24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 1

ଏଲିଶାବେଥ ଆରି୍ ଜିଖରୀୟ ର ବେଟା ଯୋହନ, ବଢେ ହୋଇକରି ଗଟେ୍କ୍ ଭବିଷ୍ୟତ ବକ୍ତା ବନ୍ଲା୍। ହାଏ ଜଙ୍ଗଲ୍ ତି ରଏତେ୍ ରେଲା୍, ଆଓରି୍ ବଣ୍ ମଧୁ ଆରି ପଙ୍ଗପାଳ ଖାଏତେ୍ ରେଲା୍, ଆଓରି୍ ଓଠର୍ ଚାମଢା଼ ତି ବନିରେବା ଲୁଗା ପିନ୍ଦ୍ ତେରେଲା୍।

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 2

ବହୁତ ଲୋକ ବାପ୍ତିଜକ ଯୋହନର୍ କଥା୍ ଶୁନବା କାଚେ୍ ମରୂଭୂମି ଲଗେ ଆଏଲାଏ। ହାଏମନ୍କେ୍ ଏଟା ବଲି୍କରି ତିକେ ପ୍ରଚାର୍ କର୍ଲା, "ପଷ୍ତା୍, କାଏକାଜେ ବଲେ୍ ସରଗ୍ ରାଜ୍ୟ ଲଗେ୍ କେଟ୍ଲା୍ ଆଚେ୍!"

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 3

ଯେବେ ଲୋକ ବାପ୍ତିଜକ ଯୋହନର୍ ପ୍ରଚାର କେ ଶୁନ୍ଲାଏ, ତ ତିକର୍ ଭିତର୍ ଲେ ବହୁତ ଲୋକ ନିଜର ପାପ୍ ତାନ୍ଲେ୍ ପଷ୍ତା୍ଏ ଲାଏ, ଆଓରି ବାପ୍ତିଜକ ଯୋହନ ତିକେ ବାପ୍ତିସ୍ମ ଦେଲା୍। ବାପ୍ତିଜକ ଯୋହନ କେ ଦକବା କାଚେ୍ ବହୁତ ଧର୍ମୀ ନେତା ମନ ମିଶା ଆସିରେଲାଏ, ମାତର ହାଏମନ୍ ନିଜର ପାପ୍ ତିଲେ ନା ପଷ୍ତା୍ଏଲାଏ କି ନା ମାନଲାଏ।

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 4

ବାପ୍ତିଜକ ଯୋହନ ଧାର୍ମିକ ନେତାମନ୍ କେ ବଲା୍, "ହେ ବିଷ୍ ରେଲା୍ ସାପ ମନ୍! ପଷ୍ତା୍ ଆଓରି ନିଜର ଚାଳି୍ ଚଲନ୍ କେ ବଧଲା୍। ମାପୃ ହାଇ ସବୁ ଗଛକେ କାଠି ଦେଏସି୍ ଯନଟା୍ ଅଛା୍ ପାକ୍ ନାଆନେ, ଆରି୍ ହାଏ ହାଇସବୁକେ ଜୟ୍ ତି ପଖାଏଦେଏସି୍।” ଜନ୍ଟା୍ ଭବିଷ୍ୟତ ବକ୍ତା ମନ୍ ବଲିରେଲାଏ ବାପ୍ତିଜକ ଯୋହନ ହାଇଟାକେ୍ ପୂରା କରଲା୍, "ଦକ୍ ଝପକେ୍ ଆକା ମୁଇ ତର୍ ଆଗେ ମୋର୍ ଖବର୍ ନେଉକେ ପଠାଇବି୍ ଜନ୍ ତୋର୍ ବାଟକେ ତିଆର୍ କରସି୍।”

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 5

କେତେକ୍ ଧାର୍ମିକ ନେତା ମନ୍ ବାପ୍ତିଜକ ଯୋହନ କେ ପଚାରଲାଏ କି ହାଏ ମସିହା ଆଏ। ବାପ୍ତିଜକ ଯୋହନ ଉତ୍ତର୍ ଦେଲା୍, "ମୁଇ ମସିହା ନୁଆଏ, ମାତର୍ ହାଏ ମୋର୍ ପାଚେ ଆଏସି୍ ଆଛେ। ହାଏ ଅତକ୍ ମହାନ୍ କି ମୁଇ ତାର ଜୁତାର୍ ଡରି ହିଟାଏବାକାଚେ ଯଗ୍ୟ ନୁଆଏ।”

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 6

ତାର୍ ପାଚର୍ ଦିନେ୍, ଯୀଶୁ ବାପ୍ତିସ୍ମ ନେବାକାଚେ ବାପ୍ତିଜକ ଯୋହନ ଲଗେ ଆଏଲା୍। ଯେବେ ବାପ୍ତିଜକ ଯୋହନ ତାକେ ଦକ୍ଲାଆ, ତ ହାଏ ବଲା୍, "ଦକା୍ !ମାପୃ ର୍ ମାଣ୍ଢାଛୁଆ ଜନକି୍ ସଂସାରର୍ ପାପକେ ନେଇଯାଇସି୍।”

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 7

ବାପ୍ତିଜକ ଯୋହନ ଯୀଶୁ କେ ବଲା୍, "ମୁଇ ତକେ ବାପ୍ତିସ୍ମ ଦେବାକାଚେ ଯଗ୍ୟ ନୁଆଏ। ମାତର୍ ଏତାର୍ ଦରକାର ଆଏ କି ବାପ୍ତିସ୍ମ ତୁଇ ମକେଦେ।” ମାତର୍ ଯୀଶୁ ବଲା୍, "ତୁଇ ମକେ ବାପ୍ତିସ୍ମ ଦେଏକେ ପଡ଼ସି୍ , କାଏକାଜେ ବଲେ୍ କରିବା କାଚେ ଏଟା ଠିକ୍ କାମ ଆଏ।” ପାଛେ ବାପ୍ତିଜକ ଯୋହନ ତାକେ ବାପ୍ତିସ୍ମ ଦେଲା୍, ଯେବେ କି ଯୀଶୁ କେବେମିଶା ପାପ ନାକରିରେଲା୍।

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 8

ବାପ୍ତିସ୍ମ ଦେଲାର୍ ପାଚେ ଯେବେ ଯୀଶୁ ପାଣି ଥାନ୍ ଲେ ଉଠି ବାହାରେ ଆସଲା୍, ତ ମାପୃ ର ଆତ୍ମା ପାରା ଅନ୍ତା ହୋଇ ଦକାଏ ହୋଏଲା ଆରି ତଳେ ଆସି ତାର ଉପରେ ବସଲା୍। ହାଏ ବଲା୍, "ତୁଇ ମୋର ବେଟା ଆସ୍। ମୁଇ ତକେ ପ୍ରେମ୍ କରୁଆଏ, ଆରି ମୁଇ ତରତି ବହୁତ ସରଦା୍ ଆଏ।”

24. ୨୪. ବାପ୍ତିଜକ ଯୋହନ ଯୀଶୁ କେ ବାପ୍ତିସ୍ମ ଦେଉଆଏ — illustration 9

ମାପୃ ବାପ୍ତିଜକ ଯୋହନକେ ବଲିରେଲା, "ପବିତ୍ର ଆତ୍ମା ତଳେ ଆସି ଯାଆର୍ ଉପରେ ବସି୍ ଯାକେ ତୁଇ ବାପ୍ତିସ୍ମ ଦେବିସ୍।” ହାଇ ମାପୃ ର୍ ବେଟାଆଏ ମାପୃ ଗୋଟକ୍ ଆକା ଆଏ। ମାତର୍ ଯେବେ ବାପ୍ତିଜକ ଯୋହନ ଯୀଶୁକେ ବାପ୍ତିସ୍ମ ଦେଲା, ତ ହାଏ ପରମେଶ୍ବର (ମାପୃ) ପିତା (ବାବା) କେ କଥା ହୋଏତେରେବାର୍ ଶୁନଲା, ପୁତ୍ର (ବେଟା) (ମାପୃ) କେ ଦକଲା, ଯନକି ଯୀଶୁ ଆଏ, ଆରି ହାଏ ପଵିତ୍ର ଆତ୍ମା କେ ଦକଲା।

ମାଥିଉ ୩ ; ମାର୍କ ୧:୯-୧୧; ଲୂକ ୩:୧ ତିଲେ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).