30. ୩୦. ଯୀଶୁ ୫ହଜାର ଲୋକେ୍ ଖାଦି ଖୁଆଉଆଏ
ଯୀଶୁ ନିଜର ପ୍ରେରିତମନକେ ପ୍ରଚାର କରବା କାଚେ୍ ଆରି ଶିକ୍ଷାଦେବାକାଚେ ଅଳଗା ଅଳଗା ଗାଁଓମନତି ପଟାଏଲା୍। ଯେବେ ହାଏମନ୍ ଯୀଶୁର୍ ଲଗେ୍ ଲେଓଟି ଆସ୍ଲାଏ ତେବେ ହାଇସବୁକେ ସାଙ୍ଗ୍ଲା୍ଏ ଜନଟା୍ ହାଇମନ କରିରେଲାଏ। ତାରପଚେ ଯୀଶୁ ସମୁଦ୍ରର ହାଏପାକ ଗୋଟକ୍ ଶୂନଶାନ ଜାଗାତି ବିସାଏବା କାଚେ୍ ତିକେ ବଲା୍। ହାଇଟାକାଛେ୍ ହାଏମନ୍ ଗୋଟକ୍ ଡଙ୍ଘାତାନେ ଚେଗି ହାଏଖାପ ଗଲାଏ।
ମାତର ହାଇଲେଗେ ଠଖାଲୋକ୍ ରେଲାଏ ଜନମନ ଯୀଶୁ ଆରି ଚେଲାମନେକେ ଡଙ୍ଘାତି ଯିବାର୍ ଦଖଲାଏ। ଇମନ ତିକରଲେ ଆଗେ ସମୁଦ୍ରର ହାଏକାପ କେଟବାକାଚେ ପାଲିପାଲି ପଲାଏଲାଏ। ଯେବେ ଯୀଶୁ ଆରି ଚେଲାମନ କେଟଲାଏ ତେବେ ହାଏତି ଠଖାଲୋକ୍ ତିକେ ଜାଗିରେବାର ଦକଲାଏ।
ହାଇଲୋକମନ୍ ସ୍ତ୍ରୀ ଆରି ପିଲଟକେ ଛାଡିକରି ୫, ୦୦୦ଲେ ଅଧିକ ମାନେମନ ରେଲାଏ। ଯୀଶୁ ତିକେ ବଡେ ଦୟାଦଖାଏଲା। ଯୀଶୁରକାଚେ ହାଏମନ୍ ବିନା ଗାଏଦରିର ମେଣ୍ଢାମେଣ୍ଢି ଅନ୍ତା ରଲାଏ। ହାଇଟାକାଛେ୍ ହାଏମନକେ ହାଇ ଶିକ୍ଷା ଦେଲା ଆରି ଜତକ ଲୋକେ ତିକର ଭିତେରେ ରଗୀ ରେଲାଏ ହାଏମନକେ ସବୁକେ ଠିକ୍ କରଲା।
ସଞ୍ଜଦାଏ, ଚେଲାମନ ଯୀଶୁକେ ବଲାଏ, "ଏବେ ଦେର ହୋଏଲାବେ ଆରି ଇଲଗାଲଗି କନି ଗାଓ ନିଆଏ। ଇକେମନ ଯାଏକେଦେଶ ଯମତା କି ଏମନ ନିଜରକାଚେ ଖାଦି ଗେନବାଏ।"
ମାତର ଯୀଶୁ ଚେଲାମନେକେ ବଲା୍, "ତମି ଏମନେକେ ଖାଏବାକାଚେ କାଇଟା ଦିଆସ!" ହାଏମନ ଉତ୍ତର ଦେଲାଏ, "ହାମିଏଟା କନ୍ତାକରି କରକେ ପାରୁ? ହାମର ଲଗେ କଲି ୫ଟା ରଟୀ ଆରି ଦୁଇଟା ସାନ ମାଛ ଆଚେତ।”
ଯୀଶୁ ନିଜର ଚେଲାମନେକେ ବଲା ତମି ଇ ଲୋକମନକେ ଚାରାତି ପଚାଶ ପଚାଶ ଲୋକର ଦଳ ହୋଇ ବସବା କାଚେ ବଲା।
ପାଚେ ଯୀଶୁ ହାଇ ୫ଟା ରଟୀ ଆରି ୨ଟା ମାଛ କେ ନେଇକରି ସରଗ୍ ବାଟେ ଦଖଲା, ଆରି ହାଇ ଖାଦି କାଚେ ପରମେଶ୍ବରକେ ଧନ୍ୟବାଦ ଦେଲା।
ତାର୍ପାଚେ ଯୀଶୁ ରଟୀକେ ଆରି ମାଛକେ ଖଣ୍ଡ ଖଣ୍ଡ କରଲା। ହାଏ ଲୋକମନକେ ଦେବାକାଚେ ନିଜର ଚେଲାମନେକେ ହାଇଟାକେ ଦେଲା। ଚେଲାମନ ହାଇ ଖାଦ୍ୟକେ(ଭଜନ)କେ ବାଟା କରତେରେଲାଏ, ଆରି ହାଇଟା ନାଶରଲା! ହାଏମନ ସବୁ ଖାଇକରି ତୃପ୍ତ ହୋଏଲାଏ।
ଏତାରପାଚେ, ଚେଲାମନ ହାଇ ଖାଦିକେ ଗଟକି ଲଗେକରଲାଏ ଯନଟାକେ ହାଏଲୋକମନ ଖାଏକେ ନାପାରଲାଏ ଆରି ହାଇ ଖାଦ୍ୟ ୧୨ ଟପଳିତି ଭରତି ହୋଏତା! ଇସବୁ ଖାଦ୍ୟ ହାଇ ୫ଟା ରଟୀ ଆରି ୨ଟା ମାଛତାନଲେ ହୋଇରେଲାଏ।
ମାଥିଉ ୧୪:୧୩-୨୧; ମାର୍କ ୬:୩୧-୪୪; ଲୂକ ୯:୧୦-୧୭; ଯୋହନ ୬:୫-୧୫ ତାନଲେ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).