦିୟନୀୟମନ ତିକେ ନା ପାଓତ୍। ଶରାଶରିକେ, ହାଏମନ୍ ତିକେ ଉଦ୍ଧାର କର୍ବା କାଚେ ପରମେଶ୍ବର ଲଗେ ପ୍ରାର୍ଥନା କର୍ଲାଏ।

16. ୧୬. ମୁକ୍ତିଦାତା୍ — illustration 5

ଗିଦିୟୋନ ନାମର ଗୋଟକ୍ ଇସ୍ରାଏଲୀୟ ଲୋକ ରେଲା। ଗୋଟଦିନ୍ ହାଏ ମିଦିୟନୀମନ ଯନ୍ତା ଚୋରି କରି ନାନେବାଏ ହାଇକାଚେ ଗୋଟ ଗୁପ୍ତ ଜାଗାତି ଗୋଉଁକେ ପେଟତେ ରେଲା। ପ୍ରଭୁର ଗୋଟକ୍ ଦୂତ ଗିଦିୟୋନ ଲଗେ ଆସି ତାକେ ବଲା୍, "ପରମେଶ୍ୱର ତର ସଙ୍ଗେ ଆଛେ, ବୀର ଯୋଦ୍ଧା। ଯାଆ ଆରି ଇସ୍ରାଏଲୀୟମନକେ ମିଦିୟନୀୟମନ ତାନ୍ଲେ ରକ୍ଷା କର।”

16. ୧୬. ମୁକ୍ତିଦାତା୍ — illustration 6

ଗିଦିୟୋନର ବାପାର ଲଗେ ମୂର୍ତ୍ତିକେ ଉତ୍ସର୍ଗୀକର୍ବା କାଛେ ଗୋଟକ୍ ଯଜ୍ଞ(ବେଦି) ରେଲା। ପରମେଶ୍ବର ଗିଦିୟୋନକେ ପ୍ରଥମେ ହାଇ ଯଜ୍ଞ କେ ଭାଙ୍ଗ୍ବାକାଛେ ବଲିରେଲା। ମାତର ଗିଦିୟୋନ ଲୋକମନକେ ଡର୍ତେରେଲା, ହାଏଟାକାଛେ ହାଏ ରାତି ହୋଏବାଟେକେ ଜାଗି ରେଲା। ତାର୍ପାଛେ ହାଏ ହାଇ ଯଜ୍ଞକେ ଖଣ୍ଡ ଖଣ୍ଡ କରିଦେଲା। ହାଏ ପରମେଶ୍ବର କାଛେ ଗୋଟକ୍ ନୂଆ ଯଜ୍ଞ ବନାଏଲା ଆରି ଏତାର ଉପରେ ପରମେଶ୍ବର କାଛେ ବଳି ଉତ୍ସର୍ଗ କର୍ଲା।

16. ୧୬. ମୁକ୍ତିଦାତା୍ — illustration 7

ତାର ସକାଳ୍ ପାଏବାକେ ଲୋକମନ ଦୋଖ୍ଲା ଯେ, କନାଏ ଗୋଟକ୍ ଯଜ୍ଞକେ ଭାଙ୍ଗି ଦଲା ଆଛେ, ହାଇଟାକାଚେ ହାଇମନ ବହୁତ ରିଶାହୋଇଗଲାଏ। ହାଏମନ୍ ତାକେ ହତ୍ୟା କର୍ବା କାଚେ ଗିଦିୟୋନର ଘରେ ଗଲାଏ, ମାତର ଗିଦିୟୋନର ବାପା ବଲା୍, "ତମି ତମର ପରମେଶ୍ବରକେ କାଏକାଚେ ସାହାଯ୍ୟ କର୍ବାକାଚେ ଚେଷ୍ଟା କର୍ବାଆସ୍? ଯଦି ହାଏ ଗୋଟକ୍ ସତେ ଇଶ୍ୱର ଆଏ, ତେବେ ହାଏ ନିଜକେ ରକ୍ଷା କର!" ଲୋକମନ ଗିଦିୟୋନକେ ହତ୍ୟା ନା କର୍ଲାଏ କାରଣ ହାଏ ଇ କଥା ବଲ୍ବାକେ।

16. ୧୬. ମୁକ୍ତିଦାତା୍ — illustration 8

ଏତାର୍ ପାଚେ ମିଦିୟନୀୟମନ ଇସ୍ରାଏଲୀୟମନର ଜିନିଷପତ୍ରକେ ଚୋର୍ବା କାଛେ ଆଓରିହାରକ ଆଏଲାଏ। ହାଏମନ୍ ଅତକ୍ ସଂଖ୍ୟକତି ରେଲାଏ ଯେ, ତିକେ ହିସାବ୍ ମିଶା କର୍କେ ନା ପାରଲାଏ। ଗିଦିୟୋନ ଇସ୍ରାଏଲୀୟମନକେ ଗୋଟକି ଲଗେ ରୁଣ୍ଡାଏଲା ତିକର ସଙ୍ଗେ ଯୁଦ୍ଧ କରବାକାଛେ। ଗିଦିୟୋନ ନିଜ୍କେ ବିଶ୍ୱାସ କର୍ବା କାଚେ ପରମେଶ୍ବରକେ ଦୁଇଟା ଚିହ୍ନ ମାଗିରଲା କି, ପରମେଶ୍ବର ସତେ ତାକେ ଇସ୍ରାଏଲକେ ଉଦ୍ଧାର କର୍ବାକାଛେ ବୋଲ୍ସିଆଛେ।

16. ୧୬. ମୁକ୍ତିଦାତା୍ — illustration 9

ପ୍ରଥମ ଚିହ୍ନି କାଚେ ଗିଦିୟୋନ ମେଣ୍ଢାର ବାଲ୍କେ ଭୂମିତି ସଙ୍ଗାଏକରି ବୋଲା, ଯେ ସକାଳର ଅସ୍ (କାକର) ଖାଲି ମେଣ୍ଢାର (ପଶମ) ବାଲ ଉପରେ ପଡ଼ ମାତର ଭୂମିତି ନା ପଡ଼। ପରମେଶ୍ୱର ହାନ୍ତି ଆକା କର୍ଲା। ପରଦିନର ରାତିର୍ ଦାଏ ହାଏ ପରମେଶ୍ବର କେ ବୋଲିରେଲା ଯେ, ଜମି ଆକା ଭିଜ ମାତର ମେଣ୍ଢାର ଲୋମ ଶୁଖ୍ଲା ରୋଓ। ପରମେଶ୍ବର ଏଟା ମିଶା ଅନ୍ତି ଆକା କର୍ଲା। ଇ ଦୁଇଟା ଚିହ୍ନ ହୋଏବାକେ ଗିଦିୟୋନ ବିଶ୍ୱାସ କର୍ଲା ଯେ, ପରମେଶ୍ବର ସତେଆକା ଚାହେଁତେରେଲା ଯେ, ହାଏ ଇସ୍ରାଏଲୀୟମନକେ ମିଦିୟନୀୟମନ ତାନ୍ଲେ ରକ୍ଷା କର।

16. ୧୬. ମୁକ୍ତିଦାତା୍ — illustration 10

ଏତାର୍ ପାଚେ ଗିଦିୟୋନ ସୈନିକମନକେ ତାର ଲଗେ ଡାକ୍ଲା ଆରି ୩୨, ୦୦୦ ପୁରୁଷ ଲୋକ ଆସ୍ଲାଏ। ମାତର୍ ପରମେଶ୍ବର ତାକେ ବୋଲା୍ କି ଏମନତ ଅଧିକ୍ ଆଛେତ୍। ହାଇକାଚେ ଗିଦିୟୋନ ହାଇ ୨୨, ୦୦୦ ଲୋକେ ଘରେ ପଠାଏଲା ଯନ୍ମନ୍ ଯୁଦ୍ଧ କର୍ବା କାଛେ ଡର୍ତେରେଲାଏ। ପରମେଶ୍ବର ଗିଦିୟୋନକେ ବଲା୍ ଅତ୍କି ଲୋକମିଶା ଅଧିକ୍ ଆତ୍। ହାଇଟାକାଚେ ଗିଦିୟୋନ ୩୦୦ ସୈନିକେ ଛାଡି ସବୁକେ ଘରେ ପଠାଏ ଦେଲା।

16. ୧୬. ମୁକ୍ତିଦାତା୍ — illustration 11

ହାଇ ରାତି ପରମେଶ୍ୱର ଗିଦିୟୋନକେ ବୋଲା୍ "ମିଦିୟନୀୟମାନର ଶିବିରକୁ ଯାଆ ଆରି ତିକର୍ କଥାକେ ଶୁଣ। ହାଇଟାକାଚେ ହାଇ ଦିନର ରାତିର୍ ଦାଏ ଗିଦିୟୋନ ତିକର ଶିବିରକୁ ଗଲା ଆରି ଗୋଟକ୍ ମିଦିୟାନୀୟ ସୈନିକ ତାର ସାଙ୍ଗକେ ସ୍ୱପ୍ନାତି ଯନ୍ଟା ଦୋଖିରେଲା ହାଇଟାକେ ସାଙ୍ଗତେ୍ରେଲା। ହାଇ ବ୍ୟକ୍ତିର ସାଙ୍ଗ ବଲା୍, "ଇ ସ୍ୱପ୍ନର ଅର୍ଥ ହୋଏସି ଆଛେ, ଗିଦିୟୋନର ସୈନିକ ମନ୍ ଆମକେ(ମିଦିୟନୀୟ ସୈନିକ ମନ)ପରାସ୍ତ କର୍ବାଏ"। ଗିଦିୟୋନ ଏଟା ଶୁଣିକରି ପରମେଶ୍ୱରର ପ୍ରଶଂସା କର୍ଲା।

16. ୧୬. ମୁକ୍ତିଦାତା୍ — illustration 12

ଏତାର୍ ପାଚେ ଗିଦିୟୋନ ତାର ସୈନିକମନ ଲଗେ ଲେଓଟି ଆସ୍ଲା ଆରି ସବୁକେ ଗୋଟଲାକା ତୂରୀ, ମାଠିର ପାତ୍ର ଆରି ମଶାଲ ଦେଲା। ମିଦିୟନୀୟ ସୈନିକମନ ଶୋଇରେବା ଶିବିରକେ ହାଏମନ୍ ଘେରି ରେଲାଏ। ଗିଦିୟୋନର ୩୦୦ ସୈନିକ ତିକର ମଶାଲ ପାତ୍ରକେ ଡାପିରେଲାଏ, ହାଇଟାକାଚେ ମିଦିୟନୀୟମନ ହାଇ ମଶାଲତାନର୍ ଉଜ୍ଜ୍ବଳକେ ଦୋଖେ ନାପାର୍ଲାଏ।

16. ୧୬. ମୁକ୍ତିଦାତା୍ — illustration 13

ତାର୍ପାଚେ ଗିଦିୟୋନର ସବୁ ସୈନିକମନ ଗୋଟକି ସମୟତି ତିକର ମଶାଲକେ ଭାଙ୍ଗି ହଠାତ୍ ମଶାଲତାନର୍ ନିଆଁକେ ଦୋଖାଏଲାଏ। ହାଏମନ୍ ତିକର୍ ତୂରୀ ବାଜାଇ କଲା୍ର ହୋଇ ବଲାଏ, "ସଦାପ୍ରଭୁର। ଆରି ଗିଦିୟୋନର ଖଣ୍ଡା!"

16. ୧୬. ମୁକ୍ତିଦାତା୍ — illustration 14

ପରମେଶ୍ୱର ମିଦିୟନୀୟମନକେ ଘାବରା କର୍ଲା, ହାଇକାଚେ ହାଏମନ୍ ପରସ୍ପରକେ ମାର୍ବାକେ ଲାଗ୍ଲାଏ। ସଙ୍ଗେ ସଙ୍ଗେ ଗିଦିୟୋନ ଅଳଗା ଇସ୍ରାଏଲୀୟମନକେ ଡାକ୍ବା କାଚେ ଦୂତ ପଠାଏଲା କି ହାଏମନ୍ ଆସି ତିକେ ସାହାଯ୍ୟ କର୍ବାଏ। ହାଏ ତିକର ଭିତର୍ ଅନେକ ଲୋକେ୍ ହତ୍ୟା କରି ବାକି ଲୋକେ ଇସ୍ରାଏଲ ଦେଶ ତାନ୍ଲେ ନିକ୍ରାଏଦେଲା। ହାଇଦିନେ ୧, ୨୦, ୦୦୦ ମିଦିୟନୀୟକେ ହତ୍ୟା କରାଗଲା। ଅନ୍ତି କରି ପରମେଶ୍ବର ଇସ୍ରାଏଲକେ ରକ୍ଷା କର୍ଲା।

16. ୧୬. ମୁକ୍ତିଦାତା୍ — illustration 15

ହାଏମନ୍ ଗିଦିୟୋନକେ ତିକର ରାଜା ବନାଏବାକାଚେ ଚାହେଁତେରେଲାଏ, ମାତର ଗିଦିୟୋନ ତିକେ ଅନ୍ତି କର୍ବାକାଛେ ମନା କର୍ଲା, ମାତର ହାଏ ତିକେ ମିଦିୟନୀୟମନ ଲଗେଲେ ଚୋରି କରିରେବା ସୁନା ଅଳଙ୍କାରକେ ମାଗ୍ଲାଏ। ହାଏମନ୍ ଗିଦିୟୋନକେ ବହୁତ ପରିମାଣତି ସୁନା ଦେଲାଏ।

16. ୧୬. ମୁକ୍ତିଦାତା୍ — illustration 16

ଏତା୍ର ପାଛେ ଗିଦିୟୋନ ସୁବର୍ଣ୍ଣ ତାନର୍ ଗୋଟକ୍ ବିଶେଷ ପୋଷାକ ତିଆର୍ କର୍ଲା ଯନ୍ତାକି ମହାଯାଜକମନ ପିନ୍ଧ୍ତେରେଲାଏ। ଲୋକମାନେ ତାକେ ପୂଜା କର୍ବାଟା ଆରମ୍ଭ କର୍ଲାଏ ଯନ୍ତା କି ହାଏ ଗୋଟକ୍ ମୂର୍ତ୍ତି ଆଏ। ତାର୍ପାଛେ ପରମେଶ୍ବର ପୁନର୍ବାର ଇସ୍ରାଏଲକେ ଦଣ୍ଡ ଦେଲା କାରଣ ହାଏମନ୍ ଗୋଟକ୍ ମୂର୍ତ୍ତିକେ ପୂଜା କରିରେଲାଏ। ପରମେଶ୍ବର ତିକର ଶତ୍ରୁମନକେ ତିକେ ପରାସ୍ତ କର୍ବାକାଛେ ସକ୍ଷମ କର୍ଲା। ଶରାଶରିକେ ଆଓରିହାରକ ହାଏମନ୍ ପରମେଶ୍ବରକେ ସାହାଯ୍ୟକର ବୋଲି ପ୍ରାର୍ଥନା କର୍ଲାଏ, ଆରି ପରମେଶ୍ବର ତିକେ ଉଦ୍ଧାର କର୍ବାକାଛେ ଗୋଟକ୍ ଅଳାଗା ମୁକ୍ତିଦାତାକେ ପଠାଏଲା

16. ୧୬. ମୁକ୍ତିଦାତା୍ — illustration 17

ସମାନ ଘଟଣା ଅନେକ ହାର ଘଟିରେଲା: ଇସ୍ରାଏଲୀୟମନ ପାପ କର୍ବାଏ, ପରମେଶ୍ବର ତିକେ ଦଣ୍ଡ ଦେଏସି, ହାଏମନ୍ ଅନୁତାପ କର୍ବାଏ ଆରି ପରମେଶ୍ବର ତିକେ ଉଦ୍ଧାର କର୍ବା କାଚେ କାକେନଏଲେ କାକେ ପଠାଏସି। ବହୁତ ବର୍ଷ ଧରି, ପରମେଶ୍ବର ଅନେକ ମୁକ୍ତିଦାତା କେ ପଠାଏଲା, ଯନ୍ମନ୍ ଇସ୍ରାଏଲୀୟମନକେ ତିକର୍ ଶତ୍ରୁମନତାନ୍ଲେ ରକ୍ଷା କର୍ଲାଏ।

16. ୧୬. ମୁକ୍ତିଦାତା୍ — illustration 18

ସର୍ବଶେଷରେ, ଅଳଗା ଜାତିର ଅନ୍ତା ହାଇ ଲୋକମନ ମିଶା ପରମେଶ୍ବରକେ ନିଜର କାଚେ ଗୋଟକ୍ ରାଜା ମାଗ୍ଲାଏ। ହାଏମନ୍ ଅନ୍ତା ଗୋଟକ୍ ରାଜା ଚାହେଁତେରେଲାଏ ଜନ୍କି ଲମ୍ବା ଆରି ଶକ୍ତିଶାଳୀ ଆରି ତିକେ ଯୁଦ୍ଧ କର୍ବା କାଚେ ବାଟ ଦୋଖାଏସି। ପରମେଶ୍ବର ଇ ଅନୁରୋଧକେ ପସନ୍ଦ ନା କର୍ଲା, ମାତର ହାଏ ତିକର୍ ମାଗିରେବା ଅନ୍ତା ରାଜାକେ ତିକେ ଦେଲା।

ବିଚାରକର୍ତ୍ତା ୧-୩; ୬-୮; ୧ ମଶାମୁୟେଲ ୧-୧୦ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).