20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 1

ଇସ୍ରାଏଲ ରାଜ୍ୟ ଆରି ଯିହୂଦାରାଜ୍ୟ ଦୁନରାଜ୍ୟ ପରମେଶ୍ବର ବିରୁଦ୍ଧତି ପାପ୍ କରଲାଏ। ହାଏମନ୍ ସୀନୟ ତାନେ ପରମେଶ୍ୱରଙ୍କ ସଙ୍ଗେ କରିରେବା ଚୁକ୍ତିକେ(ନାମାନଲାଏ) ଭଙ୍ଗ କରଲାଏ। ପରମେଶ୍ବର ତାର ଭବିଷ୍ୟ‌ତ ବକ୍ତାମନକେ ହାଏମନକେ ଅନୁତାପ କରବାକାଚେ ଆରି ପୁନର୍ବାର ତାକେ ଉପାସନା କରବାକାଚେ ଚେତାବନୀ ଦେବାକାଚେ ପଠାଏଲା, ମାତର ହାଏମନ ତିକର କଥାକେ ଗ୍ରହଣ କରିବାକାଚେ ମନା କରିଦେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 2

ହାଇଟାକାଚେ ପରମେଶ୍ବର ଦୁନ୍ଓ ରାଜ୍ୟକେ ହାଏମନର ଶତ୍ରୁମନକେ ବିନାଶ କରିବାକାଚେ ଯୋଗ୍ୟ କରି ଦଣ୍ଡିତ କରଲାଏ। ଅଶୂର ଅଳଗା ଏକ ଦେଶ ରେଲା ଯୋନଟା ବହୁତ ଶକ୍ତିଶାଳୀ ହୋଇରେଲା। ହାଇଦେଶ ଅଳଗା ଦେଶ କାଚେ ମିଶା ଭାରି ଦୟାଳୁ ରେଲା। ହାଇମନ ଆସି ଇସ୍ରାଏଲର ରାଜ୍ୟକେ ଧ୍ୱଂସ କରଲାଏ। ଅଶୂରୀୟମନ ଆସି ଇସ୍ରାଏଲର ରାଜ୍ୟତି ଅନେକ ଲୋକେ ହତ୍ୟା କରଲାଏ, ଯୋନଟାକେ ଚାହେଁଲାଏ ଲୁଣ୍ଠନ କରଲାଏ ଆରି ଦେଶର ଅନେକ ଜାଗାକେ ପୋଡ଼ାଏ ଦେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 3

ଅଶୂରୀୟମନ ସବୁ ନେତା, ଧନୀ ଆରି ମୂଲ୍ୟବାନ ଜିନିଷ ତିଆର କରକେ ପାରତେରେବା ଲୋକମାନକେ ଗଟକିଲୋଗେ ରୁଣ୍ଡା କରଲାଏ ଆରି ହାଏମନକେ ଅଶୂର ଦେଶେ ନେଇଗଲାଏ। ମାତର କେତେକ ଗରିବ ଇସ୍ରାଏଲ ଲୋକଆକା ଇସ୍ରାଏଲତି ବାଚିରେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 4

ତାରପାଚେ ଅଶୂରୀୟମନ ବିଦେଶୀମନକେ ହାଇ ଦେଶେ ରଏବାକାଢଚେ ଆଣଲାଏ। ହାଏ ବିଦେଶୀମନ ହାଇ ସହରମନକେ ପୁନର୍ବାର ନିର୍ମାଣ କରଲାଏ। ହାଏମନ ହାଇତାନେ ବାଚିରେବା ଇସ୍ରାଏଲୀୟ ମନ ସଙ୍ଗେ ବିବାହ କରଲାଏ। ଇ ଲୋକମାନର ବଂଶରଲୋକେ ଶମିରୋଣୀୟ ବଲତେରେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 5

ଯିହୁଦା ରାଜ୍ୟର ଲୋକମନ ଦଖଲାଏ ଯେ, ପରମେଶ୍ୱର ଇସ୍ରାଏଲ ରାଜ୍ୟର ଲୋକମନକେ କନ୍ତା ବିଶ୍ୱାସ ନାକରବାକାଚେ ଆରି ତାର ବାକ୍ୟକେ ନାମାନବାକାଚେ ଦଣ୍ଡ ଦେଇରେଲା। ମାତର ତାରପାଚେ ମିଶି ହାଏମନ କିଣାନୀୟ ଦେବତାମନର ମୂର୍ତ୍ତିମନକେ ପୂଜା କରତେ ରେଲାଏ। ଚେତାବନୀ ଦେବା କାଚେ ମାପୃ ଭବିଷ୍ୟ‌ତ ବକ୍ତାମନକେ ପଠାଏଲା, ମାତର ହାଏମନ ଶୁଣବାକାଚେ ମନା କରିଦେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 6

ପାକାପାକି ୧୦୦ ବର୍ଷର ପାଚେ, ଅଶୂରୀୟମନ ଇସ୍ରାଏଲର ରାଜ୍ୟକେ ଧ୍ୱଂସ କରଲାଏ। ପରମେଶ୍ୱର ବାବିଲର ରାଜା ନବୂଖଦ୍ନିତ୍ସରକେ ଯିହୁଦାର ରାଜ୍ୟ ଉପରେ ଆକ୍ରମଣ କରବା କାଚେ ପଠାଏଲା। ବାବିଲ ଗୋଟକ୍ ଶକ୍ତିଶାଳୀ ଦେଶ ରେଲା। ଯିହୁଦାର ରାଜା ନବୂଖଦ୍ନିତ୍ସରର ଦାସ ହୋଏବାକାଚେ ରାଜି ହୋଏଲା ଆଓରି ତିକେ ବରଷକେ ବହୁତ ପଇସା ଦେବାକାଚେ ମିଶା ରାଜି ହୋଏଲା।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 7

ମାତର କତକ ବର୍ଷରପାଚେ ଯିହୁଦାର ରାଜା ବାବିଲ ବିରୁଦ୍ଧତି ବଲା୍। ହାଇକାଚେ ବାବିଲୀୟମନ ଫେରି ଆସି ଯିହୁଦା ରାଜ୍ୟ ଉପରେ ଆକ୍ରମଣ କରଲାଏ। ହାଏମନ ଯିରୁଶାଲମ ନଗରକେ ଦଖଲ କରଲାଏ, ମନ୍ଦିରକେ ଧ୍ୱଂସ କରଲାଏ ଆଓରି ନଗର ଆରି ମନ୍ଦିରର ଭଣ୍ଡାରକେ ଚୋରି କରଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 8

ଯିହୁଦାର ରାଜାକେ ତାର ବିରୁଦ୍ତି ବଲା୍ ବଲି୍ ଦଣ୍ଡ ଦେବା କାଚେ ନବୂଖଦ୍ନିତ୍ସରର ସୈନିକମନ ରାଜାର୍ ବେଟାକେ ତାର ସମ୍ମୁଖରେ(ଛମେ) ହତ୍ୟା କରଲାଏ ଆଓରି ପାଚେ ତାକେ ଅନ୍ଧ(କାଣା) କରିଦେଲାଏ। ଏତାରପାଚେ ହାଏମନ ରାଜାକେ ନେଇଗଲାଏ ଯନ୍ତାକି ହାଏ ବାବିଲର କାରାଗାରତି ମରଯାଏସି।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 9

ନବୂଖଦ୍ନିତ୍ସର ଆଓରି ତାର ସୈନିକମନ ଯିହୁଦା ରାଜ୍ୟର ପାକାପାକି ସବୁଲୋକେ ବାବିଲ ଦେଶେ ନେଇଗଲାଏ, ମାତର ଅଧିକ ଗରିବ ଲୋକେ ଛାଡିଦେଲାଏ ଯନ୍ତାକି ହାଏମନ ଜମିତାନେ ଫସଲ ଚାଷ କରେକେପାରବାଏ। ଇ ସମୟକେ ନିର୍ବାସନ ବଲତେରେଲାଏ ଯନସମୟତି ମାପୃର ଲୋକମନ ପ୍ରତିଜ୍ଞା କରିରେବା ଦେଶକେ ଛାଡ଼ବାକାଚେ ବାଧ୍ୟ ହୋଇରେଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 10

ଯଦିଓ ପରମେଶ୍ବର ତାର ଲୋକମନକେ ତିକର ପାପ୍ କାଚେ ବନ୍ଦୀ କରି ଦଣ୍ଡିତ କରଲା, ହୋଏଲେମିଶା ହାଏ ହାଏମନକେ କି ତାର କରିରେବା ପ୍ରତିଜ୍ଞାକେ ଭୁଲ୍କି ନାରେଲା। ପରମେଶ୍ବର ତାର ଲୋକମନର ଦଖାରଖା ଜାରି ରଖଲା ଆଓରି ହାଏମନକେ ଭବିଷ୍ୟ‌ତ ବକ୍ତାମାନର ଦ୍ୱାରା ତିକର ସଙ୍ଗେ କଥାବାର୍ତ୍ତା କରତେରେଲା। ହାଏ ତିକେ ଆଶାଦେଇରେଲା ଯେ ସତୁରି ବର୍ଷରପାଚେ ହାଏମନ୍ ପୁନର୍ବାର (ଆଓରିହାରକ) ପ୍ରତିଜ୍ଞା କରିରେବା ଦେଶତି ଫେରିଯିବାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 11

ପାକାପାକି ସତୁରି ବର୍ଷର ପାଚେ, ପାରସ୍ୟର ରାଜା ସାଇରସ୍ ବାବିଲକେ ପରାସ୍ତ କରଲା, ଏଟାକାଚେ ବାବିଲ ସାମ୍ରାଜ୍ୟ ବଦଳେ ପାରସ୍ୟ ସାମ୍ରାଜ୍ୟ ଅନେକ ଦେଶ ଉପରେ ଶାସନ କରଲା। ଇସ୍ରାଏଲୀୟମନକେ ବର୍ତ୍ତମାନ ଯିହୁଦୀ ବଲାଯାଏତେରେଲା। ହାଇମନର ଭିତରଲେ ଅନେକ ଲୋକ ବାବିଲତି ତିକର ସବୁ ଜୀବନ ବିତାଇରେଲାଏ। ମାତର ଖୁବ୍ କମ୍ ପୁରୁଣା ଯିହୁଦୀମନକେ ଆକା ଯିହୁଦା ଦେଶକେ ହେତରେଲା।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 12

ପାରସ୍ୟମନ ବହୁତ ଶକ୍ତିଶାଳୀ ରେଲାଏ, ମାତର ହାଏମନ ଜିତିରେବା ଲୋକମନକେ ଦୟା ଦଖାଏଲାଏ। ପାରସ୍ୟର ରାଜା ହୋବାର ଅଳପ ସମୟ ପାଚେ, ସାଇରସ୍ ଗୋଟକ୍ ଆଦେଶ ଦେଲା ଯେ ଯିହୁଦାକୁ ଲେଓଟି ଯିବାକାଚେ ଇଚ୍ଛା କରତେରେବା ଯୋନିଚ୍ ଯିହୁଦୀ ପାରସ୍ୟକେ ଛାଡି ଯିହୁଦାକୁ ଲେଓଟି ଯାଏକେ ପାରେ। ଅମତାକି ହାଏ ମନ୍ଦିରର ଆଓରିହାରକ ବନାଏବା କାଚେ ପଏସା ମିଶା ଦେଇରେଲା। ହାଇଟାକାଚେ ସତୁରି ବର୍ଷର ନିର୍ବାସିତ ହୋଇବା ପାଚେ, ଅଳପମା ଯିହୁଦୀ ଯିହୁଦାର ଯିରୁଶାଲମତି ଉଟିଗଲାଏ।

20. ୨୦. ଚାକର୍ ହୋଏବାଟା୍ ଆଓରି୍ ଚାକର୍ ତାନ୍ଲେ ଲେଓଟ୍ବାଟା — illustration 13

ହାଏମନ ଯିରୁଶାଲମନେ କେଟବାର ପାଚେ ମନ୍ଦିର ଆରି ନଗରର କାତି(କାନ୍ଥ)ମନକେ ପୁନର୍ବାର ବନାଏଲାଏ କରଲାଏ। ହୋଏଲେମିଶା ପାରସ୍ୟମନ ତିକର ଉପରେ ଶାସନ କରତେରେଲାଏ ମାତର ପୁନର୍ବାର ହାଏମନ ପ୍ରତିଜ୍ଞା କରାଯାଇରେବା ଦେଶତି ରହିକରି ମନ୍ଦିରତି ପୂଜା କରତେରେଲାଏ।

୨ ରାଜା:୧୭; ୨୪-୨୫ ; ୨ ବଂଶାବଳି:୩୬; ଏଜ୍ରା:୧-୧୦; ନିହିମିୟା ୧-୧୩ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).