22. ୨୨.ବାପ୍ତିଜକ ଯୋହନର୍ ଜନମ୍
ଆଗେ, ମାପୃ ( ପରମେଶ୍ବର)ନିଜର ଭବିଷ୍ୟତବକ୍ତା ମନ ସଙ୍ଗେ କଥା୍ ହୋଇରେଲା ଇଟାକାଜେ ହାଏମନ୍ ଲୋକ୍ ସଙ୍ଗେ କଥା ହୋଇରେଲାଏ। ମାତର ହାଇ ସମୟ ତିଲେ ନେଇକରି ୪୦୦ ବରଷ୍ ବିତ୍ବାବାତକ୍ ହାୟ୍ ହାଏମନ୍ ସଙ୍ଗେ କଥା ନା ହୋଏଲା୍। ପାଛେ ମାପୃ ଜିଖରୀୟ ନାମର୍ ଭବିଷ୍ୟତବକ୍ତା ଲଗେ ଗଟକ୍ ସରଗ୍ ଦୂତ୍ କେ ପଟାଏଲା୍। ଜିଖରୀୟ ଆରି ତାର୍ କନୀଆ (ସ୍ତ୍ରୀ) ଏଲିଶାବେଥ ମାପୃ ର୍ ପୂଜା କର୍ତେ ରେତ୍। ହାଏମନ୍ ଅଧିକ ବୁଢ଼ା ବୁଢ଼ୀ ହୋଇରେଲାଏ, ଆରି ତିକେ ଗଟେକ୍ ମିଶା ବେଟାବେଟି ନାରେଲା୍ଏ।
ହାଇ ସରଗ୍ ଦୂତ୍ ଜିଖରୀୟ କେ ବଲା୍, "ତର୍ କନୀଆ କେ ଗଟେକ୍ ପିଲା ହୋଇସି୍। ତୁଇ ତାର ନାଓ ଯୋହନ୍ ସଙ୍ଗାଇବିସ୍। ମାପୃ ତାକେ ପବିତ୍ର ଆତ୍ମା ସଙ୍ଗେ ଭରିଦେଇସି୍, ଆଓରି ଯୋହନ ଯୀଶୁ କେ ଗ୍ରହଣ୍ କରବାକାଛେ ତିଆର୍ କରସି୍।” ଜିଖରୀୟ ବଲା୍, "ମୁଇ ଆରି ମୋର୍ କନୀଆ(ସ୍ତ୍ରୀ) ସନ୍ତାନ୍ ଜନମ୍ କରବାକାଛେ ଅଧିକ ବୁଢ଼ା ବୁଢ଼ୀ ଆଏ !ମୁଇ କନ୍ତାକରି ଜାନବି୍ କି ତୁଇ ମକେ ସତ୍ ବଲ୍ବିଆଛ୍ଇସ୍? "
ଯେବେ ସରଗ୍ ଦୂତ୍ ଜିଖରୀୟ କେ ଉତ୍ତର୍ ଦେଲା୍, "ତର୍ ଲଗେ ଇ ଅଛା ଖବର କେ ଆନ୍ ବା କାଛେ ମୁଇ ମାପୃ ଦ୍ୱାରା ପଠାଗଲିଆଛି୍। କାଏକାଜେ ତୁଇ ମକେ ବିଶ୍ବାସ ନାକରଲିସ୍, ଇଟାକାଜେ ତୁଇ ପିଲାର ଜନମ୍ ବା ତକ୍ କଥା୍ ହୋଏକେ ନାପାରିସ୍।” ହଢ଼୍ କିଚ୍ ଦାୟ୍ ଲେ୍, ଜିଖରୀୟ କଥା୍ ହୋଏକେ ନାପାରଲା୍। ତାର୍ ପାଛେ୍ ହାଇ ସରଗ୍ ଦୂତ୍ ଜିଖରୀୟ ଲଗଲେ୍ ଗଲା୍। ଏତାର୍ ପାଚେ୍, ଜିଖରୀୟ ମିଶା ଘରେ୍ ଆଏଲା୍ ଆଓରି୍ ତାର୍ କନୀଆ ଗର୍ବବତି ହୋଏଲା୍।
ଯେବେ ଏଲୀଶାବେଥ ଛଅ ମାଷର୍ ଗର୍ବବତି ହୋଇରେଲା୍, ତ ହାଇଚ୍ ସରଗ୍ ଦୂତ୍ ଅଚାନକ୍ ଏଲୀଶାବେଥର୍ ଲୋକବାକ୍ ତି ଦକାୟ୍ ହୋଇଲା୍, ଯାର୍ ନାଓ ମରିୟମ ରେଲା୍। ମରିୟମ କୁମାରୀ ରେଲା୍ ଆଓରି୍ ବିବାହ ହୋଏବାକାଚେ୍ ଯୋଷେଫ ନାମର୍ ବ୍ୟକ୍ତି ସଙ୍ଗେ ତାର୍ ମାଗ୍ନି୍ ହୋଇରେଲା୍। ସରଗ୍ ଦୂତ୍ ବଲା୍, " ତୁଇ ଗର୍ବବତି ହୋଇବିସ୍ ଆଓରି୍ ଗଟେକ୍ ପିଲା୍ କେ ଜନମ୍ ଦେବିସି୍। ତୁଇ ତାର୍ ନାଓ ଯୀଶୁ ରକ୍ ବାର୍ ଆଚେ୍। ହାଏ ସବୁଲେ ଶକ୍ତିଶାଳୀ ମାପୃ (ପରମେଶ୍ବର)ର ବେଟା ହୋଇସି୍ ଆରି ସବୁଦାୟ୍ କାଚେ୍ ଶାସନ୍ କର୍ସି।”
ମରିୟମ ବଲା୍, " ଏଟା କନ୍ତାକରି ହୋଇସି୍, କାଏକାଜେ ବଲେ୍ ମୁଇ ତ କୁମାରୀ ଆଏ?"ହାଇ ସରଗ୍ ଦୂତ୍ ତାକେ ବୁଝାୟ୍ଲା, "ପବିତ୍ର ଆତ୍ମା ତର ଉପରେ ଆୟସି୍, ଆଓରି୍ ମାପୃ ର ଶକ୍ତି ତକେ ଗୁଢା୍ଇସି୍। ଇଟାକାଜେ ହାଇ ପିଲା୍ ପବିତ୍ର ହୋଇସି୍, ଆଓରି୍ ମାପୃ ର ବେଟା ହୋଇସି୍।” ଜନଟା୍ ହାଇ ସରଗ୍ ଦୂତ୍ ବଲା୍ ହାଇଟାକେ୍ ମରିୟମ ବିଶ୍ବାସ୍ କର୍ଲା୍।
ଏଟା ହୋଇବାର୍ ତୁରନ୍ତର୍ ପାଚେ୍, ମରିୟମ ଯାଇ କରି ଏଲିଶାବେଥ ସଙ୍ଗେ ଭେଟ୍ ହୋଏଲା୍। ଯମତି୍ ମରିୟମ ତାକେ ଯୁଆର୍ କର୍ଲା୍, ଏଲିଶାବେଥର୍ ପିଲା ତାର୍ ଭିତ୍ରେ ଡଗା୍ଇଲା୍। ତିକର୍ କାଚେ୍ ମାପୃ ଜନଟା୍ କରିରେଲା୍ ହାଇଟାକାଛେ୍ ହାଏମନ୍ ଦୁନ୍ଓ ବେସି୍ ଶରଧା୍ ହଏଲା୍ୟ୍। ଏଲିଶାବେଥ ସଙ୍ଗେ ତିନ୍ ମାସ୍ ରଏଲା୍ ପାଚେ୍, ମରିୟମ ଘରେ ଗଲା୍।
ଏତାର୍ ପାଚେ୍, ଏଲିଶାବେଥ ନିଜର ବେଟା କେ ଜନମ୍ ଦେଲା୍। ଜିଖରୀୟ ଆଓରି୍ ଏଲିଶାବେଥ ହାଇ ପିଲାର୍ ନାଓ ଯୋହନ ରକ୍ ଲାଏ, ଯନ୍ତା୍ କି ହାଇ ସରଗ୍ ଦୂତ୍ ତିକେ ଆଦେଶ ଦେଇରେଲା୍। ତାର୍ ପାଚେ୍ ମାପୃ ଜିଖରୀୟ କେ କଥା୍ ହୋଏବାକାଚେ୍ ଶକ୍ତି ଦେଲା୍। ଜିଖରୀୟ ବଲା୍, "ମାପୃ ର୍ ଧନ୍ୟବାଦ ହୋ, କାୟ୍କାକାଚେ୍ ବଲେ୍ ହାଏ ହାତାର୍ ଲୋକ୍ ସାହାଯ୍ୟ କରବାକାଛେ ହେତ୍ ରକ୍ଲା ଆଚେ୍! ହେ ମୋର୍ ବେଟା, ତୁଇ ସବୁଲେ ଶକ୍ତିଶାଳୀ ମାପୃ ର ବଭିଷ୍ୟତ୍ ବକ୍ତା ହୋଇବିସ୍। ତୁଇ ଲକେ୍ ସାଙ୍ଗ୍ବିସ୍ କି ହାଏମନ୍ କନ୍ତାକରି ନିଜର୍ ପାପ୍ ଥାନେ୍ଲେ କ୍ଷମା ପାଏବାଏ।”
ଲୂକ ଲିଖିତ ସୁସମାଚାର ୧ ଅଧ୍ୟାର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).