27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 1

ଲାଜାର୍ ନାମର୍ ଗୋଟ୍କ ମାନେ ରେଲା। ତାର୍ ଦୁଇଟା ଭଇନି ରେଲାଏ ଯାର୍ ନାଓ ମରିୟମ ଆରି ମାର୍ଥା ରେଲା। ହାଏମନ ସବୁ ଯୀଶୁର୍ ଘନିଷ୍ଠ ସାଙ୍ଗ ରେଲାଏ। ଗୋଟ୍ଦିନ୍, କୋନି ଗୋଟ୍କ ଯୀଶୁକେ ସାଙ୍ଗ୍ଲାଏ ଯେ ଲାଜାର୍ କେ ରୋଗ୍ ହୋଏଲାଆଚେ। ଯୀଶୁ ଇଟା ଶୁଣିକରି ତିକେ ବଲା୍, "ଇ ରୋଗ ଲାଜାରର ମର୍ବାଟା ସଙ୍ଗେ ନା ସରେ। ମାତର୍ ଇଟା, ଲୋକେ୍ ମାପୃର ପୂଜାକର୍ବା କାଚେ ରାସ୍ତା ଦଖାଏସି।”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 2

ଯୀଶୁ ନିଜ୍ର ସଙ୍ଗ୍ମନ୍କେ ମୟା କର୍ତେରେଲା, ମାତର୍ ଯନ୍ତି ହାଏ ରେଲା ହାଏତି ଆଓରି ଦୁଇ ଦିନ ଜାଗ୍ଳା। ହାଇ ଦୁଇ ଦିନର ପାଚେ, ହାଏ ନିଜର୍ ଚେଲାମନ୍କେ ବଲା୍, ଆସା, ଯିହୁଦାଦେଶ୍ତି ଲେଓଟି ଜୋ। ଚେଲାମନ୍ ଉତ୍ତର ଦେଲା୍ଏ, "ଗୁରୁ, ଅଳପ ସମୟର୍ ଆଗେ ହାଏତିର୍ ଲୋକ୍ମନ ତକେ ମାର୍ବା କାଚେ ଚାହେଁତେରେଲାଏ!" ଯୀଶୁ ବଲା୍, "ଆମର ସାଙ୍ଗ୍ ଲାଜାର ଶୋଏଲାଆଚେ, ଆଓରି ମୁଇ ତାକେ ଉଠାଏବାକେ ପଡ଼ସି୍।”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 3

ଯୀଶୁର୍ ଚେଲାମନ୍ ଉତ୍ତର ଦେଲାଏ, ଏ ପ୍ରଭୁ, ଯଦି ଲାଜାର୍ ଶୋଏଲାଆଚେ୍, ତେବେ ହାଏ ଅଚ୍ଚା ହୋଇଯାଏସି। ତାର୍ପାଚେ ଯୀଶୁ ତିକେ ଅଚ୍ଛାକରି ସାଙ୍ଗ୍ଲା, "ଲାଜାର୍ ମର୍ଲା ଆଚେ। ମକେ ସର୍ଦା ଲାଗ୍ଲାନି କି ମୁଇ ହାଇଲଗେ ଭଲେ ନାରେଲି, ଏବେ ତମି ମୋର ଉପରେ ବିଶ୍ୱାସ କର୍କେପାର୍ବାସ୍।”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 4

ଯୋଢ଼ଦାଏ ଯୀଶୁ ଲାଜାରର ଗାଁଓତି କେଟ୍ଲା, ଲାଜାରର ମରିକରି ଚାରି ଦିନ ହୋଇରେଲା। ମାର୍ଥା ଯୀଶୁକେ ଭେଟ୍ବାକାଚେ ବାରେ ଆସି ବଲା୍, "ପ୍ରଭୁ, ଯଦି ତୁଇ ଇ ତାନେ୍ ରେଏତିସ୍ ତେବେ ମର ଭାଇ ନା ମର୍ତାବେ। ମାତର୍ ମୁଇ ବିଶ୍ୱାସ କରୁଆଏ କି ତୁଇ ମାପୃକେ ଯନ୍ଟା ମାଗ୍ବିସ୍ ହାଏ ତକେ ହାଇଟାକେ ଦେଉଆଏ।”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 5

ଯୀଶୁ ଉତ୍ତର ଦେଲା, "ମୁଇ ପୁନରୁତ୍ଥାନ ଆଓରି ଜୀବନ ଆଏ। ଜନ୍ଆଏ ମୋର ଉପରେ ବିଶ୍ୱାସ କରୁଆଏ, ହାଏ ମରି୍ଗଲେ ମିଶା ଜୀଉଁଆଏ। ଜନା୍ଏ ମୋର ଉପରେ ବିଶ୍ୱାସ କରୁଆଏ ହାଏ କେବେଚ୍ ନା ମରେ। ତୁଇ ଏତାର୍ ଉପରେ ବିଶ୍ୱାସ କର୍ବିସ୍ କି?" ମାର୍ଥା ଉତ୍ତର ଦେଲା, ହେ ପ୍ରଭୁ, ମୁଇ ବିଶ୍ୱାସ କରୁଆଏ କି ତୁଇ ପର୍ମେଶ୍ବରର ବେଟା ଖ୍ରୀଷ୍ଟ ଆସ।

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 6

ତାର୍ପାଚଜ ମରିୟମ ଆସ୍ଲା। ହାଏ ଯୀଶୁର ଗଢ଼ତଲେ ପାଟାପଢି ବଲା୍, ହେ ପ୍ରଭୁ, ଯଦି ତୁଇ ଏଥାନେ ରଏତିସ୍ ବଲେ୍ ମୋର ଭାଇ ନା ମର୍ତାବେ। ଯୀଶୁ ତାକେ ପଚା୍ର୍ଲା, "ତମି ଲାଜାରକେ କନ୍ତି ସଙ୍ଗାଏଲାଆସ୍?" ହାଏମନ ତାକେ ବଲା୍ଏ, "କବର ତାନେ। ଆଓ ଆରି ଦକ୍।” ତାର୍ପାଚେ ଯୀଶୁ କାନ୍ଦ୍ଲା।

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 7

ସମାଧି ଗୋଟ୍କ ଗୁମ୍ଫା ରେଲା ଜନ୍ତି ଗୋଟ୍କକ ପକ୍ନାକେ ଢାପିରେଲାଏ। ଯୀଶୁ କବର ଲଗେ କେଟ୍ଲାର୍ ପାଚେ ତିକେ ବଲା୍, "ପକ୍ନାକେ ଗୁଚା୍ଏ ଦିଆସ୍। ମାତର୍ ମାର୍ଥା ବଲା୍, "ହାଏ ମରିକର୍ ଚାର୍ ଦିନ୍ ହୋଏଲାବେ। ଏବେ ଇଟା ବାସ୍ଦେଏତେ ରେଏସି୍।”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 8

ଯୀଶୁ ଉତ୍ତର ଦେଲା, "ମୁଇ ତମ୍କେ ନା ବଲି୍ରେଲି ଯେ ଯଦି ତମି ମୋର ଉପରେ ବିଶ୍ୱାସ କର୍ବାସ୍ ତେବେ ତମି ମାପୃର ଶକ୍ତିକେ ଦକ୍ବାସ୍?" ହାଇକଚେ ହାଏମନ ହାଇ ପକ୍ନାକେ ଗୁଚାଏଦେଲାଏ।

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 9

ତାର୍ପାଚେ ଯୀଶୁ ସରଗ୍ ବାଟେ ଦୋକିକରି ବଲା୍, "ବୁଆ, ମୋର କଥା ଶୁଣ୍ବାବା କାଚେ ମୁଇ ତକଜ ଧନ୍ୟବାଦ ଦେବିଆଛି। ମୁଇ ଜାନି ତୁଇ ସବୁଦାଏ ମୋର କଥା ଶୁନୁଆସ୍, ମାତର୍ ମୁଇ ଇଲଗେ ଠିହା ହୋଇରେବା ଇ ସବୁ ଲୋକେ୍ ସାହାଯ୍ୟ କର୍ କି ଇମନ୍କେ ବିଶ୍ବାସ କରତ୍ କି ତୁଇ ମକେ ପଟାଇଲିସ୍।” ତାର୍ପାଚେ ଯୀଶୁ ଡାକ୍ଲା, “ଲାଜାର, ନିକ୍ରିକରି ଆଓ!”

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 10

ତାର୍ପାଚେ ଲାଜାର ନିକ୍ରିକରି ଆସ୍ଲା! ହାଏ ଗୋଟ୍କ କଫାଢାତି ଗୁଡ଼ାଇ ହୋଇ ରେଲା। ଯୀଶୁ ତାକେ କଲା୍, "ତାକେ ଇ କଫଡ଼ାକେ ହିଟାଏଦିଆସ୍।” ଇ ଚମତ୍କାର କାଚେ ବୋଲି ଅନେକ୍ ଯିହୁଦୀଲୋକୄ ଯୀଶୁକେ ବିଶ୍ୱାସ କର୍ଲାଏ।

27. ୩୭. ଯୀଶୁ ଲାଜାରକେ ମର୍ଲାତାନ୍ଲେ ଜୀଉଁଆଏ — illustration 11

ମାତର୍ ଯିହୁଦୀ ଧାର୍ମିକ ନେତାମନ୍ ଯୀଶୁକେ କୁଚର ହୋଏଲାଏ, ହାଇଟା କାଚେ ହାଏମନ୍ ଗୋଟ୍କିଲଗେ ରୁଣ୍ଢା ହୋଇ ଯୀଶୁ ଆରି ଲାଜାରକେ କନ୍ତା କରି ମର୍ତେ ମାରବୁ ବୋଲି ଯୋଜନା ବନାଏଲାଏ।

ଯୋହନ ୧୧:୧-୪୬ ତାନର୍ ଗୋଟକ୍ କାଓନି

Read in the reader

Free to use, adapt, and share under an open license (CC BY-SA 4.0).