21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 1

ଯେବେ ମାପୃ ସଂସାରକେ ବନାଏଲା, ହାଏ ଜାନତେରେଲା କି ହାଏ ଖ୍ରୀଷ୍ଟକେ କେବେନାକେବେ ତାକେ ପଟାଏକେ ପଢ଼ଶି। ହାଏ ଆଦମ ଆରି ହବାକେ ପ୍ରତିଜ୍ଞାକରଲା କି ହାଏ ଅନ୍ତି କରସି। ହାଏବଲାକି ହବାର ତାନଲେ ଗୋଟକ୍ ପିଢ଼ି ଜନମସି୍ ଜନକି ସାପର ମୁଣ୍ଡକେ ଲାତମାରସି। ଜନ ସାପ ହବାକେ ଦଖାଦେଇରେଲା ହାଇ ସାପ ଶୟତାନ ରେଲା। ମାପୃର ବଲବାର ଅର୍ଥରେଲା କି ଖ୍ରୀଷ୍ଟ ଶୟତାନକେ ସମ୍ପୂର୍ଣ୍ଣ ଭାବେ ହାରାଏସି (ପରାଜିତ) କରସି୍।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 2

ମାପୃ ଅବ୍ରହାମକେ ପ୍ରତିଜ୍ଞା କରିରେଲା କି ତାର (ଦ୍ୱାରା)ବାଟଲେ ସଂସାର ର ସବୁ ଜାତି ଆଶୀର୍ବାଦ ପାଏସି। ପାଚେ ମାପୃ କନିସମୟ ତାନେ ଖ୍ରୀଷ୍ଟକେ ପଟାଏ କରି ଇ ପ୍ରତିଜ୍ଞା ପୂରା (ସଫଳ) କରସି। ହାଇ ଖ୍ରୀଷ୍ଟ ଜଗତର ସବୁ ଜାତିର ଲୋକେ ତିକର ପାପତାନଲେ ଉଦ୍ଧାର କରସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 3

ପରମେଶ୍ବର ମୋଶାକେ ପ୍ରତିଜ୍ଞା କରିରେଲା କି ଭବିଷ୍ୟତ ତି ହାଏ ମୋଶାର ଆଗେ ଗୋଟକ୍ ଅଳାଗା ଭବିଷ୍ୟତବକ୍ତାକେ ପଟାଏସି। ଇ ଭବିଷ୍ୟତ ବକ୍ତା ଖ୍ରୀଷ୍ଟ ହୋଇସି। ଅନ୍ତିକରି, ମାପୃ ଆଓରି ହାରକ ପ୍ରତିଜ୍ଞା କରଲା କି ହାଏ ଖ୍ରୀଷ୍ଟ କେ ପଟାଏସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 4

ମାପୃ ରାଜାଦାଉଦକେ ମିଶା ପ୍ରତିଜ୍ଞା କରିରେଲା କି ତାର ଗୋଟକ୍ ପିଢ଼ି ଖ୍ରୀଷ୍ଟ ହୋଏସି। ହାଇ ରାଜା ହୋଏସି ଆରି ମାପୃର ଲୋକେ ସବୁଦାୟ୍ କାଚେ ଶାସନ କରସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 5

ପରମେଶ୍ବର ଯିରିମିୟ ଭବିଷ୍ୟତ ବକ୍ତା ସଙ୍ଗେ କଥା ହୋଏଲା ଆଓରି ବଲା୍ କି ଗୋଟ୍ ଦିନ୍ ହାଏ ଗୋଟକ୍ ନୁଆ ପ୍ରତିଜ୍ଞା କରସି। ହାଇ ନୁଆ ଚୁକ୍ତି ଇସ୍ରାଏଲ୍ ଆଓରି ସାଇନାର ପୁରନା ଚୁକ୍ତି ଅନ୍ତା ନାହୋଏ। ଯେବେ ହାଏ ଲୋକସଙ୍ଗେ ତାର ଚୁକ୍ତି କରସି, ତେବେ ହାଏ ନିଜକେ ବ୍ୟକ୍ତିଗତ ଭାବେ ହାଏମନକେ ଦଖାଏହୋଏସି। ସବୁଲୋକ ତାକେ ମୟା କରବାଏ ଆଓରି ତାର ନିୟମକେ ମାନବାକାଚେ ଇଚ୍ଛା ରକବାଏ। ମାପୃ ବଲା କି ଏଟା ତାର ନିୟମକେ ତିକର ହୃଦୟ ତି ଲେଖଲା ଅନ୍ତା ହୋଏସି। ହାଏମନ୍ ତାର ଲୋକ ହୋଏବାଏ, ଆଓରି ପରମେଶ୍ବର ତିକର ପାପକେ କ୍ଷମା କରସି। ହାଇ ଖ୍ରୀଷ୍ଟ ଆଏ ଯନକି ତିକର ସଙ୍ଗେ ହାଇ ନୁଆ ଚୁକ୍ତିକେ ଚୁକ୍ତି କରସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 6

ମାପୃର ବଭିଷ୍ୟତ ବକ୍ତାମନ ଏଟାମିଶା ବଲାଏ କି ଖ୍ରୀଷ୍ଟ ଗୋଟକ୍ ବଭିଷ୍ୟତ ବକ୍ତା ହୋଏସି। ବଭିଷ୍ୟତ ବକ୍ତା ହାଇ ଆଏ ଯନକି ପରମେଶ୍ବର ର ବାକ୍ୟକେ ଶୁନୁଆଏ ଆଓରି ଲୋକମନକେ ମାପୃର କବରକେ ସାଙ୍ଗୁଆଏ। ଯାକେ ପଠାବା କାଚେ ମାପୃ ପ୍ରତିଜ୍ଞା କରିରେଲା ହାଇ ଖ୍ରୀଷ୍ଟ ଗୋଟକ୍ ସିଦ୍ଧ୍ ବଭିଷ୍ୟତ ବକ୍ତା ହୋଏସି। ଏତାର ଅର୍ଥ ହାଇ ଖ୍ରୀଷ୍ଟ ମାପୃର ବାକ୍ୟ(କବର)କେ ଅଛା କରି ଶୁନସି, ଆଓରି ହାଇ କବରକେ ଲୋକମନେକେ ଅଚ୍ଛା କରି ଶିକ୍ଷାଦେଏସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 7

ଇସ୍ରାଏଲ୍ ପୂଜାରୀମନ ଲୋକମନକାଚେ ମାପୃ ଆଗେ ବଳିଦାନ କରତେରେଲାଏ। ଇ ବଳିଦାନ ଲୋକମନର ପାପକାଚେ ଆଏ ତିକେ ମାପୃ ବାଟଲେ ଦଣ୍ଡଦେବାଜାଗା ତାନେ ଏଟାମନକେ ହାଏମନ ବଳି ଦେଏତେରେଲାଏ। ପୂଜାରୀମନ ଲୋକମନର କାଚେ ପ୍ରାର୍ଥନା ମିଶା କରଲାଏ। ମାତର, ହାଇ ଖ୍ରୀଷ୍ଟ ସିଦ୍ଧ ମହାଯାଜକ ହୋଏସି ଜନକି ମାପୃକେ ଦେବାକାଚେ ଗୋଟକ୍ ସିଦ୍ଧବଳି (ହିଷାବେ) ରୂପେ ନିଜକେ ବଳି ଦେଇଦେଏସି। ଅର୍ଥାତ, ହାଏ କେବେମିଶା ପାପ ନାକରେ, ଆରି ଯେବେ ହାଏ ନିଜକେ ବଳି ହୋଏବାକାଚେ ନିଜକେ ଦେଏସି, ତେବେ ସଂସାରର ଆରି ଅଳାଗା ବଳିରି୍ ଦରକାର ନାପଡେ।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 8

ରାଜା ଆରି ଅଧିପତିମନ ଲୋକମନର ଗୋଷ୍ଠୀ ଉପରେ ଶାସନ କରୁଆତ, ଆରି କେବ କେବେ ହାଏମନ ଭୂଳକରୁଆତ। ରାଜା ଦାଉଦ ଅବଗ୍ ଇସ୍ରାଏଲ୍ ଉପରେ ଶାସନ କରଲା, ମାତର ଦାଉଦ ବଂଶର ଖ୍ରୀଷ୍ଟ ପୂରା ସଂସାରକେ ଶାସନ କରସି, ଆଓରି ହାଏ ସବୁଦାୟକାଚେ ଶାସନ କରସି। ଏକେଚାଢି, ହାଏ ସବୁଦାଏ ନ୍ୟାୟପୂର୍ଣ୍ଣ ଶାସନ ଆରି ଠିକ୍ ନିଷ୍ପତ୍ତି ନେଏସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 9

ମାପୃର ଭବିଷ୍ୟତ ବକ୍ତାମ ଖ୍ରୀଷ୍ଟର ବିଷୟତି ବହୁତ କଥା ସାଙ୍ଗିରେଲାଏ। ଉଦାହରଣ କାଚେ, ମଳାଖି ବଲିରେଲା କି ଖ୍ରୀଷ୍ଟର ଆସବାର ଆଗେ ଗୋଟକ୍ ଅଳାଗା ଭବିଷ୍ୟତ ବକ୍ତା ଆଏସି। ହାଏ ଭବିଷ୍ୟତ ବକ୍ତା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଏସି। ଆଓରି, ଯିଶାଇୟ ଭବିଷ୍ୟତ ବକ୍ତାମିଶା ଲେଖଲା କି ଖ୍ରୀଷ୍ଟ ଗୋଟକ୍ କୁମାରିଗର୍ବ ତାନଲେ୍ ଜନମ ନେଇସି। ଆଓରି ମିଖା ଭବିଷ୍ୟତ ବକ୍ତାମିଶା ବଲିରେଲା କି ଖ୍ରୀଷ୍ଟ ବେଥଲିହିମ୍ ନଗରତି ଜନମ ନେଏସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 10

ଯିଶାଇୟ ଭବିଷ୍ୟତ ବଲିରେଲା କି ଖ୍ରୀଷ୍ଟ ଗାଳିଲୀ ଅଞ୍ଚଳତି ବସବାସ କରସି। ଜନମନ ଅଧିକ ଦୁଃଖତି ଆଚେତ ଖ୍ରୀଷ୍ଟ ହାଏମନକେ ଶାନ୍ତି ଦେଏସି। ହାଏ ବନ୍ଦୀମନକେମିଶା ମୁକ୍ତ କରସି। ଖ୍ରୀଷ୍ଟ ରୋଗୀମାନକେ ଆରି ଜନମନ ଶୁଣକେ ନାପାରତେ, ଦଖେ ନାପାରତେ, ବଳେକେ ନାପାରତେ, ହିଣ୍ଡେକେ ନାପାରତେ ହାଇସବୁକେ ସୁସ୍ଥକରସି।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 11

ଯିଶାଇୟ ଭବିଷ୍ୟତ ବକ୍ତା ଏଟାମିଶା ବଲା କି ଲୋକମାନେ ଖ୍ରୀଷ୍ଟକେ ଘୃଣା କରବାଏ ଆଓରି ଅଳଗା ଭବିଷ୍ୟତ ବକ୍ତାମନ ବଲାଏ କି ଖ୍ରୀଷ୍ଟର ଗୋଟକ୍ ସାଥି ତାର ବିରୁଦ୍ଧତି ଉଟସି। ଜିଖରିୟ ଭବିଷ୍ୟତ ବକ୍ତାବଲା୍ କି ହାତାର ହାଇ ସାଥି ଏଟା କରବାକାଚେ ହାଇ ଅଳଗା ଲୋକତାନଲେ ୩୦ ଟା ରୂପାମୁଦ୍ରା ନେଏସି। ଏକେଛାଡ଼ି, କେତେକ ଭବିଷ୍ୟତ ବକ୍ତାମନ ମିଶା ବଲିରେଲାଏ ଯେ ଲୋକମନ ଖ୍ରୀଷ୍ଟର ହତ୍ୟା କରବାଏ, ଆଓରି ହାଏମନତାର ବସ୍ତ୍ର କାଚେ ଜୁଆ ଖେଳବାଏ।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 12

ଭବିଷ୍ୟ‌ଦ୍‌ବକ୍ତାମନ ଏଟାମିଶା ସାଙ୍ଗଲାଏ କି ଖ୍ରୀଷ୍ଟ କନ୍ତାକରି ମରସି। ଯିଶାଇୟ ଭବିଷବାଣୀ କର୍ଲା କି ଲୋକମନ ଖ୍ରୀଷ୍ଟ ଉପରେ ତୁକ୍ବାଏ, ମଜକ ଉଢାଏବାଏ, ଆଓରି ମାରବାଏ। ହାଏମନ ତାକେ ବିଦ୍ଧ କରବାଏ ଆରି ହାଏ ବଢେ କଷ୍ଟ ଆରି ଯନ୍ତ୍ରଣା ତି ମରିଯାଏସି, ଜେବେକି ହାଏ କାଇମିଶା ଭୂଳ ନାକରିସିବେ।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 13

ବଭିଷ୍ୟତବକ୍ତା ମନ ଏଟାମିଶା ସାଙ୍ଗଲାଏ କି ଖ୍ରୀଷ୍ଟ ପାପ୍ ନାକରସି। ହାଏ ସିଦ୍ଧ ହୋଏସି। ମାତର ହାଏ ଇଟାକାଚେ ମରସି ପରମେଶ୍ବର ତାକେ ଅଳାଗା ଲୋକର ପାପର କାଚେ ଦଣ୍ଡ ଦେଏସି। ତାର ମରବା ଦ୍ୱାରା ଲୋକମନ ପରମେଶ୍ବର ସଙ୍ଗେ ମିଶବାକାଚେ ଯଗ୍ୟ ହୋଏବାଏ। ଇଟାକାଚେ ମାପୃ ଇଚ୍ଛା କରସିଆଛେ କି ଖ୍ରୀଷ୍ଟ ମରିଯାଓ।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 14

ବଭିଷ୍ୟତ ବକ୍ତାମନ ଏଟାମିଶା ସାଙ୍ଗିରେଲାଏ କି ମାପୃ ଖ୍ରୀଷ୍ଟକେ ମରଲାତାନଲେ ଜୀବିତ ଉଟାଏସି। ଏଟା ଦର୍ଶାଉ ଆଏ କି ଏସବୁ ନୁଆ ଚୁକ୍ତି କରବାର ମାପୃର ଯୋଜନା ରେଲା, ଯନ୍ତାକି ହାଏ ହାଇସବୁକେ ଉଦ୍ଧାର(ବାଚାଏସି)କରସି ଜନମନ ପରମେଶ୍ବରର ବିରୁଦ୍ଧତି ପାପ କରଲାଆତ୍।

21. ୨୧. ମାପୃ ଖ୍ରୀଷ୍ଟର ପ୍ରତିଜ୍ଞା କରୁଆଏ — illustration 15

ପରମେଶ୍ବର ଭବିଷ୍ୟତ ବକ୍ତାମନକେ ଖ୍ରୀଷ୍ଟର ବିଷୟତି ଅନେକ ବିଷୟକେ ପ୍ରକାଶ କରଲା, ମାତର ଖ୍ରୀଷ୍ଟ ହାଇ ଭବିଷ୍ୟତ ବକ୍ତାମନର କାଆରି ଜୀବନ କାଳତି ନାଆସିରେଲା। ଏହି ଭବିଷ୍ୟବାଣୀମନର ଦିଆଯିବାର ୪୦୦ ବର୍ଷଲେ ଅଧିକ ସମୟ ପାଚେ, ଠିକ୍ ସମୟତି, ମାପୃ ଖ୍ରୀଷ୍ଟକେ ଜଗତ ତି ପଠାଇସି।

ଆଦି ୩:୧୫; ୧୨:୧-୩; ଦିତୀୟବିବରଣ ୧୮:୧୫; ୨ ୟଶାମୁଏଲ ୭; ମଲାଖି ୪:୫; ଯିଶାଇୟ ୭:୧୪; ମିଖା ୫:୨; ଯିଶାଇୟ ୯:୧-୭; ୩୫:୩-୫; ୬୧:୫୩; ଗୀତସଂଗିତା ୨୨:୧୮; ୩୫:୧୯; ୬୯:୪; ୪୧:୯; ଜିଖରିୟ ୧୧:୧୨-୧୩; ଯିଶାଇୟ ୫୦:୬; ଗୀତସଂଗିତା ୧୬:୧୦-୧୧ ତାନଲେ ବାଇବଲର ଗୋଟକ୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).