26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 1

ଶୟତାନର୍ ପରୀକ୍ଷାମନକେ ଜିତବାର ପାଚେ, ଯୀଶୁ ଗାଳିଲୀର ଅଞ୍ଚଳମନତି ଲେଓଟି ଆଏଲା୍। ଏଟା ହାଇ ଜାଗାଆଏ ଯନ୍ତି୍ ହାଏ ରଏତେରେଲା। ପବିତ୍ର ଆତ୍ମା ତାକେ ବହୁତ ଶକ୍ତି ଦେଏତେରେଲା, ଆରି ଯୀଶୁ ଏଜାଗାଲେ ଅଳଗା ଜାଗା ତି ଗଲା ଆରି ଲୋକେ ଶିକ୍ଷା ଦେଲା। ସବୁଲୋକ ତାର ବିଷୟ ତି ଅଛା ବଲଲାଏ।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 2

ଯୀଶୁ ନାଜରିତ ନଗରତି ଗଲା। ଏଟା ହାଇ ଗାଁ ଆଏ ଯନ୍ତି୍ ପିଲଦାୟ୍ ହାଏ ରଏତେରେଲା। ବିଶ୍ରାମଦିନତି, ହାଏ ଆରାଧନା କରବା ଜାଗାତି ଗଲା। ନେତାମନ ତାକେ ଯିଶାଇୟ ବାଭବାଦିଙ୍କ ପୁସ୍ତକକେ ଦେଲାଏ। ହାଏମନ୍ ଇଚ୍ଛା କରତେ ରେଲାଏ କି ହାଏ ହାଇତିଲେ ପଢ଼। ଇଟାକାଜେ ଯୀଶୁ ହାଇ ପୁସ୍ତକେ୍ ଖଲିକରି ହାଇତିର ଗୋଟକ୍ ଭାଗ୍କେ ତିକରକାଛେ ପଢ଼ଲା।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 3

ଯୀଶୁ ପଢ଼ଲା, "ମାପୃ ମକେ ତାର ନିଜର ଆତ୍ମା ଦେଲାଆଚେ କି (ହାଇଟାକାଛେ୍) ମୁଇ ଦରିଦ୍ର ମନଲୋଗେ ପ୍ରଚାର କରକେ ପାରବି। ହାଏ ମକେ ଏଟାକାଚେ୍ ପଠାଏଲା ଆଛେ କି ମୁଇ ବନ୍ଦୀ ମନକେ ମୁକ୍ତ କରବି, କାଣାକେ ଆଓରି ହାରକ ଦୃଷ୍ଟି ଦେବି, ଆଓରି ଅତ୍ୟାଚାର ସଏବାଲକେ ମୁକଲାଏବି। ଏଟା ହାଏ ସମୟ ଆଏ ଯେବେ ମାପୃ ହାମକେ୍ ଦୟା କରସି୍ ଆରି ଆମର ସାହାଯ୍ୟ କରସି୍।”

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 4

ପାଚେ ଯୀଶୁ ବସଲା୍। ସବୁଲୋକ ତାକେ ଧ୍ୟାନତି ଦକତେରେଲାଏ। ହାଏମନ୍ ଜାନତେରେଲାଏ କି ପବିତ୍ର ଶାସ୍ତର ଯନ ଭାଗକେ ହାଏ ଏବେ ପଢ଼ଲା ହାଏଟା ମସିହାର ବିଷୟତି ରେଲା୍। ଯୀଶୁ ବଲା୍, "ଯନଟା ଏବେ ମୁଇ ତମରକାଚେ ପଢ଼ଲି, ହାଇଟା ସବୁ ଏବେ ଘଟସି୍ ଆଛେ।”ସବୁ ଲୋକ ବକୁଆ ହୋଇଗଲାଏ। ହାଇସବୁ ବଲାଏ, "ଏଟା କାଏ ଯୋଷେଫର ପିଲା ନୁଆଏ?"

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 5

ତେବେ ଯୀଶୁ ବଲା୍, "ଏଟା ସତେ୍ ଆଏ କି ଲୋକ ଅନ୍ତା ବଭିଷ୍ୟତ୍ ବକ୍ତା କେବେ ନାମାନେତ ଯନମନ ତିକର ନଗରତି ବଡ଼ଲା ଆଚେ। ଏଲିୟ ବଭିଷ୍ୟତ୍ ବକ୍ତାର ସମୟତି, ଇସ୍ରାଏଲତି ବହୁତ ବିଧବା ରେଲାଏ। ମାତର ଯେବେ ସାଢ଼େ ତିନ ବର୍ଷର ତକ ବର୍ଷା ନାହୋଏଲ ତେବେ ମାପୃ ଏଲିୟକେ ଇସ୍ରାଏଲର କନି ବିଧବା ମନ ଲଗେ ସାହାଯ୍ୟ କରବାକାଛେ ନାପଟାଏଲା। ଇଟାକାଜେ, ହାଏ ଏଲିୟକେ ଗୋଟକ୍ ଅଳଗା ଦେଶର ବିଧବା ଲୋଗେ ପଟାଏଲା।”

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 6

ଯୀଶୁ ବଲତେରେଲା, "ଆଓରି ଇଲୀଶାୟ ବଭିଷ୍ୟତ ବକ୍ତା ସମୟତି, ଇସ୍ରାଏଲତି ବହୁତ କୁଷ୍ଠି ରଗି ରେଲାଏ। ମାତର ଇଲୀଶାୟ ତିକେ କାକି ମିଶା ସୁସ୍ଥ(ଭଲ) ନାକରଲା। ହାଏ କାଲି ଇସ୍ରାଏଲର ଶତ୍ରୁର ସେନାପତୀ ନାମାନ କେ ସୁସ୍ଥ(ଭଲ)କରଲା।” ମାତର ଜନମନ ଯୀଶୁକେ ଶୁନତେରେଲାଏ ହାଏମନ୍ ଯିହୂଦୀ ଲୋକ ରେଲାଏ। ଏଟାକାଚେ ଯେବେ ହାଏମନ୍ ତାକେ ଅନ୍ତି ବଲବାର ଶୁନଲାଏ ତେବେ ହାଏମନ ତାର ଉପରେ ବୁହୁତ ରିଷା ହୋଏଲାଏ।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 7

ନାଜରୀତୟର ଲୋକ ଯୀଶୁକେ ଦରଲାଏ ଆଓରି ତାକେ ଆରାଧନା କରବା ଜାଗା୍ତିଲେ ଜିକ୍ତେ ବାହାରେ ନେଲାଏ। ହାଏମନ୍ ତାକେ ମାରବା କାଚେ ତଳେ ପକାଏବାକାଚେ ଗଟକ୍ ପକନା୍ର ଉପରେ ନେଲାଏ। ମାତର ଯୀଶୁ ଭିଢ଼ ଭିତରଲେ ନିକିରି ଗଲା ଆଓରି ନାଜରୀତ ନଗରକେ ମିଶା ଛାଢୀକରି ଉଟିଗଲା।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 8

ଏତାରପାଚେ ଯୀଶୁ ଗାଲିଲୀର ସବୁ ଜାଗାତି ଗଲା, ଆରି ବହୁତ ବଢେ ଭିଢ଼୍ ଯୀଶୁର ଲଗେ ଆଏଲା। ହାଏମନ୍ ଅନ୍ତା ବହୁତ ଲୋକେ ଆନଲାଏ ଜନମନ ରଗୀ ଆରି ଭିନ୍ନକ୍ଷମତାର ରେଲାଏ। ତିକର ଭିତରେ କେତକ, ଦଖେ, ହିଣ୍ଡେକେ, ଶୁନକେ ଆରି ବଲକେ ନାପାରତେ ରେଲାଏ, ଆରି ଯୀଶୁ ହାଇସବୁକେ ଭଳ୍ କରଲା୍।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 9

ଏଟା ସଙ୍ଗେ ସଙ୍ଗେ, ବହୁତ ଅନ୍ତା ଲୋକେ୍ ଯୀଶୁର୍ ଲଗେ ଆନଲାଏ ଯାକେ ଭୂତ ଲାଗିରଲା। ଯୀଶୁ ଭୁତମନକେ ଆଦେଶ ଦେଲା ତିକରତାନଲେ ଛାଢି ଯିବାକଛେ। ହାଏ ଭୂତମନ୍ ସବୁଦାୟ୍, "ତୁଇ ମାପୃର୍ (ପରମେଶ୍ବର)ବେଟା ଆସ୍!" ଭିଢ଼ଲକ୍ ସବୁ ଭକୁଆ ହୋଇ, ମାପୃ ସ୍ତୁତି କରଲାଏ।

26. ୨୬. ଯୀଶୁ ନିଜର ସେବା ଆରମ୍ଭ କରୁଆଏ — illustration 10

ତାରପାଛେ ଯୀଶୁ ୧୨ଲକେ୍ ବାଚଲା ଯାକେ ହାଏ ନିଜର ପ୍ରେରିତ ବଲା। ହାଇ ପ୍ରେରିତ ମନ ଯୀଶୁର ସଙ୍ଗେ ଯାତ୍ରା କରଲାଏ ଆରି ତାରତାନଲେ ଶିକ୍ଷା କରଲାଏ।

ମାଥିଉ ୪:୧୨-୨୫; ମାର୍କ ୧:୧୪-୧୫, ୩୫-୩୯; ୩:୧୩-୨୧; ଲୂକ ୪:୧୪-୩୦, ୩୮-୪୪ ତିଲେ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).