29. ୨୯. ଦୟା ନା କର୍ବା ଦାସର୍ କାଓନି

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 1

ଗଟ୍ ଦିନ୍, ପିତର ଯୀଶୁକେ ପଚାରଲାଏ, "ହେ ପ୍ରଭୁ, ମୋର ଭାଇ ଯେବେମୋର ବିରୁଦ୍ଧତି ପାପ କରସି୍ ତେବେ ତାକେ ମୁଇ କେତେହାର କ୍ଷମା କରକେ ପଡ଼ସି୍? ସାତହାରଲେ କି? ଯୀଶୁ ଉତ୍ତର ଦେଲା, "ସାତହାର ନୁଆଏ, ମାତର ସାତକେ ସତରିହାର!" ଏତାର ଦ୍ୱାରା ଯୀଶୁର୍ ଅର୍ଥ ଆଏ କି ହାମକେ୍ ସବୁଦାୟ୍ କ୍ଷମାକରକେ ପଡ଼ସି୍। ତେବେ ଯୀଶୁ ଏ କାଓନି ସାଙ୍ଗ୍ଲା୍।

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 2

ଯୀଶୁ ବଲା୍, "ପରମେଶ୍ବରର ରାଜ୍ୟ ଗୋଟକ୍ ରାଜାର ସମାନ ଆଏ ଯନ୍କି ନିଜର ଦାସମନ ତାନଲେ ହିସାବ ନେବାକାଚେ ଚାହେଁଥେରେଲା। ତାର୍ ଗୋଟକ୍ ଦାସ ୨, ୦୦, ୦୦୦ ବର୍ଷର ମଜୁରୀର ଏକ ବଡ଼ ଋଣର ଋଣୀ ରେଲା।”

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 3

ମାତର ହାଏ ଦାସ ନିଜର ଋଣକେ। ଦେଏକେ ନାପାରଲା, ଇଟାକାଜେ ରାଜା ବଲା୍, "ଏତାର ଋଣ ଭରବା କାଚେ ଏକେ ଆରି ଏତାର୍ ପରିବାରକେ ଚାକରଭାବେ ବିକିଦିଆସ୍।”

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 4

ହାଇ ଦାସ(ଚାକର)ରାଜାର ଆଗେ ମାଡିକୁଠା ଦେଇ ବଲା୍, 'ମକେ ଦୟାକର ମୋର ସବୁ ଋଣ ପଇସା ଦେଇଦେବି। 'ରାଜା ତାକେ ଦୟାକରଲା, ଏଠାକାଚେ ହାଇ ତାର ସବୁ ଋଣକେ ଛାଢିଦେଲା ଆରି ତାକେ ଯାଏକେ ଦେଲା।

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 5

ମାତର୍ ଯେବେ ହାଇ ଦାସ ରାଜାଲଗଲେ୍ ବାହାରି ଗଲା, ତେବେ ତାରିସଙ୍ଗର ଗୋଟକ୍ ଦାସକେ ବେଟପାଏଲା ଯନକି ତାର ଚାର ମାସର କାମକରଲା ପଇସା ନାଦେଇରେଲା। ହାଇ ଦାସ ତାକେ ଦରଲା ଆରି ବଲା୍, 'ମୋର ଯନ ପଇସା ତୁଇ ଲାଗିଲିଆଚିସ୍ ହାଇଟା ମକେଦେ!

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 6

ତାର ସଙ୍ଗର ଦାସ ତାର ଆଗେ ମାଡିକୁଠା ଦେଇ ବଲା୍, 'ମୋକ ଦୟାକର ମୁଇ ସବୁ ପଇସା ଦେଇଦେବି।' ମାତର୍ ଏତାର ବଦଲେ ହାଇ ଦାସ ତାର ସାଥି ଦାସକେ ଥାନାତି ଦେଇଦେଲା ଜଡ଼ଦାଏଲେ ତାର ସବୁ ପଇସାକେ ହାଏ ନାଦେ।

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 7

ଜନଟା୍ ହୋଏଲା୍ କେତେକ ଅଳାଗା ଦାସମନ ଦଖଲାଏ ଆରି ରିଶା ହୋଏଲାଏ। ହାଏମନ୍ ରାଜା ଲଗେ ଯାଇ ସବୁ କଥାକେ ସାଙ୍ଗଲାଏ।

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 8

ରାଜା ହାଇ ଦାସକେ ଡାକିକରି ବଲା୍, 'ହେଏ ଦୁଷ୍ଟ ଦାସ! ତର ଋଣକେ ମୁଇଏଟା କାଚେ୍ କ୍ଷମା କରିରଲି କି ତୁଈ ମକେ ଅନୁରୋଧ କରିରେଲସି୍। ତକେ ମିଶା ଅନ୍ତି ଆକା କରବାର ରେଲା।' ରାଜା ଅତକ ରିଷା ରେଲା୍ କି ହାଇ ଦୁଷ୍ଟ ଦାସକେ ଥାନାତି ଦେଇଦେଲା ଜଢ଼ଦାଏଲେ ହାଏ ସବୁଋଣ ପଇସା ନାଦେ।

29. ୨୯. ଦୟା ନା କର୍ବା ଦାସର୍ କାଓନି — illustration 9

ତାରପାଚେ ଯୀଶୁ ବଲା୍, "ଯଦି ତମି୍ ତମର ଭାଈକେ ହୃଦୟ ସଙ୍ଗେ କ୍ଷମାନାକରାସ୍ ତେବେ ମୋର ସରଗର ପିତା ମିଶା ତମକେ ଅନ୍ତି କରସି୍।”

ମାଥିଉ ୧୮:୨୧-୩୫ ତିଲେ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).