17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 1

ଶାଉଲ ଇସ୍ରାଏଲର ପ୍ରଥମ ରାଜା ରେଲା। ହାଏ ଲମ୍ବା ଆରି ସୁନ୍ଦର ରେଲା, ହାଏମନ୍ ଯନ୍ତା ଚାହିଁରେଲାଏ ଠିକ୍ ହାନ୍ତି ଆକା। ଇସ୍ରାଏଲ ଉପରେ ଶାସନ କରବାର ପ୍ରଥମ ବର୍ଷେ ଶାଉଲ ଗୋଟକ୍ ଅଚ୍ଛା ରାଜା ରେଲା। ମାତର ପାଚେ ହାଏ ଗୋଟକ୍ ଦୁଷ୍ଟ ବ୍ୟକ୍ତି ହୋଇଗଲା ଯନକି ପରମେଶ୍ବର ବାକ୍ୟ ନାଶୁଣଲା, ହାଏଟାକାଚେ ଅଳଗା ଗୋଟକ୍ ବ୍ୟକ୍ତିକେ ବାଛଲାଏ ଯନକି ଗୋଟଦିନ୍ ତାର୍ ଜାଗାତି ରାଜା ହଏସି୍।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 2

ପରମେଶ୍ବର ଦାଉଦ ନାମର ଗୋଟକ୍ ଯୁବକ ଇସ୍ରାଏଲୀକେ ବାଛଲାଏ ଆଓରି ତାକେ ଦିନକ ଶାଉଲକେ ରାଜା ଭାବେ ବଦଳାଏବା କାଚେ ତିଆର କରିବାଟା ଆରମ୍ଭ କରଲା। ଦାଉଦ ବେଥଲିହିମ ସହରର ଗୋଟକ୍ ମେଷପାଳକ ରେଲା। ବହୁତ ହାର, ଦୁନଓ ସିଂହ ଆଓରି ଭାଲୁକେ ଦାଉଦ ହତ୍ୟା କରିରେଲା କାଏକାଚେ ବଲେ ଇ ପଶୁମନ ଦାଉଦର ମେଣ୍ଡାମେଣ୍ଢି ଉପରେ ଚରାଏବାଦାଏ ଆକ୍ରମଣ କରିରେଲାଏ। ଦାଉଦ ଗୋଟକ୍ ନମ୍ର ଆରି ଧାର୍ମିକ ବ୍ୟକ୍ତି ରେଲା। ହାଏ ପରମେଶ୍ବର ଉପରେ ଭରସା କରତେରେଲା ଆରି ତାରକଥା ମାନତେରେଲା।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 3

ଯଡ଼ଦାଏ ଦାଉଦ ଯୁବକ(ବେଣ୍ଡିଆ) ରେଲା, ହାଏ ଡେଙ୍ଗା ଗଲିୟାତ ବିରୁଦ୍ଧତି ଯୁଦ୍ଧ କରଲା। ଗଲିୟାତ୍ ବହୁତ ଭଲ ସୈନିକ ରେଲା। ହାଏ ବହୁତ ଶକ୍ତିଶାଳୀ ଆଓରି ପ୍ପାକାପାକି ତିନି ମିଟର ଡେଙ୍ଗା ରେଲା! ମାତର ପରମେଶ୍ବର ଦାଉଦକେ ଗଲିୟାତକେ ହତ୍ୟା କରିବାକାଚେ ଆଓରି ଇସ୍ରାଏଲକେ ରକ୍ଷା କରିବାକାଚେ ସାହାଯ୍ୟ କରଲା। ଏତର ପାଚେ ଦାଉଦ ବହୁତ ହାର ଇସ୍ରାଏଲର ଶତ୍ରୁମାନକେ ପରାସ୍ତ (ହାରାଏଲା) କରଲା। ଦାଉଦ। ଗୋଟକ୍ ମହାନ ସୈନିକ ହୋଏଲା ଆଓରି ହାଏ ବହୁତ ଯୁଦ୍ଧତି ଇସ୍ରାଏଲର ସୈନ୍ୟବାହିନୀର ନେତୃତ୍ୱ ନେଲା। ଲୋକମନ ତାକେ ବହୁତ ପ୍ରଶଂସା କରଲାଏ।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 4

ଲୋକମନ ଦାଉଦକେ ଅତକ ମୟା କରତେରେଲାଏ ଯେ ଶାଉଲ ତାକେ ଜଳାଇବାକାଚେ ଯାଇରେଲା। ଶରାଷରିତି ଶାଉଲ ତାକେ ହତ୍ୟା କରିବାକାଚେ ଚାହେଁତେରେଲା, ହାଇଟାକାଚେ ଦାଉଦ ତାର ଆରି ତାରସୈନିକମନର ଲଗେଲେ ଲୁକ୍ବାକାଚେ ମରୁଭୂମିତି ପଳାଏଲା। ଗୋଟଦିନ ଶାଉଲ ଆରି ତାର ସୈନିକମନ ଦାଉଦକେ ଡଗରାଏବାଦାଏ ଶାଉଲ ଗୋଟକ୍ ଗୁମ୍ଫାତି ଗଲା। ହାଇ ଗୁମ୍ଫାତି ଦାଉଦ ଲୁକିରେଲା, ମାତର ଶାଉଲ ତାକେ ନା ଦଖଲା। ଦାଉଦ ଶାଉଲର ପୂରା ଲଗା ଯାଇ ଅନୁସରଣ କରଲା ଆରି ତାର ପୋଷାକେ ଗୋଟ୍କ ଖଣ୍ଡ କାଟ୍ଲା। ପାଚେ, ଶାଉଲ ଗୁମ୍ଫାଲେ ବାହାରେ ଆସବାର ପାଚେ ଦାଉଦ ତାକେ ଡାକ୍ଲା ଆରି ତାର ଧରିରେବା କପଡା ଖଣ୍ଡେକେ ଦୋଖାଏଲା। ଅନ୍ତି ହୋଏବାକେ, ଶାଉଲ ଜାଣବାକେ ପାଏଲା ଯେ ରାଜା ହୋଏବାକାଚେ ଦାଉଦ ତାକେ ହତ୍ୟା କରିବାକାଚେ ମନା କରିଦେଲାଆଚେ।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 5

କିଛି ସମୟର ପାଚେ ଶାଉଲ ଯୁଦ୍ଧତି ମରିଗଲା ଆଓରି ଦାଉଦ ଇସ୍ରାଏଲର ରାଜା ହୋଏଲା। ହାଏ ଗୋଟକ୍ ଭଲ ରାଜା ରେଲା ଆରି ଲୋକମନ ତାକେ ଭଲ ପାଏତେରେଲାଏ। ପରମେଶ୍ବର ଦାଉଦକେ ଆଶୀର୍ବାଦ କରଲା ଆଓରି ତାକେ ସଫଳ କରଲା। ଦାଉଦ ଅନେକ ଯୁଦ୍ଧ କରଲା, ଆରି ପରମେଶ୍ବର ତାକେ ଇସ୍ରାଏଲର ଶତ୍ରୁମନକେ ପରାସ୍ତ କରବାତି ସାହାଯ୍ୟ କରଲା। ଦାଉଦ ଯିରୁଶାଲମକେ ପରାସ୍ତ କରି ଏକେ ତିକର ରାଜଧାନୀ ବନାଏଲା, ଯନ୍ତି ହାଏ ବାସ କରତେରେଲାଏ ଆରି ଶାସନ କରତେରେଲାଏ। ଦାଉଦ ଚାଳିଶ ବର୍ଷ ରାଜା ରେଲା। ଇ ସମୟ ଭିତରେ, ଇସ୍ରାଏଲ ଶକ୍ତିଶାଳୀ ଆରି ଧନୀ ହୋଏଲା।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 6

ଦାଉଦ ଗୋଟକ୍ ମନ୍ଦିର ନିର୍ମାଣ କରବାକାଚେ୍ ଚାହେଁତେରେଲା ଯନତାନେ ସବୁ ଇସ୍ରାଏଲୀୟମନ ପରମେଶ୍ବର ଉପାସନା କରି ତାରକାଚେ ବଳି ଉତ୍ସର୍ଗ କରକେପାରବାଏ। ପାକାପାକି ୪୦୦ ବର୍ଷ ଧରି, ହାଏମନ୍ ପରମେଶ୍ବରର ଉପାସନା କରତେରେଲାଏ ଆରି ମୋଶା ବନାଏରେବା ତମ୍ବୁରେ ତାରକାଚେ ବଳି ଉତ୍ସର୍ଗ କରତେରେଲାଏ।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 7

ମାତର ନାଥନ୍ ନାମର ଗୋଟକ୍ ଭବିଷ୍ୟ‌ଦ୍‌ବକ୍ତା ରେଲା। ପରମେଶ୍ବର ତାକେ ଦାଉଦ ଲଗେ ଏଟା ବଲବାକାଚେ ପଠାଏଲା: "ତୁଇ ଅନେକ ଯୁଦ୍ଧ କରଲିଆଚି୍ସ, ହାଇଟାରଲାଗି ତୁଇ ମୋରକାଚେ ଇ ମନ୍ଦିରକେ ନିର୍ମାଣ ନା କରବିସ୍। ତର ବେଟା ଏଟାକେ ନିର୍ମାଣ କରସି। ହୋଏଲେମିଶା, ମୁଇ ତକେ ବହୁତ ଆଶୀର୍ବାଦ କରବି। ତର ବଂଶଧରମନର ଭିତରଲେ ଗୋଟଲୋକ ସବୁଦିନ କାଚେ୍ ମୋର ହୋଏସି। ରାଜା ଭାବେ ହାଏ ମୋର ଲୋକମନର ଉପରେ ଶାସନ କରସି।”ହାଏ ଦାଉଦର ଗଟକି ଆକା ବଂଶଧର ରେଲା, ଯନ କି ସବୁଦିନ କାଚେ ଶାସନ କରିରେଲା। ଖ୍ରୀଷ୍ଟ ପରମେଶ୍ବର ବାଛିରେଲା ବ୍ୟକ୍ତି ଯନାଏ ଜଗତର ଲୋକମନକେ ତିକର ପାପତାନଲେ ରକ୍ଷା କରସି।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 8

ଜଡ଼ଦାଏ ଦାଉଦ ନାଥନର ବାର୍ତ୍ତା ଶୁଣଲା, ହାଏ ପରମେଶ୍ବରକେ ଧନ୍ୟବାଦ ଦେଲା ଆରି ତାକେ ପ୍ରଶଂସା କରଲା। ପରମେଶ୍ବର ଦାଉଦର ଗୈରବକେ ବଡ଼ାଏତେରେଲା ଆରି ତାକେ ଅନେକ ଆଶୀର୍ବାଦ ଦେଏତେରେଲା। ଅବଶ୍ୟ, ପରମେଶ୍ବର ଇସବୁ କାମ କରସି ବୋଲି ଦାଉଦ ନା ଜାଣିରେଲା। ମାତର ଇ ସମୟତି ଆମି ଜାଣୁ ଯେ ଇସ୍ରାଏଲୀୟମନକେ ଖ୍ରୀଷ୍ଟର ଆସବାଟା କାଚେ ପାକାପାକି ୧୦୦୦ ବର୍ଷ ତିକେ ଯାଗବାକେ ପଡ଼ସି।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 9

ଦାଉଦ ଅନେକ ବର୍ଷଧରି ନିଜର ଲୋକମନକେ ନ୍ୟାୟସଙ୍ଗେ ଶାସନ କରଲା। ହାଏ ବିଶ୍ୱସ୍ତ ଭାବେ ପରମେଶ୍ବର ବାକ୍ୟକେ ପାଳନ କରଲା(ମନଲା) ଆରି ପରମେଶ୍ବର ତାକେ ଆଶୀର୍ବାଦ କରଲା। ହୋଏଲେମିଶା, ଜୀବନର ଶରାଷରି ଭାଗତି ହାଏ ପରମେଶ୍ବର ବିରୁଦ୍ଧତି ଗୋଟକ୍ ଭୟଙ୍କର୍ ପାପ କରିରେଲା।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 10

ଗୋଟଦିନ ଦାଉଦ ତାର ରାଜପ୍ରାସାଦତିଲେ ବାହାରେ ଗୋଟକ୍ ସୁନ୍ଦର ସ୍ତ୍ରୀକେ ପାଣି ଦୈଏ ତେରେବାଟା କେ ଦଖ୍ଲା। ହାଏ ତାକେ ଜାଣି ନାରେଲା, ମାତର ଜାଣବାକେ ପାଏଲା ଯେ ତାର ନାମ ବତ୍‍ଶେବା ଆଏ।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 11

ଦାଉଦ ଆଖି ବୁଜି ଦେବାର ଛାଡ଼ି ପରିବର୍ତ୍ତେ ତାକେ ତାର ଲଗେ ଆଣବା କାଚେ କାହାକେ ଗୋଟକ୍ ପଠାଏଲା। ହାଏ ତାର ସଙ୍ଗେ ଶୋଏଲା ଆରି ତାକେ ତାର ଘରେ ପଠାଏଦେଲା। ଅଳପ ସମୟ ପାଚେ ବତ୍‍ଶେବା ଦାଉଦ ଲଗେ ଗଟକ ଖବର ପଠାଏଲା ଯେ ହାଏ ଗର୍ଭବତୀ ଆଚେ।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 12

ବତ୍‍ଶେବାର ସ୍ୱାମୀ ଊରୀୟ ନାମର ଗୋଟକ୍ ବ୍ୟକ୍ତି ରେଲା। ହାଏ ଦାଉଦର ସବୁଲେଅଚ୍ଛା ସୈନିକମନର ଭିତରଲେ ଗୋଟକ୍ ସୈନିକ ରେଲା। ଇ ସମୟତାନେ ହାଏ ଯୁଦ୍ଧ କରବାକାଚେ ଯାଇରେଲା। ଦାଉଦ ଉରିୟକେ ଯୁଦ୍ଧତାନ୍ଲେ୍ ଡାକ୍ଲା ଆରି ତାର ପତ୍ନୀ ସଙ୍ଗେ ରଏବାକାଚେ ବଲା୍। ମାତର ଅଳଗା ସୈନିକମନ ଯୁଦ୍ଧ କରବାତି ରେଲାଏ ହାଇଟାକାଚେ ଉରିୟ ଘରେ ଯିବାକାଚେ ମନା କରିଦେଲା। ହାଇଟାକାଚେ ଦାଉଦ ଉରିୟକେ ପୁନର୍ବାର (ଆଓରି ହାରକ) ଯୁଦ୍ଧତି ପଠାଏଲା ଆରି ସେନାଧ୍ୟକ୍ଷଙ୍କୁ ତାକେ ଯୁଦ୍ଧତି ରଖବାକାଚେ ବଲିରେଲା ଜନଲେଗେ ଶତ୍ରୁମନ ଅଧିକ ଶକ୍ତିଶାଳୀ ରେଲାଏ ଯନ୍ତାକି ତାକେ ହତ୍ୟା କରବାଏ। ହାଇକାଚେ ଉରିୟ ଯୁଦ୍ଧଆନା ମରିଗଲା।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 13

ଯୁଦ୍ଧତି ଉରିୟ ମରିବା ପାଚେ ଦାଉଦ ବତ୍ଶେବାକେ ବିବାହ କରଲା। ପାଚେ ହାଏ ଦାଉଦର ବେଟାକେ ଜନ୍ମ ଦେଲା। ଦାଉଦ ଯନଟା କରିରେଲା, ହାଟାକାଚେ ପରମେଶ୍ବର ଭୟଙ୍କାର କ୍ରୋଧିତ ହଏଲା, ତେବେ ହାଏ ନାଥନ୍ ଭବିଷ୍ୟ‌ଦ୍‌ବକ୍ତାକେ ପଠାଏଲା। ଦାଉଦ ନିଜର ପାପ୍ ତିଲେ ଅନୁତାପ କରଲା ଆରି ପରମେଶ୍ବର ତାକେ କ୍ଷମା କରଲା। ତାର ଜୀବନସାରା, କଠିନ ସମୟତି ମିଶା, ଦାଉଦ ପରମେଶ୍ବର ଅନୁସରଣ କରଲା ଆରି ତାକେ ମାନିଲା।

17. ୧୭. ଦାଉଦର ସଙ୍ଗେ ପରମେଶ୍ବରର୍ ନିୟମ୍ — illustration 14

ମାତର ଦାଉଦର ପିଲା(ସନ୍ତାନ) ମରିଗଲା। ଅନ୍ତି କରି ପରମେଶ୍ବର ଦାଉଦକେ ଦଣ୍ଡ ଦେଲା। ଅଧିକନ୍ତୁ, ଦାଉଦରୄ ହର୍ବା ତକ୍, ତାର୍ କିଛି ପରିବାର୍ ତାର୍ ବିରୁଦ୍ତି ଯୁଦ୍ଧ କର୍ଲାଏଲ, ଆଓରି୍ ଦାଉଦର୍ ନିଜର ଶକ୍ତି କମିଗଲା। ମାତର୍ ପରମେଶ୍ବର ବିଶ୍ୱସ୍ତ ରେଲା୍ ଆରି୍ ତଥାପି ହାଏ ଦାଉଦକେ ଯନ୍ଟା ପ୍ରତିଜ୍ଞା କରି୍ରେଲା୍ ହାଇଟାକେ୍ କରିରେ୍ଲା, ଯଦିଓ ଦାଉଦ ତାକେ୍ ଅପମାନ୍ କରିରେଲା୍ ପାଚେ୍, ଦାଉଦ ଓ ବାଥଶେବାର୍ ଦ୍ୱିତୀୟ ବେଟା ରେଲା୍ ଆରି୍ ହାଏମନ୍ ତାକେ୍ ଶଲୋମନ ନାଓ ସଙ୍ଗାଏ ଲାଏ୍।

୧ ମଶାମୁୟେଲ ଅଧ୍ୟାୟ ୧୦; ୧୫-୧୯; ୨୪; ୩୧; ୨ଶାମୁୟେଲ ୫; ୭; ୧୨-୧୨ ରତିଲେ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).